Home

ସକ୍ରିୟ ମାମଲା କମିଲା…

ନୂଆଦିଲ୍ଲୀ, ୧୦।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି…

ଇତିହାସ ରଚିଲେ ଇଶାନ

ନୂଆଦିଲ୍ଲୀ,୧୦।୧୨: ବାଲାଂଦେଶ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ଇଶାନ କିଶନ। ମ୍ୟାଚ୍‌ରେ ସେ ୧୩୧ ବଲ୍‌ରେ ୨୧୦ରନ୍‌ର ଇନିଂସ ଖେଳିଛନ୍ତି। ଏଥିରେ ୨୪ ଚୌକା ଏବଂ ୧୦ ଛକା ରହିଛି। ଇଶାନଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦଳର ସ୍କୋର…

ହ୍ୟାଙ୍ଗରରେ ଡ୍ରେସ୍‌ ଟାଙ୍ଗି ବିଶ୍ୱ ରେକର୍ଡ

ବିଶ୍ୱରେ ପ୍ରତିବର୍ଷ ଅନେକ ଲୋକ ଅନେକ କାର୍ଯ୍ୟ କରି ରେକର୍ଡ ସୃଷ୍ଟି କରୁଛନ୍ତି। ସେମାନେ କଠିନ ପରିଶ୍ରମ, ନିଷ୍ଠା ଯୋଗୁ ଏପରି ବିଶ୍ୱ ରେକର୍ଡ କରିବାରେ ସକ୍ଷମ ହୋଇଥାନ୍ତି। କିଛି ଲୋକଙ୍କର ଏମିତି ବିଶେଷ ଗୁଣ ଥାଏ, ଯାହା ଦେଖିଲେ ଆଶ୍ଚର୍ଯ୍ୟ…

ବାଜିଲା ମୋହର: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭୂପେନ୍ଦ୍ର ପଟେଲ

ଅହମ୍ମଦାବାଦ,୧୦।୧୨: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭୂପେନ୍ଦ୍ର ପଟେଲ। ଶନିବାର ବସିଥିବା ବିଧାୟକ ଦଳ ବୈଠକରେ ତାଙ୍କ ନାମ ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଆସନ୍ତା ସୋମବାର ଦିନ ୨ଟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପ୍ରେମରେ ପଡ଼ିଲେ ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍‌ ଧରିଛି। ଏବେ କିନ୍ତୁ କୌଣସି ବିବାଦ ନୁହେଁ ବରଂ ରିୟା ନିଜ ଲଭ୍‌ ଲାଇଫ୍‌ରେ ଆଗକୁ ବଢ଼ିଥିବା କଥାକୁ ନେଇ ଇଣ୍ଡଷ୍ଟ୍ରିରେ ଏହି ଆଲୋଚନା। ରିୟାଙ୍କ ନାମ ଯୋଡ଼ି…

ଯକୃତ ଓଜନ ୧୨ କେଜି

ହାଇଦ୍ରାବାଦ: ଭାରତରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କଠାରୁ ୧୨ କିଲୋଗ୍ରାମ ଓଜନର ଯକୃତକୁ ଡାକ୍ତରମାନେ ସଫଳତାର ସହ ବାହାର କରିଛନ୍ତି। ଏଥିସହିତ ଉକ୍ତ ୫୦ ବର୍ଷୀୟ ମହିଳାଙ୍କଠାରେ ଏକସଙ୍ଗେ ଯକୃତ ଓ କିଡ୍‌ନୀ ପ୍ରତିରୋପଣ କରାଯାଇଛି। ହାଇଦ୍ରାବାଦର କିମ୍ସ ହସ୍ପିଟାଲରେ…

ଅବ୍ରାରଙ୍କୁ ୭ ଉଇକେଟ: ଇଂଲଣ୍ଡ ୨୮୧

ମୁଲ୍‌ତାନ, ୧୦ା୧୨ (ଏପି): ସ୍ଥାନୀୟ ମୁଲ୍‌ତାନ କ୍ରିକେଟ ଷ୍ଟାଡିୟମ ପାକିସ୍ତାନ ଓ ଭ୍ରମଣକାରୀ ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ପାକିସ୍ତାନର ପଦର୍ପଣକାରୀ ଖେଳାଳି ଅବ୍ରାର୍‌ ଅହମ୍ମଦଙ୍କ ୭ ଉଇକେଟ ସଫଳତା ଯୋଗୁ…

ଜଣେ ଲଙ୍ଗ ଜମ୍ପର, ଅଫିସିଆଲ ବାସନ୍ଦ

ମୋନାକୋ, ୧୦ା୧୨(ଏପି): ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ଜଣେ ଆଥ୍‌ଲେଟଙ୍କୁ ଯୋଗ୍ୟତା ହାସଲ କରାଇବାରେ ସହାୟତା କରିଥିବା ଅଭିଯୋଗରେ ଆଲ୍‌ବାନିଆର ଦୁଇଜଣ ଅଫିସିଆଲ ବାସନ୍ଦ ଦଣ୍ଡର ସମ୍ମୁଖୀନ ହୋଇଛନ୍ତି। ସେମାନେ ଲଙ୍ଗ ଜମ୍ପର ଇଜ୍‌ମିର୍‌ ସ୍ମାଜ୍‌ଲାଜ୍‌ଙ୍କ ପ୍ରଦର୍ଶନ ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଦାନ…

ବାଂଲାଦେଶ ଏ’ ବିପକ୍ଷରେ ଭାରତ ଏ’ର ଇନିଂସ ବିଜୟ

ସିଲ୍‌ହେଟ୍‌,୧୦ା୧୨ (ପି.ଟି.): ବାଂଲାଦେଶ ଏ’ ବିପକ୍ଷ ଦ୍ୱିତୀୟ ଅନ୍‌ ଅଫିସିଆଲ କ୍ରିକେଟ ଟେଷ୍ଟ ମ୍ୟାଚରେ ଭାରତ ଏ’ ଏକ ଇନିଂସ ଓ ୧୨୩ ରନ୍‌ରେ ବିଜୟ ହାସଲ କରିଛି। ଘରୋଇ ଦଳର ବ୍ୟାଟିଂ ଲାଇନ୍‌ଅପ୍‌ ଭୁଶୁଡ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ…

ବାଂଲାଦେଶକୁ କ୍ଲିନ୍‌ ସୁଇପ୍‌ରୁ ରୋକିବ ଭାରତ

ଚଟ୍ଟୋଗ୍ରାମ୍‌,୧୦ା୧୨(ପି.ଟି.): ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଏଠାରେ ଶନିବାର ଖେଳାଯିବ। ଇଞ୍ଜୁରି ଓ ଫିଟ୍‌ନେସ ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ଭାରତ ପ୍ରଥମ ଦୁଇଟି ମ୍ୟାଚରେ ହାରିସାରିଥିବାରୁ ଏହି…

ଆଜିଠାରୁ ୨ଦିନିଆ କନକଲତା ଶାଢ଼ି ପ୍ରଦର୍ଶନୀ

ଭୁବନେଶ୍ୱର,୧୦ା୧୨: ଦେଶର ପ୍ରମୁଖ ଶାଢ଼ି ବ୍ରାଣ୍ଡ୍‌ କନକଲତା ପକ୍ଷରୁ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ୨ଦିନିଆ କନକତଲା ଶାଢ଼ି ପ୍ରଦର୍ଶନୀ ଓ ବିକ୍ରୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଶେଷକରି ଉକ୍ତ ବ୍ରାଣ୍ଡ୍‌ର ସ୍ବତନ୍ତ୍ର ହସ୍ତତନ୍ତ ଶାଢ଼ିର ଏକ ବିଶାଳ ସମ୍ଭାର ଶନିବାରଠାରୁ…

ଜୟଆଲୁକ୍କାସ୍‌ର ‘ସିଜନ୍‌ ଅଫ୍‌ ଗିଭିଙ୍ଗ୍‌’ ଅଭିଯାନ

ନୂଆଦିଲ୍ଲୀ,୧୦ା୧୨: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ ପକ୍ଷରୁ ଚଳିତ ବର୍ଷର ‘ସିଜନ ଅଫ୍‌ ଗିଭିଙ୍ଗ୍‌’ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଗାମୀ ବଡ଼ଦିନ ଓ ନବବର୍ଷରେ(ଫେଷ୍ଟିଭ ସେଲିବ୍ରେଶନ) ପୃଷ୍ଠପୋଷକଙ୍କ ପାଇଁ ଉତ୍ସବ ପାଳନ ସହ ଜୟଆଲୁକ୍କାସ୍‌ରେ ଦାନଋତୁ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?