ଓଡ଼ିଶା ଆଥ୍ଲେଟିକ୍ସ ଦଳ ଘୋଷଣା
ଭୁବନେଶ୍ୱର, ୨।୨ (କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶର ବିଭିନ୍ନ ସହରରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ୫ମ ସଂସ୍କରଣ ଆରମ୍ଭ ହୋଇଯାଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ପ୍ରତିଯୋଗିତାର ଆଥ୍ଲେଟିକ୍ସ ଇଭେଣ୍ଟ ପାଇଁ ବୁଧବାର ଓଡ଼ିଶା ଆଥ୍ଲେଟିକ୍ସ ଦଳ ଘୋଷିତ ହୋଇଛି।…
କିଟ୍ରେ ଟେନିସ ଏକାଡେମୀ ଉଦ୍ଘାଟିତ
ଭୁବନେଶ୍ୱର, ୨।୨ (କ୍ରୀଡ଼ା ପ୍ରତିନିଧି): ରାଜ୍ୟରେ ଟେନିସକୁ କ୍ୟାରିୟର କରୁଥିବା କିମ୍ବା କରିବାକୁ ଚାହୁଁଥିବା ଖେଳାଳିଙ୍କ ପାଇଁ ଏକ ଭଲ ଖବର। ବୁଧବାର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଉଚ୍ଚ ମାନର ଟେନିସ ଏକାଡେମୀ ଉଦ୍ଘାଟିତ ହୋଇଯାଇଛି। ଏହାର ନାମ ରଖାଯାଇଛି…
୨୦୪୭ ସୁଦ୍ଧା ସିକଲ୍ସେଲ୍ ଆନେମିଆ ମୁକ୍ତ ହେବ ଭାରତ
ନୂଆଦିଲ୍ଲୀ,୨।୨ :ଦେଶର ୧୫୭ ସହରରେ ଖୋଲିବ ସରକାରୀ ନର୍ସିଂ କଲେଜ। ବିଶେଷକରି ୨୦୧୪ ସୁଦ୍ଧା ଯେଉଁ ସହରରେ ସରକାରୀ ମେଡିକାଲ କଲେଜ ଖୋଲାଯାଇଛି, ସେଠାରେ ଏହି ନର୍ସିଂ କଲେଜ ଆରମ୍ଭ କରାଯିବ। ସେହିପରି ୨୦୪୭ ମସିହା ସୁଦ୍ଧା ଭାରତ ସିକଲ୍ ସେଲ୍…
ଏସ୍ଏଚ୍ଜି ମାଧ୍ୟମରେ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ
ନୂଆଦିଲ୍ଲୀ, ୨।୨: ଗ୍ରାମାଞ୍ଚଳରେ ଦୀନ୍ଦୟାଲ ଅନ୍ତ୍ୟୋଦୟ ଯୋଜନା, ଗ୍ରାମୀଣ ଜୀବିକା ମିଶନ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ୍ ଅଭିଭାଷଣରେ କହିଛନ୍ତି। ଗ୍ରାମାଞ୍ଚଳ ମହିଳାମାନଙ୍କୁ ଏକଜୁଟ କରାଯାଇ ୮୧ ଲକ୍ଷ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍ଏସ୍ଜି) ଗଠନ…
ଭାଷଣ ସର୍ବସ୍ବ କୃଷି ବଜେଟ
ନୂଆଦିଲ୍ଲୀ,୨ା୨: କୃଷିକ୍ଷେତ୍ରରେ ଭାରତର ପ୍ରଦର୍ଶନ ଉତ୍ତମ ଥିବା ନେଇ ପାର୍ଲାମେଣ୍ଟରେ ସୋମବାର ଉପସ୍ଥାପିତ ୨୦୨୨-୨୩ ଆର୍ଥିକ ବର୍ଷର ଇକୋନୋମିକ୍ ସର୍ଭେରେ କୁହାଯାଇଛି। ତେବେ ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ ସାଙ୍ଗକୁ ଚାଷ କାର୍ଯ୍ୟରେ ଖର୍ଚ୍ଚ ବୃଦ୍ଧି ଭଳି ଚ୍ୟାଲେଞ୍ଜର ମୁକାବିଲା ଲାଗି…
ରେଲଓ୍ବେ ପାଇଁ ୨.୪ ଲକ୍ଷ କୋଟି ବ୍ୟୟବରାଦ
ନୂଆଦିଲ୍ଲୀ,୨।୨ : ୨୦୨୩-୨୪ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରେଲଓ୍ବେ ପାଇଁ ସର୍ବାଧିକ ୨.୪ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ୨୦୧୩-୧୪ ଆର୍ଥତ୍କ ବର୍ଷର ବ୍ୟୟବରାଦ ତୁଳନାରେ ଏହା ୯ ଗୁଣ ଅଧିକ ବୋଲି ଲୋକ ସଭାରେ ବଜେଟ…
ବଜେଟରେ ନିର୍ବାଚନୀ ଥୋପ
ନୂଆଦିଲ୍ଲୀ/ଭୁବନେଶ୍ୱର, ୨।୨(ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବୁଧବାର ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ପାର୍ଲାମେଣ୍ଟରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତବର୍ଷ ହେବାକୁ ଥିବା ମେଘାଳୟ, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ, କର୍ନାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲଙ୍ଗାନା ବିଧାନସଭା ଏବଂ…
୩ ମାସ ପରେ ବି ହସ୍ତାନ୍ତର ହୋଇପାରୁନି ବିଦ୍ୟାଳୟ ଶ୍ରେଣୀଗୃହ
ଝରିଗାଁ,୧ା୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ କୁହୁରାକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ମୋଟ୍ ୨୬୨ ଛାତ୍ରୀଛାତ୍ରଙ୍କ ପାଇଁ ୭ ଶିକ୍ଷୟିତ୍ରୀ/ଶିକ୍ଷକ ରହିଛନ୍ତି। ବିଦ୍ୟାଳୟରେ ଆବଶ୍ୟକ ଅନୁଯାୟୀ, ଶ୍ରେଣୀ ଗୃହ…
ଆମେରିକାର ରାଷ୍ଟ୍ରପତିଙ୍କ ଘରେ ଏଫ୍ବିଆଇ ଟିମ୍
ଓ୍ବାଶିଂଟନ୍,୧।୨: ଆମେରିକାର ଗୁପ୍ତଚର ଏଜେନ୍ସି ଏଫ୍ବିଆଇ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବାସଭବନରେ ଯାଞ୍ଚ୍ ପାଇଁ ପହଞ୍ଚିଛି। ବୁଧବାର ଡେଲାୱେରର ରେହବୋଥ ବିଚରେ ଥିବା ବାଇଡେନଙ୍କ ବାସଭବନରେ ଏଫ୍ବିଆଇ ଟିମ୍ ଖୋଜାଖୋଜି କରିଛି। ଯାଞ୍ଚ୍ବେଳେ ବାଇଡେନ ସେଠାରେ ନ ଥିଲେ। ତଦନ୍ତରେ ସହଯୋଗ…
ପୋଲିସ ହେପାଜତରେ ଅଭିଯୁକ୍ତ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଜିଲା ଜଜ୍ଙ୍କୁ ଚିଠି ଲେଖିଲେ ଏସ୍ପି
କେନ୍ଦୁଝର,୧ା୨(ସ୍ବ.ପ୍ର.): ପୋଲିସ ହେପାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କେନ୍ଦୁଝର ପୋଲିସ ଜିଲା ଜଜ୍ଙ୍କୁ ଚିଠି କରିଥିବା ଜଣାପଡ଼ିଛି। ମୃତ୍ୟୁ ହୋଇଥିବା ଅଭିଯୁକ୍ତ ଜଣଙ୍କ ମିଲୁ ବାରିକ। ଘର ସୁନ୍ଦରଗଡ଼ ଜିଲାରେ ହୋଇଥିବା ବେଳେ…
ସିରିଜ୍ କବ୍ଜା କଲା ଭାରତ
ଅହମ୍ମଦାବାଦ୍,୧।୨:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ କବ୍ଜା କରିଛି ଟିମ୍ ଇଣ୍ଡିଆ। ଶେଷ ଟି-୨୦ ଭାରତ ୧୬୮ ରନ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ୨୩୫ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଟିମ୍ ମାତ୍ର…
ପାକିସ୍ତାନ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଘୋଷଣା କଲା ଭାରତ
ନୂଆଦିଲ୍ଲୀ,୧।୨: ପାକିସ୍ତାନ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଭାବରେ ଘୋଷଣା କରିଛି ଭାରତ। ଅବଦୁଲ ରେହମାନ ମକ୍କି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଉପନେତା। ଅବଦୁଲ ରେହମାନ ମଧ୍ୟ ମକ୍କି ଆତଙ୍କବାଦୀ ହାଫିଜ ସଇଦଙ୍କ ଶଳା ଏବଂ ୨୬/୧୧…
Archives


