ଟି୨୦ ବିଶ୍ୱକପ୍ ଟ୍ରଫି ସହ ଜୟପୁରର ସଂଯୋଗ
ଜୟପୁର, ୯ା୩ (ପି.ଟି.): ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ଟ୍ରଫି ସମଗ୍ର ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରେ। ମାତ୍ର ଏହି ଟ୍ରଫିର ନିର୍ମାଣ ଜୟପୁରରେ ହୋଇଥିବା ହୁଏତ୍ ଖୁବ୍ କମ୍ ଜାଣନ୍ତି। ଜୟପୁର ଟ୍ରଫି ଡିଜାଇନର ପାବୁଓ୍ବାଲ କହିଛନ୍ତି, ଟ୍ରଫିର ପ୍ରାରମ୍ଭିକ…
ଉଦ୍ଯାପନୀରେ ରିକି ମାର୍ଟିନ ମୁଖ୍ୟ ଆକର୍ଷଣ
ଅହମଦାବାଦ, ୯ା୩ (ପି.ଟି.): ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ଟି୨୦ କ୍ରିକେଟ ବିଶ୍ୱକପ୍ ପୂର୍ବରୁ ଆୟୋଜିତ ସ୍ବଳ୍ପକାଳୀନ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲେ ପପ୍ ଆଇକନ୍ ତଥା ଦୁଇଥର ଗ୍ରାମ୍ମି ପୁରସ୍କାର ବିଜେତା ରିକି…
ଧୋନୀ-ରୋହିତ ଟ୍ରଫି ଆଣିଲେ
ଅହମଦାବାଦ, ୮।୩: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ ଖେଳାଯିବା ପୂର୍ବରୁ ଭାରତର ଦୁଇ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନୀ ବିଶ୍ୱକପ୍ ଟ୍ରଫି ସହ ପ୍ରଥମେ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ। ତାଙ୍କ…
ପିଲାଙ୍କ ସଂସ୍କାର
ଗୋଟେ ଛୋଟ ଅଥଚ ଜନଗହଳିପୂର୍ଣ୍ଣ ଛକରେ ମୋର ଗାଡ଼ି ପାର୍କିଂ କଲାବେଳେ ସେଠି ଥିବା ଗୋଟେ ସ୍କୁଟରର ପାଖାପାଖି ଚାଲି ଆସିଲା। ସ୍କୁଟର ଉପରେ ବସିଥିବା ଝିଅଟିଏ ଧକ୍କା ହୋଇଯିବା ଆଶଙ୍କାରେ ଡରିଯାଇ ଓହ୍ଲାଇ ପଡିଲା ବେଳକୁ ତଳେ ପଡ଼ିଗଲା। ଝିଅଟି…
ପୁରସ୍କାର ଓ ପ୍ରବଞ୍ଚନା
ଏହି ନିକଟରେ ଦିଲ୍ଲୀରେ ଉଦ୍ଯାପିତ ହୋଇଯାଇଛି ଏଆଇ କମ୍ପାକ୍ଟ ସମିଟ୍ ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ସମ୍ପର୍କିତ ଶିଖର ସମ୍ମିଳନୀ। ବିଶ୍ବର କୋଡ଼ିଏଟି ରାଷ୍ଟ୍ରର ଶାସନମୁଖ୍ୟ ତଥା ପାଞ୍ଚଶହରୁ ଊଦ୍ଧର୍ବ ଏଆଇ ବିଶେଷଜ୍ଞଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସମ୍ମିଳନୀ ଥିଲା ଭାରତ…
ଅସୁନ୍ଦର ସ୍ଥିତି
ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପୁଜିଥିବା ଯୁଦ୍ଧ ଇତିମଧ୍ୟରେ ଏକ ସପ୍ତାହ ପୂରଣ କଲାଣି। ଏଭଳି ତୀବ୍ର ଆଧୁନିକ ଯୁଗର ଯୁଦ୍ଧରେ ଏହା ଦୀର୍ଘସମୟ ବୋଲି କୁହାଯାଉଛି, ବିଶେଷକରି ଯେହେତୁ ଆମେରିକା ସମ୍ପୃକ୍ତ ଅଛି। କେବଳ…
ଜଳବାୟୁ ପରିବର୍ତ୍ତନ: ମହିଳା ଅଧିକ ପ୍ରଭାବିତ
