ପିଓକେ ପିଏମ୍ଙ୍କୁ ଅପମାନ: ଶେହବାଜଙ୍କ ବିରୋଧରେ ପ୍ରଦର୍ଶନ କରି ରାସ୍ତାରେ ପୋଡ଼ାଜଳା…
ମୁଜାଫରବାଦ,୬।୧୨ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦ୍ୱାରା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ପ୍ରଧାନମନ୍ତ୍ରୀ ସର୍ଦ୍ଦାର ତନଭୀର ଇଲିୟାସଙ୍କ ପ୍ରତି ହୋଇଥିବା ଅପମାନକୁ ଲୋକେ ବିରୋଧ କରିଛନ୍ତି। ଲୋକମାନେ ମୁଜାଫରବାଦର ରାସ୍ତାରେ ଶେହବାଜଙ୍କ ବିରୋଧରେ ପ୍ରଦର୍ଶନ ସହିତ ପୋଡ଼ାଜଳା କରିଛନ୍ତି। ବହୁ…
୨୦୨୩ରେ ଚମକିବ ଏହି ୫ ରାଶି ବ୍ୟକ୍ତିଙ୍କ ଭାଗ୍ୟ; ପଦୋନ୍ନତି ସାଙ୍ଗକୁ ବଢ଼ିବ ଦରମା, ବ୍ୟବସାୟରେ ବି…
ଆଉ ଦିନ କେଇଟାରେ ବିଦାୟ ନେବ ବର୍ଷ ୨୦୨୨। ନୂତନ ବର୍ଷକୁ ନେଇ ଏବେଠାରୁ ବଢ଼ିଲାଣି ଉତ୍କଣ୍ଠା। ତେବେ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ବର୍ଷ ଅନେକ ରାଶିର ଲୋକଙ୍କ ପାଇଁ ଶୁଭଫଳ ଆଣି ଆସୁଛି। ବ୍ୟବସାୟ,ଚାକିରି ମାମଲାରେ ସେମାନେ ଉପରକୁ ଯିବେ।…
ଚାଇନା ହ୍ୟାକର ଆମେରିକା କୋଭିଡ ପାଣ୍ଠିରୁ ଚୋରି କରିଛନ୍ତି ୨ କୋଟି ଡଲାର…
ବେଜିଂ/ଓ୍ବାଶିଂଟନ,୬।୧୨ : ଚାଇନା ସରକାରୀ ହ୍ୟାକରମାନେ ଆମେରିକାର କୋଭିଡ ରିଲିଫ ପାଣ୍ଠିରୁ ୨ କୋଟି ଡଲାର୍ ଚୋରି କରିଛନ୍ତି। ମଙ୍ଗଳବାର ଏନବିସି ଏହାର ରିପୋର୍ଟରେ ଏହି ସୂଚନା ଦେଇଛି ସୂଚନା ଅନୁଯାୟୀ, ଆମେରିକାକୁ ଠକିଥିବା ହ୍ୟାକରମାନେ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ…
୨୦୨୩ ସୁଦ୍ଧା ଗୋଆରେ ଖୋଲିବ ୫ଶହ ସିନେମା ହଲ୍
ପଣଜୀ,୬।୧୨: ୨୦୨୩ ମାର୍ଚ୍ଚରେ ଭାରତର ଗ୍ରାମାଞ୍ଚଳର ଲୋକମାନେ ନିଜ ଗାଁରେ ସିନେମା ଉପଭୋଗ କରିପାରିବେ। ଏହି ଦିଗରେ ସରକାର ଆଉ ଏକ ପାଦ ଆଗକୁ ବଢ଼ାଇବା ସହ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ବର୍ଷ ସରକାର ସିଏସ୍ସି ମାଧ୍ୟମରେ ଗାଁରେ ସିନେମା…
ଶୀତଦିନେ ଖାଆନ୍ତୁ କମଳା
ଶୀତଦିନେ ବଜାରରେ କମଳା ସହଜରେ ଉପଲବ୍ଧ ହୋଇଥାଏ। ଏହା ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ। ଭିଟାମିନ ସିରେ ଭରପୂର କମଳା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ବ୍ୟତୀତ, କମଳା ଆପଣଙ୍କୁ ଶୀତ କାରଣରୁ ସୃଷ୍ଟି ହେଉଥିବା ସ୍ବାସ୍ଥ୍ୟସମସ୍ୟାକୁ ଦୂର…
ଜାପାନ-ରୁଷିଆ ମଧ୍ୟରେ ବଢ଼ିଲା ଉତ୍ତେଜନା: କୁରିଲ ଦ୍ୱୀପରେ ରୁଷିଆ କ୍ଷେପଣାସ୍ତ୍ର ପ୍ରଣାଳୀ…
ମସ୍କୋ/ଟୋକିଓ,୬।୧୨ : ରୁଷିଆ ଏବଂ ଜାପାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି। ବାସ୍ତବରେ ରୁଷିଆର ଉତ୍ତେଜନାମୂଳକ ପଦକ୍ଷେପ ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ରୁଷିଆ ଜାପାନ ନିକଟସ୍ଥ ବିବାଦୀୟ କୁରିଲ ଦ୍ୱୀପପୁଞ୍ଜରେ କ୍ଷେପଣାସ୍ତ୍ର…
ମଦ ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ପୁଣି ଥରେ ସମନ ପଠାଇଲା ସିବିଆଇ
ନୂଆଦିଲ୍ଲୀ,୬।୧୨: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ସିବିଆଇ ପୁଣି ଥରେ ସମନ କରିଛି। ଟିଆରଏସ୍ ଏମ୍ଏଲ୍ସିର କବିତାଙ୍କ ବୟାନ ରେକର୍ଡ ଡିସେମ୍ବର ୧୧ରେ ପୂର୍ବାହ୍ନ ୧୧ଟାରେ ତାଙ୍କ ହାଇଦ୍ରାବାଦ…
ମହାରାଷ୍ଟ୍ରର ଧୈର୍ଯ୍ୟର ପରୀକ୍ଷା ନକରୁ କର୍ନାଟକ: ପାଓ୍ବାରଙ୍କ ଚେତାବନୀ…
ମୁମ୍ବାଇ,୬।୧୨ : ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ଉଗ୍ରରୂପ ନେବାକୁ ଲାଗିଛି। ମଙ୍ଗଳବାର କର୍ନାଟକର ବେଲଗାଭିର ବାଗେୱାଡି ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ କର୍ନାଟକ ରକ୍ଷଣ ବୈଦିକ କାର୍ଯ୍ୟକର୍ତ୍ତା ମହାରାଷ୍ଟ୍ରର ଟ୍ରକ ଉପରେ ପଥର…
ଗୈରିକ ପୋଷାକରେ ଆମ୍ବେଡକରଙ୍କ ପୋଷ୍ଟର: ତାମିଲନାଡୁରେ ରାଜନୈତିକ ବିବାଦ…
ଚେନ୍ନାଇ,୬।୧୨ : ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମଗ୍ର ଦେଶ ସମ୍ବିଧାନର ନିର୍ମାତା ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଡକରଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଦେଶବାସୀ ତାଙ୍କ ଅବଦାନକୁ ସର୍ବଦା ମନେ…
ପରେଶ ରାଓ୍ବଲଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କଲା ପୋଲିସ
କୋଲକାତା,୬।୧୨: ବଙ୍ଗାଳିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି ଭାଜପା ନେତା ତଥା ବଲିଉଡ୍ ଅଭିନେତା ପରେଶ ରାଓ୍ବଲ। ତାଙ୍କର ବିବାଦୀୟ ବୟାନକୁ ନେଇ କୋଲକାତା ପୋଲିସ ମଙ୍ଗଳବାର ପରେଶ ରାୱଲଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ଆଇପିସି…
ଧୋନୀ ନା ନେହେରା…. ଟି୨୦ ଟିମ୍ରୁ ଦ୍ରାବିଡ ହଟିଲେ କିଏ ହେବେ ଟିମ୍ ଇଣ୍ଡିଆ କୋଚ୍?
ନୂଆଦିଲ୍ଲୀ,୬।୧୨: ଟି୨୦ ବିଶ୍ୱକପ୍ ୨୦୨୨ରେ ପରାଜୟ ପରେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ ହେବାର ଆଶଙ୍କା ବୃଦ୍ଧି ପାଇଛି। ବିସିସିଆଇ ଏହି ଫର୍ମାଟ ଲାଗି ନୂତନ ଅଧିନାୟକ ଏବଂ କୋଚ୍ ନିଯୁକ୍ତ କରିବ ବୋଲି କୁହାଯାଉଛି। ବର୍ତ୍ତମାନ ସମୟରେ ରାହୁଲ ଦ୍ରାବିଡ…
ଉତ୍ତେଜନା ଆଶଙ୍କା: ମହାରାଷ୍ଟ୍ରର ଦୁଇ ମନ୍ତ୍ରୀଙ୍କ ବେଲଗାଭି ଗସ୍ତ ବାତିଲ…
ମୁମ୍ବାଇ,୬।୧୨: କର୍ନାଟକ ସହିତ ବଢୁଥିବା ସୀମା ବିବାଦ ମଧ୍ୟରେ ମହାରାଷ୍ଟ୍ରର ଦୁଇଜଣ ମନ୍ତ୍ରୀ ବେଲଗାଭି ଗସ୍ତକୁ ବାତିଲ କରିଛନ୍ତି। ଉତ୍ତୋଜନାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମନ୍ତ୍ରୀମାନେ ବେଲାଗାଭି ଯାତ୍ରା ସ୍ଥଗିତ ରଖିଛନ୍ତି। ସୀମା ବିବାଦରେ ସମନ୍ବୟ ରକ୍ଷା ପାଇଁ ଗଠିତ ମହାରାଷ୍ଟ୍ର…

