ଚାଇନା ସହ ସମ୍ପର୍କକୁ ନେଇ ଟିକଟକ ସିଇଓଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରା ଉଚରା

ୱାଶିଂଟନ,୨୪ ।୩: ଆମେରିକାରେ ବଢି ଚାଲିଥିବା ସୁରକ୍ଷା ଚିନ୍ତା ଓ ଟିକଟକ କମ୍ପାନୀ ଉପରେ ଚାଇନ ସହ ସମ୍ଭାବିତ ପ୍ରଭାବ ମଧ୍ୟରେ ଟିକଟକର ସିଇଓ ଶାଉ ଜି ଚ୍ୟୁ ଗୁରୁବାର ଆମେରିକା କଂଗ୍ରେସ ସାମ୍ନାରେ ସାକ୍ଷି ଦେଇଛନ୍ତି । କଂଗ୍ରେସ ସମିତିର ଅଧ୍ୟକ୍ଷ ଶାଉ ଜି ଚ୍ୟୁଙ୍କ ଏହା ପ୍ରଥମ ଉପସ୍ଥିତି । ସୂଚନାଯୋଗ୍ୟ, ଚାଇନା ସୋସିଆଲ ମିଡିଆ ଆପ ଟିକଟକ ଉପରେ ଅଭିଯୋଗ ରହିଛି କି ସେ ତା’ର ଡାଟା ଚାଇନାର ସେନା ପିପୁଲ୍ସ ଲିବରେଶନ ଆର୍ମିକୁ ଯୋଗାଉଛି ।

ଚ୍ୟୁଙ୍କୁ ଆମେରିକା ହାଉସ ଏନର୍ଜି ଆଣ୍ଡ କମର୍ସ କମିଟି ପକ୍ଷରୁ ପ୍ରତିକୂଳ ପଚରା ଉଚରାର ସମ୍ନା କରିବାକୁ ପଟିଛି । ପଚରା ଉଚରା ସମୟରେ ଚ୍ୟୁ ବାରମ୍ବାର ଏହା ପ୍ରମାଣିତ କରିବାକୁ ଚେଷ୍ଟା କରୁଥିଲେ କି ତାଙ୍କ କମ୍ପାନୀ ଟିକଟକ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ଚିନ୍ତାକୁ ଦୂର କରିବାକୁ ବାସ୍ତବିକ ରୂପେ କାର୍ଯ୍ୟ କରୁଛି ।
ଦୀର୍ଘ ୪ ଘଣ୍ଟାର ଲମ୍ବା ପଚରା ଉଚରା ସମୟରେ ଚ୍ୟୁ ବାରମ୍ବାର ଜୋର ଦେଇ କହୁଥିଲେ କି ଚାଇନା ପ୍ରାଦ୍ଦ୍ୟୋଗିକ କମ୍ପାନୀ ବାଟଡ୍ୟାନ୍ସର ସ୍ୱାମିତ୍ୱ ବାଲା ଟିକଟକ ଆପ ଦୀର୍ଘ ସମୟରୁ କହି ଆସୁଛି କି ଏହା ଚାଇନା ସରକାରଙ୍କ ସହ ଡାଟା ଶେୟାର କରୁନାହିଁ ଓ ଏହା ଆମେରିକାରେ ତା’ର ୧୫ କୋଟି ଉପଯୋଗକର୍ତ୍ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରୁନାହିଁ । ଚ୍ୟୁ ଆହୁରି ମଧ୍ୟ କହିଥିଲେ, ଟିକଟକ ଚାଇନା କମ୍ୟୁନିଷ୍ଟ ପାର୍ଟି(ସିପିସି)ସହ ତା’ର ଡାଟା ଶେୟାର କରୁନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୨ ପର୍ଯ୍ୟନ୍ତ ଏହି ରାଶିକୁ କଲବଲ କରିବେ ଶନି! ଆଉ ୨ ରାଶି ହେବେ ପ୍ରଭାବିତ, ଜାଣି ନିଅନ୍ତୁ…

ନ୍ୟାୟର ଦେବତା ହେଉଛନ୍ତି ଶନି । ସାଡେ ସତୀ ସମୟରେ କିଛି ରାଶି ଉପରେ ତାଙ୍କର କଠୋର ଦୃଷ୍ଟି ପକାଇଥାନ୍ତି। ବର୍ତ୍ତମାନ ତିନୋଟି ରାଶି ଶନି ସାଡେ…

ସୋସିଆଲ ମିଡିଆରେ ଫସାଇ ୧୮୦ ନାବାଳିକାଙ୍କୁ ଯୌନ ଶୋଷଣ

ଅମରାବତୀ,୧୬ା୪: ସୋସିଆଲ ମିଡିଆ ସ୍ନାପ୍‌ଚାଟ୍‌ ଏବଂ ହ୍ବାଟ୍ସଆପ୍‌ ଜରିଆରେ ସମ୍ପର୍କ ବଢ଼ାଇବା ପରେ ଯୁବତୀ ଓ ନାବାଳିକାମାନଙ୍କୁ ଯୌନଶୋଷଣ କରାଯାଇଛି। ଏହାସହ ଯୌନକ୍ରିୟାର ଭିଡିଓ ଉତ୍ତୋଳନ କରି…

ଜାତୀୟ ମହିଳା ସଂରକ୍ଷଣ ବିଲ୍‌କୁ ବିଜେଡିର ସମର୍ଥନ

ଭୁବନେଶ୍ୱର,୧୬ା୪(ସୁନିତ୍‌ ମିଶ୍ର): ମହିଳା ସଂରକ୍ଷଣ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସାରା ଦେଶରେ ବିଜୁ ପଟ୍ଟନାୟକ ଜଣେ ଅଗ୍ରଦୂତ ଥିଲେ। ବିଜେଡି ସବୁବେଳେ ବିଧାନସଭା ଓ ପାର୍ଲାମେଣ୍ଟରେ…

ରାଇକିଆ ଆଦର୍ଶ ବିଦ୍ୟାଳୟର ୧୦ମ ପରୀକ୍ଷା ଫଳାଫଳ: ସ୍ନେହାଶିଷ ପଣ୍ଡା ଟପ୍ପର

ରାଇକିଆ,୧୬।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ନେହାସିଶ ପଣ୍ଡା ସିବିଏସ୍‌ଇର ୧୦ମ ଶ୍ରେଣୀ ପରୀକ୍ଷାରେ ୯୭.୬% ମାର୍କ ରଖି ଟପ୍ପର ହୋଇ…

ଧାନମଣ୍ଡି ପାଇଁ ଜିଲାପାଳଙ୍କୁ ଫେରାଦ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ କେବାଡ଼ ଗ୍ରାମରେ ଏକ ଧାନମଣ୍ଡି ଖୋଲିବାକୁ ଦାବି ହୋଇଛି। ଏହି ଦାବି ନେଇ ବୁଧବାର ଗ୍ରାମର ଚାଷୀମାନେ…

ରାସ୍ତା ନ ଥିବାରୁ ରନ୍ଧା ସାମଗ୍ରୀ ଧରି ଧାରଣା ବସିଲେ ପଡ଼ାବାସୀ

ବରଗଡ଼,୧୬ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା ଗ୍ରାମର ନୂଆଁପଡ଼ା। ଦୀର୍ଘ ୭ବର୍ଷ ପୂର୍ବରୁ ଲୋକେ ଏଠାରେ ବସତି ସ୍ଥାପନ କରିଛନ୍ତି। ଏହି ପଡ଼ାରେ…

ହର୍ମୁଜକୁ ନେଇ ଇରାନ ଆଗରେ ସର୍ତ୍ତ ରଖିଦେଲେ ଟ୍ରମ୍ପ, ନ ମାନିଲେ ହେବ ବଡ଼ ଯୁଦ୍ଧ

ଓ଼୍ବାଶିଂଟନ,୧୬।୪: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମାପ୍ତ କରିବା ପାଇଁ କୂଟନୈତିକ ପ୍ରୟାସ ପୁଣି ଆରମ୍ଭ ହୋଇଛି। ଉଭୟ ଦେଶ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା…

ସିବିଏସ୍‌ଇ ଦଶମ ପାସ୍‌ ହାର ୯୩.୭୦%

ଭୁବନେଶ୍ୱର,୧୬ା୪(ସୁଚିସ୍ମିତା ସାହୁ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ସର୍ବ ଭାରତୀୟସ୍ତରରେ ଦଶମ ପାସ୍‌ ହାର ୯୩.୭୦% ରହିିଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri