Home

ଧନ କୁବେର ତାଲିକାରେ ୩୩ ତମ ସ୍ଥାନରେ ପହଞ୍ଚିଲେ ଆଦାନୀ…

ଓ୍ବାଶିଂଟନ,୨୫।୨ : ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡନବର୍ଗ ଆଦାନୀ ଗୋଷ୍ଠୀ ଉପରେ ଏପରି ବିପଦ ସୃଷ୍ଟି କରିଥିଲା ଯେ ତାହା ଦ୍ୱାରା ଧନ କୁବେର ତାଲିକାରେ ବହୁ ଅଦଳବଦଳ ହେବାରେ ଲାଗିଛି। ଏହା ପରେ ଭାରତୀୟ ବିଲିୟନେୟାର ଗୌତମ ଆଦାନୀ ଗୋଟିଏ…

ମହାବିନାଶ ପରେ ତୁର୍କୀରେ ଥମୁନି ଭୂକମ୍ପ: ଲୋକେ ଆତଙ୍କିତ…

ଆଙ୍କରା,୨୫।୨ : ମହାବିନାଶ ପରେ ତୁର୍କୀରେ ଶନିବାର ପୁଣି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ଥିଲା ବୋଲି ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଭୂକମ୍ପ ଭାରତୀୟ ସମୟ ଅପରାହ୍ନ ପ୍ରାୟ ୪ଟା…

ସୁପ୍ରିମ୍‌କୋର୍ଟ ବିରୋଧରେ ପଦକ୍ଷେପ ଗ୍ରହଣ କଲା ପାକିସ୍ତାନର ଶାସକ ମେଣ୍ଟ…

ଇସଲାମାବାଦ,୨୫।୨ : ଶାସକ ମିଳିତ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛି। ପଞ୍ଜାବ ଏବଂ ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ନିର୍ବାଚନ ଆୟୋଜନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯେଉଁଭଳି ଭାବରେ ଶୁଣାଣି ଆରମ୍ଭ କରିଥିଲେ, ତାହାକୁ…

ବାଲାଂଦେଶ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୨୫।୨: ବିସିସିଆଇର ପୂର୍ବତନ ମୁଖ୍ୟ ତଥା ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବାଂଲାଦେଶ କ୍ରିକେଟ ପକ୍ଷରୁ ଏହାର ଟୁଇଟର ହ୍ୟାଣ୍ଡେଲରେ ଏହି ଭେଟର କିଛି ଫଟୋ ପୋଷ୍ଟ କକରାଯାଇଛି। ଫଟୋଗୁଡ଼ିକରେ…

ଜିଏସଆଇରେ ଯୋଗ ଦେବାକୁ ଚାଇନା କଲା ଆମନ୍ତ୍ରଣ, ନେପାଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଜ ସୁରକ୍ଷା ପ୍ରସଙ୍ଗ…

ବେଜିଂ/କାଠମାଣ୍ଡୂ,୨୫।୨ : ନେପାଳ ସରକାରଙ୍କ ସମ୍ମୁଖରେ ଏକ ନୂତନ ବୈଦେଶିକ ନୀତି ଆହ୍ବାନ ସୃଷ୍ଟି ହୋଇଛି। ଚାଇନାର ନୂତନ ଗ୍ଲୋବାଲ ସିକ୍ୟୁରିଟି ଇନିସିଏଟିଭ (ଜିଏସଆଇ) ର ନେପାଳ ଅଂଶ ହେବ କି ନାହିଁ ତାହା ଶୀଘ୍ର ନିଷ୍ପତ୍ତି ନେବାକୁ ପଡିବ। ଚାଇନା…

‘ବ୍ରିଟେନର ଆର୍ଥିକ ଭବିଷ୍ୟତ ପାଇଁ ହିନ୍ଦୀ, ଗୁଜରାଟୀ, ଊର୍ଦ୍ଦୁ ଶିକ୍ଷା ଜରୁରୀ’

ଲଣ୍ଡନ,୨୫ା୨: ୟୁକେ ସରକାରଙ୍କୁ ଦକ୍ଷିଣ ଏସୀୟ ଭାଷା ଶିକ୍ଷା କ୍ଷେତ୍ରରେ ନିବେଶ କରିବା ଆବଶ୍ୟକ। କାରଣ ଏହି ଭାଷା ଦକ୍ଷତା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଗଭୀର କରିବା ପାଇଁ ଜରୁରୀ ଅଟେ ବୋଲି ଶ୍ରମ ଏବଂ ସମବାୟ ସଂସଦର ସଦସ୍ୟ…

