ଭାରତୀୟ ଅଲମ୍ପିକ୍ ପଦକ ବିଜେତା କେଡି ଯାଦବଙ୍କୁ ମନେ ପକାଇଲା ଗୁଗଲ୍
ଭାରତୀୟ ଭେଟେରାନ ରେସଲର ଖାଶାବା ଦାଦାସାହେବ ଯାଦବଙ୍କ ୯୭ତମ ଜନ୍ମ ବାର୍ଷିକୀ॥ ଏହି ଅବସରରେ, ସର୍ଚ୍ଚ ଇଞ୍ଜିନ ଗୁଗଲ ଏକ ବିଶେଷ ଡୁଡଲ ତିଆରି କରି ତାଙ୍କର ଅବଦାନକୁ ମନେ ପକାଇଛି। ଗୁଗଲ ସମୟ ସମୟରେ ବଡ ବ୍ୟକ୍ତିତ୍ୱଙ୍କୁ ମନେ ରଖିବା…
ଆଇଆଇସିଙ୍କ ନାଁରେ ଫେକ୍ ଆକାଉଣ୍ଟ: ଯୁବକ ହରାଇଲେ ୬୧୦୦୦ ଟଙ୍କା
ସୋରଡ଼ା,୧୫ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ନୂଆଁଗଡ଼ ଗ୍ରାମର ଜିତେନ୍ଦ୍ର ଦାସଙ୍କ ଫେସ୍ବୁକ୍କୁ ଆଇଆଇସି ପ୍ରଭାତ ସାହୁଙ୍କ ନାଁରେ ମେସେଜ ଆସିଥିଲା ଯେ, ବୁଧବାର ମୋର ଜଣେ ସାଙ୍ଗ ସିଆର୍ପିଏଫ୍ରେ କାର୍ଯ୍ୟ କରୁଛି ତା’ର ବଦଳି ହୋଇଯାଇଛି। ତେଣୁ ଭୁବନେଶ୍ବରରେ ଥିବା…
ନେପାଳ ବିମାନ ଦୁର୍ଘଟଣା: ଦୁଃଖପ୍ରକାଶ କଲେ ଜୟଶଙ୍କର
ନୂଆଦିଲ୍ଲୀ,୧୫।୧: ନେପାଳର ଏକ ଯାତ୍ରୀବାହୀ ବିମାନ ରବିବାର ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬୪ ଜଣଙ୍କର ମୃତ୍ୟୁ ହୋଇଛି। ବିମାନରେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କ ସମେତ ୭୨ ଜଣ ଲୋକ ଥିଲେ। ଏହି ଦୁର୍ଘଟଣାରେ…
ତେଲେଙ୍ଗାନା-ଆନ୍ଧ୍ର ପ୍ରଦେଶରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୫ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍ ୧୫ ଜାନୁୟାରୀରେ ଦେଶକୁ ୮ମ ବନ୍ଦେ ଭାରତ ଏକ୍ସପ୍ରେସ ଉପହାର ଦେଇଛନ୍ତି । ଭିଡିଓ କନଫରନସିଂ ଜରିଆରେ ପ୍ରଧାନମନ୍ତ୍ରୀ ସିକନ୍ଦରାବାଦ ଓ ବିଶାଖାପଟ୍ଟନମ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା…
ରବିବାରଟା ଖରାପ କରିଦେଲା ବିଲେଇ, ଫଟୋ ଶେୟାର କରି ଆଲିଆ କହିଲେ…
ମୁମ୍ବାଇ: ବଲିଉଡ୍ର ସୁନ୍ଦର ମା’ ତଥା ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ତାଙ୍କ ମାତୃତ୍ୱ ସମୟ ବିତାଉଛନ୍ତି। ଯଦିଓ ସେ ଏପର୍ଯ୍ୟନ୍ତ ତାଙ୍କ ଝିଅ ରାହାଙ୍କ ଚେହେରା ଦେଖାଇ ନାହାନ୍ତି, କିନ୍ତୁ ତାଙ୍କର ନିରୀହ ଚେହେରା ଦେଖାଇ ପ୍ରତିଦିନ ପ୍ରଶଂସକଙ୍କ ହୃଦୟ…
ତୃତୀୟ ଦିନିକିଆରେ ଚମକିଲେ ଶୁଭମନ
ଥିରୁବନନ୍ତପୁରମ୍,୧୫।୧: ଶ୍ରୀଲଙ୍କା ବିପକ୍ଷରେ ରବିବାର ଖେଳାଯାଉଥିବା ତୃତୀୟ ଦିନିକିଆରେ ଚମକିଛନ୍ତି ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍। ସେ ନିଜର ଦିନିକିଆ କ୍ୟାରିୟରରେ ଦ୍ୱିତୀୟ ଶତକ ମାରିବାରେ ସଫଳ ହୋଇଛନ୍ତି। ଗିଲ ୮୯ ବଲ୍ରେ ଏହି ଶତକ ପୂରଣ କରିଛନ୍ତି। ଏଥିରେ ୧୧ ଚୌକା…
ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ସାଉଥ୍ ସୁପରଷ୍ଟାର, ବେବି ବମ୍ପ ଫଟୋ ଶେୟାର କଲେ ପତ୍ନୀ
ହାଇଦ୍ରାବାଦ: ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ସାଉଥ୍ ସୁପରଷ୍ଟାର ରାମ ଚରଣ। ସେ ଏବଂ ସ୍ତ୍ରୀ ଉପାସନା କାମିନେନୀ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଅଛନ୍ତି। ମକର ସଂକ୍ରାନ୍ତି ଅବସରରେ ଉପାସନା ପ୍ରଥମ ଥର…
ଦିନିକିଆ କ୍ରିକେଟରେ ରୋହିତ ଶର୍ମାଙ୍କ ବଡ଼ ରେକର୍ଡ
ଥିରୁବନନ୍ତପୁରମ୍,୧୫।୧:ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ମୁକାବିଲାରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ଅଧିନାୟକ ରୋହିତ ଶର୍ମା। ଦିନିକିଆ କ୍ରିକେଟରେ ସର୍ବାଧିକ ରନ୍ କରିଥିବା ଖେଳାଳି ମାମଲାରେ ସେ ଦକ୍ଷିଣ ଆଫ୍ରିକାର ତାରକା ଏବି ଡି.…
ରୋହିତଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଲେ ଅଶ୍ୱିନ
ନୂଆଦିଲ୍ଲୀ,୧୫।୧: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଏକ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆର ଅନ୍ତିମ ଓଭରରେ ଶ୍ରୀଲଙ୍କା ଅଧିନାୟକ ଦାସୁନ୍ ଶାନାକା(୯୮) ରନ୍ କରି ବ୍ୟାଟିଂ କରୁଥିଲେ। ସେତେବେଳେ ବୋଲିଂ…
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଶିଶୁଙ୍କ ସମେତ ୬ ମୃତ
ଇସଲାମାବାଦ,୧୫ା୧: ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନରେ ରବିବାର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଶିଶୁଙ୍କ ସମେତ ପରିବାରର ଅତି କମ୍ରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏକ ରିପୋର୍ଟରୁ ପ୍ରକାଶ ଯେ, ପ୍ରାନ୍ତୀୟ ରାଜଧାନୀ କ୍ୱେଟାରେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ…
ବୁର୍ଜ ଖଲିଫାରେ ଦେଖାଗଲା ‘ପଠାନ୍’ ଟ୍ରେଲର୍
ବମ୍ବେ: ଦୀର୍ଘଦିନର ବ୍ୟବଧାନ ପରେ ରିଲିଜ ହେବାକୁ ଯାଉଛି କିଙ୍ଗ ଖାଁ ଶାହାରୁଖଙ୍କ ଫିଲ୍ମ ‘ପଠାନ୍’। ଆରମ୍ଭରୁ ବିବାଦର ସାମ୍ନା କରିଆସୁଥିଲେ ହେଁ ପ୍ରଶଂସକଙ୍କୁ କିଛି ଫରକ ପଡ଼ୁନାହିଁ। ଏହି କ୍ରମରେ ଶନିବାର ରାତିରେ ଦୁବାଇର ବୁର୍ଜ ଖଲିଫାରେ ପଠାନ୍ର ଟ୍ରେଲର…
ଅନ୍ତିମ ଦିନିକିଆରେ ପ୍ରଥମେ ବ୍ୟାଟିଂ: ପାଣ୍ଡ୍ୟାଙ୍କୁ ବିଶ୍ରାମ; ସୂର୍ଯ୍ୟକୁମାରଙ୍କୁ ମିଳିଲା ସୁଯୋଗ
ଥିରୁବନନ୍ତପୁରମ୍,୧୫।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ରବିବାର ଏଠାରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ତେବେ ସିରିଜରେ…
Archives


