Home

ଦିନେ କମିଲେ ପୁଣି ବଢୁଛି, ଆଜି ସମୀକ୍ଷା ବୈଠକ…

ନୂଆଦିଲ୍ଲୀ, ୨୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି…

ରାଗରେ ଅଛନ୍ତି ଅନୁଷ୍କା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଜଣାଶୁଣା ବ୍ରାଣ୍ଡ ‘ପୁମା’ ମଧ୍ୟରେ ସୋସିଆଲ ମିଡିଆରେ ଲଢ଼େଇ ଆରମ୍ଭ ହୋଇଯାଇଛି। ‘ପୁମା’ ବ୍ରାଣ୍ଡର ଏକ ପୋଷାକକୁ ଅନୁଷ୍କା ପିନ୍ଧିଥିଲେ। କମ୍ପାନୀ ଉକ୍ତ ଫଟୋକୁ ବିଜ୍ଞାପନ ଭାବରେ ବ୍ୟବହାର କରି ଅନୁଷ୍କାଙ୍କ କ୍ରୋଧର…

ଘର ପାଇଁ ହେବାକୁ ପଡ଼ିଥିଲା ହତାଦର

ମୁମ୍ବାଇ: ଲୋକପ୍ରିୟ ମରାଠୀ ଅଭିନେତ୍ରୀ ତେଜସ୍ବିନୀ ପଣ୍ଡିତ ତାଙ୍କ ଜୀବନର ଏକ ଖରାପ ଅଧ୍ୟାୟ କଥା ଶେୟାର କରିଛନ୍ତି। ଯାହା ସମସ୍ତଙ୍କୁ ଚକିତ କରିଛି। ତେଜସ୍ବିନୀ ତାଙ୍କର ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ୨୦୦୯-୧୦ରେ ସେ ପୁଣେର ସିଂହଗଡ଼ ରୋଡସ୍ଥିତ ଏକ ଆପାର୍ଟମେଣ୍ଟରେ…

ଚାଇନାରେ କରୋନା ତାଣ୍ଡବ ଆରମ୍ଭ…

ବେଜିଂ,୨୧।୧୨ : ଯେତେବେଳେ ସମଗ୍ର ବିଶ୍ୱ କରୋନା ସଂକ୍ରମଣରୁ ବାହାରକୁ ଆସୁଛି, ସେତେବେଳେ ଚାଇନାରେ ଏକ ନୂତନ ସଂକ୍ରମଣର ଲହର ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରେ ଦର୍ଶାଯାଇଛି ଯେ ଚାଇନାର ଡାକ୍ତରଖାନାଗୁଡ଼ିକ ଆକ୍ରାନ୍ତ ଏବଂ ମୃତଦେହ ସଂଖ୍ୟା ବଢ଼ିବାରେ…

ବିଲୁପ୍ତି ପଥେ ଡାଇଭିଂ ବାର୍ଡ

ଓ୍ବାଶିଂଟନ୍‌: ଜଳବାୟୁ ପରିବର୍ତ୍ତନ ପ୍ରତ୍ୟେକ ଜୀବକୁ ପ୍ରଭାବିତ କରିଛି। ଏପରି ଅନେକ ପ୍ରଜାତିର ଜୀବ ରହିଛନ୍ତି, ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ବଞ୍ଚିବାର ସାହାରା ଖୋଜି ପାଇଛନ୍ତି। ଆଉ କିଛିଜୀବଙ୍କ ପାଖରେ ଏହାର ମୁକାବିଲା ପାଇଁ କୌଣସି ବାଟ ନାହିଁ। ବର୍ତ୍ତମାନ ସମୟରେ…

ବଡ଼ସାହିରେ ଭାଜପା-ବିଜେଡି ମୁହାଁମୁହିଁ

ବଡ଼ସାହି,୨୧।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ପ୍ରଶାସନିକ ଭବନ ଉଦ୍‌ଘାଟନକୁ ନେଇ ମଙ୍ଗଳବାର ଭାଜପା ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ହସ୍ପିଟାଲ ପରିସରରେ ପୋଲିସ ମୃତୟନ କରାଯାଇଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଭାଜପା…

‘ଚାଷ ନ ହୋଇ ଏମ୍‌ଏସ୍‌ପି ନେବାକୁ ହୋଇଛି ମସୁଧା’

ଭୁବନେଶ୍ବର,୨୧।୧୨(ବ୍ୟୁରୋ): ଓଡ଼ିଶାରେ କ୍ରମାଗତ ଧାନକିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଓ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ମଙ୍ଗଳବାର ଓଡ଼ିଶାର ଭାଜପା ଏମ୍‌ପିମାନେ ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି।…

ଜେଲେନସ୍କିଙ୍କ ଆମେରିକା ଗସ୍ତ ପୂର୍ବରୁ ରୁଷିଆ-ଚାଇନା ଏକଜୁଟ…

ଓ୍ବାଶିଂଟନ,୨୧।୧୨ : ଫେବୃଆରୀରେ ରୁଷିଆର ଆକ୍ରମଣ ଆରମ୍ଭ ହେବା ଦିନଠାରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଯାଉଛନ୍ତି। ସେ ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହା ପୂର୍ବରୁ ଚାଇନା ଏବଂ ରୁଷିଆ ଏକଜୁଟ…

ନେତାଙ୍କ ପୁଅଙ୍କୁ ନିର୍ବାଚନ ଟିକେଟ

ବେଲଗାଭି,୨୧।୧୨: କର୍ନାଟକରେ ବଂଶଗତ ରାଜନୀତି ଜୋର୍‌ ଧରିଛି। ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ଜେଡିଏସ୍‌ ସୋମବାର ୯୩ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ପୁଅ ନିଖିଲ…

ଦେଶର ହିତ ପାଇଁ ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ରାହୁଲଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ,୨୧।୧୨ : ସମଗ୍ର ବିଶ୍ୱରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ସର୍ତକ ସୂଚନା ଜାରି କରିଛନ୍ତି। ନୂତନ ମାମଲା ଉପରେ ନଜର ରଖିବାକୁ ଏବଂ ଜିନୋମ ସିକ୍ୱେନ୍ସିଂକୁ ବୃଦ୍ଧି କରିବାକୁ କେନ୍ଦ୍ର ସମସ୍ତ ରାଜ୍ୟକୁ କହିଛନ୍ତି।…

ଆତ୍ମହତ୍ୟା ନୁହେଁ , ହତ୍ୟା ବୋଲି କହିଲେ ବିରୋଧୀ

ଭୁବନେଶ୍ବର,୨୧।୧୨(ବ୍ୟୁରୋ): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମଙ୍ଗଳବାର ବେକରେ ଫାଶ ଲଗାଇ ଜେଲ ପରିସରରେ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ବହୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏହା ହତ୍ୟା ବୋଲି ଅଭିଯୋଗ ଉଠିବା…

‘କନେକ୍ଟ’ ସ୍କାଏ ଲାଉଞ୍ଜ ଆଣ୍ଡ ରେଷ୍ଟୁରାଣ୍ଟ ଉଦ୍‌ଘାଟିତ

ନୂଆଦିଲ୍ଲୀ,୨୧।୧୨: ସ୍ମାର୍ଟ ସିଟି ଭୁବନେଶ୍ୱର ଧୀରେ ଧୀରେ ତା’ର କାୟା ବିସ୍ତାର କରିଚାଲିଛି। ଏପରିକି ବର୍ତ୍ତମାନର ସମୟକୁ ଆଖି ଆଗରେ ରଖି ରାଜଧାନୀର ଜନଗହିଳ ପୂର୍ଣ୍ଣ ଅଞ୍ଚଳରେ ‘କନେକ୍ଟ’ ସ୍କାଏ ଲାଉଞ୍ଜ ଆଣ୍ଡ ରେଷ୍ଟୁରାଣ୍ଟର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଅତ୍ୟାଧୁନିକ ଜ୍ଞାନକୌଶଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?