Home

ବିଶ୍ୱର ସବୁଠୁ ଅପରିଚ୍ଛନ୍ନ ବ୍ୟକ୍ତିଙ୍କ ବିୟୋଗ

ତେହେରାନ୍‌: ସୁସ୍ଥ ଶରୀର ପାଇଁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବା ନିହାତି ଦରକାର। ଏଥିଲାଗି ନିୟମିତ ଗାଧୋଇବା ଜରୁରୀ। କିନ୍ତୁ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଗାଧୋଇବାକୁ ଭଲ ପାଆନ୍ତି ନାହିଁ। ଇରାନ୍‌ର ଆମୋଉ ହାଜି, ଯେ ବିଶ୍ୱର…

ଜଳବାୟୁ ପରିବର୍ତ୍ତନ ଯୋଗୁ ଆସିବ ଭବିଷ୍ୟତରେ ନୂଆ ମହାମାରୀ…

ଓ୍ବାଶିଂଟନ,୨୬।୧୦ : ପରବର୍ତ୍ତୀ ମହାମାରୀ କୌଣସି ବାଦୁଡି କିମ୍ବା ପ୍ରାଣୀଙ୍କଠାରୁ ଆସି ନପାରେ। ଏହା ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନରୁ ଆସିବାର ଯଥେଷ୍ଟ ଆଶଙ୍କା ରହିଛି। ସମଗ୍ର ବିଶ୍ୱରେ ତରଳୁଥିବା ବରଫରୁ ନୂଆ ଭୂତାଣୁ ଆସିପାରେ ବୋଲି ପ୍ରାଣୀ ବିଜ୍ଞାନୀ ପତ୍ରିକା ‘ପ୍ରୋସିଡିଙ୍ଗସ…

ଶିବ ନାଦାରଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ

ନୂଆଦିଲ୍ଲୀ,୨୬।୧୦: ଅନ୍ତଃରାଷ୍ଟ୍ରୀୟ ସାମାଜିକ ଅନୁଷ୍ଠାନ ୟୁଏସ୍‌-ଇଣ୍ଡିଆ ଷ୍ଟ୍ରାଟେଜିକ୍‌ ପାର୍ଟନରଶିପ୍‌ ଫୋରମ୍‌ (ୟୁଏସ୍‌ଆଇଏସ୍‌ପିଏଫ୍‌) ପକ୍ଷରୁ ଏଚ୍‌ସିଏଲ୍‌ ଏବଂ ଶିବ ନାଦାର ଫାଉଣ୍ଡେଶନର ପ୍ରତିଷ୍ଠାତା ଶିବ ନାଦାରଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବିଶେଷକରି ୟୁଏସ୍‌ଆଇଏସ୍‌ପିଏଫ୍‌ ହେଉଛି ଏକ ବାଇଲାଟେରାଲ୍‌ ଅଣ-ଲାଭଜନକ…

ଖସିଲା ବଜାର କାରବାର

ନୂଆଦିଲ୍ଲୀ,୨୬।୧୦: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନର ପ୍ରଭାବ ଶେୟାର ବଜାର କାରବାର ଉପରେ ପଡ଼ିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଏକ ପ୍ରକାର ଅସ୍ଥିରତା ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ୨ୟ ଦିନର ବଜାର ଫଳାଫଳ ଅନୁଯାୟୀ…

କୁକୁର ରଖିବାକୁ ଅମଙ୍ଗ ହେଉଛନ୍ତି ଅଷ୍ଟ୍ରେଲିଆ ଲୋକେ, ବାହାରେ ଛାଡି ଦେଉଛନ୍ତି…

ମେଲବୋର୍ନ,୨୬।୧୦ : କରୋନା ମହାମାରୀ ଯୋଗୁୁ ଅଷ୍ଟ୍ରେଲିଆରେ ଅର୍ଥନୀତି ସଙ୍କଟ ଜନକ ହୋଇଛି। ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡିଛି। ସେମାନଙ୍କ ସମ୍ମୁଖରେ ଏବେ ସମସ୍ୟା ହେଉଛି କିଭଳି ପରିବାର ସଦସ୍ୟ ଏବଂ ଗୃହପାଳିତ ପ୍ରାଣୀମାନଙ୍କୁ ଖାଇବାକୁ ଦେବା। ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲୀୟମାନେ…

କର୍ମଚାରୀ ଛଟେଇ କରିବ ଫେସ୍‌ବୁକ୍‌

ନୂଆଦିଲ୍ଲୀ,୨୬।୧୦: ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ (ମେଟା) ତା’ର ମୋଟ କର୍ମଚାରୀଙ୍କ ସଂଖ୍ୟାରୁ ୨୦% ଛଟେଇ କରିପାରେ ବୋଲି ଜଣାପଡ଼ିଛି। କାରଣ ବର୍ତ୍ତମାନ ପରିସ୍ଥିତିରେ କମ୍ପାନୀକୁ ଚାକିରି ଏବଂ ପୁଞ୍ଜିଗତ ବ୍ୟୟ ହ୍ରାସ କରିବାର ଆବଶ୍ୟକତା ରହିଛି ବୋଲି…

ଶାମ୍ପୁ ଫେରାଇନେଲା ୟୁନିଲିଭର

ନୂଆଦିଲ୍ଲୀ,୨୬।୧୦: ଅନ୍ତଃରାଷ୍ଟ୍ରୟୀୟ ଏଫ୍‌ଏମ୍‌ସିଜି କମ୍ପାନୀ ୟୁନିଲିଭରର ବିଭିନ୍ନ ଶାମ୍ପୁରେ କର୍କଟ ସୃଷ୍ଟିକାରୀ କେମିକାଲ ମିଳିଥିବା କୁହାଯାଉଛି। ଏପରିକି କମ୍ପାନୀ ଆମେରିକା ବଜାରରୁ ଡୋଭ, ନେକ୍ସସ, ସୁଆଭେ, ଟିଆଇଜିଆଇ ଓ ଟ୍ରେସ୍‌ମେ ଏୟରୋସୋଲ ଡ୍ରାଇ ଶାମ୍ପୁ ଉଭୟ ଦୋକାନୀ ଡିଷ୍ଟ୍ରିବ୍ୟୁଟରଙ୍କଠାରୁ ଫେରାଇ ଆଣିଛି।…

ଓଲା ଏସ୍‌୧ ଏୟାରର ଅନାବରଣ

ନୂଆଦିଲ୍ଲୀ,୨୬।୧୦: ଦେଶର ପ୍ରମୁଖ ଇଲେକ୍‌ଟ୍ରିକ୍‌ ଭେଇକିଲ୍‌ (ଇଭି) କମ୍ପାନୀ ଓଲା ଇଲେକ୍‌ଟ୍ରିକ୍‌ ପକ୍ଷରୁ ନୂଆ ଓଲା ଏସ୍‌୧ ଏୟାରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ମଡେଲ କମ୍ପାନୀର ଏସ୍‌୧ ପ୍ଲାଟ୍‌ଫର୍ମ ଉପରେ ନିର୍ମିତ ହୋଇଛି। ବିଶେଷକରି ୨.୫ କେଡବ୍ଲ୍ୟୁଏଚ୍‌…

ଦୈନିକ ମୃତ୍ୟୁ ସଂଖ୍ୟା ଶୂନ,ଦୈନିକ ସଂକ୍ରମଣ ୯ ଶହ ତଳେ…

ନୂଆଦିଲ୍ଲୀ, ୨୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୨ ହଜାର ତଳେ ରହିଛି। ଗତ ୨୪…

ପୃଥିବୀକୁ କରୋନା ଟିକା ଯୋଗାଣରେ ଭାରତ ଆଗୁଆ, ସ୍ବୀକାର କଲା ଆମେରିକା…

ଓ୍ବାଶିଂଟନ,୨୬।୧୦ : କୋଭିଡ ମହାମାରୀ ସହ ଲଢ଼େଇ ସମୟରେ ଭାରତ ନିଜର ସାମର୍ଥ୍ୟକୁ ହୃଦୟଙ୍ଗମ କରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ପୃଥିବୀକୁ କରୋନା ଟିକା ଯୋଗାଣରେ ଅଗୁଆ ରହିଥିଲା। ଏହାକୁ ଆମେରିକା ସ୍ବୀକାର କରିଛି। ହ୍ବାଇଟ ହାଉସ ପକ୍ଷରୁ…

ହାୟରର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୬।୧୦: ଦେଶର ପ୍ରମୁଖ ହୋମ୍‌ ଆପ୍ଲାଏନ୍ସେସ୍‌ ଓ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ କମ୍ପାନୀ ‘ହାୟର’ ପକ୍ଷରୁ ଏକ ଅତ୍ୟାଧୁନିକ ତଥା ନୂତନ ଉତ୍ପାଦ ‘ୱାଶିଂ ମେଶିନ’ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ହାୟରର ୫୨.୫ ସେମି ସୁପର ଡ୍ରମ୍‌, ଆଡ୍‌ଭାନ୍ସଡ୍‌ ସୁପରସାଇଲେଣ୍ଟ ଡାଇରେକ୍ଟ…

ନିର୍ଣ୍ଣାୟକ ହେବ ୧୩ ପଞ୍ଚାୟତର ଭୋଟ

ଭଦ୍ରକ ଅଫିସ,୨୬।୧୦: ଧାମନଗର ଉପନିର୍ବାଚନ ଯେତେ ପାଖେଇ ଆସୁଛି ହାର୍‌ଜିତ୍‌କୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ସେତେ ବଢ଼ିଚାଲିଛି। ଧାମନଗର ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକର ୧୩ ପଞ୍ଚାୟତର ଭୋଟ୍‌ ଏହି ଉପନିର୍ବାଚନ ଫଳାଫଳର ନିର୍ଣ୍ଣାୟକ ହେବ ବୋଲି ଚର୍ଚ୍ଚା ହେଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri