ଆଜି ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର ଅଫିସ,୯ା୧: ବ୍ରହ୍ମପୁର ସଦର ଥାନାର ଭୌଗୋଳିକ ସୀମା ଅଧିକ ରହିଛି। ଏଣୁ ଉକ୍ତ ଥାନା ଅଧୀନରେ ଥିବା ନିମଖଣ୍ଡି ଫାଣ୍ଡିକୁ ଥାନାରେ ରୂପାନ୍ତରିତ କରିବା ପାଇଁ କିଛିବର୍ଷ ହେଲା ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଥିଲା। ରାଜ୍ୟ ସରକାର ନିମଖଣ୍ଡି…
ଦନ୍ତା ପାଇଁ ବନ ବିଭାଗ ନାକେଦମ୍
ଗୋପବନ୍ଧୁ ନଗର,୯।୧ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜରୁ ବଡ଼ସାହି ବ୍ଲକ ଭୀମଦା ଅଞ୍ଚଳ ଦେଇ ଏକ ଗୋଠଛଡ଼ା ଦନ୍ତା ରବିବାର ଗୋପବନ୍ଧୁନଗର ବ୍ଲକ ଧାଉଁଡିଆ ସଂରକ୍ଷିତ ଜଙ୍ଗଲକୁ ପଶିଥିଲା। ଏହି ଦନ୍ତା ପାଇଁ ବନ ବିଭାଗକୁ ଦିନତମାମ ନାକେଦମ୍ ହେବାକୁ…
ତାରିଖ ପରେ ତାରିଖ, ୭୦ ବର୍ଷ ଧରି ବିଚାରଧୀନ ରହିଛି ୧୯୫୩ ମସିହାର ମହାରାଷ୍ଟ୍ରର ଏକ ମାମଲା…
ନୂଆଦିଲ୍ଲୀ,୯।୧ : ଦେଶର କୋର୍ଟରେ ୪ କୋଟିରୁ ଅଧିକ ମାମଲା ବିଚାରାଧୀନ ଅଛି। ବିଚାରାଧୀନ ମାମଲାଗୁଡ଼ିକ ଉପରେ ନ୍ୟାୟିକ ବିଦ୍ୱାନମାନେ ପ୍ରଶ୍ନ ଉଠାଉଛନ୍ତି। କିନ୍ତୁ ଦେଶର ପୁରାତନ ମାମଲାର ବିଚାର ଗତ ୭୦ ବର୍ଷ ଧରି ଚାଲିଛି। କୋର୍ଟରେ କେବଳ ତାରିଖ…
୭୦୦ ଛାତ୍ରୀଛାତ୍ରରେ ୬ ଶିକ୍ଷକ
ଯୋଡ଼ା,୯ା୧(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ସହରର ୧୧ନଂ. ୱାର୍ଡରେ ଥିବା କମାର ଯୋଡ଼ା ୟୁଜିଏମଇ ସ୍କୁଲ ସମସ୍ୟା ଘେରରେ ରହିଛି। ଦୀର୍ଘ ଦିନ ହେବ ଶିକ୍ଷକ ଅଭାବ ଲାଗି ରହିଥିବାରୁ ପାଠପଢ଼ାରେ ସମସ୍ୟା ଉପୁଜୁଛି। ଏଥିସହ ମଧ୍ୟାହ୍ନ ଭୋଜନ ନିମ୍ନମାନର ଓ…
କାର୍ଯ୍ୟକ୍ଷମ ହୋଇପାରୁନି ଚମ୍ପୁଆ ପାଠାଗାର
ଚମ୍ପୁଆ,୯ା୧(ଡି.ଏନ୍.ଏ): କେନ୍ଦୁଝର ଜିଲା ଚମ୍ପୁଆ ସଦର ମହକୁମାରେ ଥିବା ପାଠାଗାର କାର୍ଯ୍ୟକ୍ଷମ ହୋଇପାରୁନି। ୨ ମାସ ହେବ ଚମ୍ପୁଆ ଏନ୍ଏସିକୁ ଏହା ହସ୍ତାନ୍ତର କରାଯାଇଥିବା ବେଳେ ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ ସୁବିଧା କରାଯାଇନାହିଁ। ଫଳରେ ପାଠାଗାର ଅଞ୍ଚଳର ଛାତ୍ରୀଛାତ୍ରଙ୍କ କାମରେ…
ହାତ ମାରିଲେ ଉଠିଯାଉଛି ପିଚୁ
ମୋରଡ଼ା,୯ା୧(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଗତ କମାରଡ଼ିହା ଗ୍ରାମ ପଞ୍ଚାୟତର ରାଣୀସରାଇ ଗ୍ରାମର କାନ୍ଥି ପିଡ୍ବ୍ଳ୍ୟୁଡି ରାସ୍ତାଠାରୁ ନାରାଙ୍ଗ ବାଜ ସଂଯୋଗ ଗ୍ରାମ୍ୟ ଉନ୍ନୟନ (ଆରଡି) ବିଭାଗର ରାସ୍ତା କାମ ନିମ୍ନମାନର ହୋଇଛି। କାମ କରିବାର ମାତ୍ର ୪ ଦିନ…
ଟଙ୍କା ଅଛି,କାମ ହେଉନି
ବାଲେଶ୍ୱର ଅଫିସ,୯।୧: ବାଲେଶ୍ୱର ପୌରାଞ୍ଚଳରେ ଗତ ୯ମାସ ପୂର୍ବେ କାଉନସିଲର ଏବଂ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ହୋଇଥିଲା। ୩୧ଟି ୱାଡର୍ର୍ ବିଶିଷ୍ଟ ଏହି ପୌରାଞ୍ଚଳରେ ବିଜେଡି ପ୍ରାର୍ଥତ୍ନୀ ସବିତା ସାହୁ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ସହ ୨୧ଜଣ କାଉନ୍ସିଲର…
ସତ୍ୟ ଲୁଚାଇ ଭୁଲ କରୁଛି ଚାଇନା: ବିଶ୍ୱସ୍ବାସ୍ଥ୍ୟ ସଂଗଠନ…
ଜେନେଭା,୯।୧ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚାଇନା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ଲୁଚାଇ ରଖିଥିବା ଅଭିଯୋଗ କରିଛି। ଏକ ମଣମାଧ୍ୟମ ସମ୍ମିଳନୀରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ କହିଛନ୍ତି ଯେ ଚାଇନାରେ କରୋନା ମାମଲା…
ଡ୍ରୋନ୍ ସହାୟତାରେ ବିଦ୍ୟୁତ୍ ମିଟର ରିଡିଂ
ସୋର,୯ା୧(ଡି.ଏନ୍.ଏ): ଟିପିଏନ୍ଓଡିଏଲ ପକ୍ଷରୁ ସୋର ବିଦ୍ୟୁତ୍ ସବ୍ଡିଭିଜନ ଅନ୍ତର୍ଗତ ମଙ୍ଗଳପୁର ଶ୍ରୀନିବାସ କଲେଜ ପଡ଼ିଆଠାରେ ପ୍ରଥମ କରି ବିଦ୍ୟୁତ୍ ମିଟର ରିଡ଼ିଂ ପାଇଁ ପରୀକ୍ଷାମୂଳକ ଭାବେ ଡ୍ରୋନ୍ ଉଡ଼ାନ କରାଯାଇଛି। ୧୦ କି.ମି. ପରିଧି ମଧ୍ୟରେ ମିଟର ରିଡିଙ୍ଗ କରିବା ସହିତ…
ଚାଇନାର ଗଳିକନ୍ଦିରେ ମୃତ ଦେହ ସଂସ୍କାର, ସତ୍ୟ ଲୁଚାଇବାକୁ ଡାକ୍ତରଙ୍କ ଉପରେ ଚାପ…
ବେଜିଂ,୯।୧ : ବିଶ୍ୱରୁ କରୋନା ଆକଳନକୁ ଲୁଚାଇବା ପାଇଁ ଚାଇନା କିଛି ବି କରିବାକୁ ପ୍ରସ୍ତୁତ। ଇତିମଧ୍ୟରେ ପ୍ରତିଦିନ କରୋନା ରିପୋର୍ଟ ଶେୟାର କରିବାକୁ ଚାଇନା ବନ୍ଦ କରି ସାରିଛି। ଏବେ ଏହା ସାମ୍ନାକୁ ଆସିଛି ଯେ କରୋନାଙ୍କ ସତ୍ୟକୁ ଲୁଚାଇବା…
ବଢୁଛି ଘରୋଇ ହିଂସା, ଗତ ବର୍ଷ ମହିଳା କମିଶନରେ ୬,୯୦୦ ମାମଲା ରୁଜୁ…
ନୂଆଦିଲ୍ଲୀ,୯।୧ : ଦେଶରେ ମହିଳାଙ୍କ ପ୍ରତି ଘରୋଇ ହିଂସା ମାମଲାରେ ବୃଦ୍ଧି ଘଟିଛି। ୨୦୨୨ ମସିହାରେ, ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ୬,୯୦୦ ମାମଲା ପଞ୍ଜିକୃତ କରିଥିଲା। ବଢୁଥିବା ମାମଲାକୁ ନେଇ ଆୟୋଗ ବହୁତ ଚିନ୍ତିତ। ଗତ ବର୍ଷ ମହିଳାଙ୍କ ବିରୋଧରେ…
କୋଚିଲାଗଡ଼-ସିକିଡ଼ିକିଆ ରାସ୍ତା ବିପର୍ଯ୍ୟସ୍ତ
ଫୁଲବାଣୀ ଅଫିସ/ଟିକାବାଲି,୯ା୧: କନ୍ଧମାଳ ଜିଲାର ପ୍ରମୁଖ ସମସ୍ୟା ହେଉଛି ରାସ୍ତା। ଆଜି ପର୍ଯ୍ୟନ୍ତ ଜିଲାର ବହୁ ଦୁର୍ଗମ ଅଞ୍ଚଳକୁ ରାସ୍ତା ନାହିଁ। ଫଳରେ ଗ୍ରାମାଞ୍ଚଳର ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। କିନ୍ତୁ ଫୁଲବାଣୀ-ବ୍ରହ୍ମପୁର ଜାତୀୟ ରାଜପଥର ମାତ୍ର ୧୦୦ ମିଟର…
Archives


