କୋହଲିଙ୍କ ଷ୍ଟାଟସ ଦେଖି ଖୁସିରେ ଗଦଗଦ ହେଲେ ସୂର୍ଯ୍ୟକୁମାର
ରାଜକୋଟ,୯।୧: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି। ସେ ୭ ଚୌକା ଓ ୯ ଛକା ସହାୟତାରେ ୫୧ ବଲରେ ୧୧୨ ରନ ଖେଳିଥିଲେ। ପ୍ରଶଂସକଙ୍କ…
ଛାତ୍ରୀଙ୍କ ଉପରେ ଚଢ଼ିଗଲା ବସ୍, ଚାଲିଗଲା ଜୀବନ
ଢେଙ୍କାନାଳ ଅଫିସ,୯ା୧: ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥର ଉପର ବାଘଲୁଣ୍ଡା ଗ୍ରାମ ଛକଠାରେ ସୋମବାର ରୁଙ୍ଗ୍ଟା କମ୍ପାନୀ ଷ୍ଟାଫ୍ଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାରେ ଜଣେ ଯୁକ୍ତ ୨ କଲେଜ ଛାତ୍ରୀଙ୍କର ମୃତ୍ୟୁ ଘଟିଛି।…
ସୂର୍ଯ୍ୟ କୁମାରଙ୍କୁ ପ୍ରଶଂସା କଲେ କପିଲ ଦେବ, କହିଲେ ଏଭଳି ଖେଳାଳିଙ୍କୁ ପ୍ରଣାମ…
କୋଲକାତା,୯।୧ : ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି -୨୦ ରେ ଶତକ ହାସଲ କରିବା ପରେ ଭାରତର ତାରକା ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ଶ୍ରୀଲଙ୍କା ବୋଲରମାନଙ୍କୁ ଖାତିର ନକରି ନିଜର ବିସ୍ଫୋରକ ବ୍ୟାଟିଂ କରି ସେ…
କ୍ଷମା ମାଗିଲେ ବିଗ୍ ବି
ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ବିଗ ବି ପ୍ରାୟତଃ ପ୍ରଶଂସକଙ୍କ ସହିତ ତାଙ୍କ ଜୀବନ ସହିତ ଜଡିତ ଅନେକ ପ୍ରସଙ୍ଗ ଶେୟାର କରିଛନ୍ତି। ତେବେ ଏକ ଭୁଲ ହେତୁ ଅମିତାଭ ଟ୍ରୋଲ୍ର ଶିକାର ହୋଇଛନ୍ତି। ଏହାପରେ…
ପୁରୁଷ ଶୁକ୍ରାଣୁ ହ୍ରାସର କାରଣ, ଉପଚାର
ଆଜିକାଲି ଅନେକ ଦମ୍ପତିି ସନ୍ତାନ ଲାଭ ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତିି। ବର୍ତ୍ତମାନ ବନ୍ଧ୍ୟାକରଣ ଏକ ବିଶ୍ୱ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି। ଲକ୍ଷ ଲକ୍ଷ ଦମ୍ପତି ବନ୍ଧ୍ୟାତ୍ୱର ଶିକାର ହେଉଛନ୍ତି। ଦାମ୍ପତ୍ୟ ଜୀବନରେ କେବଳ ମହିଳା ନୁହନ୍ତି…
ଗ୍ରହ ବିନାଶକାରୀ ଆଇନ୍ଷ୍ଟାଇନ୍
ଆମେ କିଛି ବର୍ଷ ପୂର୍ବେ ବୈଜ୍ଞାନିକ ମତାନୁସାରେ ଜାଣିଥିଲେ ଯେ, ସୌରମଣ୍ଡଳରେ ନଅଟି ଗ୍ରହ ଅଛି। ତେଣୁ କେହି କେହି ମତପୋଷଣ କଲେ ଯେ, ଏହା ଆମର ପୁରାଣ-ଶାସ୍ତ୍ରମାନଙ୍କରେ ଉଲ୍ଲେଖ ହୋଇଥିବା ନବ-ଗ୍ରହ ଧାରଣାକୁ ପୁଷ୍ଟ କରେ। କିନ୍ତୁ ୨୦୦୬ରେ ଆନ୍ତର୍ଜାତକ…
ଫେବୃୟାରୀ ୧୩ରୁ ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ…
ନୂଆଦିଲ୍ଲୀ,୯।୧ : ଫେବୃଆରୀ ୧୩ ରୁ ୧୭ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ -୨୦୨୩ ଆୟୋଜିତ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏହା ଘୋଷଣା କରିଛି। ମନ୍ତ୍ରଣାଳୟ କହିଛି ଯେ ଏହା ହେଉଛି ତୀର ଭାରତର ୧୪ ତମ ଶୋ।…
ଅଜଣା ଗାଡ଼ି ଧକ୍କାରେ ପରିବା ଦୋକାନୀଙ୍କ ଜୀବନ ଗଲା
ବନ୍ତ,୯ା୧(ଡି.ଏନ୍.ଏ.): ସୋମବାର ଭୋର୍ ସମୟରେ ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ଲକ୍ଷ୍ମୀବଜାରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ପରିବା ଦୋକାନୀଙ୍କର ମୃତ୍ୟୁ ଘଟିଛି। ମୃତ ଦୋକାନୀ ଜଣକ ଚଣ୍ଡିପୁର ଗ୍ରାମର ଜାହାଙ୍ଗୀର ଖାଁ…
ସୂର୍ଯ୍ୟକୁମାରଙ୍କ ହାତକୁ ଚୁମ୍ବନ ଦେଲେ ଚହଲ
ରାଜକୋଟ,୯।୧: ଶ୍ରୀଲଙ୍କା ବିପକ୍ଷ ସିରିଜ ଟି-୨୦ ସିରିଜ୍ ଜିତିବାରେ ସୁର୍ଯ୍ୟକୁମାର ଯାଦବ ଭାରତକୁ ସାହାଯ୍ୟ କରିଥିଲେ। ରାଜକୋଟରେ ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି-୨୦ରେ ସେ ମାତ୍ର ୪୫ ବଲରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ମ୍ୟାଚ ପରେ ଏକ…
ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା
ପାଟଣା,୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଉଦୟପୁର ବିଟ୍ ମୟୂରଭଞ୍ଜ ଜିଲାରୁ ଗୋଠଛଡ଼ା ଦନ୍ତା ରବିବାର ରାତିରେ ସାହାରପଡ଼ା ସେକ୍ସନ ଉଦୟପୁର ବିଟ୍ରେ ଉପଦ୍ରବ କରି ଘର ଭାଙ୍ଗି ଦେଇଛନ୍ତି। ଗୋଠଛଡା ଦନ୍ତା ବାଇକଳା, ଲୁଙ୍ଗା ଓ ନିଶ୍ଚିନ୍ତପୁର…
ମଙ୍ଗଳବାର ଭାରତ-ଶ୍ରୀଲଙ୍କା ପ୍ରଥମ ଏକଦିବସୀୟ: ସିରିଜ ଜିତିବା ଟିମ୍ ଇଣ୍ଡିଆର ଲକ୍ଷ୍ୟ…
ଗୁଆହାଟୀ,୯।୧ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁଥିବା ତିନୋଟି ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ ୧୦ ଜାନୁଆରୀ ମଙ୍ଗଳବାର ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଗୁଆହାଟିର ବାରସାପରା କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସିରିଜ ଜିତିବା ଲକ୍ଷ୍ୟ…
ଭାରତର କରୋନା ପରିଚାଳନା ଦୁନିଆର ସର୍ବଶ୍ରେଷ୍ଠ: ଆଦର ପୁନାୱାଲା
ପୁଣେ,୯।୧: ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସ୍ଆଇଆଇ)ର ସିଇଓ ଆଦର ପୁନାୱାଲା ପୁଣେରେ ଏକ ଇଭେଣ୍ଟରେ କରୋନା ମହାମାରୀ ବିରୋଧରେ ଭାରତର ସଂଗ୍ରାମକୁ ପ୍ରଶଂସା କରିଛନ୍ତି। ଏହି ବିଶ୍ୱ ମହାମାରୀର ପ୍ରଭାବରୁ ଦେଶକୁ ରକ୍ଷା କରିବାରେ ସରକାର ଏବଂ ସ୍ବାସ୍ଥ୍ୟସେବା ଏକ…
Archives


