ନବଜାତକର ମୃତ୍ୟୁ: ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା
ପାଟଣା,୨୩ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ଜଣେ ପ୍ରସୂତିଙ୍କୁ ଡାକ୍ତରଙ୍କ ଅବହେଳା ଯୋଗୁ ନବଜାତ ଶିଶୁପୁତ୍ରର ମୃତ୍ୟୁର ହୋଇଥିବା ଅଭିଯୋଗ ହୋଇଛି। ସୂଚନାନୁଯାୟୀ ମୋଉଦୀପା ଗ୍ରାମର ପଙ୍କଜ ନାଏକଙ୍କ ସ୍ତ୍ରୀ ଅନୀତାଙ୍କର ରବିବାର ସନ୍ଧ୍ୟାରେ ପ୍ରସବ…
ବିବିସି ଡକ୍ୟୁମେଣ୍ଟାରୀକୁ ବ୍ଲକ୍ କରାଗଲା କିନ୍ତୁ ଗଡସେଙ୍କ ଫିଲ୍ମକୁ ନୁହେଁ: ଓଓ୍ବାଇସି…
ନୂଆଦିଲ୍ଲୀ,୨୩।୧ : ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀ ବିରୋଧରେ ସରକାରଙ୍କ କାର୍ଯ୍ୟକଳାପକୁ ହାଇଦ୍ରାବାଦ ଏମ୍ପି ଅସଦୁଦ୍ଦିନ ଓୱାଇସି ସମାଲୋଚନା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଏଆଇଏମଆଇଏମ ନେତା ଜାନୁଆରୀ ୨୬, ଗଣତନ୍ତ୍ର ଦିବସରେ ମୁକ୍ତିଲାଭ କରିବାକୁ ଥିବା ଗାନ୍ଧୀ ଗଡସେ:…
ଲଦାଖରେ ସବୁକିଛି ଠିକ ନାହିଁ: ଫିଲ୍ମ ଥ୍ରୀ ଇଡିୟଟସକୁ ପ୍ରେରଣା ଦେଇଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ କଲେ ଅପିଲ, ମାଇନସ୍ ୪୦ ଡିଗ୍ରୀରେ ଦେବେ ଧାରଣା… …
ଲେହ,୨୩।୧ : ଲଦାଖର ସାମାଜିକ ସଂସ୍କାରକ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦେଶରେ ଏକ ଜଣାଶୁଣା ନାମ। ତାଙ୍କ ଜୀବନରୁ ଅନୁପ୍ରାଣିତ ହୋଇ ବଲିଉଡ ଫିଲ୍ମ ଇଡିୟଟସ ମଧ୍ୟ ନିର୍ମାଣ କରାଯାଇଛି। ନିକଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲଦାଖର ସୁରକ୍ଷା ତଥା…
‘ଦେଶ ପ୍ରତି ଥିବା ଦୃଢ଼ ଆତ୍ମବିଶ୍ୱାସ ଓ ପରାକ୍ରମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ’
ଭୁବନେଶ୍ୱର,୨୩ା୧(ବ୍ୟୁରୋ): ସୋମବାର ଅର୍ଥାତ୍ ୨୩ା୧ା୨୩ରେ ମହାନ ଜନନାୟକ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ମହାନ ବୀର ସ୍ବାଧୀନତା ସଂଗ୍ରାମୀ, ଭାରତ ମାତାର ସୁଯୋଗ୍ୟ…
ଶହେ ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୨୩।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍…
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ବହୁତ ପ୍ରଭାବିତ କହି ଭାଜପାରେ ଯୋଗ ଦେଲେ କଂଗ୍ରେସ ନେତା
ରାଞ୍ଚି,୨୩।୧: ଝାଡ଼ଖଣ୍ଡର କଂଗ୍ରେସ ନେତା ସନ୍ନି ଟପ୍ପୋ ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗ ଦେଇଛନ୍ତି। ୨୦୧୯ରେ ମନ୍ଦାର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଟପ୍ପୋ ଭାଜପାର ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସଦସ୍ୟ ଦୀପକ ପ୍ରକାଶ…
ନେତାଜୀ-ବାଲ୍ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୩।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ ଟୁଇଟରେ ଲେଖିଛନ୍ତି ଯେ ତାଙ୍କ ଜନ୍ମ ବାର୍ଷିକୀରେ ବାଲାସାହେବ ଠାକରେଙ୍କୁ ସ୍ମରଣ…
ପରାକ୍ରମ ଦିବସରେ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେଲା ୨୧ ଦ୍ୱୀପ…
ନୂଆଦିଲ୍ଲୀ,୨୩।୧ : ବୀର ଯବାନଙ୍କୁ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଅନ୍ତର୍ଗତ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ବାର୍ଷିକୀ ପରାକ୍ରମ ଦିବସ ଅବସରରେ ଆଣ୍ଡାମାନ ନିକୋବରର ୨୧ ଦ୍ୱୀପକୁ ପରମବୀର ଚକ୍ର ସମ୍ମାନରେ ସମ୍ମାନୀତ ହୋଇଥିବା ଯବାନଙ୍କ ନାମରେ…
ନେତାଜୀ ଜୟନ୍ତୀରେ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ ସତ୍ୟ
ବ୍ୟାଙ୍କକ୍/ଭୁବନେଶ୍ୱର,୨୩ା୧(ବ୍ୟୁରୋ): ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ ଦେଶପ୍ରେମୀ, ତେଜସ୍ବୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଓଡ଼ିଶା ମାଟିର ପୁଅ ସତ୍ୟ ସୂତାର ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଗତ ବର୍ଷ ସେ ଭିଏତନାମାରେ ନେତାଜୀଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇଥିଲେ। ଚଳିତ…
ଭାରତକୁ ଶ୍ରେଷ୍ଠ କରିବାରେ ନେତାଜୀଙ୍କ ସ୍ବପ୍ନ ଏପର୍ଯ୍ୟନ୍ତ ପୂରଣ ହୋଇନି, ଏହାକୁ ପୂରଣ କରିବା ଆମେ: ମୋହନ ଭାଗଓ୍ବତ…
କୋଲକାତା,୨୩।୧ : ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ସୋମବାର ସାରା ଦେଶରେ ପାଳନ କରାଯାଉଛି। ଏହାକୁ ପରାକ୍ରମ ଦିବସ ଭାବରେ ପାଳନ କରାଯାଉଛି। ଏହି ଅବସରରେ ପଶ୍ଚିମବଙ୍ଗରେ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।…
ମନ୍ଦିର ମହୋତ୍ସବବେଳେ ଖସିପଡିଲା କ୍ରେନ୍: ୪ ମୃତ, ୧୦ ଆହତ
ଚେନ୍ନାଇ,୨୩।୧: ତାମିଲନାଡୁର ଆରାକୋନାମରେ ମନ୍ଦିର ମହୋତ୍ସବରେ ଏକ କ୍ରେନ ଖସିପଡ଼ିବାରୁ ଅତି କମରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ରାଣୀପେଟ ଜିଲାର ନେମିଲି ପାଖରେ ଥିବା କିଲିଭେଡି ଅଞ୍ଚଳରେ ମାଣ୍ଡିଆାମ୍ମନ୍ ମନ୍ଦିର ଦ୍ରୌପଥିଆମ୍ମନ…
କୁରାନ ଜଳାକୁ ନେଇ ସ୍ବିଡ଼େନର ନାଟୋ ସଦସ୍ୟତା ବାଟରେ ସୃଷ୍ଟି ହୋଇପାରେ ବାଧା, ତୁର୍କୀ ଦେଲା ଚେତାବନୀ…
ଷ୍ଟକହୋମ,୨୩।୧ : ପବିତ୍ର କୁରାନ ଜଳାକୁ ନେଇ ସ୍ବିଡ଼େନର ନାଟୋ ସଦସ୍ୟତା ବାଟରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ତୁର୍କୀ ଏନେଇ ସ୍ବିଡେନର ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଙ୍କରା ଗସ୍ତକୁ ବାତିଲ କରିବାକୁ ଘୋଷଣା କରିଛି। ତୁର୍କୀର ଏହି ଘୋଷଣା ଦ୍ୱାରା…
Archives


