Home

ଇତିହାସ ରଚିଲେ ମିଜୋରାମ ବ୍ୟାଟର ଚିନ୍ମୟ ସୁତାର: ଭାଙ୍ଗିଲେ ୧୦୩ ବର୍ଷର ପୁରୁଣା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୬।୧୧: ଭାରତୀୟ ଘରୋଇ କ୍ରିକେଟ୍‌ରେ ନୂଆ ଇତିହାସ ରଚିଛନ୍ତି ମିଜୋରାମର ବ୍ୟାଟର ଚିନ୍ମୟ ସୁତାର। ରଣଜୀ ଟ୍ରଫି ୨୦୨୬-୨୭ର ପ୍ଲେଟ ଗ୍ରୁପ୍‌ରେ ଖେଳୁଥିବା ଚିନ୍ମୟ ୧୦୩ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ନିଜ ନାଁରେ ଏକ ବିଶ୍ୱ ରେକର୍ଡ କରିଛନ୍ତି। ମାତ୍ର…

ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ହାସଲ କଲା ଧମାକାଦାର ବିଜୟ

ନୂଆଦିଲ୍ଲୀ,୬।୧୧: SAFF ଚାମ୍ପିୟନଶିପ ୨୦୨୬ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଫୁଟବଲ ଟିମ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୨ ଗୋଲ୍‌ରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଏହି ବିଜୟ ସହ ଭାରତ ଖାତାକୁ ଆସିଛି ପୂରା ୩…

ସମ୍ପତ୍ତି, କ୍ଷମତା ଓ ନେତା

ଅଧିକାଂଶ ଲୋକଙ୍କ ପାଇଁ, ‘ଓଲିଗାର୍କ’(ପ୍ରଭାବଶାଳୀ ଧନିକତନ୍ତ୍ରୀ ଗୋଷ୍ଠୀ) ଶବ୍ଦଟି ରୁଷୀୟ ଆଭିଜାତ୍ୟ ବର୍ଗକୁ ସୂଚିତ କରେ, ଯେଉଁମାନେ ସୋଭଏଟ୍‌ ସଂଘ ପତନ ପରେ ବିପୁଳ ସମ୍ପତ୍ତି ଅର୍ଜନ କରିଥିଲେ। ଏହି ଶବ୍ଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ଶପଥ ଗ୍ରହଣ…

ଆନ୍ଧ୍ରକୁ ଭୋଟ ଦେଇଥିବା ଲୋକ ଓଡ଼ିଶାରେ ରୁହ ନାହିଁ: ଲୋକଙ୍କୁ ରୋକଠୋକ ଶୁଣାଇଦେଲେ ତାରା-ଭୃଗୁ

ପଟ୍ଟାଙ୍ଗି,୬ା୧୧(ଶରତ କୁମାର ଧଳ):ଆନ୍ଧ୍ରରେ ଭୋଟ ଦେଇ ଫେରିଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତର ସୀମାନ୍ତ ଗଁାର କେତେଜଣ ଲୋକଙ୍କ ପ୍ରତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେଡି ରାଜ୍ୟ ସାଙ୍ଗଠନିକ ସଦସ୍ୟ ଭୃଗୁ ବକ୍ସିପାତ୍ର ଅସନ୍ତୋଷ ପ୍ରକାଶ…

ଏକ ବର୍ଷ ପରେ ରେଡ୍‌ ବଲ୍‌ କ୍ରିକେଟ୍‌କୁ ଫେରିବେ ବୁମ୍‌ରା, ଖେଳିବେ ଏହି ମ୍ୟାଚ୍

ନୂଆଦିଲ୍ଲୀ,୬।୧୧: ଦୀର୍ଘଦିନ ଧରି ରେଡ୍‌ ବଲ୍‌ କ୍ରିକେଟ୍‌ରୁ ଦୂରରେ ଥିବା ଭାରତୀୟ ଦଳର ଷ୍ଟାର୍‌ ଫାଷ୍ଟ ବୋଲର୍‌ ଜସପ୍ରୀତ ବୁମ୍‌ରା ଏବେ ପୁଣି ଟେଷ୍ଟ କ୍ରିକେଟ୍‌କୁ ଫେରିବାକୁ ଯାଉଛନ୍ତି । ନଭେମ୍ବର ୨୦୨୫ରେ ଶେଷ ଥର ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିଥିବା…

ଆନ୍ଧ୍ରର ୨ ବୁଥ୍‌ରେ କୋଟିଆରୁ ୪୮% ଭୋଟ: ଆନ୍ଧ୍ର ସୁବିଧାର କାଉଣ୍ଟର କରିବାକୁ ପାରୁନି ଓଡ଼ିଶା

ପଟ୍ଟାଙ୍ଗି,୬ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତବାସୀଙ୍କ ଭୋଟ ନେବାରେ ସକ୍ଷମ ହୋଇଛି ଆନ୍ଧ୍ର। ଓଡ଼ିଶା ସୀମାନ୍ତ ଗାଁଗୁଡ଼ିକରୁ ଆନ୍ଧ୍ର ସରକାର ଭୋଟ ନେବା ଉଦ୍ୟମକୁ କୋରାପୁଟ ଜିଲା ପ୍ରଶାସନ ଏବଂ ଓଡ଼ିଶାର ୩ ରାଜନୈତିକ ଦଳର ପ୍ରବଳ…

ରୁଷିଆ-ୟୁକ୍ରେନ ଯୁଦ୍ଧ ନେଇ ଟ୍ରମ୍ପଙ୍କ ବଡ଼ ଦାବି, କହିଲେ ସମସ୍ତେ ଖୁସି….

ୱାଶିଂଟନ୍‌,୬।୧୧: ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଦୀର୍ଘଦିନ ଧରି ଜାରି ରହିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଖୁବ୍‌ଶୀଘ୍ର ଏକ ଚୁକ୍ତି ହୋଇପାରେ ବୋଲି ଆଶା ପ୍ରକାଶ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରସ୍ତାବିତ ଶାନ୍ତି ଚୁକ୍ତିକୁ ସେ…

ନ୍ୟୁଜିଲାଣ୍ଡ ପାଇଁ ବଢିଲା ଅଡ଼ୁଆ: ଭାରତ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଲେ ଏହି ଷ୍ଟାର ବ୍ୟାଟର୍‌

ଅକଲାଣ୍ଡ,୬।୧୧: ଭାରତ ବିପକ୍ଷ ଚଳିତ ଦିନିକିଆ ସିରିଜ୍‌ରୁ ବାଦ ପଡ଼ିଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର ଡେଭନ କନୱେ। ଅଭ୍ୟାସ ସମୟରେ ଦ୍ରୁତ ବୋଲର ମ୍ୟାଟ ହେନରୀଙ୍କ ସହ ଧକ୍କା ହେବାରୁ ସେ ଆହତ ହୋଇଥିଲେ। ଏହି କାରଣରୁ ପ୍ରଥମ ଦିନିକିଆ ମ୍ୟାଚ୍‌ରେ…

ପୁଣି ଥରେ ଏସଆଇଆର୍‌ (SIR) ବିରୋଧରେ ଏକ ବଡ଼ ଘୋଷଣା କଲା ସିଜେପି (CJP)

ନୂଆଦିଲ୍ଲୀ,୫।୧୧: ‘କକରୋଚ ଜନତା ପାର୍ଟି’ (CJP) ନଭେମ୍ବର ୭ରେ କେରଳର କୋଚି ଠାରେ ଏକ ବଡ଼ ଧରଣର ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଘୋଷଣା କରିଛି। ଏହି ପ୍ରତିବାଦ ‘SIR’ (ସିଷ୍ଟମାଟିକ/ସ୍ପେସିଫିକ ଆଇଡେଣ୍ଟିଫିକେସନ/ରେଜିଷ୍ଟ୍ରେସନ) ପ୍ରକ୍ରିୟା ବିରୋଧରେ କରାଯାଉଛି ଏବଂ ଦଳ ପକ୍ଷରୁ…

OPSC ପକ୍ଷରୁ ୩୪୦ ASO ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ: ଏହି ଦିନରୁ ଆବେଦନ, ବୟସସୀମା ୨୧ରୁ…

ଭୁବନେଶ୍ୱର,୫ା୧୧: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ରାଜ୍ୟର ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି। ଗୃହ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ପାଇଁ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୩୪୦ଟି…

କୁନି ଝିଅ ସ୍ୱସ୍ତିକାଙ୍କ କମାଲ: ୩୨ଟି ବିଭାଗରେ ଦକ୍ଷତା ପ୍ରଦର୍ଶନ, ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡରେ ପାଇଲେ ସ୍ଥାନ

ହାଟଡିହୀ/ଛେନାପଦୀ,୫ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ମାତ୍ର ୪ ବର୍ଷର କୁନି ଝିଅ ସ୍ୱସ୍ତିକା ରାଉତ ୨୦ ପ୍ରକାର ଯୋଗାସନ ସମେତ ୩୨ରୁ ଊର୍ଦ୍ଧ୍ୱ ବିଭାଗରେ ନିଜର ଅସାଧାରଣ ଦକ୍ଷତା ପ୍ରଦର୍ଶନ କରି ‘ଇଣ୍ଡିଆନ୍ ବୁକ୍…

କମ୍ବଳ ଘୋଡ଼େଇ ଶୋଇଥିବା ଅବସ୍ଥାରେ ଚାପିଦେଲା ମାଟି-ପଥର: ଭୂସ୍ଖଳନ ସ୍ଥଳରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର

ଜି.ଉଦୟଗିରି,୫ା୧୧ (ଚିନ୍ମୟ କୁମାର ସେଠି): କନ୍ଧମାଳ ଏବଂ ଗଞ୍ଜାମ ଜିଲା ସୀମାନ୍ତ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗ୍ରାମରେ ଘଟିଥିବା ଭୟଙ୍କର ଭୂସ୍ଖଳନ ସ୍ଥାନରେ ଗୁରୁବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଶାସନକୁ ମିଳିଛି ବଡ଼ ସଫଳତା। ମାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?