Home

୧୫ ଦିନ ପରେ ରାଜୁ ଶ୍ରୀବାସ୍ତବଙ୍କ ଚେତା ଫେରିଲା

ନୂଆଦିଲ୍ଲୀ,୨୫।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ୧୫ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରାଜୁଙ୍କ ଚେତା ଶେଷରେ ଫେରିଛି। ଚେତନା ଫେରି ପାଇଛନ୍ତି। ତାଙ୍କ ବ୍ୟକ୍ତିଗତ ସଚିବ ଅଜିତ ସକ୍ସେନା କହିଛନ୍ତି- ରାଜୁ…

ଡାକ କର୍ମଚାରୀଙ୍କୁ ଝୁଣି ଖାଇଗଲେ କୁକୁର ପଲ

ଓ୍ବାଶିଂଟନ,୨୫ା୮: କୁକୁରମାନଙ୍କୁ ସବୁଠାରୁ ସଚ୍ଚୋଟ ଏବଂ ବୁଦ୍ଧିମାନ ପ୍ରାଣୀ ଭାବରେ ବିବେଚନା କରାଯାଏ। କିନ୍ତୁ ବେଳେବେଳେ ଏହି କୁକୁର ଅନ୍ୟମାନଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥାନ୍ତି। ଆମେରିକାର ଜଣେ ମହିଳା ଏକାସାଙ୍ଗରେ ୫ କୁକୁରଙ୍କ ହାବୁଡ଼ରେ ପଡ଼ି ମୃତ୍ୟୁ ଘଟିଛି। ଏପରି…

ଚାଲାଣ କଟିବାରୁ ରାଗରେ ଥାନା ବିଦ୍ୟୁତ କାଟିଦେଲେ ଲାଇନ୍‌ମ୍ୟାନ୍‌

ଲକ୍ଷ୍ନୌ,୨୫।୮: ରାସ୍ତାରେ ଗାଡି ଚଳାଇବା ସମୟରେ କୌଣସି ନିୟମ ଭାଙ୍ଗିଲେ,ଟ୍ରାଫିକ ପୋଲିସ ଚାଲାଣ କାଟିବାକୁ ଆଦୌ ଭୁଲନ୍ତି ନାହିଁ। ତେବେ ଉତ୍ତରପ୍ରଦେଶର ଶାମଲି ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ଟ୍ରାଫିକ ପୋଲିସ କନଷ୍ଟେବଳ ଜଣେ ଲାଇନମ୍ୟାନଙ୍କ ୬…

୧୧ ଦୋଷୀଙ୍କୁ ମୁକ୍ତ ନେଇ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କଲେ ଏସ୍‌ସି…

ନୂଆଦିଲ୍ଲୀ, ୨୫।୮ : ବିଲକିସ ବାନୋ ମାମଲାରେ ଦୋଷୀମାନଙ୍କୁ ମୁକ୍ତ କରିବା ବିରୋଧରେ ହୋଇଥିବା ଆବେଦନ ନେଇ ଗୁରୁବାର ସୁପ୍ରିମକୋର୍ଟ(ଏସ୍‌ସି)ରେ ଶୁଣାଣି ହୋଇଥିଲା। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିବା ସହିତ ସମସ୍ତ…

ରଣବୀରଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଦୀପିକା

ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରଶଂସକଙ୍କ ସହ ଏକ ନୂଆ ରିଲ ଶେୟାର କରିଛନ୍ତି। ଏହି ରିଲରେ ଦୀପିକା ଏକ ‘ମୋଜା ପିନ୍ଧିବା ଚ୍ୟାଲେଞ୍ଜ’ ପୂରଣ କରୁଥିବା ଦେଖାଯାଏ। କେବଳ ଏତିକି ନୁହେଁ, ଏହି ଚ୍ୟାଲେଞ୍ଜ ପୂରଣ କରିବାକୁ ସ୍ବାମୀ ରଣବୀର ସିଂଙ୍କୁ…

କେଁ ପୂରାଇଛି ଠିକା ସଂସ୍ଥା: ଆବଶ୍ୟକତା ବେଳେ ଉପଲବ୍ଧ ହେଉନି ୧୦୮

ବଇଣ୍ଡା, ୨୫ା୮ : ନିଃଶୁଳ୍କ ହୋଇଥିବାରୁ ୧୦୮ ଆମ୍ବୁଲାନ୍ସ ଉପରେ ବଢ଼ୁଛି ନିର୍ଭରଶୀଳତା। ତତ୍କାଳ ସେବା ମଧ୍ୟ ଦେଉଛି ସନ୍ତୋଷ। ହେଲେ ଅନୁଗୋଳ ଜିଲା କିଶୋରନଗରରେ କେଁ ପୂରାଇଛି ଠିକା ସଂସ୍ଥା। ଜିଲା ସ୍ବାସ୍ଥ୍ୟ ପ୍ରଶାସନ ସହ ସଲାସୁତୁରା କରି କିଶୋରନଗରରେ…

