Home

ଦିଲ୍ଲୀ ଯାଇ ମୋଦିଙ୍କୁ ଭେଟିବି: ସଞ୍ଜୟ

ନୂଆଦିଲ୍ଲୀ,୧୦।୧୧: ପତ୍ରା ଚଲ ଦୁର୍ନୀତି ମାମଲାରେ ଶିବସେନା ନେତା ସଞ୍ଚୟ ରାଉତ ତିନି ମାସ ପରେ ଜାମିନ ପାଇ ଜେଲରୁ ମୁକୁଳିଛନ୍ତି। ଜେଲ୍‌ରୁ ମୁକୁଳିବାର ଦିନକ ପରେ ସେ ଗଣମାଧ୍ୟମରେ ନିଜ ମତ ରଖିଛନ୍ତି। ସେ ନ୍ୟାୟପାଳିକା ଉପରେ ଆସ୍ଥା ପ୍ରକାଶ…

ଜାଣନ୍ତି ସୂର୍ଯ୍ୟମୁଖୀ ଫୁଲର ମୁହଁ ସୂର୍ଯ୍ୟଙ୍କ ଆଡ଼କୁ କାହିଁକି ଥାଏ

କିଛି ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ସୂର୍ଯ୍ୟମୁଖୀ ଫୁଲର ମୁହଁ କାହିଁକି ସୂର୍ଯ୍ୟଙ୍କ ଆଡ଼କୁ ଥାଏ। ଏହା ପଛର କାରଣ କ’ଣ ଜାଣିବା ପାଇଁ ଆଜି ବି ଲୋକଙ୍କ ମନରେ ଉତ୍କଣ୍ଠା ରହିଛି। ସାଧାରଣତଃ ସୂର୍ଯ୍ୟମୁଖୀ ଫୁଲ ଶୀତଦିନେ ଫୁଟିଥାଏ। ଯେଉଁଠି…

ମାଳଦ୍ୱୀପରେ ଅଗ୍ନିକାଣ୍ଡ: ୯ ଭାରତୀୟ ମୃତ୍ୟୁ

ମାଲେ,୧୦।୧୧: ମାଳଦ୍ୱୀପ ରାଜଧାନୀ ମାଲେରେ ଏକ କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେି ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ନଅ ଜଣ ଭାରତୀୟ ଏବଂ ଜଣେ ବାଂଲାଦେଶୀ ନାଗରିକ ଅଛନ୍ତି।…

ଭାଜପାର ୧୬୦ ପ୍ରାର୍ଥୀ ତାଲିକାରେ ୩୮ ନୂଆ ଚେହେରା…

ଅହମଦାବାଦ,୧୦।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବହୁ ବିଚାର ବିମର୍ଷ ପରେ ଭାଜପା ଗୁରୁବାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରି ମୋଟ ୧୮୨ ଟି ଆସନ ମଧ୍ୟରୁ ୧୬୦ ଜଣଙ୍କ ନାମ ଘୋଷଣା କରିଛି। ଏଥିରେ କ୍ରିକେଟର ରବିନ୍ଦ୍ର…

ଅର୍ଚ୍ଚନାଙ୍କ ପୈତୃକ ବାସଭବନରେ ଇଡିର ଚଢ଼ାଉ

କେସିଙ୍ଗା/ଜୁନାଗଡ଼,୧୦ା୧୧(ଡି.ଏନ୍‌.ଏ.): ସମଗ୍ର ରାଜ୍ୟରେ ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ପିତାଙ୍କ ବାସଭବନରେ ଇଡି ଚଢ଼ାଉ କରିଛି। ଗୁରୁବାର ସକାଳେ ଦୁଇଟି ଇନୋଭା ଗାଡ଼ିରେ ଆସି ୫ଜଣ ଇଡି ଅଧିକାରୀ ଘରେ ପଶି ଖୋଳତାଡ଼ ଆରମ୍ଭ…

ଚ୍ୟାନେଲ ପାଇଁ କେନ୍ଦ୍ରର ନୂଆ ନିୟମ, ଜନସାଧାରଣଙ୍କ ସ୍ବାର୍ଥ ସହ ଜଡ଼ିତ ୩୦ ମିନିଟ ପ୍ରସାରଣ ଅନିବାର୍ଯ୍ୟ…

ନୂଆଦିଲ୍ଲୀ,୧୦।୧୧ :ଭାରତକୁ ଏକ ପ୍ରମୁଖ ଅପଲିଙ୍କିଂ ହବ ଭାବରେ ପ୍ରୋଜେକ୍ଟ କରିବାକୁ ସରକାର ଟେଲିଭିଜନ ଚ୍ୟାନେଲଗୁଡିକର ଅନୁପାଳନ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି ଏବଂ ମୁଖ୍ୟତଃ ମନୋରଞ୍ଜନ ଚ୍ୟାନେଲଗୁଡିକ ପାଇଁ ୩୦ମିନିଟର ଜନସାଧାରଣଙ୍କ ସ୍ବାର୍ଥ ସହ ଜଡ଼ିତ ଥିବା ପ୍ରସାରଣକୁ ବାଧ୍ୟତାମୂଳକ କରିଛନ୍ତି।…

‘ଓଡ଼ିଶାରେ ରାଷ୍ଟ୍ରପତି ପହଞ୍ଚିବା ଅତ୍ୟନ୍ତ ଆନନ୍ଦଦାୟକ’

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ବାଗତ ଜଣାଇଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀ ରହିବା ଅତ୍ୟନ୍ତ ଆନନ୍ଦଦାୟକ ଅଟେ। ତାଙ୍କୁ…

ଶୋଏବଙ୍କଠାରୁ ଅଲଗା ହେବେ କି ସାନିଆ

ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ମଧ୍ୟରେ ଛାଡପତ୍ର ନେଇ ଚର୍ଚ୍ଚା ଜୋର ଧରିଛି। ଦୁହେଁ ଖୁବ୍‌ଶୀଘ୍ର ଆନୁଷ୍ଠାନିକ ଭାବେ ଛାଡପତ୍ର ନେବାକୁ ଯାଉଛନ୍ତି। ପାକିସ୍ତାନ ମିଡିଆରେ ମଧ୍ୟ ଗତ କିଛି ଦିନ ହେବ…

ଲୋକ ଆସୁ ନାହାନ୍ତି, ବେପାର ମାନ୍ଦା

ପାରାଦୀପ,୧୦ା୧୧(ସ୍ବ.ପ୍ର.): ପାରାଦୀପର ସମୁଦ୍ର ବେଳାଭୂମିରେ ଚାଲିଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଗୁରୁବାର ୪ ଦିନରେ ପହଞ୍ଚିଛି। ସାରେ ଲୋକଙ୍କ ଗହଳି ଟିକିଏ ଅଧିକ ହୋଇଥିଲେ ହେଁ ବ୍ୟବସାୟୀମାନେ କିନ୍ତୁ ଖୁସି ନାହାନ୍ତି। କାରଣ ଯେଉଁଭଳି ବେପାର ହେବ ବୋଲି ଆଶା କରୁଥିଲେ…

ହିମାଳୟରେ ଆସିବ ବିନାଶକାରୀ ଭୂକମ୍ପ : ଚେତାବନୀ ଦେଲେ ବୈଜ୍ଞାନିକ…

ନୂଆଦିଲ୍ଲୀ,୧୦।୧୧ : ହିମାଳୟ ଅଞ୍ଚଳରେ ଏକ ବଡ଼ ଧରଣର ବିନାଶକାରୀ ଭୂକମ୍ପ ହେବାର ଆଶଙ୍କା ରହିଛି। ତେବେ ଏହା କେବେ ହେବ ତାହାର ପୂର୍ବାନୁମାନ କରାଯିବା କଷ୍ଟକର। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଭୟଭୀତ ହେବା ପରିବର୍ତ୍ତେ ଏହାର ମୁକାବିଲା ପାଇଁ…

ଆଦାୟ ହୋଇପାରେ ୭ଶହ କୋଟି

ଯାଜପୁର ଅଫିସ/ଧର୍ମଶାଳା/ ଚଢ଼େଇଧରା,୧୦ା୧୧ (ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବହୁଚର୍ଚ୍ଚିତ ରାହାଡ଼ପୁର ପାହାଡ଼ରୁ ଅନୁମୋଦନଠାରୁ ଢେର ଗୁଣ ଅଧିକ କଳାପଥର ଲୁଟ ଅଭିଯୋଗ ଉପରେ ସାଟେଲାଇଟ ମାପଚୁପ ସମ୍ପନ୍ନ ହୋଇଛି। ବୁଧବାର ଯାଜପୁର ଅତିରିକ୍ତ ଜିଲାପାଳ(ରାଜସ୍ବ) ଅକ୍ଷୟ କୁମାର…

ପରିବେଶର ଶତ୍ରୁ ବେଆଇନ ଇଟାଭାଟି

କେନ୍ଦ୍ରାପଡ଼ା ଅଫିସ,୧୦ା୧୧: ନଭେମ୍ବର ଆରମ୍ଭରୁ କେନ୍ଦ୍ରାପଡ଼ା ଜିଲାରେ ମାଟି ଇଟାଭାଟି ବଢ଼ି ଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ମାଟି ଇଟା ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ପରିବେଶର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri