Home

୫୬,୦୦୦ ଉପରେ ସୁନା ଦର

ନୂଆଦିଲ୍ଲୀ,୧୦।୧: ଗତ କିଛିଦିନ ହେଲା ସୁନାଜାତ ସାମଗ୍ରୀ ସାଙ୍ଗକୁ ରୁପା ଓ ହୀରାର ଦର ମଧ୍ୟ ବୃଦ୍ଧି ପାଇ ଚାଲିଛି। ଏପରିକି ସୋମବାର ସୁନା ଦର ୫୬,୦୦୦ଟଙ୍କା ଟପି ଯାଇଥିବା ସୂଚନା ମିଳିଛି। ଏ ନେଇ ମଧ୍ୟ ଇଣ୍ଡିଆ ବୁଲିୟନ ଆଣ୍ଡ…

କ୍ଷମତା ଗଲାପରେ ବିଦ୍ରୋହ

ବ୍ରାସିଲିଆ,୧୦ା୧: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ସମର୍ଥକମାନେ ରବିବାର ରାଜଧାନୀ ବ୍ରାସିଲିଆରେ ଥିବା ଦେଶର ପାର୍ଲାମେଣ୍ଟ (କଂଗ୍ରେସ ଭବନ), ରାଷ୍ଟ୍ରପତି ଭବନ ଏବଂ ସୁପ୍ରିମକୋର୍ଟ ସମେତ ବିଭିନ୍ନ ସରକାରୀ ବିଲ୍ଡିଂରେ ଧସେଇ ପଶି ହଙ୍ଗାମା କରିଛନ୍ତି। ରାଷ୍ଟ୍ରପତି ଭବନ ପ୍ଲାନାଲ୍ଟୋ…

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଗୁଆହାଟୀ,୧୦।୧: ଟି-୨୦ ସିରିଜ ବିଜୟୀ ହେବା ପରେ ଭାରତ ଦିନିକିଆରେ ଶ୍ରୀଲଙ୍କାକୁ ଭେଟିବାକୁ ଯାଉଛି। ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆଜିଠାରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ଗୁଆହାଟୀରେ ଖେଳାଯିବ। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟିମ ବ୍ଲୁ ର…

ଚାକରାଣୀଙ୍କୁ ନିର୍ଯାତନା ଦେଇ ଭାରତୀୟ ମୂଳ ମହିଳାଙ୍କୁ ୧୪ ବର୍ଷ ଜେଲ୍‌

ସିଙ୍ଗାପୁର,୯ା୧: ସିଙ୍ଗାପୁରର ଜଣେ ୬୪ ବର୍ଷୀୟା ଭାରତୀୟ ମୂଳ ମହିଳା ନିଜ ଚାକରାଣୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ସୋମବାର ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ତାଙ୍କ ଝିଅ ମଧ୍ୟ ମହିଳାଙ୍କ ସହିତ ଏହି କାର୍ଯ୍ୟରେ ଜଡ଼ିତ ଥିଲେ। କ୍ରମାଗତ ନିର୍ଯାତନା…

ମୋଦିଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ସହ ତୁଳନା କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଇନ୍ଦୋର,୯।୧: ଇନ୍ଦୋରରେ ପ୍ରଭାସୀ ଭାରତୀୟ ଦିବସ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ସହ ତୁଳନା କରିଛନ୍ତି। ୧୭ତମ ପ୍ରଭାସ ଭାରତୀ ଦିବସ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ନରେନ୍ଦ୍ର(ସ୍ବାମୀ ବିବେକାନନ୍ଦ)…

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଗଣନା

ସମ୍ବଲପୁର,୯ା୧(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ରବିବାର ଦିନିକିଆ ବିଦେଶୀ ପକ୍ଷୀ ଗଣନା ଶେଷ ହୋଇଛି। ଅନୁକୂଳ ପାଗ ଯୋଗୁ ବିଶେଷଜ୍ଞ ଟିମ୍‌କୁ ପକ୍ଷୀଗଣନା କରିବା ସହଜ ହୋଇଥିଲା। ଜାନୁୟାରୀ ୧୦ ତାରିଖରେ ପକ୍ଷୀଗଣନା ରିପୋର୍ଟ ପ୍ରକାଶ ପାଇବ। ବିଗତବର୍ଷ ଅପେକ୍ଷା ଚଳିତବର୍ଷ…

ନିଆଁ ପୁଇଁବା ହେଲା କାଳ: ଶ୍ୱାସରୁଦ୍ଧ ହୋଇ ୫ ଶ୍ରମିକ ମୃତ

ଚଣ୍ଡିଗଡ,୯।୧: ପଞ୍ଜାବରେ ଏକ ଅଭାବନୀୟ ଘଟିଛି। ଏଠାରେ ପାଞ୍ଚ ଜଣ ପ୍ରବାସୀ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି ଏବଂ ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଶ୍ରମିକ ବିହାରର ବେଗୁସରାଇ ଜିଲାର ବୋଲି…

ରାସ୍ତାରେ ଭାସୁଛି ଡ୍ରେନ୍‌ ପାଣି

ଲାଠୋର,୯ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟ ମୁଖ୍ୟରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରାୟ ୨୦ ମିଟର ଡ୍ରେନ ପୋତି ହୋଇ ଯିବାରେ ମଇଳା ପାଣି ମୁଖ୍ୟରାସ୍ତାରେ ଭାସୁଛି। ସେହି ରାସ୍ତା…

ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ ହାତୀ ମୃତ

ସମ୍ବଲପୁର,୯ା୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ହାତିବାରି-ବନ୍ଦେର ସଂରକ୍ଷିତ ଜଙ୍ଗଲରୁ ରବିବାର ସକାଳେ ଏକ ଦନ୍ତା ହାତୀର ମୃତହେଦ ଠାବ ହୋଇଥିଲା। ବନ ବିଭାଗ ହାତୀର ମୃତଦେହ ଜବତ କରିଥିଲା। ଖବରପାଇ ଘଟଣାସ୍ଥଳରେ ଭୁବନେଶ୍ୱରରୁ ଏସ୍‌ଟିଏଫ ଟିମ୍‌ ସହ ସମ୍ବଲପୁର ଆରସିିସିଏଫ…

ସଲମାନଙ୍କ ପାଇଁ ଅଟକି ରହିଛି ଏହି ବ୍ୟକ୍ତିଙ୍କ ବିବାହ

ବଲିଉଡ୍‌ର ଭାଇଜାନ ସଲମାନ ଖାନଙ୍କ କ୍ରେଜ୍‌ କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ରହିଛି। ତାଙ୍କ ପାଇଁ କିଛି ପ୍ରଶଂସକ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ। ଆଉ କିଛି ପ୍ରଶଂସକ ସଲମାନଙ୍କ ନାଁରେ ହାତରେ ମଧ୍ୟ ଟାଟୁ କରନ୍ତି। ଉତ୍ତର…

ଓ୍ବାନ ର଼୍ୟାଙ୍କ ଓ୍ବାନ ପେନସନ ମାମଲା: ମାର୍ଚ୍ଚ ୧୫ ସୁଦ୍ଧା ବକେୟା ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୯।୧ : ୱାନ ର଼୍ୟାଙ୍କ ୱାନ ପେନସନ (ଓଆରଓପି) ନୀତି ଅନୁଯାୟୀ ପେନସନ ପ୍ରଦାନ ସମ୍ପର୍କରେ ଭାରତୀୟ ପୂର୍ବତନ ସୈନ୍ୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି ଯେ ୱାନ ର଼୍ୟାଙ୍କ ୱାନ ପେନସନର ସମସ୍ତ…

ଭୁଜାଲିରେ ହାଣି ଲୁଟିନେଲେ ୧୫ ଲକ୍ଷ ଟଙ୍କା

ପରଜଙ୍ଗ,୯ା୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା ଛକ ନିକଟରେ ରାଶନ ଦୋକାନ କରିଥିବା କ୍ଷୀରୋଦ ସାହୁଙ୍କ କର୍ମଚାରୀ ଜୟନ୍ତ ଆଚାର୍ଯ୍ୟ ସୋମବାର ଲୋଧଣି ଗ୍ରାମ୍ୟ ବ୍ୟାଙ୍କଙ୍କୁ ଟଙ୍କା ଡିପୋଜିଟ୍‌ କରିବାକୁ ଯାଇଥିବା ବେଳେ ୩ ଜଣ ଲୁଟେରା ବ୍ୟାଙ୍କ ସମ୍ମୁଖରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri