Home

ମୂଳ ଭାରତୀୟ ଆମେରିକାରେ ଜିଲା ଜଜ୍‌…

ଓ୍ବାଶିଂଟନ,୨୮।୨ : ଆମେରିକାରେ ମୂଳ ଭାରତୀୟ ଶାମା ହାକିମ ମେସିୱାଲା ସର୍ବସମ୍ମତି କ୍ରମେ ଆମେରିକାର କାଲିଫର୍ନିଆରେ ଥିବା ଜିଲା ଅପିଲ କୋର୍ଟର ଆସୋସିଏଟ ଜଜ ଭାବରେ ନିଯୁକ୍ତ ହୋଇଛନ୍ତି। କାଲିଫର୍ନିଆର ଜୁଡିସିଆଲ କାଉନସିଲ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ କାଲିଫର୍ନିଆର…

ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଓ୍ବାରେଣ୍ଟ…

ଉସଲାମାବାଦ,୨୮।୨ : ଅର୍ଥ ହେରଫେର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଏକ ପାକିସ୍ତାନୀ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଅପରପକ୍ଷରେ ଅନ୍ୟ ଦୁଇଟି ମାମଲାରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ସମୟରେ…

ମହଙ୍ଗା ହେବ ଏୟାରଟେଲ୍‌ର ସମସ୍ତ ପ୍ଲାନ

ନୂଆଦିଲ୍ଲୀ,୨୮।୨: ଭାରତୀ ଏୟାରଟେଲ୍‌ ଚଳିତ ବର୍ଷ ନିଜର ଗ୍ରାହକଙ୍କୁ ବଡ ଝଟ୍‌କା ଦେବାକୁ ଯାଉଛି। ଭାରତରେ ଟେଲିକମ୍‌ କମ୍ପାନୀର ବିଭିନ୍ନ ପ୍ଲାନର ଦର ବଢ଼ାଇବାର ଆବଶ୍ୟକତା ଥିବା ଚେୟାରମ୍ୟାନ୍‌ ସୁନୀଲ ଭାରତୀ ମିତ୍ତଲ କହିଛନ୍ତି। ନିକଟ ଅତୀତରେ କମ୍ପାନୀ ବିପୁଳ ପୁଞ୍ଜି…

କେଜରିଓ୍ବାଲଙ୍କ କ୍ଷତି ପରିଚାଳନା ପ୍ରସ୍ତୁତି: ଦଳର ନିର୍ମଳ ଭାବମୂର୍ତ୍ତି ରକ୍ଷା ପାଇଁ ପଦକ୍ଷେପ…

ନୂଆଦିଲ୍ଲୀ,୨୮।୨ : ମଦ ଦୁର୍ନୀତିରେ ଧରାପଡିଥିବା ମନୀଷ ସିସୋଡିଆ ଦିଲ୍ଲୀ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ନଅ ମାସ ଧରି ତିହାର ଜେଲରେ ରହିଥିବା ଦିଲ୍ଲୀ ସରକାରଙ୍କ ଆଉ ଜଣେ ବଳିଷ୍ଠ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ…

ସୁପ୍ରିମକୋର୍ଟରୁ ବି ସିସୋଡିଆଙ୍କୁ ଝଟ୍‌କା, ମିଳିଲାନି ଜାମିନ

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ସିବିଆଇ ରିମାଣ୍ଡରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ଜାମିନ ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସିବିଆଇ ତଦନ୍ତ ତଥା ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସେ…

ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଇନ୍ଦୋର ଟେଷ୍ଟ, ହୋଇପାରେ ଏହି ୫ ରେକର୍ଡ

ନୂଆଦିଲ୍ଲୀ,୨୮।୨: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜରେ ୨-୦ରେ ଅଗ୍ରଣୀ ଥିବା ଟିମ୍‌ ଇଣ୍ଡିଆ ଲାଗି ତୃତୀୟ ଟେଷ୍ଟ ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ମାର୍ଚ୍ଚ ୧-୫ ମଧ୍ୟରେ ହେବାକୁ ଥିବା ଏହି ଟେଷ୍ଟକୁ ଜିତିବା ମାତ୍ରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲକୁ ଭାରତର…

ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ବି ଦିଅନ୍ତୁ ଇସ୍ତଫା: ଭାଜପା ଏମ୍‌ପି

ନୂଆଦଲ୍ଲୀ,୨୮।୨: ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗିରଫ ହେବା ପରେ ତାଙ୍କ ଅଡୁଆ ବଢ଼ିଛି। ମଙ୍ଗଳବାର ମନୀଷ ସିସୋଡିଆ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ…

କୋହଲିଙ୍କ ପରାମର୍ଶରେ ସହମତ ନୁହନ୍ତି ରୋହିତ, କହିଲେ…

ନୂଆଦିଲ୍ଲୀ,୨୮।୨: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଟେଷ୍ଟ କ୍ରିକେଟ ଭାରତର ୫ ସ୍ଥାନରେ ଖେଳାଯିବା ଉଚିତ ବୋଲି ଏକ ପରାମର୍ଶ ଦେଇଥିଲେ। ହେଲେ ଅଧିନାୟକ ରୋହିତ ଶର୍ମା ଏଥିରେ ସହମତ ନ ଥିବା…

ଇସ୍ତଫା ଦେଲେ ମନୀଷ ସିସୋଡିଆ-ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଡିଆ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସ୍ବୀକାର କରିଥିବା ଜଣାପଡ଼ିଛି। ବର୍ତ୍ତମାନ ମନୀଷ…

ତାତି ବୃଦ୍ଧି ସହିତ ବଢୁଛି ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା, ରାଜ୍ୟଙ୍କୁ ସତର୍କ ସୂଚନା ଜାରି କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୨୮।୨ : ପାଣିପାଗର ପରିବର୍ତ୍ତନ ସହିତ ତାପମାତ୍ରା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଥର ଫେବୃଆରୀରେ ତାପମାତ୍ରା ଅନେକ ରେକର୍ଡ ଭାଙ୍ଗିବା ଆରମ୍ଭ କରିଛି। ଯଦିଓ ସକାଳ ଏବଂ ସନ୍ଧ୍ୟାରେ ତାପମାତ୍ରା ହ୍ରାସ ପାଉଛି, କିନ୍ତୁ ଅପରାହ୍ନରେ…

ଦେଶକୁ ମିଳିବ ୧୧ତମ ବନ୍ଦେ ଭାରତ ଏକ୍ସପ୍ରେସ: ଏହି ରାଜ୍ୟର ଦୁଇଟି ସହରକୁ ଯୋଡ଼ିବ ହାଇ ସ୍ପିଡ୍‌ ଟ୍ରେନ୍‌

ଭୋପାଳ,୨୮।୨: ଦେଶକୁ ଖୁବ୍‌ଶୀଘ୍ର ୧୧ତମ ବନ୍ଦେ ଭାରତ ଟ୍ରେନ୍‌ ମିଳିବାକୁ ଯାଉଛି। ଏଥିପାଇଁ ମଧ୍ୟପ୍ରଦେଶବାସୀଙ୍କ ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କେବଳ ଟ୍ରେନ୍‌ ରେକରର ଅପେକ୍ଷା ଶେଷ ହେବା ପରେ ଏପ୍ରିଲରେ ମଧ୍ୟପ୍ରଦେଶରେ ପ୍ରଥମ ହାଇ ସ୍ପିଡ୍‌ ‘ବନ୍ଦେ ଭାରତ…

ଟିମ୍‌ ଇଣ୍ଡିଆ ପାଇଁ ଖୁସିଖବର: ଟି୨୦ ବିଶ୍ୱକପ୍‌ରେ ସିଧାସଳଖ ମିଳିଲା ଏଣ୍ଟ୍ରି

ନୂଆଦିଲ୍ଲୀ,୨୮।୨: ଭାରତୀୟ ମହିଳା କ୍ରିକେଟ ଦଳ ଏଥର ଟି -୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ଦଳ ଅଷ୍ଟ୍ରେଲିଆଠାରୁ ପରାଜିତ ହେବା ପରେ ବିଶ୍ୱକପ ଜିତିବାର ସ୍ବପ୍ନ ପୂରଣ କରିପାରିନାହିଁ। କିନ୍ତୁ ଦଳକୁ ସେମିଫାଇନାଲରେ ପ୍ରବେଶ କରିବାର ଲାଭ ମିଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri