ନୂଆ ସଙ୍କଟରେ ପାକିସ୍ତାନ: ପାଓ୍ବାର ସିଷ୍ଟମ ଫେଲ୍…
ଇସଲାମାବାଦ,୨୩।୧ : ଗୋଟିଏ ପରେ ଗୋଟିଏ ସଙ୍କଟ ଦେଇ ପାକିସ୍ତାନ ଗତି କରୁଛି। ଭୟଙ୍କର ଅର୍ଥନୈତିକ ସଙ୍କଟ ଏବଂ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବାରେ ଅସମର୍ଥ ହେଉଥିବା ପାକିସ୍ତାନ ଏବେ ଏକ ନୂଆ ଅସୁବିଧା ପଡ଼ିଛି। ଦେଶରେ ପାଓ୍ବାର ସିଷ୍ଟମ ଫେଲ ହୋଇଛି।…
ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନଏସ ଭାଗିର…
ମୁମ୍ବାଇ,୨୩।୧ : ଆଇଏନଏସ ଭାଗିରକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ପ୍ରୋଜେକ୍ଟ ୭୫ ଅନ୍ତର୍ଗତ କଲଭାରି ଶ୍ରେଣୀର ଏହା ହେଉଛି ପଞ୍ଚମ ବୁଡ଼ାଜାହାଜ। ମୁମ୍ବାଇର ନାଭାଲ ଡକୟାର୍ଡରେ ନୌସନା ମୁଖ୍ୟ ଆଡମିରାଲ ଆର ହରି କୁମାରଙ୍କ ଉପସ୍ଥିତିରେ ଆଇଏନଏସ ଭାଗିରକୁ ନୌସେନାରେ…
ନେତାଜୀଙ୍କ ଜୀବନ ସହ ସମ୍ପର୍କିତ ରହସ୍ୟ ଉପରୁ ହଟିବ ପରଦା: ୭୪ ବର୍ଷ ପୁରୁଣା ଅପ୍ରକାଶିତ ପୁସ୍ତକ ହେବ ପ୍ରକାଶିତ…
ନୂଆଦିଲ୍ଲୀ,୨୩।୧ : ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ସୋମବାର ସାରା ଦେଶରେ ପାଳନ କରାଯାଉଛି। ତାଙ୍କ ପ୍ରତିମୂର୍ତ୍ତିକୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଲୋକମାନେ ତାଙ୍କର ବୀରତ୍ୱର କାହାଣୀକୁ ସ୍ମରଣ କରୁଛନ୍ତି। ନେତାଜୀଙ୍କ ଜନ୍ମ ଦିବସକୁ…
ତାଲିବାନ ପାଖରେ ଚାଇନା ତିଆରି ଆଧୁନିକ ଅସ୍ତ୍ରଶସ୍ତ୍ର…
ଇସଲାମାବାଦ/ଓ୍ବାଶିଂଟନ,୨୩।୧ : ତାଲିବାନକୁ ଚାଇନା ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଉଛି। ଜାମେଷ୍ଟାଉନ ଫାଉଣ୍ଡେଶନ ଦ୍ୱାରା ପ୍ରକାଶିତ ଲେଖକ ଜାଫର ଇକବାଲ ୟୁସୁଫଜାଇଙ୍କ ପୁସ୍ତକ ‘ଦ ଟ୍ରବୁଲ ଟ୍ରାଙ୍ଗେଲ:ୟୁଏସ୍-ପାକିସ୍ତାନ ରିଲେଶନ ଅଣ୍ଡର ଦ ତାଲିବାନ ଶ୍ୟାଡୋ’ରେ ଉଲ୍ଲେଖ କରାଯାଇଛି। ୟୁସୁଫଜାଇଙ୍କ ଅନୁଯାୟୀ ଚାଇନା ଏହି…
ବାବା ମହାକାଳେଶ୍ୱରଙ୍କୁ ଦର୍ଶନ କଲେ ଭାରତୀୟ ଖେଳାଳି: ରିଷଭ ପାଇଁ ପ୍ରାର୍ଥନା
ଉଜୈନ,୨୩।୧: ଭାରତୀୟ ଦଳର ଖେଳାଳି ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ ଏବଂ ୱାଶିଂଟନ ସୁନ୍ଦର ଏବଂ ଦଳର କର୍ମକର୍ତ୍ତାମାନେ ବିଶ୍ୱ ପ୍ରସିଦ୍ଧ ବାବା ମହାକଳେଶ୍ୱର ମନ୍ଦିର ପରିଦର୍ଶନରେ ଯାଇଛନ୍ତି। ଖେଳାଳିମାନେ ବାବା ମହାକଳେଶ୍ୱରଙ୍କୁ ପୂଜା କରି ଆଶୀର୍ବାଦ ନେବା ସହ ଓମ…
ଏଲଏସିରେ ପହଞ୍ଚିଲେ ସେନାମୁଖ୍ୟ…
ନୂଆଦିଲ୍ଲୀ,୨୩।୧ : ସୋମବାର ସକାଳେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଅରୁଣାଚଳ ପ୍ରଦେଶରେ ପହଞ୍ଚିଛନ୍ତି। ଏଠାରେ ସେ ଚାଇନା ନିକଟରେ ଥିବା ସୀମାନ୍ତ ଅଞ୍ଚଳ ପରିଦର୍ଶନ କରି ଯବାନମାନଙ୍କୁ ଭେଟିଥିଲେ। ଜେନେରାଲ ପାଣ୍ଡେ ମଧ୍ୟ ଏଲଏସି ନିକଟରେ ଥିବା…
ନ୍ୟାୟିକ ବ୍ୟବସ୍ଥାର ମନ୍ଥର ଗତି: କମ ସଂଖ୍ୟକ ଆଇନଜୀବୀଙ୍କ ଯୋଗୁ ନିମ୍ନ ଅଦାଲତରେ ୬୩ ଲକ୍ଷ ବିଚାରାଧୀନ ମାମଲା…
ନୂଆଦିଲ୍ଲୀ,୨୩।୧ : ନ୍ୟାଶନାଲ ଜୁଡିସିଆଲ ଡାଟା ଗ୍ରୀଡ (ଏନଜେଡିଜି) ଅନୁଯାୟୀ, ଜାନୁୟାରୀ ୨୦ ତାରିଖ ସୁଦ୍ଧା ସାରା ଦେଶରେ ଅଦାଲତରେ ଚାରି କୋଟିରୁ ଅଧିକ ମାମଲା ବିଚାରାଧୀନ ଅଛି, ସେଥିମଧ୍ୟରୁ ପ୍ରାୟ ୬୩ ଲକ୍ଷ ମାମଲା ବିଚାରାଧୀନ ଅଛି। ଏହି ମାମଲାଗୁଡ଼ିକ…
ବଡ଼ ସଡ଼କ ଦୁର୍ଘଟଣା: ଆଖିବୁଜିଲେ ୫ ଯୁବକ
ଥିରୁଭାନନ୍ତପୁରମ,୨୩।୧: କେରଳର ଅମ୍ବାଲାପୁଜା ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଅମ୍ବାଲାପୁଜା ନିକଟ ଥିରୁଭାନନ୍ତପୁରମ ଆଡକୁ ଯାଉଥିବା ଏକ ଟ୍ରକ ସହିତ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଅମ୍ବାଲାପୁଜା ପୋଲିସ କହିଛି,…
ବଲିଉଡ୍ର ଏହି ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ନେପାଳୀ ଯୁବତୀ,ଭିଡିଓ ଦେଖିଲେ…
ପ୍ରତିଦିନ ଆପଣ ବିଭିନ୍ନ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିଥାନ୍ତି। ଏହି ଭିଡିଓଗୁଡ଼ିକ ମଧ୍ୟରୁ ଅନେକ ପ୍ରତିଭାଙ୍କୁ ଦେଖିବାକୁ ଦେଖିବାକୁ ମିଳିଥାଏ।ଆଉ କିଛି ଭିଡିଓ ଲୋକମାନଙ୍କ ମନୋରଞ୍ଜନ କରିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ…
ବିଶ୍ୱର ପ୍ରଥମ ୧୦ ଜଣ ଧନିବ୍ୟକ୍ତିଙ୍କ ତାଲିକାରୁ ବାଦ ପଡିଲେ ମୁକେଶ ଅମ୍ବାନି
ନୂଆଦିଲ୍ଲୀ,୨୩ ।୧: ବିଶ୍ୱର ଟପ ୧୦ ଧନି ବ୍ୟକ୍ତିଙ୍କ ତାଲିକାରୁ ବାଦ ପଡିଛନ୍ତି ଭାରତର ଧନୀ ଉଦ୍ଦ୍ୟୋଗୋପତି ମୁକେଶ ଅମ୍ବାନି । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ, ମୁକେଶ ଅମ୍ବାନି ଏହି ତାଲିକାର ୧୧ ତମ ସ୍ଥାନରେ ରହିଛନ୍ତି । ମୁକେଶ…
ପୁଣି ରାଜସ୍ଥାନରୁ ବୋହୂ ଆଣିବେ ନଡ୍ଡା
ଜୟପୁର,୨୩।୧: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପୁଣି ରାଜସ୍ଥାନରୁ ବୋହୂ ଆଣିବାକୁ ଯାଉଛନ୍ତି। ବଡ଼ ପୁଅ ପରେ ଏବେ ରାଜସ୍ଥାନ ଝିଅ ରିଦ୍ଧି ସହ ସାନପୁଅ ହରିଶଙ୍କ ବିବାହ କରାଇବାକୁ ଯାଉଛନ୍ତି ନଡ୍ଡା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।…
ଆମେରିକା ସହିତ ସମ୍ପର୍କ ଖରାପ କରିବାକୁ ଚାହୁଁନି ବାଂଲାଦେଶ…
ବାଂଲାଦେଶ,୨୩।୧ : ବାଂଲାଦେଶ ରୁଷିଆକୁ ଆମେରିକା ଦ୍ୱାରା ନିଷିଦ୍ଧ ଜାହାଜ ମାଧ୍ୟମରେ ସାମଗ୍ରୀ ପଠାଇବାକୁ ଅନୁରୋଧ କରିଛି। ଏହା ସହିତ ବୈଦେଶିକ ମନ୍ତ୍ରୀ ଡକ୍ଟର ଏ.କେ ଅବଦୁଲ ମୋମେନ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ଢାକା ୱାଶିଂଟନ ସହିତ ଏହାର ସମ୍ପର୍କ…
Archives


