Home

ବନ୍ଦ ରାସ୍ତା ପାଇଁ ଧାରଣାରେ ବସିଲେ ବର, ସୋସିଆଲ ମିଡ଼ିଆରେ ଭାଇରାଲ…

ଡେରାଡୁନ,୭।୧୨ : ଉତ୍ତରାଖଣ୍ଡରେ ଜଣେ ବର ବିବାହ ପାଇଁ କନ୍ୟାଘରେ କଷ୍ଟେମଷ୍ଟେ ପହଞ୍ଚି ବିବାହ ପରେ ଧାରଣାରେ ବସିଥିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଖରାପ ହୋଇଯାଇଥିବା ରାସ୍ତାକୁ ୨୦ ଦିନ ଧରି ବନ୍ଦ କରାଯାଇଥିଲା। ଏହା…

ମ୍ୟାଚ୍‌ ମଝିରେ ରୋହିତ ଶର୍ମା ଆହତ, ହସ୍ପିଟାଲ୍‌ରେ ଭର୍ତ୍ତି

ଢାକା,୭।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ଗୁରୁତର ଆହତ ହୋଇଛନ୍ତି। ଫିଲ୍ଡିଂ ବେଳେ ତାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଛି। ଏହା ପରେ ତାଙ୍କୁ ଏକ୍ସ-ରେ ପାଇଁ ଢାକାସ୍ଥିତ ଏକ ହସ୍ପିଟାଲ ନିଆଯାଇଥିଲା।…

‘ମମତା ଏତେ ପାପ କରିଛନ୍ତି, ଧୋଇବା ପାଇଁ ପୁଷ୍କର ସରୋବରରେ ଗାଧୋଇବା ଉଚିତ୍‌’

କୋଲକତା,୭।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଯୋଗଦେବା ପରେ ଆଜମେର ଶରିଫ ଏବଂ ପୁଷ୍କର ମନ୍ଦିର ପରିଦର୍ଶନ କରିଛନ୍ତି। ଆଜମେର ଶରିଫଙ୍କ ନିକଟକୁ ଯାଇ ମମତା ଚାଦର ଅର୍ପଣ କରିଥିଲେ, ସେ ପୁଷ୍କର ମନ୍ଦିରରେ ମଧ୍ୟ…

ବିମୁଦ୍ରୀକରଣ ରେକର୍ଡ ଦାଖଲ ପାଇଁ କେନ୍ଦ୍ର-ଆରବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୧୨ : ବିମୁଦ୍ରୀକରଣ ରେକର୍ଡ ଦାଖଲ ପାଇଁ ବୁଧବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ ରେ ୧୦୦୦ ଏବଂ ୫୦୦୦ ଟଙ୍କିଆ ନୋଟ ଅଚଳ କରିବାକୁ ସରକାରଙ୍କ ନିଷ୍ପତ୍ତି…

ପୁଣି ବଢ଼ିଲା ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୭।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମିଛି। ଦୈନିକ ସଂକ୍ରମଣ…

ଥାନାରେ ଆତ୍ମଘାତୀ ବିସ୍ଫୋରଣ: ୨ ମୃତ, ଅନେକ ଆହତ

ଜାକର୍ତ୍ତା,୭ା୧୨: ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଇଣ୍ଡୋନେସିଆର ବାନ୍ଦଙ୍ଗରେ ଥିବା ଏକ ଥାନା ଉପରେ ଆକ୍ରମଣ କରିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବୁଧବାର ଇଣ୍ଡୋନେସିଆ କର୍ତ୍ତୃପକ୍ଷ କହିଛନ୍ତି, ଜଣେ ସନ୍ଦିଗ୍ଧ ଇସ୍‌ଲାମ ଆତଙ୍କବାଦୀ ବାନ୍ଦଙ୍ଗ ସହରର…

ପଦ୍ମପୁର ଉପନିର୍ବାଚନ: ଗୁରୁବାର ଆସିବ ଫଳାଫଳ

ପଦ୍ମପୁର,୭।୧୨(ଡି.ଏନ୍‌.ଏ.): ପଦ୍ମପୁର ଉପନିର୍ବାଚନର ଫଳାଫଳ ଗୁରୁବାର ଆସିବ। ଏଥିପାଇଁ ଗୁରୁବାର ସକାଳ ୮ଟାରୁ ପଦ୍ମପୁର ଆର୍‌ଏମ୍‌ସି ଗୋଦାମରେ ଭୋଟ ଗଣତି ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପଟେ ଫଳାଫଳକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଆଶା…

ବିଜୟ ପରେ  ବି ଏଏପି ମେୟର ପାଇଁ କେଜରିଓ୍ବାଲଙ୍କୁ ଖେଳିବାକୁ ପଡିବ ପର୍ଦ୍ଦାପଛରେ ଖେଳ…

ନୂଆଦିଲ୍ଲୀ,୭।୧୨ : ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମସିଡି) ନିର୍ବାଚନରେ ୨୫୦ ଟି ଆସନ ପାଇଁ ଭାଜପା ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଛି। ଏଏପି ଭାଜପାକୁ ୧୫ ବର୍ଷର କ୍ଷମତାରୁ ହଟାଇଛି। ଏମସିଡିରେ ମେୟର ହେବାକୁ ୧୨୬ଟି…

ଗଛକୁ ଧକ୍କା ଦେଲା ବାଇକ୍‌, ଚାଳକ ମୃତ

ଦିଗପହଣ୍ଡି,୭।୧୨(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚୈତନ୍ୟପୁର କୁକୁଡାଫାର୍ମ ନିକଟରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏହି ଦୂର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ୍‌ ଚାଳକ ଜଣକ ସିଦ୍ଧଖଣ୍ଡି ଗ୍ରାମର ରବି ନାୟକ(୨୦) ବୋଲି ଜଣାପଡିଛି। ସୂଚନାଯୋଗ୍ୟ,…

ହଷ୍ଟେଲ ସମସ୍ୟାକୁ ନେଇ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଘେରିଲେ ଛାତ୍ର

କେନ୍ଦୁଝର,୭।୧୨(ସ୍ବ.ପ୍ର.): କେନ୍ଦୁଝର ସ୍ଥିତ ଧରଣୀଧର ସୟଂଶାସିତ ବିଦ୍ୟାଳୟର ଫକୀର ମୋହନ ଛାତ୍ରବାସର ଛାତ୍ରମାନେ ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ଏଥିସହ କାର୍ଯ୍ୟାଳୟ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛାତ୍ରବାସରେ ଝରକା…

ଟି-୨୦ ଓ୍ବାଲର୍‌ଡକପ ଖେଳିବାକୁ ଭାରତ ଆସିବ ପାକିସ୍ତାନ: ଭିଜା ଜାରି ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି…

ନୂଆଦିଲ୍ଲୀ,୭।୧୨ : ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦୃଷ୍ଟିବାଧିତ କ୍ରିକେଟ ଟି-୨୦ ବିଶ୍ୱକପ ୨୦୨୨ରେ ପାକିସ୍ତାନର ଖେଳାଳିମାନେ ଶେଷରେ ଭାରତ ଆସିବାକୁ ଭିଜା ସମ୍ବନ୍ଧୀୟ ଅନୁମତି ପାଇଛନ୍ତି। ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ ଦଳର ୩୪…

ଏମସିଡି ନିର୍ବାଚନ: ୧୫ ବର୍ଷର ଭାଜପା କ୍ଷମତା ଉପରେ ଏଏପିର ଝାଡୁ ପାହାର…

ନୂଆଦିଲ୍ଲୀ,୭।୧୨ : ଏମସିଡି ନିର୍ବାଚନର ଭୋଟ ଗଣନା ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୫୦ ଆସନ ମଧ୍ୟରୁ ୧୯୬ ଟି ଆସନର ଫଳାଫଳ ଆସିଛି। ସେଥିମଧ୍ୟରୁ ଆମ ଆଦମୀ ପାର୍ଟି ୧୦୬ ଟି ଆସନ, ଭାଜପା ୮୪, କଂଗ୍ରେସ ୫ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?