Home

ସୁସ୍ମିତା ଶୁକ୍ଳା ନ୍ୟୁୟର୍କ ଫେଡେରାଲ ରିଜର୍ଭ ବ୍ୟାଙ୍କ ଭିପି

ନ୍ୟୁୟର୍କ,୧୦ା୧୨: ନ୍ୟୁୟର୍କର ଫେଡେରାଲ ରିଜର୍ଭ ବ୍ୟାଙ୍କ ଭାରତୀୟ ବଂଶୋଦ୍ଭବ ସୁସ୍ମିତା ଶୁକ୍ଳାଙ୍କୁ ପ୍ରଥମ ଉପାଧ୍ୟକ୍ଷ (ଭିପି) ଏବଂ ମୁଖ୍ୟ ଅପରେଟିଂ ଅଫିସର ଭାବେ ନିଯୁକ୍ତି ଦେଇଛି। ୫୪ ବର୍ଷୀୟ ଶୁକ୍ଳା ଉକ୍ତ ବ୍ୟାଙ୍କର ଦ୍ୱିତୀୟ ର଼୍ୟାଙ୍କ୍‌ର ଅଫିସର। ତାଙ୍କ ନିଯୁକ୍ତିକୁ ଫେଡେରାଲ…

ଇଣ୍ଡୋସେନିଆ କୋଇଲା ଖଣିରେ ବିସ୍ଫୋରଣ: ୯ ମୃତ

ଜାକର୍ତ୍ତା,୧୦ା୧୨: ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରଦେଶରେ ଥିବା ଏକ କୋଇଲା ଖଣିରେ ଶୁକ୍ରବାର ବିସ୍ଫୋରଣ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ନିଖୋଜ ଅଛନ୍ତି। ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଏକ ଘରୋଇ କମ୍ପାନୀର ଏହି ଖଣିରେ ମିଥେନ୍‌…

ସ୍ବଦେଶ ଫେରିଲେ ବ୍ରିଟ୍‌ନି ଗ୍ରାଇନର

ଓ୍ବାଶିଂଟନ/ମସ୍କୋ,୧୦ା୧୨: ରୁଷିଆ ଜେଲରୁ ମୁକୁଳିବା ପରେ ଆମେରିକାର ବାସ୍କେଟବଲ୍‌ ଷ୍ଟାର ବ୍ରିଟ୍‌ନି ଗ୍ରାଇନର ଶୁକ୍ରବାର ସକାଳେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୧୦ ମାସ ତଳେ ଗ୍ରାଇନରଙ୍କ ନିକଟରୁ ନିଶାଦ୍ରବ୍ୟ ମିଳିବା ପରେ ରୁଷୀୟ ଅଧିକାରୀମାନେ ତାଙ୍କୁ ବନ୍ଦୀ କରି ରଖିଥିଲେ। ଗ୍ରାଇନରଙ୍କ…

ୟୁକ୍ରେନ୍‌ରେ ୧,୧୦୦ ଭାରତୀୟ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୦ା୧୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନ୍‌ରେ ପାଠ ପଢ଼ୁଥିବା ବହୁ ଛାତ୍ରୀଛାତ୍ର ସ୍ବଦେଶକୁ ଫେରିଆସିଥିଲେ। କିନ୍ତୁ ଏବେ ବି ସେଠାରେ ପ୍ରାୟ ୧,୧୦୦ ଜଣ ଭାରତୀୟ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତରୀ ଛାତ୍ରୀଛାତ୍ର ବୋଲି ଶୁକ୍ରବାର ଲୋକ…

‘ଆକସ୍ମିକ ରାଷ୍ଟ୍ରପତି’ ଡିନା ବୋଲୁଆର୍ଟେ

ଲିମା,୧୦ା୧୨: ପେରୁରେ ପୂର୍ବରୁ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିବା ଅନ୍ୟ ନେତାମାନେ ୫ ବର୍ଷ ଶାସନ କାଳ ପୂରଣ କରିପାରି ନ ଥିବାରୁ ଦେଶରେ ରାଜନୈତିକ ଅସ୍ଥିରତା ଲାଗିରହିଥାଏ। ସେହି ନେତାଙ୍କ ଭଳି ଡିନା ବୋଲୁଆର୍ଟେଙ୍କୁ ମଧ୍ୟ ‘ଆକସ୍ମିକ ରାଷ୍ଟ୍ରପତି’ ବୋଲି…

ଆଜି ଭାରତ-ବାଂଲାଦେଶ ଶେଷ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଢାକା,୧୦।୧୨: ଭାରତ ଏବଂ ବାଂଲାଦେଶ ୩ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ତଥା ଶେଷ ଦିନିକିଆରେ ଶନିବାର ଖେଳାଯିବ। ବାଲଂଦେଶ ୨ ମ୍ୟାଚ୍‌ ଜିତି ପୂର୍ବରୁ ସିରିଜ୍‌ ବିଜୟ ହୋଇସାରିଛି। ତେଣୁ ଭାରତ ଏହି ମ୍ୟାଚ୍‌ ଜିତି ସମ୍ମାନ ରଖିବାକୁ ଚେଷ୍ଟା…

ସୁନା କି ରୂପା ନୁହେଁ, ବ୍ୟାଙ୍କକ୍‌ରୁ ୨ କୋକିଶିଆଳି ଚୋରାଚାଲାଣ ବେଳେ ଗିରଫ ହେଲେ ବ୍ୟକ୍ତି

ଚେନ୍ନାଇ, ୯।୧୨: ସୁନା-ରୂପା-ଡ୍ରଗ୍ସ ଆଦି ଚୋରା ଚାଲାଣ ବିଷୟରେ ଶୁଣିଥାଇପାରନ୍ତି। ହେଲେ ଚେନ୍ନାଇ ବିମାନବନ୍ଦରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ଦୁଇଟି ଜୀବନ କୋକିଶିଆଳି ସହ ଗିରଫ କରାଯାଇଛି। ସେ ବ୍ୟାଙ୍କକ୍‌କୁ ସେମାନଙ୍କୁ ନେଇ ଭାରତ…

ଜୀବନରେ ଯାହା ବି ହୁଅ, ମାତୃଭୂମି-ମାତୃଭାଷା-ମା’ଙ୍କୁ କେବେହେଲେ ଭୁଲ ନାହିଁ: ରାଷ୍ଟ୍ରପତି

ଡେରାଡୁନ,୯।୧୨: ଜୀବନରେ ମାତୃଭୂମି, ମାତୃଭାଷା ଏବଂ ମା’ର ଗୁରୁତ୍ୱ ଅଧିକ। ଯାହାଙ୍କ ପାଖରେ ମମତା ନାହିଁ, ତାଙ୍କୁ ଜ୍ଞାନୀ ବୋଲି କହିଲେ, ଅଜ୍ଞ କିଏ ହେବ। ଏଣୁ ପରବର୍ତ୍ତୀ ଜୀବନରେ ଯେଉଁ ପଦବୀରେ ରୁହନ୍ତୁ ନା କାହିଁକି, ଛାତ୍ରମାନଙ୍କୁ ସେମାନଙ୍କ ମୂଳକୁ…

ଓଡ଼ିଆ ପୁଅଙ୍କୁ ଅନ୍ତର୍ଜାତୀୟ ନେତୃତ୍ୱ: ଜି-୨୦ ଯୁବଗୋଷ୍ଠୀ କୋଷାଧ୍ୟକ୍ଷ ଭାବେ ଓମ୍‌ ପ୍ରିୟଦର୍ଶୀ ମନୋନୀତ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଭାରତ ଅଧ୍ୟକ୍ଷତାରେ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଓଡ଼ିଆ ପୁଅ ଓମ୍‌ ପ୍ରିୟଦର୍ଶୀ ଛୋଟରାୟଙ୍କୁ ଗୁରୁ ଦାୟିତ୍ୱ ମିଳିଛି। ସେ ପ୍ରମୁଖ ୧୯ ରାଷ୍ଟ୍ର ଓ ୟୁରୋପୀୟ ରାଷ୍ଟ୍ରସଂଘକୁ ନେଇ ଗଠିତ ଯୁବଗୋଷ୍ଠୀ (youth ୨୦)ର କୋଷାଧ୍ୟକ୍ଷ ଭାବେ ମନୋନୀତ…

ବରଗଡ଼ ଧନୁଯାତ୍ରା ପୂର୍ବରୁ ଅଘଟଣ: ଆଖି ବୁଜିଲେ ବଳରାମ ଭୂମିକା ଲାଗି ମନୋନୀତ ଶିଶୁ କଳାକାର

ବରଗଡ଼ ଅଫିସ୍‌,୯।୧୨: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୭ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ଏହା ଚାଲିବ। ଚଳିତ ବର୍ଷ ଧନୁଯାତ୍ରା ୭୫ବର୍ଷରେ ପଦାର୍ପଣ କରୁଥିବା ଯୋଗୁ ଅଭିନୟକୁ ଗୁରୁତ୍ୱ ଦିଆଯାଇ ଏଥର କଳାକାର ଚୟନ…

ଦିନ ଥିଲା ବସିବା ଅବସ୍ଥାରେ ଶୋଉଥିଲେ, ଡାକ୍ତର କହିଥିଲେ ମାତ୍ର ୬ ମାସ ବଞ୍ଚିବ…

ବମ୍ବେ: ନିଜର ସ୍ବର ସାଙ୍ଗକୁ ଫିଟ୍‌ନେସକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ଲୋକପ୍ରିୟ ଗାୟକ ଅଦନାନ ସାମି। ହିନ୍ଦି ଫିଲ୍ମଜଗତରେ ସେ ଯେବେ ଏଣ୍ଟ୍ରି କରିଥିଲେ, ବହୁତ ମୋଟା ଥିଲେ। ତାଙ୍କ ଓଜନ ପ୍ରାୟ ୨୦୦ କିଲୋରୁ ଅଧିକ ଥିଲା। ସେତେବେଳେ ଡାକ୍ତର…

ଅଶନୀରଙ୍କୁ ୮୮ କୋଟିର ଜରିମାନା ମାଗିଲା ‘ଭାରତ ପେ’, ହୋଇପାରେ ୧୦ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ,୯।୧୨: ‘ଭାରତ ପେ’ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅଶନୀର ଗ୍ରୋଭର ଏବଂ ତାଙ୍କ ପତ୍ନୀ ମାଧୁରୀ ଜେନାଙ୍କୁ ସମନ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଉଭୟ କମ୍ପାନୀର ପାଣ୍ଠିକୁ ଅପବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ଏଥିସହ କ୍ଷତିପୂରଣ ହିସାବରେ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?