ୟୁଏଇରେ ବହୁପକ୍ଷୀୟ ମିଳିତ ସମରାଭ୍ୟାସ ଏକ୍ସ ଡେଜାର୍ଟ ଫ୍ଲାଗ ଫେବୃୟାରୀ ୨୭ରୁ: ୧୧ ଦେଶ ଦେବେ ଯୋଗ…

ଆବୁଧାବି,୨୫।୨ : ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ରେ ଆୟୋଜିତ ହେବାକୁ ଥିବା ବହୁପକ୍ଷୀୟ ସମରାଭ୍ୟାସରେ ଭାରତୀୟ ବାୟୁସେନା ଅଂଶଗ୍ରହଣ କରିବ। ଏହି ସମରାଭ୍ୟାସ ୨୭ ଫେବୃଆରୀରୁ ସଂଯୁକ୍ତ ଆରବ ଏମିରେଟ୍ସରେ ଆରମ୍ଭ ହେବ ଏବଂ ୧୭ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏହାକୁ ଏକ୍ସ ଡେଜାର୍ଟ…

ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ ସ୍ବରା: କହିଲେ-ତୁମେ ସୁଟ୍‌କେସ୍‌, ଫ୍ରିଜ୍‌ ଏବଂ ଧର୍ମାନ୍ତରୀକରଣ କରୁଥାଅ…

ବମ୍ବେ: ରାଜନେତା ଫହାଦ ଅହମ୍ମଦଙ୍କ ହାତ ଧରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କର। ଏହି ଗୁପ୍‌ଚୁପ୍‌ ବିବାହ ନେଇ ଜଣାଇବା ପରଠାରୁ ସ୍ବରା ଟ୍ରୋଲ ହୋଇ ଆସୁଥିଲେ। ଏବେ ସେ ଏନେଇ ମୁହଁ ଖୋଲିଛନ୍ତି। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର…

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା, ଏପ୍ରିଲରେ କରିବେ ଚାଇନା ଗସ୍ତ…

ପ୍ୟାରିସ,୨୫।୨ : ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏକ ବଡ଼ ଘୋଷଣା କରିଛନ୍ତି। ସେ ଏପ୍ରିଲ ଆରମ୍ଭରେ ଚାଇନା ଗସ୍ତ କରିବେ ବୋଲି କହିଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧର ଗୋଟିଏ ବର୍ଷ ଶେଷ ହେବାର ପରଦିନ ଫ୍ରାନ୍ସ ରାଷ୍ଟ୍ରପତି…

ତୁର୍କୀରେ ପୁଣି ଭୂକମ୍ପ

ଆଙ୍କାରା,୨୫ା୨: ଶନିବାର ତୁର୍କୀରେ ପୁଣି ଥରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। କେନ୍ଦ୍ରୀୟ ତୁର୍କୀ ଅଞ୍ଚଳରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରହିଛି। ଏନେଇ ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ଏହି ସୂଚନା ଦେଇଛି। ସୂଚନାଯୋଗ୍ୟ, ଫେବୃୟାରୀ ୬ରେ ତୁର୍କୀ ଏବଂ…

ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ବ୍ୟକ୍ତି ପାଇଲେ ପାନେ, ଜାଣିଲେ କରିବେ ପ୍ରଶଂସା

ବେଳେବେଳେ ଏମିତି କିଛି ଖବର ଜାଣିବାକୁ ମିଳେ, ଯାହା ଆଶ୍ଚର୍ଯ୍ୟ କରିଦେଇଥାଏ। ଠିକ୍‌ ସେମିତି ଫ୍ରାନ୍ସରୁ ଏକ ଖବର ଜାଣିବାକୁ ମିଳିଛି। ଫ୍ରାନ୍ସର ଜଣେ ମହିଳାଙ୍କୁ ଜଣେ ବ୍ୟକ୍ତି ବଳାତ୍କାର ଉଦ୍ୟମ କରିଥିଲେ। ଏହା ପରେ ମହିଳା ଜଣକ ଯାହା କ’ଣ…

ପାକିସ୍ତାନକୁ ସଙ୍କଟ ମୁକ୍ତ କରି ପାରିବେ ମୋଦି: ପୂର୍ବତନ ର‘ ମୁଖ୍ୟ…

ନୂଆଦିଲ୍ଲୀ,୨୫।୨ : ପାକିସ୍ତାନ ବର୍ତ୍ତମାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ୩ ବିଲିୟନ ଆମେରିକୀୟ ଡଲାରରୁ କମ ରହିଛି। ଏପରିସ୍ଥଳେ ଭାରତୀୟ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ(ର’)ର ପୂର୍ବତନ ମୁଖ୍ୟ ଅମରଜିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri