Home

ଟୁଇଟରରେ ଟ୍ରେଣ୍ଡ କରୁଛି ‘ବ୍ରିଙ୍ଗ୍‌ ବ୍ୟାକ୍‌ ଅର୍ଚ୍ଚନା’

ବମ୍ବେ: ଶାରୀରିକ ହିଂସାକୁ ବିଗ୍‌ବସ୍‌ରେ ବାରଣ କରାଯାଇଛି। ହେଲେ ସିଜନ ୧୬ ପ୍ରତିଯୋଗୀ ଶିବ ଠାକରେଙ୍କ ସହ ସେଭଳି କିଛି ଆଚରଣକୁ ନେଇ ରାତି ଅଧିଆ ଶୋ’ରୁ ବିଦା ହୋଇଛନ୍ତି ଅର୍ଚ୍ଚନା ଗୌତମ। ହେଲେ ଏହାକୁ ତାଙ୍କ ପ୍ରଶଂସକ ସହଜରେ ଗ୍ରହଣ…

ମଲାଇକା କହିଲେ-‘ମୁଁ ହଁ କହିଦେଲି’

ବମ୍ବେ: ବିବାହ ଲାଗି ହଁ କରିଦେଲେ ବଲିଉଡ୍‌ ଡିଭା ମଲାଇକା ଅରୋରା। ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଏଭଳି କିଛି କଥାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି। କଳା ରଙ୍ଗର ପୋଷାକ ପିନ୍ଧି ମଲାଇକା…

କୋହଲିଙ୍କ ‘ବିରାଟ’ ବିଶ୍ୱରେକର୍ଡ

ଆଡିଲେଡ,୧୦।୧୧: ଆଡିଲେଡରେ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଖେଳାଯାଉଛି। ଏଥି ସହ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏହି ମ୍ୟାଚରେ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। କୋହଲି ଟି-୨୦ ଅନ୍ତର୍ଜାତୀୟରେ ୪୦୦୦ ରନ…

ବସ୍ତିବାସିନ୍ଦାଙ୍କ ପାଇଁ ସର୍ଭେ ଆରମ୍ଭ, ଉପକୃତ ହେବେ ଅଢ଼େଇ ଲକ୍ଷ ପରିବାର

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ସହରର ବସ୍ତି ବାସିନ୍ଦାମାନଙ୍କ ପାଇଁ ସୁଦିନ ଆସିଛି। ଯେଉଁମାନେ ଆମ ସହରକୁ ଗଢ଼ନ୍ତି, ଦିନରାତି ସହରର ବିକାଶ ପାଇଁ କାମ କରନ୍ତି, ସେବା କରନ୍ତି, ସେମାନଙ୍କ ପାଇଁ ଭଲ ଦିନ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫ଟି ମହାନଗର…

ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ: ଇଂଲଣ୍ଡକୁ ୧୬୯ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଆଡିଲେଡ,୧୦।୧୧: ଟି-୨୦ ବିଶ୍ୱକପ ୨୦୨୨ର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୧୬୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ଆଡିଲେଡ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୬୮ ରନ୍‌ କରିଛି। ଭାରତ ପକ୍ଷରୁ…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ପଦ୍ମପୁର,୧୦ା୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପ-ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଚାଷୀମାନେ ଧାରଣା ଦେଇଛନ୍ତି। ଫସଲ ବୀମା ରାଶି ନ ମିଳିବା ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀଙ୍କୁ ନାମାଙ୍କନପତ୍ର ଦାଖଲ କରି ଦିଆଯିବ ନାହିଁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଧାରଣାସ୍ଥଳକୁ ପଦ୍ମପୁର…

ଫଟୋଗ୍ରାଫରଙ୍କୁ ଦେଖି ରାଗିଲେ ଜୟା, ଚୁପ୍‌ ରହିବାକୁ ଦେଲେ ଇସାରା

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଉଞ୍ଚାଇ’ ନଭେମ୍ବର ୧୧ରେ ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ‘ବିଗ ବି’ଙ୍କ ବ୍ୟତୀତ ଅନୁପମ ଖେର, ବୋମନ ଇରାନୀ, ଡାନି ଡେଞ୍ଜୋଙ୍ଗପା, ନୀନା ଗୁପ୍ତା ଏବଂ ପରୀଣତି ଚୋପ୍ରା ପ୍ରମୁଖ ଭୂମିକାରେ…

ପୁଣି କେ.ଏଲ୍‌ ରାହୁଲ ଫ୍ଲପ୍‌

ଆଡିଲେଡ୍‌,୧୦।୧୧: ପୁଣି ଫ୍ଲପ ହୋଇଛନ୍ତି ଭାରତୀୟ କ୍ରିକେଟର କେ.ଏଲ୍‌. ରାହୁଲ। ଇଂଲଣ୍ଡ ବିପକ୍ଷରେ ଗୁରୁବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ସେ ମାତ୍ର ୫ ରନ୍‌ରେ ଉଇକେଟ ହରାଇଛନ୍ତି। କ୍ରିସ ବୋକ୍ସଙ୍କ ବଲ୍‌ରେ ସେ କ୍ୟାଚ୍‌ଆଉଟ୍‌ ହୋଇଛନ୍ତି। ଫଳରେ ପ୍ରାରମ୍ଭରୁ ଭାରତକୁ…

ଭଗବାନ କୃଷ୍ଣଙ୍କ ସହ ଝିଅକୁ ବିବାହ କରାଇଲେ ଏହି ବ୍ୟକ୍ତି: କାରଣ ଜାଣିଲେ କରିବେ ବାଃ ବାଃ

ଗ୍ବାଲିଅର,୧୦।୧୧: ନିକଟରେ ମଧ୍ୟପ୍ରଦେଶର ଗ୍ବାଲିଅର୍‌ ସହରରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଜଣେ ବ୍ୟକ୍ତି ନିଜ ଝିଅ ବିବାହ କୌଣସି ସାଧାରଣ ଯୁବକଙ୍କ ସହ ନୁହେଁ ବରଂ ଭଗବାନ କୃଷ୍ଣଙ୍କ ସହ କରାଛନ୍ତି। ଗ୍ବାଲିଅର ଜିଲାର ମୋହାନାର ବାସିନ୍ଦା…

ସବୁଠୁ ରାଗ ଲଙ୍କା ଖାଇ ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି, ୩୩ ସେକେଣ୍ଡରେ ଖାଇଲେ ୧୦ ଲଙ୍କା

ଆଜି ପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ଅନେକ ଉପାୟରେ ବିଶ୍ୱ ରେକର୍ଡ ବିଷୟରେ ଶୁଣିଥିବେ ଏବଂ ପଢ଼ିଥିବେ। ଯେଉଁଥିପାଇଁ ଲୋକମାନେ ବର୍ଷବର୍ଷ ଧରି କଠିନ ପରିଶ୍ରମ କରିଥାନ୍ତି। କିନ୍ତୁ ନିକଟରେ ଏପରି ଏକ ରେକର୍ଡ କରାଯାଇଛି ଯାହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।…

ସେମିଫାଇନାଲରେ ଟସ୍‌ ଜିତିଲା ଇଂଲଣ୍ଡ

ଆଡିଲେଡ,୧୦।୧୧: ଟି-୨୦ ବିଶ୍ୱକପ୍‌ ୨୦୨୨ର ଦ୍ୱିତୀୟ ସେମିଫାଇନାଲରେ ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ପ୍ରଥମେ ଭାରତ ବ୍ୟାଟିଂ କରିବ। ଇଂଲଣ୍ଡ ଦଳରେ ଦୁଇଟି…

ମୈନପୁରୀରୁ ଲଢ଼ିବେ ଡିମ୍ପଲ…

ଲକ୍ଷ୍ନୌ,୧୦।୧୧ : ସମାଜବାଦୀ ପାର୍ଟି ପକ୍ଷରୁ ମୈନପୁରୀ ଲୋକସଭା ଉପ-ନିର୍ବାଚନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏସପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ ଯାଦବଙ୍କୁ ପ୍ରାର୍ଥୀ କରାଯାଇଛି। ଗୁରୁବାର ଏସପି ତାଙ୍କ ନାମ ଘୋଷଣା କରିଛି। ଏସପି ପୃଷ୍ଠପୋଷକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri