ଆଉ ନାହାନ୍ତି ରସନା ଗ୍ରୁପ୍ ମାଲିକ
ନୂଆଦିଲ୍ଲୀ,୨୧।୧୧: ଲୋକପ୍ରିୟ ପାନୀୟ ରସନା ମାଲିକ ଅରିଜ ପିରୋଜଶା ଖମ୍ବାଟାଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡ଼ିତ ଥିବା ବେଳେ ଶେଷ ସମୟରେ ତାଙ୍କର ହୃଦ୍ଘାତ ହୋଇଥିଲା। ଏହାପରେ ତାଙ୍କୁ…
ଅଫ୍ତାବଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ: କୋର୍ଟ ଦେଲେ ମଞ୍ଜୁରୀ
ନୂଆଦିଲ୍ଲୀ,୨୧।୧୧: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ଏଭଳି ସ୍ଥିତିରେ ଅଭିଯୁକ୍ତ ଅଫ୍ତାବଙ୍କ ନାର୍କୋ ଟେଷ୍ଟ ପୂର୍ବରୁ ପଲିଗ୍ରାଫ୍ ଟେଷ୍ଟ କରିବାକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୂଚନା ମୁତାବକ, ସୋମବାର ଦିଲ୍ଲୀ ପୋଲିସ…
ନଭେମ୍ବର ୨୨ରେ ମୋଦି ଦେବେ ୭୧ ହଜାର ନିଯୁକ୍ତ ପତ୍ର, କେନ୍ଦ୍ର ସରକାରଙ୍କ କିଛି ବିଭାଗରେ ମିଳିବ ସ୍ଥାୟୀ ନିଯୁକ୍ତି
ନୂଆଦିଲ୍ଲୀ,୨୧ ।୧୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ଏକାସାଙ୍ଗରେ ୭୧ ହଜାର ଯୁବବର୍ଗଙ୍କ୍ୁ ସ୍ଥାୟୀ ଚାକିରିର ନିଯୁକ୍ତି ପତ୍ର ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ନଭେମ୍ବରରେ ଭିଡିଓ କନଫରେନସିଂ ଜରିଆରେ ଲାଭାର୍ଥିଙ୍କୁ ନିଯୁକ୍ତି ପତ୍ର ଦେବେ । ଏହା…
ଇଣ୍ଡୋନେସିଆରେ ଭୂକମ୍ପ: ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି
ଜାକର୍ତ୍ତା,୨୧।୧୧: ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ସୋମବାର ଜୋରଦାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ରହିଥିଲା। ଭୂକମ୍ପ ସମୟରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇଆସିଥିଲେ। ଏଥିରେ ସହରରେ ୪୬ଜଣଙ୍କ ମୃତ୍ୟୁ ଘଟିଥିବା…
ବ୍ୟବସାୟୀଙ୍କ ପ୍ରେମରେ ପଡିଛନ୍ତି ବିଶ୍ୱସୁନ୍ଦରୀ
୨୦୧୭ ବିଶ୍ୱ ସୁନ୍ଦରୀ ବିଜେତା ତଥା ଅଭିନେତ୍ରୀ ମାନୁଶୀ ଛିଲାର ପ୍ରେମରେ ପଡିଛନ୍ତି। ସେ କୌଣସି ଅଭିନେତା ନୁହେଁ ବରଂ ଜଣେ ବ୍ୟବସାୟୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି। ପ୍ରେମିକଙ୍କ ସହ ମାନୁଶୀ ଲିଭ୍ ଇନ୍ ରିଲେସନଶିପ୍ରେ ରହୁଥିବା ନେଇ ଚର୍ଚ୍ଚା ହେଉଛି।…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କଲା ଆମେରିକା
ୱାଶିଂଟନ,୨୧।୧୧: ଜି-୨୦ ଶିଖର ସମ୍ମିଳନୀରେ ଭାରତର ଅଂଶଗ୍ରହଣ ପାଇଁ ଆମେରିକା ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛି। ହ୍ବାଇଟ ହାଉସର ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ଜୋନାଥନ ଫାଇନର ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି, ଜି-୨୦ ଶିଖର ସମ୍ମିଳନୀରେ ମିଳିତ…
ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀଙ୍କୁ ମୁକ୍ତ କରାଯିବା ଘଟଣା: ସୁପ୍ରିମକୋର୍ଟ ଯିବ କଂଗ୍ରେସ
ନୂଆଦିଲ୍ଲୀ,୨୧।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀଙ୍କୁ ମୁକ୍ତ କରାଯିବା ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବ। ଖୁବ ଶୀଘ୍ର କଂଗ୍ରେସ ଦ୍ୱାରା ଏକ ପୁନର୍ବିଚାର ଆବେଦନ କରାଯିବ। ଏହାପୂର୍ବରୁ ନଭେମ୍ବର ୧୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା…
ମୁଁ ଜନତାଙ୍କ ଜଣେ ସେବକ: ପ୍ରଧାନମନ୍ତ୍ରୀ
ଅହମ୍ମଦାବାଦ,୨୧।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ନିର୍ବାଚନୀ ରାଲିରେ ବିଭିନ୍ନ ଦଳ ପକ୍ଷରୁ ବାକ୍ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ମଧୁସୂଦନ ମିସ୍ତ୍ରୀଙ୍କ ‘ଔକାତ’ ବିବୃତ୍ତିକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି। ଗୁଜରାଟରେ…
ମା’ ହେବା ପରେ ନିଜର ପ୍ରଥମ ଫଟୋ ଶେୟାର କଲେ ଆଲିଆ
ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଆଜିକାଲି ମା-ବାପା ହୋଇ ଝିଅ ସହ ଖୁସିରେ ଜୀବନ ବିତାଉଛନ୍ତି। ଆଲିଆ ହସ୍ପିଟାଲରୁ ଘରକୁ ଆସିବା ପରଠାରୁ ଝିଅ ସହିତ ଅଧିକ ସମୟ ଅତିବାହିତ କରୁଛନ୍ତି। ଇନ୍ଷ୍ଟାଗ୍ରାମରେ ନିଜର ଏକ ଫଟୋ…
ଇଣ୍ଡୋନେସିଆରେ ଭୂକମ୍ପ: ୨୦ ମୃତ, ୩୦୦ରୁ ଊର୍ଦ୍ଧ୍ୱ ଆହତ
ଜାକର୍ତ୍ତା,୨୧ା୧୧: ସୋମବାର ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶରେ ଭୂକମ୍ପ ଅନୂଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୫.୬ ଥିଲା। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ ଆହତ ହୋଇଥିବା ନେଇ ଜଣେ ସ୍ଥାନୀୟ ଅଧିକାରୀ ଏହି ସୂଚନା…
ଏମିତି ଦେଶ, ଯେଉଁଠି ନାହାନ୍ତି ଜଣେ ହେଲେ ଭାରତୀୟ
ଭାରତୀୟମାନେ ପୃଥିବୀର ପ୍ରାୟ କୋଣ ଅନୁକୋଣରେ ବସବାସ କରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ହେଉ କିମ୍ବା କ୍ରିକେଟ ମ୍ୟାଚ୍ ହେଉ … ଆମେ ପ୍ରତ୍ୟେକ ବଡ଼ ଇଭେଣ୍ଟରେ ଭାରତର ଲୋକଙ୍କୁ ଦେଖିବାକୁ ପାଇଥାଉ। ଭାରତରୁ ବହୁ ସଂଖ୍ୟକ ଲୋକ…
ରାଗିଂକୁ ନେଇ ଚିନ୍ତାରେ ଛାତ୍ରୀଛାତ୍ର, ଅଭିଭାବକ
ବ୍ରହ୍ମପୁର ଅଫିସ,୨୧।୧୧: କଲେଜରେ ରାଗିଂ ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲିଦେଇଛି। ଗଞ୍ଜାମ ଜିଲାରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ କଲେଜଗୁଡ଼ିକରେ ରାଗିଂ ଓ ଅସଦାଚରଣ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ଏଭଳି ଘଟଣା ଯୋଗୁ ଏବେ…
Archives


