Home

ମନ୍ଦିରରେ ରହୁଥିବା ‘ଶାକାହାରୀ କୁମ୍ଭୀର’ର ମୃତ୍ୟୁ

ଥିରୁଭାନନ୍ତପୁରମ,୧୦।୧୦: କେରଳର ଶ୍ରୀ ଅନନ୍ତପଦ୍ମନାବା ସ୍ବାମୀ ମନ୍ଦିରରେ ରହୁଥିବା ‘ଶାକାହାରୀ କୁମ୍ଭୀର’ ଦେହାନ୍ତ ହୋଇଛି। ‘ବାବିଆ’ ଭାବରେ ଜଣାଶୁଣା ଏହି କୁମ୍ଭୀରଟି ଗତ ୭୦ ବର୍ଷ ଧରି ମନ୍ଦିରର ହ୍ରଦରେ ରହୁଥିଲା। ଏହି କୁମ୍ଭୀର ବିଷୟରେ ସବୁଠାରୁ ବିଶେଷ କଥା ହେଲା…

ଚାଲିଗଲେ ଶିଶୁ କଳାକାର ରାହୁଲ କୋଲି

ଗୁଜରାଟୀ ଫିଲ୍ମ ‘ଛେଲୋ ଶୋ’ର ଶିଶୁ କଳାକାର ରାହୁଲ କୋଲିଙ୍କ କ୍ୟାନସର୍‌ରେ ଦେହାନ୍ତ ହୋଇଛି। ଚଳିତ ବର୍ଷର ଓସ୍କାରରେ ‘ଛେଲୋ ଶୋ’ ପ୍ରବେଶ କରିଛି। ଏହି ଫିଲ୍ମଟି ଅକ୍ଟୋବର ୧୪ରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ…

ଅମିତାଭଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୧୦: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ମହାନାୟକଙ୍କ ଲମ୍ବା ଏବଂ ସୁସ୍ଥ ଜୀବନ ପ୍ରାର୍ଥନା କରିଛନ୍ତି। ସେ ଟୁଇଟ୍‌ ଯୋଗେ ଲେଖିଛନ୍ତି,…

ମୁଖ୍ୟମନ୍ତ୍ରୀଙ୍କ ନିକଟତମ ଅଧିକାରୀଙ୍କ ଘରେ ଇଡି ଚଢାଉ

ରାୟପୁର,୧୧।୧୦: ଛତିଶଗଡରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଙ୍ଗଳବାର ସକାଳ ୭ଟାରୁ କାର୍ଯ୍ୟାନୁଷ୍ଠାନ ଚାଲିଛି। ୧୨ରୁ ଅଧିକ ସ୍ଥାନରେ ଇଡି ଦଳ ଉପସ୍ଥିତ ଅଛନ୍ତି। ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ନିକଟତମ ଅଧିକାରୀ ସୌମ୍ୟା ଚୌରସିଆଙ୍କ ଘରେ…

ରୁଷିଆକୁ ଝଟ୍‌କା ଦେଲା ଭାରତ

ନ୍ୟୁୟର୍କ,୧୧।୧୦: ୟୁକ୍ରେନ ସଙ୍କଟ ମାମଲାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନଙ୍କ ଗୁପ୍ତ ମତଦାନ ପାଇଁ ଦାବିକୁ ଭାରତ ପୁଣି ଥରେ ପ୍ରତ୍ୟାଖ୍ୟାନ କରିଛି। ୟୁକ୍ରେନର ଚାରୋଟି ଅଞ୍ଚଳକୁ ବେଆଇନ ଦଖଲ ପାଇଁ ରୁଷିଆ ବିରୋଧରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏକ…

ଆଜି ରାଜ୍ୟରେ ୯୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୭…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ନୂଆଦିଲ୍ଲୀ,୧୧।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଜିତିଥିବା ଦଳ ମଧ୍ୟ ସିରିଜ ହାତେଇବ। ବର୍ତ୍ତମାନ ସିରିଜ…

ମହାନଦୀ ଗିଳୁଛି ବହାକୁଦ କାଜୁ ଜଙ୍ଗଲ

ମହାକାଳପଡା,୧୧ା୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବହାକୁଦ ଗଁା ସଂଲଗ୍ନ ମହାନଦୀର ପଠାରେ ଥିବା କାଜୁ ଜଙ୍ଗଲ ଧ୍ୱଂସହେବାରେ ଲାଗିଛି। ଶତାଧିକ କାଜୁ ଗଛ ସମୁଦ୍ର ଜୁଆର ମାଡ଼ରେ ଭାସି ଯାଉଥିବା ଦେଖିବାକୁ ମିଳୁଛି। ଏହି କାଜୁ ଜଙ୍ଗଲ…

ମାୟା ଜାଲରେ ଫସିଥିବା ବଡ଼ବଡ଼ିଆ ଚୁପ୍‌

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କୁ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ। ହେଲେ ଅର୍ଚ୍ଚନାଙ୍କ ମାୟା ଜାଲରେ ଫସିଥିବା ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ…

ଜାରିହେଲା ନିର୍ଦ୍ଦେଶନାମା, ଏଣିକି ଜରିମାନା

ଭୁବନେଶ୍ୱର, ୧୧।୧୦ (ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଅଧିକ ପରିଷ୍କାର ରଖିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ଏହାକୁ ସଫଳ କରିବା ପାଇଁ କମିଶନର ନିଜେ ଉଦ୍ୟମ ଆରମ୍ଭ କରିଛନ୍ତି। ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ମୋଟା ଅଙ୍କର…

ଆଜି କଂଗ୍ରେସ, ୧୨ରେ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର,୧୧ା୧୦ (ବ୍ୟୁରୋ):ବିରୋଧୀ ଦଳ ଉପନେତା ତଥା ଭାଜପା ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗର ଉପ ନିର୍ବାଚନ ପାଇଁ ସୂର୍ଯ୍ୟବଂଶୀ ସୁରଜ୍‌ଙ୍କୁ ଭାଜପା ପ୍ରାର୍ଥୀ କରିଛି। ମଙ୍ଗଳବାର ଭାଜପା ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବା ବେଳେ କଂଗ୍ରେସ…

ହବିଷିଆଳିଙ୍କୁ ଶାଲ୍‌ ଉପହାର ଦେବେ ସରକାର

ପୁରୀ ସହର,୧୧ା୧୦: ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା ଅର୍ନ୍ତଭୂକ୍ତ ବୃନ୍ଦାବତୀ ନିବାସକୁ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିବା ସହ କାର୍ତ୍ତିକ ହବିଷିଆଳି ବ୍ରତ-୨୦୨୨ର ଶୁଭାରମ୍ଭ କରିଛନ୍ତି। ୧୧୮ଟି କୋଠରି ଥିବା ଆଠମହଲା ବିଶିଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri