Home

ଧର୍ମ-ସମାଜ ଉପରେ ନିର୍ମିତ ଫିଲ୍ମର ସେନସର କରିବ ସନ୍ଥଙ୍କ ଧର୍ମ ସେନସର ବୋର୍ଡ !…

ନୂଆଦିଲ୍ଲୀ,୩।୧ : ବର୍ତ୍ତମାନ ଦେଶର ଧର୍ମ ଏବଂ ହିନ୍ଦୁ ଧର୍ମ ବିଶେଷଜ୍ଞମାନେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସିରିଏଲରେ ହିନ୍ଦୁ ଧର୍ମର ଅପମାନ ସହ ଜଡିତ ବିଷୟବସ୍ତୁ ସମୀକ୍ଷା କରିବେ। ଏଥିପାଇଁ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଏକ ଧର୍ମ ସେନ୍ସର ବୋର୍ଡ ଗଠନ…

ଧର୍ମାନ୍ତରୀକରଣର ସମସ୍ତ ମାମଲା ନୁହେଁ ବେଆଇନ: ମଧ୍ୟପ୍ରଦେଶ ସରକାରଙ୍କ ଆବେଦନର ବିଚାର କରିବେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୧ : ମଧ୍ୟପ୍ରଦେଶ ହାଇକୋର୍ଟ ଧର୍ମାନ୍ତରୀକରଣର ଆଇନ ଉପରେ ଦେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାରଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର କହିଛନ୍ତି ଯେ ସମସ୍ତ ଧର୍ମାନ୍ତରୀକରଣର ମାମଲାକୁ ବେଆଇନ…

ଜାନୁୟାରୀରେ ୟୁରୋପରେ ରେକର୍ଡ ଭଙ୍ଗା ତାତି: ଜଳବାୟୁ ପରିବର୍ତ୍ତନ ଅବା ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ନେଇ ଚର୍ଚ୍ଚା…

ବର୍ଲିନ,୩।୧ : ୟୁରୋପରେ ଜାନୁୟାରୀର ପ୍ରବଳ ଥଣ୍ଡା ଶୀତ ଦିନେ ତାତି ରେକର୍ଡ ଭାଙ୍ଗିବାରେ ଲାଗିଛି। ଏହାକୁ ଜଳବାୟୁ ପରିବର୍ତ୍ତନ କିମ୍ବା ୟୁକ୍ରେନ ଯୁଦ୍ଧର ଉତ୍ତାପର ପ୍ରଭାବ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାନୁଆରୀ ପ୍ରଥମ ଦୁଇ ଦିନ ୟୁରୋପରେ ଅତ୍ୟଧିକ…

ଚନ୍ଦ୍ର ଦଖଲ ପାଇଁ ଚାଇନାର ଷଡ଼ଯନ୍ତ୍ର: ଚିନ୍ତାରେ ନାସା…

ଓ୍ବାଶିଂଟନ,୩।୧ : ପୃଥିବୀର ସମସ୍ତ ଦେଶ ମଧ୍ୟରେ ଚନ୍ଦ୍ର ପୃଷ୍ଠରେ ମାନବ ବସତି ସ୍ଥାପନ ପାଇଁ ଏହି ଦୌଡ଼ ଚାଲିଛି। ତେବେ ଆମେରିକା ଏବଂ ଚାଇନା ଏହି ଦୌଡ଼ରେ ଆଗୁଆ ରହିଛନ୍ତି। ଯଦି ପ୍ରକୃତ ଅର୍ଥରେ ଦେଖାଯାଏ, ଚାଇନା ଆମେରିକାକୁ ପଛରେ…

ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଲା ଚାଇନା…

ବେଜିଂ,୩।୧ : ଆମେରିକା-ଭାରତ ସମେତ ଅନେକ ଦେଶର କାର୍ଯ୍ୟକଳାପରେ ଚାଇନା ଉତ୍ତେଜିତ ହୋଇ ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛି। ଗତ ମାସରେ ଜିରୋ କୋଭିଡ ନୀତିକୁ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାର କୋହଳ କରିବା ପାଇଁ ଏକ…

ଚାଇନା ଶାନ୍ତି ଚୁକ୍ତିନାମା ଉଲ୍ଲଂଘନ କରିଛି-ପାକିସ୍ତାନରେ ଚାଲିଛି ଆତଙ୍କବାଦୀ ଶିବିର: ଜୟଶଙ୍କର…

ନୂଆଦିଲ୍ଲୀ/ଭିଏନା,୩।୧ : ଅଷ୍ଟ୍ରିଆ ଗସ୍ତରେ ଥିବା ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ସିଧାସଳଖ ଚାଇନ ଏବଂ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ଉଭୟ ଦେଶ ଉଦ୍ଦେଶ୍ୟସେ କହିଛନ୍ତି ଯେ ଚାଇନା ଚୁକ୍ତିନାମା ଉଲ୍ଲଂଘନ କରିଛ। ଏଲଏସିର ସ୍ଥିତିକୁ ଏକପାଖିଆ ପରିବର୍ତ୍ତନ କରିବାକୁ ଚେଷ୍ଟା…

‘ଏଣିକି ରାସ୍ତାରେ ହେବ ନାହିଁ ସଭା, ରାଲି’

ହାଇଦ୍ରାବାଦ୍‌,୩।୧: ଆନ୍ଧ୍ରପ୍ରଦେଶରେ ଏଣିକି ରାସ୍ତାରେ ଆଉ ସାଧାରଣ ସଭା ଓ ରାଲି ଅନୁଷ୍ଠିତ ହେବ ନାହିଁ। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗତ ସପ୍ତାହରେ ମୁଖ୍ୟ ବିରୋଧୀ ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ଏକ…

ଦେଶରେ ଆଜି ୧୩୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୩।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…

ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାର ଦାୟୀ ରହିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୧:ଅଭିବ୍ୟକ୍ତିର ସ୍ବାଧୀନତା ପ୍ରସଙ୍ଗରେ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ମଙ୍ଗଳବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କୌଣସି ମନ୍ତ୍ରୀ, ଏମ୍‌ପି କିମ୍ବା ବିଧାୟକଙ୍କ ମନ୍ତବ୍ୟ ପାଇଁ ସରକାର ଦାୟୀ ରହିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି, କୌଣସି ରାଜ୍ୟ କିମ୍ବା…

ପୁଣି ରାହୁଲଙ୍କୁ ମିଳିଲା ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ଧମକ: ପଞ୍ଜାବର କାନ୍ଥରେ ଲେଖାଗଲା ସ୍ଲୋଗାନ୍‌

ଚଣ୍ଡିଗଡ଼,୩।୧: ପଞ୍ଜାବରେ ଖଲିସ୍ତାନ ସମର୍ଥନରେ ପୁଣି ଥରେ ସ୍ବର ଉଠିଛି। ସହରର କାନ୍ଥରେ ଖଲିସ୍ତାନଙ୍କ ସମର୍ଥନରେ ଏକ ସ୍ଲୋଗାନ୍‌ ଲେଖାହୋଇଛି। ମୁକ୍ତସର ସାହିବର ଏସ୍‌ଏସ୍‌ପି କାର୍ଯ୍ୟାଳୟର କାନ୍ଥରେ ଏହି ସ୍ଲୋଗାନ୍‌ ଲେଖାଯାଇଥିବା ଦେଖିବାକୁ ମିଳିଛି। ଲଗାତର ପଞ୍ଜାବର ମାହୋଲକୁ ଖରାପ୍‌ କରିବାକୁ…

ବୈଜ୍ଞାନିକ ଆଭିମୁଖ୍ୟ ନେଇ ଆଗକୁ ବଢୁଛି ଭାରତ: ମୋଦି

ନୂଆଦିଲ୍ଲୀ,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ ଯେଉଁ ଉଚ୍ଚତାରେ ରହିବ ସେଥିରେ ଭାରତର ବୈଜ୍ଞାନିକ ଶକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଯେବେ ଦେଶ…

ପନ୍ତଙ୍କୁ ସ୍ବତନ୍ତ୍ର ବାର୍ତ୍ତା ପଠାଇଲା ଟିମ୍‌ ଇଣ୍ଡିଆ: ତୁମେ ଜଣେ ଯୋଦ୍ଧା…

ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟ ଦଳ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। କୋଚ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଦଳର ଅନ୍ୟ ଖେଳାଳିମାନେ ଶ୍ରୀଲଙ୍କା ବିପକ୍ଷ ସିରିଜ ପୂର୍ବରୁ ପନ୍ତଙ୍କୁ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri