ଏତିକି ଟଙ୍କାରେ ମିଳିବ ନାଜାଲ ଟିକା
ନୂଆଦିଲ୍ଲୀ,୨୭।୧୨: କରୋନାକୁ ନେଇ ଭାରତ ସରକାର ସତର୍କ ଅଛନ୍ତି। ଗତ ସପ୍ତାହରେ ସରକାର ଭାରତ ବାୟୋଟେକର ନାଜାଲ ଭାକ୍ସିନ ଇନକୋଭାକକୁ ଅନୁମୋଦନ କରିଥିଲେ। ଖୁବ ଶୀଘ୍ର ଏହି ଟିକା ବଜାରରେ ଉପଲବ୍ଧ ହେବ। ସୂଚନା ଅନୁଯାୟୀ ନାସାଲ ଭାକ୍ସିନ ମୂଲ୍ୟ ଏକ…
ହସ୍ପିଟାଲଗୁଡ଼ିକରେ ମକ୍ ଡ୍ରିଲ୍ ଆରମ୍ଭ: ସ୍ବାସ୍ଥ୍ୟମନ୍ତ୍ରୀ ନିଜେ କରୁଛନ୍ତି ସମୀକ୍ଷା
ନୂଆଦିଲ୍ଲୀ,୨୭ା୧୨:ଚାଇନା ସମେତ ବିଭିନ୍ନ ଦେଶରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାବେଳେ ଭାରତରେ ଏହାର ମୁକାବିଲା ଲାଗି ଜୋର୍ଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ମଙ୍ଗଳବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ହସ୍ପିଟାଲଗୁଡ଼ିକରେ…
୧୦୦ତମ ଟେଷ୍ଟରେ ଖାସ୍ ଉପଲବ୍ଧି ହାସଲ କଲେ ଓ୍ବାର୍ନର
ମେଲବୋର୍ନ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟରେ କଙ୍ଗାରୁ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନର ଏକ ବିଶେଷ ସଫଳତା ହାସଲ କରିଛନ୍ତି। ସେ ନିଜର ୧୦୦ତମ ଟେଷ୍ଟରେ ଏକ ଶତକ ହାସଲ କରିଛନ୍ତି। ସେ ଏହା କରିବାରେ ବିଶ୍ୱର…
ଭୁବନେଶ୍ୱରରେ ଭାରତୀୟ ହକି ଟିମ୍
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ହକି ବିଶ୍ବକପ ଖେଳିବା ପାଇଁ ମଙ୍ଗଳବାର ଭାରତୀୟ ହକି ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଟିମକୁ ଜୋରଦାର ସ୍ବାଗତ କରାଯାଇଛି। ସୂଚନାଯୋଗ୍ୟ, ଜାନୁଆରୀ ୧୩ ରୁ ୨୯ ତାରିଖ ଯାଏ ଭୁବନେଶ୍ବର ଓ…
‘ଦ୍ୱିତୀୟ ବୁଷ୍ଟର ଡୋଜ୍ ପାଇଁ ଦିଆଯାଉ ଅନୁମତି’
ନୂଆଦିଲ୍ଲୀ,୨୭।୧୨:କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ)ର ପ୍ରତିନିଧୀ, ବରିଷ୍ଠ ଡାକ୍ତର ଏବଂ ଜନସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ କୋଭିଡଙ୍କ ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା ପାଇଁ ଏକ ଭର୍ଚୁଆଲ ବୈଠକ କରିଛନ୍ତି। ବିଶେଷ କରି ଚାଇନା, ଜାପାନ, ଦକ୍ଷିଣ…
ପୁଣି ଏକ୍ସ-ଗର୍ଲଫ୍ରେଣ୍ଡଙ୍କ ପ୍ରେମରେ ପଡିଛନ୍ତି କି ସଲମାନ
ବଲିଉଡ ସୁପରଷ୍ଟାର ସଲମାନ ଖାନ ୫୭ ବର୍ଷରେ ପାଦ ଥାପିଛନ୍ତି। ସଲମାନଙ୍କ ଜନ୍ମଦିନ ଅବସରରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରାଯାଇଛି। ଏଥିରେ ବଲିଉଡର ସମସ୍ତ ଚଳଚ୍ଚିତ୍ର ତାରକା ଅଂଶଗ୍ରହଣ କରିଥିଲେ। ସଲମାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ସଙ୍ଗୀତା ବିଜଲାନି…
ଚାଇନାରେ କରୋନା ସ୍ଥିତି ଭୟଙ୍କର: ଝେଜିଆଙ୍ଗରେ ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ
ବେଜିଂ,୨୭।୧୨: ଚାଇନାରେ କରୋନା ସ୍ଥିତି ଭୟଙ୍କର ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ଝେଜିଆଙ୍ଗ ପ୍ରଦେଶରେ ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଝେଜିଆଙ୍ଗ ପ୍ରଦେଶ ହେଉଛି ଚାଇନାର ପ୍ରମୁଖ…
ଔଷଧ କମ୍ପାନୀରେ ଲାଗିଲା ନିଆଁ: ଚାଲିଗଲା ୪ ଜୀବନ
ହାଇଦ୍ରାବାଦ୍,୧୭।୧୨: ଆନ୍ଧ୍ରପ୍ରଦେଶର ଆନାକାପାଲରେ ଅବସ୍ଥିତ ଏକ ଫାର୍ମାସ୍ୟୁଟିକାଲ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରରଓ୍ବାଡା ଲୌରସ ଫାର୍ମା ଲ୍ୟାବ ଲିମିଟେଡ କମ୍ପାନୀର ଲାବୋରେଟୋରୀରେ ଏହି ଅଗ୍ନିକାଣ୍ଡ ଘଟିଛି। ପୋଲିସର…
ଜମି ରହୁଛି ବନ୍ୟାପାଣି, ଚାଷୀ କ୍ଷତିଗ୍ରସ୍ତ
ଯାଜପୁର ଅଫିସ/ପ୍ରୀତିପୁର (ଡି.ଏନ.ଏ.),୨୭ା୧୨:ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଞ୍ଚଳର ଅଧିକାଂଶ ଚାଷୀ ପ୍ରାୟ ପ୍ରତିବର୍ଷ ଛୋଟବଡ଼ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେଉଛନ୍ତି। ଏଥିଯୋଗୁ ଚାଷୀମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହ ପାରିବାରିକ ଅଶାନ୍ତି ବଢ଼ିବାରେ ଲାଗିଛି। ବନ୍ୟା ଜଳ ନିଷ୍କାସନର…
ଚିନାବାଦାମ ଚାଷୀଙ୍କୁ ବିହନ, କୃଷି ଯନ୍ତ୍ରପାତି ମିଳୁନି
ମହାକାଳପଡ଼ା,୨୭ା୧୨(ଡି.ଏନ.ଏ.):କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ହେଲେ କୃଷି ବିଭାଗର ଅନେକ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚତ୍ ପାରୁନି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି। ବିଭାଗୀୟ…
ଅଚଳ କରିଦେଲେ ଅନ୍ଲାଇନ୍ ଅଟୋ ଚାଳକ
ଭୁବନେଶ୍ୱର, ୨୭।୧୨(ବ୍ୟୁରୋ):ଘରୋଇ ଓଲା, ଉବର, ରାପିଡ଼ୋ ବାଇକ୍ ବିନା କମର୍ସିଆଲ ନମ୍ବର ପ୍ଲେଟ୍ରେ ଲୋକଙ୍କୁ ପରିବହନ କରୁଛି। ଅଧିକାଂଶ ବାଇକ୍ର ପରମିଟ୍, ଫିଟନେସ୍, ଇନ୍ସୁରାନ୍ସ, ଲାଇସେନ୍ସ ନାହିଁ। ଲୋକଙ୍କ ଜୀବନ ସହ ଖେଳଖେଳାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଏହାର…
ମାନସିକ ବିକାରଗ୍ରସ୍ତ ହେଉଛନ୍ତି ସ୍ବାବଲମ୍ବୀ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ):ସେମାନେ ବାସହୀନ ଓ ମାନସିକ ବିକାରଗ୍ରସ୍ତ। କିନ୍ତୁ ଟିକେ ସାହାଯ୍ୟ ସହାନୁଭୂତି ପାଇଲେ ସ୍ବାବଲମ୍ବୀ ହେବାର ଆଶା ସେମାନଙ୍କ ମନରେ ସୃଷ୍ଟି ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ବାସହୀନଙ୍କ ପାଇଁ ଉଦ୍ଦିଷ୍ଟ ଏକାମ୍ର ନୀଳୟରେ ଆରମ୍ଭ…
Archives