ହେମନ୍ତଙ୍କ ବିଧାନସଭା ସଦସ୍ୟତା ନେଇ ସଙ୍କଟ…

ରାଞ୍ଚି, ୨୫।୮ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ନେଇ ସଙ୍କଟ ସୃଷ୍ଟି ହୋଇଛି। ହେମନ୍ତଙ୍କ ସଦସ୍ୟତା ରଦ୍ଦ କରିବା ସମ୍ପର୍କିିତ ରାୟ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ଲାଭ ଜନକ ପଦବୀ ଅଭିଯୋଗ ଉପରେ ନିର୍ବାଚନ…

ଜାତୀୟ ପତାକାରେ ମାଂସ ଗୁଡ଼ାଇ ରଖିଲେ ଦୋକାନୀ: ବନ୍ଧବାହାଲରେ ଉତ୍ତେଜନା

ଝାରସୁଗୁଡ଼ା ଅଫିସ,୨୫ା୮: ଜଣେ ମାଂସ ଦୋକାନୀ ଜାତୀୟ ପତାକାକୁ ଅସମ୍ମାନ କରିବା ନେଇ ଝାରସୁଗୁଡ଼ା ଜିଲା ବନ୍ଧବାହାଲ ଶିଳ୍ପାଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଏନେଇ ସ୍ଥାନୀୟ ଲୋକେ ଗୁରୁବାର ସମ୍ପୃକ୍ତ ମାଂସ ଦୋକାନ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଦୋକାନ ବଜାର…

ତଲାକ୍‌କୁ ରୋକା ଯାଇ ପାରିବ ନାହିଁ, କହିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌, ୨୫।୮ : କେରଳ ହାଇକୋର୍ଟଙ୍କ ଅନୁଯାୟୀ ଜଣେ ମୁସଲମାନ ପୁରୁଷଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବାରେ ରୋକି ପାରିବେ ନାହିଁ। ଏଥିସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତିଙ୍କର ପୁଣି ଥରେ ବିବାହ କରିବାକୁ ବନ୍ଦ କରାଯାଇପାରିବ…

ଡିଭାଇଡରରେ ପିଟିହେଲା ବାଇକ୍‌, ୨ ଜଣଙ୍କ ଜୀବନ ଗଲା

ଛତ୍ରପୁର,୨୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ବାୟା ରେଷ୍ଟୁରାଣ୍ଟ ସମ୍ମୁଖରେ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛ। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି। ମୃତକ ଦ୍ୱୟ ହେଲେ ବ୍ରହ୍ମପୁର ବ୍ରହ୍ମାନଗରର ସୁମନ ଦାସ…

ଭାଜପା ମନ୍ତ୍ରୀଙ୍କ ଜିଭ କାଟିବାକୁ ଧମକପୂର୍ଣ୍ଣ ଚିଠି…

ବେଙ୍ଗାଲୁରୁ, ୨୫।୮ : କର୍ନାଟକର ଭାଜପା ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ କେ.ଏସ. ଇଶ୍ୱରପ୍ପା ଟିପୁ ସୁଲତାନଙ୍କୁ ମୁସଲମାନ ଗୁଣ୍ଡା ବୋଲି କହିଛନ୍ତି। ଏନେଇ ସେ ଧମକପୂର୍ଣ୍ଣ ଚିଠି ପାଇଛନ୍ତି। ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଚିଠିରେ ଲେଖାଯାଇଛି…

ମୋବାଇଲ କିଣିବାକୁ ଟଙ୍କା ଦେଲେନି ମା’, ଜୀବନ ହାରିଲେ ପୁଅ

ପାଟଣା,୨୫ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପଶି ପଞ୍ଚାୟତ ବଡ଼ମହୁଲଡିହା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୨୦ ବର୍ଷର ଯୁବକ ବୁଧବାର ରାତିରେ କୀଟନାଶକ ପିଇ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଉଛନ୍ତି ବିଶ୍ୱାମିତ୍ର ନାଏକ। ସୂଚନାନୁଯାୟୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri