ଲୋୟର ସୁକତେଲ ଡ୍ୟାମ୍ରୁ ସ୍ଥାୟୀ ଜଳସେଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଲୋଇସିଂହା,୨୬ା୪(ସୁଶାନ୍ତ ବାରିକ): ବଲାଙ୍ଗୀର ସର୍କିଟ ହାଉସ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶନିବାର ଲୋଇସିଂହା ଓ ଆଗଲପୁର ବ୍ଲକର ମିଳିତ କୃଷକ ସଂଘର୍ଷ ସମିତି ଏକ ପ୍ରତିନିଧି ଭେଟି ଲୋୟର ସୁକତେଲ ଡ୍ୟାମ୍ରୁ ଜଳସେଚନରୁ ବାଦ ପଡିଥିବା ଉଭୟ ବ୍ଲକର ୧୧…
ଫିଟ ଥାଇ ବି କାହିଁକି CSK ପାଇଁ ଖେଳୁ ନାହାଁନ୍ତି ଧୋନି? ନିଜେ କରିଥିଲେ ମନା, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୨୬।୪: ଏମଏସ ଧୋନି ଆଇପିଏଲ 2026 ଆରମ୍ଭ ହେବା ପୂର୍ବରୁ ଆଘାତ ପାଇଥିଲେ, ଯାହା ତାଙ୍କୁ ସାଇଡଲାଇନ କରିଥିଲା। ତଥାପି, ସେ ଏବେ ପୂର୍ଣ୍ଣ ଫିଟନେସ ଫେରି ପାଇଛନ୍ତି; ପୂର୍ବ ମ୍ୟାଚ ପୂର୍ବରୁ ସେ ଜୋରଦାର ଅଭ୍ୟାସ କରିଥିଲେ, ଏବଂ ଏହା…
ଚାଲିଗଲେ ଅବସରପ୍ରାପ୍ତ ସିଡିଏମ୍ଓ ଡା. ମନୋରଞ୍ଜନ ମହାପାତ୍ର, ଦରଦୀ ଡାକ୍ତରଙ୍କୁ ଝୁରି ହେଉଛନ୍ତି ଅଞ୍ଚଳବାସୀ
ବଲାଙ୍ଗୀର,୨୬ା୪(ସୁନିଲ କୁମାର ମହାନ୍ତି): ଅବସରପ୍ରାପ୍ତ ସିଡିଏମ୍ଓ ଡା. ମନୋରଞ୍ଜନ ମହାପାତ୍ର (୯୨)ଙ୍କ ରବିବାର ସକାଳେ ପରଲୋକ ହୋଇଛି। ସେ ବେଶ୍ କିଛିଦିନ ହେଲା ଅସୁସ୍ଥତା କାରଣରୁ ଶଯ୍ୟାଶାୟୀ ଥିଲେ। ଜଣେ ଦରଦୀ ଡାକ୍ତର ଓ ସମାଜସେବୀ ଭାବେ ସେ ଲୋକପ୍ରିୟ ଥିଲେ।…
ହ୍ବାଇଟ ହାଉସ ପ୍ରେସ ଡିନର ଗୁଳିକାଣ୍ଡର ଇରାନ ଯୁଦ୍ଧ ସହ ରହିଛି ସମ୍ପର୍କ, ଟ୍ରମ୍ପ କହିଲେ…
ଓ୍ବାଶିଂଟନ,୨୫।୪: ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସ ଆସୋସିଏସନ ରାତ୍ରୀଭୋଜନ ସମୟରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ଶନିବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ, ଏହି ଘଟଣା ପରେ, ସେ ଇରାନ…
ଜାତୀୟ ସ୍ତରରେ ଚମକିଲେ କୁନି ପ୍ରତିଭା ଏଫ୍ରାତା, ଶହଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ…
ଲୋଇସିଂହା,୨୬ା୪(ସୁଶାନ୍ତ ବାରିକ): ପୁଣିଥରେ ଜାତୀୟ ମଞ୍ଚରେ ଗୌରବ ଆଣିଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ଜଡ଼ାମୁଣ୍ଡାର କୁନି ମଡେଲ ଏଫ୍ରାତା ଜୋଏଲ। ଦେଶର ପ୍ରତିଷ୍ଠିତ ରିଆଲିଟି ଶୋ ’ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ୍’ର ସୁପର ମଡେଲ କ୍ୟାଟେଗୋରୀରେ ସେ ନିଜର ସ୍ଥାନ ପକ୍କା କରିଛନ୍ତି।…
ରାସ୍ତାରେ ଆସୁଆସୁ ହଠାତ୍ ଓଲଟି ପଡ଼ିଲା ମେଲୋଡ଼ି ଗାଡ଼ି, ଭିତରେ ଥିଲେ ୩୦ କଳାକାର
ବଲାଙ୍ଗୀର/ସଇଁତଳା,୨୬ା୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ରବିବାର ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୬ କନ୍ଧକେଲ ଗାଁ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ମେଲୋଡ଼ି ଗାଡ଼ି ରାସ୍ତାରେ ଆସୁଥିବା ବେଳେ କୌଣସି କାରଣରୁ ହଠାତ୍ ରାସ୍ତା ଉପରେ…
ଯାତ୍ରୀ ପ୍ରତୀକ୍ଷାଳୟରେ ପାନୀୟଜଳ ପ୍ରକଳ୍ପ ଅଚଳ, ଛାତରେ ଝୁଲୁଛି ଅକାମୀ ପଙ୍ଖା, ଆଶ୍ରୟ ନେବା ପାଇଁ…
ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ତାତି ବଢ଼ୁଛି। ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଅନୁଭୂତ ହେଉଛି। ଏଭଳି ସ୍ଥିତିରେ ବରଗଡ଼ ସହର ପେଣ୍ଠସ୍ଥଳୀରେ ରହିଥିବା ସରକାରୀ ବସଷ୍ଟାଣ୍ଡରେ ସର୍ବନିମ୍ନ ମୌଳିକ ସେବା ଅପହଞ୍ଚ ହୋଇପଡ଼ିଛି। ଏଠାରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ନିତିଦିନିଆ ଘଟଣା ହୋଇପଡ଼ିଛି।…
AAPର ସାତ ଜଣ ଏମପି ଭାଜପାରେ ଯୋଗଦେବା ପରେ ଏବେ କଂଗ୍ରେସର ୬ ବିଧାୟକ ଧରିବେ ପଦ୍ମ? ଦଳ କହିଲା…
ନାଟନା,୨୬।୪: ଆମ ଆଦମୀ ପାର୍ଟି (ଏଏପି)ର ସାତ ଜଣ ରାଜ୍ୟ ସଭା ଏମପି ରାଘବ ଚଢାଙ୍କ ସମେତ ବାକି ନେତା ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ବିହାର କଂଗ୍ରେସର ଛଅ ଜଣ…
ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା, ଭୁଲ ଇଞ୍ଜେକ୍ସନ ଯୋଗୁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ, ରାସ୍ତାରୋକୋ…
ବାସୁଦେବପୁର,୨୬।୪(କାଳିପଦ ରାୟ/ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସାରେ ଅବହେଳା ଯୋଗୁ ଜଣେ ୧୪ ବର୍ଷର ନାବାଳକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ଜଣକ ହେଲେ ପଦ୍ମପୁର ପଞ୍ଚାୟତ…
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରପତିଙ୍କ ଉପରେ ୩ ବର୍ଷରେ ହେଲାଣି ୩ ଥର ଆକ୍ରମଣ
ଓ୍ବାଶିଂଟନ,୨୬।୪: ଶନିବାର ରାତିରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସ ଆସୋସିଏସନ ରାତ୍ରୀଭୋଜନରେ ଯୋଗଦେବାକୁ ଆସିଥିଲେ। କାର୍ଯ୍ୟକ୍ରମଟି ୱାଶିଂଟନ, ଡି.ସି.ର ହିଲ୍ଟନ ହୋଟେଲର ଏକ ଅଂଶରେ ଅନୁଷ୍ଠିତ ହେଉଥିଲା। କାର୍ଯ୍ୟଧାରା ସମୟରେ, ଜଣେ ବ୍ୟକ୍ତି ଏକ ସୁରକ୍ଷା ଚେକପୋଷ୍ଟ…
ଚିନ୍ତା ବଢ଼ାଇଲାଣି ବୈଭବଙ୍କ ସ୍ବାସ୍ଥ୍ୟାବସ୍ଥା, ବନ୍ଧୁଙ୍କ ଭଳି ଆଇପିଏଲ୍ରୁ ହୋଇଯିବେ ବାହାର?
ଜୟପୁର,୨୬।୪: ମାତ୍ର ୧୩ ବର୍ଷ ବୟସରେ IPL ନିଲାମୀରେ ଇତିହାସ ରଚିଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ସେ ଗୁରୁତର ଭାବେ…
ଟ୍ରମ୍ପ ନିଜେ କହିଲେ କାହିଁକି ତାଙ୍କ ଉପରେ କରାଯାଇଥିଲା ଆକ୍ରମଣ: ୧୬୧ ବର୍ଷ ପୁରୁଣା ଘଟଣା ସହ ରହିଛି ସମ୍ପର୍କ!
ଓ୍ବାଶିଂଟନ,୨୬।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ଉଦ୍ୟମ କେବଳ ଆମେରିକାକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ ଚକିତ କରିଛି। ଏହି ଘଟଣା ଶନିବାର ବିଳମ୍ବିତ ରାତିରେ (ଆମେରିକା ସମୟ) ଏକ ରାତ୍ରୀଭୋଜନ କାର୍ଯ୍ୟକ୍ରମ ସମୟରେ ଘଟିଥିଲା, ଯେଉଁଠାରେ ଡୋନାଲ୍ଡ…

