ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ଦେଲେ ଇସ୍ତଫା…
ନୂଆଦିଲ୍ଲୀ,୧୧।୧୨ : ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ଏମସିଡି ନିର୍ବାଚନରେ ଦଳର ପରାଜୟ ପରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଭାରତୀୟ ଜନତା ଦଳର ବରିଷ୍ଠ ନେତାମାନେ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଦିଲ୍ଲୀ ଭାଜପା ଉପାଧ୍ୟକ୍ଷ ବିରେନ୍ଦ୍ର ସଚଦେବାଙ୍କୁ…
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ, ମୁକେଶ ଅଗ୍ନିହୋତ୍ରୀ ହେଲେ ଉପମୁଖ୍ୟମନ୍ତ୍ରୀ
ଶିମଲା,୧୧ ।୧୨: ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦର ସିଂ ସୁଖୁ ରବିବାର ଶପଥ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରବିବାର ଶିମଲାର ରିଜ ମଇଦାନରେ ଦିନ…
ସୋମବାର ୨୫ ରାଜ୍ୟର ୧୯୭ ଜିଲାରେ ଆପ୍ରେଣ୍ଟିଶିପ ମେଳା…
ନୂଆଦିଲ୍ଲୀ,୧୧।୧୨ : ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗକୁ ଉତ୍ସାହିତ କରିବା ପାଇଁ ଜାତୀୟ ଦକ୍ଷତା ବିକାଶ ଯୋଜନା ଅଧୀନରେ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ୧୨ ଡିସେମ୍ବର ୨୦୨୨ ରେ ୨୫ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର…
୨୦ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ହଟାଗଲା…
ଶ୍ରୀନଗର,୧୧।୧୨ : ଜମ୍ମୁ-କଶ୍ମୀରରେ ୨୦ ଜଣ ରାଜନେତାଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଛି। ଡିସେମ୍ବର ୧୦ ରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। କିଛି ନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କମାଇ ଦିଆଯାଇଛି। ରାଜନେତାମାନଙ୍କୁ ସୁରକ୍ଷା କର୍ମୀ ପ୍ରଦାନ କରାଯିବା ବ୍ୟତୀତ ସେମାନଙ୍କ ଏସକର୍ଟ…
ଗୁଜରାଟରେ କାହିଁକି ହାରିଲା କଂଗ୍ରେସ, ବିରପ୍ପା ମୋଇଲି କହିଲେ କାରଣ…
ନୂଆଦିଲ୍ଲୀ,୧୧।୧୨ : ଗୁଜରାଟରେ କଂଗ୍ରେସର ଅପମାନଜନକ ପରାଜୟ କାହିଁକି ହେଲା? ଏଥିପାଇଁ କିଏ ଦାୟୀ? ଦଳର ବରିଷ୍ଠ ନେତା ଏମ ବିରାପ୍ପା ମୋଇଲି ବର୍ତ୍ତମାନ ଏହି ସବୁ କାରଣ ନେଇ ନୀରବତା ଭାଙ୍ଗିଛନ୍ତି। ମୋଇଲି କହିଛନ୍ତି ଯେ ବିଧାନସଭା ନିର୍ବାଚନରେ କଂଗ୍ରେସ…
ମୋ ପରିବାରକୁ ଭଲ ପାଉଥିବା ଝିଅ ହେବ ମୋ ଲାଇଫ ପାର୍ଟନର୍
ପିଲାଦିନ ପିଲାଦିନେ ମୁଁ ବେଶି ଦୁଷ୍ଟ ନ ଥିଲି। କିନ୍ତୁ ମୁଁ ଯୋଉଠିକୁ ଯାଉଥିଲି ପଡ଼ିଯାଉଥିଲି ଅବା କୋଉଠି ବାଡ଼େଇ ହୋଇ ଖଣ୍ଡିଆ ଖାବରା ହେଉଥିଲି। ସେଥିପାଇଁ ମା’ ମତେ ଅଥର୍ବା ବୋଲି ଡାକୁଥିଲେ। ମତେ ଏକୁଟିଆ ଛାଡ଼ିବାକୁ ସେମାନେ ଡରୁଥିଲେ।…
ଶୀତ ମହୋତ୍ସବ
ଉତ୍ସବ ତ ଅନେକ ଦେଖିଥିବେ ଆଉ ପାଳନ କରିଥିବେ, କିନ୍ତୁ ଏଠାରେ ଯେଉଁ ଶୀତୋତ୍ସବ କଥା କୁହାଯାଉଛି, ତାହା ଟିକେ ନିଆରା ହେବା ସହ ଆକର୍ଷଣୀୟ ମଧ୍ୟ ହୋଇଥାଏ । ଫଳରେ ଏହାକୁ ଦେଖିବାକୁ ଆଉ ସେହି ଖୁସିରେ ସାମିଲ ହେବାକୁ…
କଟକଣା କୋହଳ ପରେ ଚାଇନାରେ କରୋନା ଆତଙ୍କ…
ବେଜିଂ,୧୧।୧୨ : ଚାଇନାରେ କରୋନା କଟକଣା କୋହଳ ପରେ ପୁଣି ଥରେ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ସଂକ୍ରମିତ ଲୋକଙ୍କ ସଂଖ୍ୟା ଉଦବେଗଜନକ ହାରରେ ବୃଦ୍ଧି ପାଇବାରେ ଲାଗିଛି। ଔଷଧ ପାଇଁ ଦୋକାନରେ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଅଭାବ ଯୋଗୁ…
ମୂଳାର ଉପକାରିତା
ମୂଳା ଖାଇବା ଦ୍ୱାରା ଶରୀରକୁ ଅନେକ ଉପକାର ମିଳେ। କାରଣ ଏଥିରେ ଭରି ରହିଥାଏ ଭିଟାମିନ୍ ସି ସମେତ ଅନେକ ଉପକାରୀ ପୋଷଣ ତତ୍ତ୍ୱ; ଯଦ୍ଦ୍ବାରା ଏହାକୁ ଖାଇଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢିବାରେ ସହାୟକ ହୋଇଥାଏ। କୋଷ୍ଠକାଠିନ୍ୟ ରୋଗରେ ପୀଡିତ…
କ୍ରଶର ପାଇଁ ବଢୁଛି ପ୍ରଦୂଷଣ
ଖଡ଼ିଆଳ,୧୧।୧୨(ଡି.ଏନ.ଏ.): ପଥର ଖାଦାନଗୁଡିକୁ ଗାଇଡ଼ ଲାଇନ ନ ମାନି ନିୟମ ଉଲ୍ଲଘଂନ କରି ମାଫିଆ ହାତକୁ ଟେକି ଦେଇଥିବା ଅଭିଯୋଗ ହୋଇଛି। ଐତିହାସିକ କୀର୍ତିରାଜି ଲୀନ ହେବା ସାଙ୍ଗକୁ ପରିବେଶ ପ୍ରଦୂଷଣ ବଢୁଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ହେଁ…
ମଣ୍ଡିରୁ ଉଠୁନାହିଁ ଧାନ
ନୂଆପଡ଼ା ଅଫିସ୍,୧୧।୧୨: ନୂଆପଡ଼ା ଜିଲାରେ ମଣ୍ଡି ଖୋଲିବାର ୧୦ଦିନ ବିତି ଯାଇଥିଲେ ମଧ୍ୟ ଧାନ ଉଠାଯାଇ ନାହିଁ। ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ମୋହରାଡିହି ମଣ୍ଡିରେ ୮୫ଜଣ ଚାଷୀଙ୍କ ୧୦ହଜାରରୁ ଊର୍ଦ୍ଧ୍ୱ ବସ୍ତା ଧାନ…
ଡିଏଫ୍ଓଙ୍କୁ ପଥର ମାଫିଆଙ୍କ ମରଣାନ୍ତକ ଆକ୍ରମଣ
ଢେଙ୍କାନାଳ ଅଫିସ,୧୧ା୧୨: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି କୁରମଟାଙ୍ଗର ଗ୍ରାମରେ ନିକଟରେ ଶନିବାର ବିଳମ୍ବିତ ରାତିରେ ପଥର ମାଫିଆମାନେ ଜିଲା ବନଖଣ୍ଡ ଅଧିକାରୀ ତଥା ଡିଏଫ୍ଓ ଡ. ପ୍ରକାଶ ଚାନ୍ଦ ଗୋଗିନେନିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ତାଙ୍କ ମୁଣ୍ଡର…
Archives