ନୂଆଦିଲ୍ଲୀ,୯ା୩(ପି.ଟି.): ଜଳବାୟୁ ପରିବର୍ତ୍ତନ ମହିଳାମାନଙ୍କ ଉପରେ ଗମ୍ଭୀର ପ୍ରଭାବ ପକାଉଛି। ପ୍ରଭାବିତ ମହିଳାମାନଙ୍କୁ ସହାୟତା ପାଇଁ ଯେଉଁ ପାଣ୍ଠି ବ୍ୟବସ୍ଥା କରାଯାଉଛି, ତାହା ଆବଶ୍ୟକତାର ଏକ ଛୋଟ ଭାଗ ବୋଲି ୟୁନାଇଟେଡ୍ ନେଶନ୍ସ ଗ୍ଲୋବାଲ କମ୍ପାକ୍ଟ ନେଟ୍ଓ୍ବର୍କ ଇଣ୍ଡିଆ (ୟୁଏନ୍ଜିସିଏନ୍ଆଇ)ର ଅଧ୍ୟକ୍ଷ…
ଡାର୍କଓ୍ବେବ୍ ଡ୍ରଗ୍ସ ନେଟ୍ଓ୍ବର୍କର ପର୍ଦ୍ଦାଫାଶ
ନୂଆଦିଲ୍ଲୀ,୯ା୩(ପି.ଟି.): ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ରବିବାର ଏକ ଡାର୍କଓ୍ବେବ୍ ଭିତ୍ତିକ ନିଶାଦ୍ରବ୍ୟ ଚୋରାକାରବାର ନେଟ୍ଓ୍ବର୍କର ପର୍ଦ୍ଦାଫାଶ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବହୁ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ ଜବତ କରିଛି, ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ…
ମୋଜ୍ତାବା ଖାମେନେଇ ନେଇପାରନ୍ତି ନେତୃତ୍ୱ
ତେହରାନ୍ ,୯ା୩: ଫେବୃଆରୀ ୨୮ରେ ଇରାନ ଉପରେ ଇସ୍ରାଏଲ-ଆମେରିକାର ମିଳିତ ଆକ୍ରମଣ ପରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ଏହାମଧ୍ୟରେ ଇରାନ-ଆମେରିକା ଯୁଦ୍ଧକୁ ୯ ଦିନ ପୂରିଥିଲାବେଳେ ନୂଆ ନେତା ବାଛିବାକୁ ଇରାନ ସରକାର ଚୟନ ପ୍ରକ୍ରିୟା…
ଇରାନ୍ ତୈଳ ଡିପୋକୁ ଟାର୍ଗେଟ
ତେହରାନ୍ ୯ା୩: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ପୁଣି ଜୋର୍ଦାର କରିଛନ୍ତି। ରବିବାର ସକାଳେ ତେହରାନ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ରହିଥିବା ବହୁ ଗୁରୁତ୍ୱପୂର୍ଣ୍ଣ ତୈଳ ଡିପୋ ଉପରେ ଇସ୍ରାଏଲ ପକ୍ଷରୁ ବୋମାମାଡ଼ କରାଯାଇଛି। ଫଳରେ ଏକାଧିକ ତୈଳ…
ଇତିହାସ ରଚିଲା ଭାରତ
ଅହମଦାବାଦ,୮।୩: ଅହମଦାବାଦରେ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମରେ ଲକ୍ଷାଧିକ ଦର୍ଶକଙ୍କ ସମ୍ମୁଖରେ ଇତିହାସ ରଚିଛି ଭାରତ। ଏକାଧିକ ରେକର୍ଡ ସହ ବିଶ୍ୱର ପ୍ରଥମ ଦଳ ଭାବେ କ୍ରମାଗତ ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାସଲ କରିଛି ଭାରତୀୟ ଦଳ। ପୂର୍ବରୁ…
୩ୟ ଥର ପାଇଁ ବିଶ୍ୱ ଚାମ୍ପିୟନ ହେଲା ‘ଟିମ୍ ଇଣ୍ଡିଆ’: ବିଶାଳ ଟାର୍ଗେଟ ଆଗରେ ଚୁରମାର ହୋଇଗଲା କିଓ୍ବି ଦଳର ସ୍ବପ୍ନ
ଅହମଦାବାଦ, ୮।୩- ଉଡ଼ିଲା ତ୍ରିରଙ୍ଗା। ଟି୨୦ ବିଶ୍ୱକପ୍ ଫାଇନାଲ ଜିତି ବିଶ୍ୱ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି ଟିମ୍ ଇଣ୍ଡିଆ। ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏହି ମହାମୁକାବିଲାରେ ବିରୋଧୀ ନ୍ୟୁଜିଲାଣ୍ଡ ଆଗରେ ୨୫୫ ରନ୍ର ବିଶାଳ…
Archives


