ସ୍ବାମୀଙ୍କ ସହମତିରେ ନଣନ୍ଦଙ୍କୁ ବିବାହ କରିଥିଲେ ଭାଉଜ
ପାଟନା,୧।୩: ବିହାର ସମସ୍ତିପୁର ଜିଲାର ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହମତି କ୍ରମେ ନଣନ୍ଦଙ୍କୁ ବିବାହ କରିଥିଲେ। ଉକ୍ତ ଯୁବତୀଙ୍କୁ ତାଙ୍କ ବଡ଼ ଭଉଣୀ ଅପହରଣ କରିନେଇଥିବା ଭାଉଜ ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ଏହି ମାମଲାର ତଦନ୍ତ ଦାୟିତ୍ୱ ଜଣେ…
ମାସକର ଶିଶୁକୁ ଝୁଣି ମାରିଦେଲେ କୁକୁର
ଜୟପୁର, ୧।୩: ରାଜସ୍ଥାନର ସିରୋହି ଜିଲାର ଏକ ହସ୍ପିଟାଲରେ ମାସକର ଶିଶୁକୁ ବୁଲା କୁକୁର ଘୋଷାଡ଼ି ନେଇ ଝୁଣି ମାରିଦେଇଛନ୍ତି। ଶିଶୁଟି ହସ୍ପିଟାଲର ଟିବି ଓ୍ବାର୍ଡରେ ମାଆ ପାଖରେ ଶୋଇଥିଲା। ସୋମବାର ରାତିରେ ଏହି ଘଟଣା ଘଟିଛି। ଦୁଇଟି ବୁଲା କୁକୁର…
ଆଣବିକ ଅସ୍ତ୍ର ନିର୍ମାଣ ପାଇଁ ପ୍ରସ୍ତୁତ ହେଲାଣି ଇରାନ: ମିଳିତ ଜାତିସଂଘ ଏଜେନ୍ସି
ଭିୟନା,୧ ।୩: ମିଳିତ ଜାତିସଂଘର ପରମାଣୁ ପ୍ରହରି ଅନ୍ତରାଷ୍ଟ୍ରୀୟ ପରମାଣୁ ଶକ୍ତି ଏଜେନ୍ସି ତା’ର ଏକ ସଦ୍ୟତମ ରିପୋର୍ଟରେ ଦାବି କରିଛି, ଇରାନ ତା’ର ପରମାଣୁ ସମୃଦ୍ଧ କାରଖାନାରେ ୮୩.୭ ପ୍ରତିଶତ ଶୁଦ୍ଧତାକୁ ସମୃଦ୍ଧ ୟୁରାନିୟମ କଣିକା ବିକଶିତ କରିଛି ଏବଂ…
ଶହୀଦଙ୍କ ବାପାଙ୍କୁ ମାଡ଼ ମାରି ଗିରଫ କଲା ପୋଲିସ
ପାଟନା, ୧।୩: ୨୦୨୦ ଗଲଓ୍ବାନ ଶହୀଦ ଯବାନ ଜୟ କିଶୋରଙ୍କ ବାପାଙ୍କୁ ସୋମବାର ରାତିରେ ପୋଲିସ ଗିରଫ କରିନେଇଛି। ସରକାରୀ ଜାଗାରେ ଯବାନଙ୍କ ସ୍ମାରକୀ ହୋଇଥିବାବେଳେ ଯବାନଙ୍କ ବାପା ରାଜ କପୁର ସିଂ ଉକ୍ତ ଜାଗାକୁ ଜବରଦଖଲ କରି ରଖିଥିବା ଅଭିଯୋଗ…
ପାସ୍ପୋର୍ଟ ଚିରିଦେବାରୁ ଆମେରିକାରେ ଫସିଛନ୍ତି ୪୨ ଛାତ୍ରୀଛାତ୍ର
ଓ୍ବାଶିଂଟନ୍, ୧।୩: ହୋଟେଲ କର୍ତ୍ତୃପକ୍ଷ ଭୁଲବଶତଃ ଛାତ୍ରୀଛାତ୍ରଙ୍କ ପାସ୍ପୋର୍ଟ ଚିରିଦେବା ଯୋଗୁ ବ୍ରିଟେନର ୪୨ଜଣ ଆମେରିକାରେ ଫସି ରହିଛନ୍ତି। ବ୍ରିଟେନ୍ର ଓ୍ବାଲସାଲସ୍ଥିତ ବାର୍ବିକୋନ୍ ସ୍କୁଲର ୪୨ ଜଣ ଛାତ୍ରୀଛାତ୍ର ସ୍କି ଟ୍ରିପ୍ ପାଇଁ ନ୍ୟୁ ହାମ୍ପଶିରେ ଆସିଥିଲେ। ସେମାନେ ରହୁଥିବା ହୋଟେଲର…
ଉମେଶ ପାଲ୍ ହତ୍ୟା ପାଇଁ ଜେଲରୁ ହୋଇଥିଲା ଷଡ଼ଯନ୍ତ୍ର
ନୂଆଦିଲ୍ଲୀ, ୧।୩: ୨୦୦୫ରେ ବିଏସ୍ପି ବିଧାୟକ ରାଜୁ ପାଲ୍ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଥିବା ଉମେଶ ପାଲ୍ଙ୍କୁ ହତ୍ୟା କରିବା ପାଇଁ ଉତ୍ତରପ୍ରଦେଶର ବରେଲି ଜେଲରୁ ଯୋଜନା ପ୍ରସ୍ତୁତ ହୋଇଥିଲା। ମୁଖ୍ୟ ଷଡ଼ଯନ୍ତ୍ରକାରୀ ସଦାକତ୍ ଖାନ୍ଙ୍କ ହଷ୍ଟେଲରେ ଆକ୍ରମଣକାରୀମାନେ ଏକାଠି…
ହୋଲି ପୂର୍ବରୁ ଗ୍ରାହକଙ୍କୁ ଝଟକା, ଘରୋଇ ଏଲପିଜି ସିଲିଣ୍ଡର ହେଲା ମହଙ୍ଗା
ନୂଆଦିଲ୍ଲୀ,୧ ।୩: ମହଙ୍ଗା ହେଲା ଘରୋଇ ଏଳପିଜି ସିଲିଣ୍ଡର । ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି । ରାଜଧାନୀ ଦିଲ୍ଲୀରେ ବୁଧବାରଠାରୁ ଘରୋଇ ଏଲପିଜି ସିଲିଣ୍ଡରର ଦାମ ୧୧୦୩ ଟଙ୍କା ହୋଇଯାଇଛି । ପୂର୍ବରୁ ଏହାର ଦାମ ୧୦୫୩…
ଏମ୍ପିରେ ବଢୁଛି ଶିଶୁ ଯୌନ ଉତ୍ପୀଡ଼ନକାରୀଙ୍କ ସଂଖ୍ୟା
ଭୋପାଳ,୧।୩: ଆମେରିକାର ନ୍ୟାଶନାଲ ସେଣ୍ଟର ଫର୍ ମିସିଙ୍ଗ୍ ଆଣ୍ଡ୍ ଏକ୍ସପ୍ଲୋଏଟେଡ୍ ଚିଲ୍ଡ୍ରେନ୍ (ଏନ୍ସିଏମ୍ଇସି) ଏଜେନ୍ସି ପକ୍ଷରୁ କରାଯାଇଥିବା ସର୍ଭେରେ ମଧ୍ୟପ୍ରଦେଶରୁ ୩୦,୦୦୦ ଶିଶୁ ଯୌନ ଉତ୍ପୀଡ଼ନକାରୀଙ୍କୁ ଚିହ୍ନଟ କରାଯାଇଛି। ଏମାନେ ଶିଶୁ ଯୌନ ଉତ୍ପୀଡ଼ନ ସାମଗ୍ରୀ (ସିଏସ୍ଏଏମ୍), ପର୍ନୋଗ୍ରାଫି ଏବଂ ଅନ୍ଲାଇନ୍…
ବାପାଙ୍କୁ ହତ୍ୟା ପାଇଁ ୧ କୋଟିର ସୁପାରି
ବେଙ୍ଗାଲୁରୁ, ୧।୩: ବାପାଙ୍କ ହତ୍ୟା ଅଭିଯୋଗରେ ବେଙ୍ଗାଲୁରୁର ୩୨ ବର୍ଷୀୟ ଏମ୍. ମଣିକାନ୍ତଙ୍କୁ ପୋଲିସ ଗିରଫ କରିଛି। ଦୁଇ ଯୁବକଙ୍କୁ ୧ କୋଟିର ସୁପାରି ଦେଇ ମଣିକାନ୍ତ ସମ୍ପତ୍ତି ପାଇଁ ବାପା ନାରାୟଣ ସ୍ବାମୀଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି। ଘଟଣାରେ…
୨ ବର୍ଷର ଶିଶୁକୁ ବଳାତ୍କାର ପରେ ହତ୍ୟା
ସୁରାଟ,୧।୩: ଗୁଜରାଟର ସୁରାଟରେ ୨ ବର୍ଷର ଶିଶୁଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ବାପାଙ୍କ ବନ୍ଧୁ ଏ ପ୍ରକାର ଜଘନ୍ୟ କାଣ୍ଡ ଘଟାଇଥିବା ତଦନ୍ତରୁ ଜଣାପଡ଼ିଛି। ଫେରାର୍ ହେବାକୁ ଉଦ୍ୟମ କରୁଥିବା ଅଭିଯୁକ୍ତ ୟୁସୁଫ ସଲିମ ହାଜାରଙ୍କୁ…
୧୨୨ ବର୍ଷ ପରେ ସବୁଠାରୁ ଉତ୍ତପ୍ତ ରହିଲା ଫେବୃୟାରୀ
ନୂଆଦିଲ୍ଲୀ,୧ ।୩: ଚଳିତ ବର୍ଷ ମେ’ରେ ସବୁଠାରୁ ଅଧିକ ଗରମ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଏହାର ସାମାନ୍ୟ ଝଲକ ଦେଇଛି ଫେବୃୟାରୀ । ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗ କହିଛି ୧୨୨ ବର୍ଷ ପରେ…
ରୁଷିଆର ଗୁପ୍ତଚର ବିମାନ ଧ୍ୱସ୍ତ
ମସ୍କୋ/କିଭ୍,୧।୩: ବେଲାରୁଷରେ ଥିବା ରୁଷିଆର ଏକ ଏୟାରବେସ୍ରେ ଡ୍ରୋନ୍ ଆକ୍ରମଣ ହୋଇଛି। ଏଥିରେ ରୁଷୀୟ ସେନାର ଏକ ଗୁପ୍ତଚର ବିମାନ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଆକ୍ରମଣ ବେଳେ ବରଫ ସଫା କରିବାରେ ନିୟୋଜିତ କେତେକ ଯାନବାହନ ମଧ୍ୟ ନଷ୍ଟ ହୋଇଥିବା ଗଣମାଧ୍ୟମରେ ରିପୋର୍ଟ…
Archives


