ଅବସର ପରେ କ’ଣ କରିବେ ଶାହରୁଖ

ବଲିଉଡର ବାଦ୍‌ଶାହା ଶାହରୁଖ ଖାନ ଆଜିକାଲି ତାଙ୍କ କମ୍‌ବ୍ୟାକ୍‌ ଚଳଚ୍ଚିତ୍ର ‘ପଠାନ’ର ସଫଳତାକୁ ନେଇ ଚର୍ଚ୍ଚାରେ ଅଝନ୍ତି। ଏହାସହ ସେ ସୋସିଆଲ ମିଡିଆରେ ମଧ୍ୟ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି। ସେ ଟୁଇଟର୍‌ରେ ପ୍ରାୟତଃ ଆସ୍କ ମି ସେସନ୍‌ ରଖି ପ୍ରଶଂସକଙ୍କ ନିକଟତର ହେବାକୁ ଚେଷ୍ଟା କରନ୍ତି। ଏହି ସେସନ୍‌ ରେ ସେ ତାଙ୍କ ପ୍ରଶଂସକଙ୍କ ସହ ବଲିଉଡ, ତାଙ୍କ ଚଳଚ୍ଚିତ୍ର, ପରିବାର ଏବଂ ଅନ୍ୟାନ୍ୟ ବିଷୟ ଉପରେ କଥାବାର୍ତ୍ତା କରନ୍ତି ଏବଂ ପ୍ରଶଂସକଙ୍କ ପ୍ରଶ୍ନର ମଜାଳିଆ ଉତ୍ତର ଦିଅନ୍ତି। ନିକଟରେ ଆସ୍କ ମି ସେସନ୍‌ରେ ଜଣେ ପ୍ରଶଂସକ ତାଙ୍କୁ ଅଭିନୟରୁ ଅବସର ନେଲେ କ’ଣ କରିବେ ବୋଲି ପଚାରିଥିଲେ। ଏହାର ଜବାବ ମଧ୍ୟ କିଙ୍ଗ ଖାନ ମଜାଳିଆ ଢଙ୍ଗରେ ଦେଇଥିଲେ। ଶାହାରୁଖ କହିଛନ୍ତି, ମୁଁ ଅଭିନୟରୁ କେବେବି ଅବସର ନେବି ନାହିଁ … ମୋତେ ଫାୟର୍‌ କରାଯିବ … ଏବଂ ହୁଏତ ତା’ପରେ ମଧ୍ୟ ମୁଁ ଅଧିକ ଦୃଢ ହୋଇ ଫେରି ଆସିବି।
ନିକଟରେ ଶାହାରୁଖଙ୍କ ଫିଲ୍ମ ‘ପଠାନ’ ୨୫ ଜାନୁଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଚଳଚ୍ଚିତ୍ରଟି ରିଲିଜ୍‌ ଦିନରୁ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଫିଲ୍ମ ରିଲିଜ ହେବାର ୨୭ ଦିନ ବିତିଗଲାଣି। ଫିଲ୍ମଟି ପ୍ରତିଦିନ ନୂଆ ଇତିହାସ ସୃଷ୍ଟି କରୁଛି ଏବଂ ବଲିଉଡର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଭାବେ ରେକର୍ଡ କରିଛି। ହୋଇଛି। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ପଠାନ’ ମୁଖ୍ୟ ଭୂମିକାରେ ଜନ ଆବ୍ରାହମ, ଦୀପିକା ପାଦୁକୋନ, ଡିମ୍ପଲ କାପାଡିଆ ଏବଂ ଆଶୁତୋଷ ରାଣା ମଧ୍ୟ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳଚ୍ଚିତ୍ର ‘ଲଭ୍‌ ଟ୍ବିଷ୍ଟ’ରେ ଦେବ୍‌ଙ୍କୁ ମିଳିଛି ମନଲାଖି ଭୂମିକା, ନାୟିକା ସାଜିଛନ୍ତି ମନସ୍ମିତା

ଜଣେ ଯାହା ଚାହେଁ ତାହା ଅନେକ ସମୟରେ ସହଜରେ ପୂରଣ ହୋଇ ନ ଥାଏ। ଅନ୍ୟପକ୍ଷରେ ଏପରି ସ୍ବପ୍ନ ସାକାର ହେବାକୁ ଅଳ୍ପ ସମୟ ଲାଗିଥାଏ।...

ଅଭିନୟ ପୂର୍ବରୁ ଶିକ୍ଷକତା କରୁଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ରାଜକୁମାର ରାଓ ତାଙ୍କର ଆଗାମୀ ଫିଲ୍ମ ‘ଛଲାଙ୍ଗ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ହଂସଲ ମେହତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ୍‌ଶୀଘ୍ର ଆମାଜନ ପ୍ରାଇମ...

ଏହି ବଲିଉଡ୍‌ ନାୟକଙ୍କ ପ୍ରେମରେ ପଡିଥିଲେ କ୍ରିତି

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ରିତି ସାନନ ୨୦୧୪ରେ ଫିଲ୍ମ ହିରୋପନ୍ଥି ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ୩୦ ବର୍ଷରେ ପଦାର୍ପଣ କରିଥିବା ଏହି ନାୟିକା ଇଞ୍ଜିନିୟରିଂରେ...

ଶୋ’ ବନ୍ଦ କର, ନିର୍ମାତାଙ୍କୁ କାହିଁକି ଏମିତି କହିଲେ ଅମିତାଭ ବଚ୍ଚନ

କୌନ ବନେଗା କରୋଡ ପତି ୧୩ର ଏକ ନୂଆ ପ୍ରୋମୋ ସାମ୍ନାକୁ ଆସିଛି। ଏହି ଭିଡିଓରେ ଅମିତାଭ ବଚ୍ଚନ ନିର୍ମାତାଙ୍କୁ ଶୋ ବନ୍ଦ କରିବାକୁ କହୁଥିବା...

ଫିଲ୍ମ ‘ରାଧେ’ରେ ଏମିତି ରହିବ ସଲମାନଙ୍କ ଲୁକ୍‌

ବଲିଉଡ୍‌ର ଭାଇଜାନ ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ରାଧେ’ର ଟିଜର ଇତିମଧ୍ୟରେ ଲଞ୍ଚ ହୋଇଯାଇଛି। ଦବଙ୍ଗ ୩ର ଶୁଟିଂ ଶେଷ ହେବାପରେ ସଲ୍ଲୁ ଏହି ଫିଲ୍ମ...

ସମୁଦ୍ରକୂଳରେ ଶୋଇଥିଲେ ଏହି ଅଭିନେତ୍ରୀ, ଆସିଲା ଏକ ବଡ଼ କଙ୍କଡ଼ା; ଆଉ ତା’ ପରେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ହିନା ଖାନ୍‌ ବୟଫ୍ରେଣ୍ଡଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଏହି ସମୟର କିଛି ଫଟୋ ହିନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି।...

ଅଜୟ ଦେବଗନ୍‌ଙ୍କ କିଣିଲେ ନୂଆ ଘର: ଦାମ୍‌ ରହିଛି…

ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କର ଜୁହୁରେ ଏକ ସୁନ୍ଦର ବଙ୍ଗଳା ଅଛି। ଏଠାରେ ସେ ତାଙ୍କ ପରିବାର ସହିତ ରୁହନ୍ତି। ଏକ ଇନଡୋର ଜିମ ବ୍ୟତୀତ...

ନାଁ ବଦଳାଇବେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍‌ଶୀଘ୍ର ତାଙ୍କ ନାଁ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆଲିଆ ତାଙ୍କ ନାଁରେ ସ୍ବାମୀ ରଣବୀର କପୁରଙ୍କ ସର୍‌ନେମ ଯୋଡ଼ିବେ। ଆଲିଆ-ରଣବୀର...

Advertisement
Archives

Model This Week