Home

ବନ୍ଧକ ଉଦ୍ଧାର,ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର, ୨ କମାଣ୍ଡୋ ମୃତ…

ଇସଲାମାବାଦ,୨୦।୧୨ : ପାକିସ୍ତାନ ସେନାର ସ୍ବତନ୍ତ୍ର ବାହିନୀ ମଙ୍ଗଳବାର ଖାଇବର-ପାସ୍ତୁନଖ୍ବା ପ୍ରଦେଶର ଏକ କେନ୍ଦ୍ରରେ କିଛି ଲୋକଙ୍କୁ ବନ୍ଧକ ରଖିଥିବା ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି। ଏହା ସହିତ ବନ୍ଧକ ଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏହାପୂର୍ବରୁ ତାଲିବାନ ଆତଙ୍କବାଦୀମାନେ…

ପାକିସ୍ତାନରେ ବିଦ୍ୟୁତ୍‌ ସଙ୍କଟ: ରାତି ୮ରୁ ବଜାର ବନ୍ଦ…

ଇସଲାମାବାଦ,୨୦।୧୨ : ନଗଦ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନ ମଙ୍ଗଳବାର ଶକ୍ତି ସଂରକ୍ଷଣ ପାଇଁ ଏକ ଯୋଜନା ଉପସ୍ଥାପନ କରିଛି। ଏହା ଅନ୍ତର୍ଗତ ରାତି ଆଠଟା ପରେ ଦେଶର ସମସ୍ତ ବଜାର ଏବଂ ରେଷ୍ଟୁରାଣ୍ଟ ବନ୍ଦ ରହିବ। ଏଥି ସହିତ, ବିବାହ…

ଅଭିନେତ୍ରୀ ଭାବେ ଥିଲା ଦବ୍‌ଦବା, ହେଲେ ମହେଶ ବାବୁଙ୍କ ପାଇଁ ଅଭିନୟକୁ କରିଥିଲେ ବାଏ…

ହାଇଦ୍ରାବାଦ: ଏକ ସମୟରେ ସେ ଥିଲେ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ତାଙ୍କ ହାତରେ ଥିଲା ଗୋଟିଏ ପରେ ଗୋଟିଏ ଫିଲ୍ମ। ହେଲେ ସେ ବିବାହ କରିବାକୁ ନିଷ୍ପତ୍ତି ନେଇ ଅଭିନୟ ଦୁନିଆକୁ ବାଏ କହିଥିଲେ। ଏପରିକି ଆଜିଯାଏ ସେ ନିଜ…

ଷ୍ଟକ ଏକ୍ସଚେଞ୍ଜ ମାଧ୍ୟମରେ ଭବିଷ୍ୟତରେ ହୋଇପାରିବନି ଶେୟାର କିଣା: ସେବି…

ମୁମ୍ବାଇ,୨୦।୧୨ : ସେବି ମୁଖ୍ୟ ମାଧବୀ ପୁରୀ ବୁଚ କହିଛନ୍ତି ଯେ ଶେୟାର କିଣା ପାଇଁ ଷ୍ଟକ ଏକ୍ସଚେଞ୍ଜ ମାର୍ଗ ଅସୁରକ୍ଷିତ ଏବଂ ପକ୍ଷପାତପୂର୍ଣ୍ଣ ଅଟେ। ଏଥିପାଇଁ ଟେଣ୍ଡର ଅଫରର ମାର୍ଗ ବ୍ୟବହାର କରାଯିବା ଉଚିତ। ସେବି ବୋର୍ଡ ଷ୍ଟକ ଏକ୍ସଚେଞ୍ଜ…

ଗୋବିନ୍ଦ ସାହୁଙ୍କୁ ମାରି ଦିଆଯାଇଛି: ବିଧାୟକ

ଜୟପୁର, ୨୦ା୧୨ (ନି.ପ୍ର.)- ବହୁଚର୍ଚ୍ଚିତ ବଲଙ୍ଗୀର ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି । କଣ୍ଟାବାଞ୍ଜି ଜେଲରେ ବନ୍ଦୀ ଥିବା ଗୋବିନ୍ଦ ଏକ ଗଛରେ ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣା…

ସୁସ୍ଥତା ହାର ବଢ଼ିଲା…

ନୂଆଦିଲ୍ଲୀ, ୨୦।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି…

‘ତୁମେ ମୋର, କେବଳ ମୋର…’

ନୂଆଦିଲ୍ଲୀ,୨୦।୧୨: ଶେଷ ହୋଇଛି ଫିଫା ବିଶ୍ୱକପ୍‌ ୨୦୨୨। ୩୬ ବର୍ଷର ଅପେକ୍ଷା ପରେ ଫ୍ରାନ୍ସକୁ ହରାଇ ଆର୍ଜେଣ୍ଟିନା ବିଶ୍ୱକପ୍‌ ଟାଇଟଲ ଜିତିଛି। ଏଥିସହ ଦଳର ଅଧିନାୟକ ଲିଓନେଲ ମେସିଙ୍କ ବର୍ଷ ବର୍ଷର ସ୍ବପ୍ନ ପୂରଣ ହୋଇଛି। ଏଣୁ ଉକ୍ତ ମୂହୁର୍ତ୍ତର ଖୁସିକୁ…

ଟୁଇଟର୍‌ରେ ନଜର ଆସିଲା ଭିନ୍ନ ରଙ୍ଗର ଭେରିଫିକେଶନ ଟିକ୍‌; ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ‘ଗ୍ରେ’

ନୂଆଦିଲ୍ଲୀ,୨୦।୧୨: ଦୀର୍ଘ ସମୟ ଧରି ଟୁଇଟରକୁ ‘ନୀଳ ପକ୍ଷୀ’ ବୋଲି କୁହାଯାଉଥିଲା। କିନ୍ତୁ ନିକଟରେ ଏଲୋନ ମସ୍କଙ୍କ ପ୍ରବେଶ ପରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ସବୁକିଛି ବଦଳି ଯାଇଛି। ସମ୍ପ୍ରତି କମ୍ପାନୀ ନୂଆ ଘୋଷଣା କରିଛି। ତଦନୁଯାୟୀ ଉପଭୋକ୍ତାମାନେ ଏଣିକି…

ପ୍ରଧାନମନ୍ତ୍ରୀ-ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ଶୁଭେନ୍ଦୁ, କହିଲେ ଟିଏମ୍‌ସି ସବୁଠାରୁ ଦୁର୍ନୀତିଗ୍ରସ୍ତ ପାର୍ଟି…

ନୂଆଦିଲ୍ଲୀ,୨୦।୧୨ : ପଶ୍ଚିମବଙ୍ଗରେ ବିରୋଧୀ ଦଳର ନେତା ତଥା ଭାଜପା ବିଧାୟକ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ପାର୍ଟି ବୋଲି କହିଛନ୍ତି। ସେ ମଙ୍ଗଳବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ସାମାଜିକ ପ୍ରଗତି ସୂଚକାଙ୍କରେ ପୁଡୁଚେରୀ-ଲାକ୍ଷାଦୀପ-ଗୋଆ ଆଗୁଆ…

ନୂଆଦିଲ୍ଲୀ,୨୦।୧୨ : କେନ୍ଦ୍ର ସରକାର ସାମାଜିକ ପ୍ରଗତି ସୂଚକାଙ୍କ ପ୍ରକାଶ କରିଛନ୍ତି। ଏଥିରେ ପୁଡୁଚେରୀ, ଲାକ୍ଷାଦୀପ ଏବଂ ଗୋଆ ଆଗୁଆ ରହିଛନ୍ତି। ଜିତିଛନ୍ତି। ଅନ୍ୟପକ୍ଷରେ, ଜିଲାସ୍ତରରେ ମିଜୋରାମ ରାଜ୍ୟର ଆଇଜ୍ୱାଲ, ହିମାଚଳ ପ୍ରଦେଶର ସୋଲାନ ଏବଂ ଶିମଲାକୁ ସର୍ବୋତ୍ତମ ଜିଲାରେ ଅନ୍ତର୍ଭୁକ୍ତ…

ମାଲିକଙ୍କ ଉପରେ ଏତେ ରାଗ! ମାତ୍ର ୩ ଶବ୍ଦ ଲେଖି ଇସ୍ତଫା ଦେଲେ କର୍ମଚାରୀ

ପାଠପଢ଼ା ସରିବା ପରେ ଚାକିରିଟିଏ ମିଳିବା ଯେତିକି କଷ୍ଟକର, ସେତିକି କଷ୍ଟକର ହେଉଛି ତାକୁ ଛାଡ଼ିବା। କାରଣ ଏଥିପାଇଁ ଅନେକ ସାହସ ଏକାଠି କରିବାକୁ ପଡେ। ଅଧିକାଂଶ ଲୋକ ଚାକିରି ଛାଡ଼ିବାକୁ ନେଇ ଏତେ ଭାବବିହ୍ବଳ ଥାନ୍ତି ଯେ ସେ ନିଜର…

ମଲ୍ଲିକାର୍ଜୁନଙ୍କ ସହିତ ମଧ୍ୟାହ୍ନ ଭୋଜନ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୦।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସଂସଦରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଛନ୍ତି। ଏହି ସମୟରେ ସେମାନଙ୍କୁ ବାଜରାରେ ପ୍ରସ୍ତୁତ ଡିସ ପରସା ଯାଇଥିଲା । ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?