ଆକ୍ସନ ମୁଡ୍ରେ ହିମନ୍ତ ସରକାର: ଆସାମରେ ବାଲ୍ୟ ବିବାହ ମାମଲାରେ ୧,୮୦୦ ଗିରଫ
ଗୁଆହାଟୀ,୩।୨: ଆସାମ ସରକାର ବାଲ୍ୟ ବିବାହ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ହିମନ୍ତ ସରକାର ଏହି କୁପ୍ରଥା ବିରୋଧରେ ଅଭିଯାନକୁ ଜୋରଦାର କରିଛନ୍ତି। ଶୁକ୍ରବାର ଆସାମ ପୋଲିସ ବାଲ୍ୟ ବିବାହ ମାମଲାରେ ୧୮୦୦ ଲୋକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଆସାମ…
ବିବିସି ଡକ୍ୟୁମେଣ୍ଟାରୀ ଉପରେ ରୋକକୁ ନେଇ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩ ।୨: ୨୦୦୨ ଗୁଜରାଟ ଦଙ୍ଗା ଉପରେ ନିର୍ମାଣ କରାଯାଇଥିବା ବିବିସି ଡକ୍ୟୁମେଣ୍ଟାରୀ ଉପରେ ରୋକ ଲଗାଇବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି । ଏହାସହ କୋର୍ଟ ସରକାରଙ୍କୁ ଡକ୍ୟୁମେଣ୍ଟାରୀକୁ ନେଇ କରାଯାଇଥିବା ଟୁଇଟକୁ ହଟାଇବାକୁ ନେଇ…
ଅଖିଳେଶଙ୍କ କାର୍କେଡରେ ବଡ଼ ଦୁର୍ଘଟଣା: ପଛକୁ ପଛ ପିଟି ହେଲା ୪ଗାଡ଼ି
ହର୍ଦ୍ଦୋଇ,୩।୨: ସାମାଜବାଦୀ ପାର୍ଟି(ଏସ୍ପି)ର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ହର୍ଦ୍ଦୋଇରେ ଅଖିଳେଶଙ୍କ କାର୍କେଡ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ଏକାସଙ୍ଗେ ୪ରୁ ଊର୍ଦ୍ଧ୍ୱ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏହି…
୯ ଦିନରେ ‘ପଠାନ’ ରୋଜଗାର କଲାଣି ଏତିକି କୋଟି
ମୁମ୍ବାଇ: କିଙ୍ଗ୍ଖାନ୍ ଶାହରୁଖଙ୍କ ‘ପଠାନ’ ସାରା ବିଶ୍ୱରେ ବେଶ୍ ଭଲ ରୋଜଗାର କରିଚାଲିଛି। ଏହି ଫିଲ୍ମଟି ଅମୀର ଖାନଙ୍କ ‘ଦଙ୍ଗଲ’ଙ୍କୁ ମଧ୍ୟ ଟପିଛି। ହଲ୍ ବାହାରେ ଲମ୍ବା ଧାଡ଼ିରେ ଦର୍ଶକ ଠିଆ ହୋଇରହୁଛନ୍ତି। ଆଗୁଆ ବୁକିଂ ପରେ ମଧ୍ୟ ଦର୍ଶକ ଫିଲ୍ମ…
କ୍ରିକେଟ୍କୁ ଅଲବିଦା କହିଲେ ଭାରତକୁ ବିଶ୍ୱକପ୍ ଜିତାଇଥିବା ବୋଲର୍
ନୂଆଦିଲ୍ଲୀ,୩।୨: ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଜିତାଇଥିବା ଦ୍ରୁତ ବୋଲର ଯୋଗୀନ୍ଦର ଶର୍ମା ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ନେଇଛନ୍ତି। ସେ ଶୁକ୍ରବାର ଟୁଇଟ୍ ଯୋଗେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୯ ବର୍ଷିୟ ଯୋଗୀନ୍ଦର ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ…
ହାଇଓ୍ବା-ଯାତ୍ରୀବାହୀ ବସ୍ ମୁହାଁମୁହିଁ: ୧୫ରୁ ଊର୍ଦ୍ଧ୍ୱ ଆହତ, ୫ ଗୁରୁତର
ବାରିପଦା ଅଫିସ,୩ା୨: ମୟୂରଭଞ୍ଜ ଜିଲା କରଞ୍ଜିଆ ସହରର ବାମନାଶାଳ ନିକଟସ୍ଥ ଗ୍ରୀଡ଼ ସବ୍ ଷ୍ଟେଶନ ସମ୍ମୁଖରେ ଶୁକ୍ରବାର ବାଲି ବୋଝେଇ ହାଇଓ୍ବା ସହ ‘କଲ୍ୟାଣୀ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବସ୍ରେ ଥିବା ଯାତ୍ରୀଙ୍କ…
‘ଅନ୍ୟକୁ ଦୋଷ ଦିଅ ନାହିଁ’
କାବୁଲ,୩ା୨: ପେଶଓ୍ବାର ମସ୍ଜିଦରେ ହୋଇଥିବା ବିସ୍ଫୋରଣ ପାଇଁ ପାକିସ୍ତାନ କ୍ରମାଗତ ଭାବେ ଆଫଗାନିସ୍ତାନକୁ ଦାୟୀ କରିଆସୁଛି। ଏହା ପରେ ତାଲିବାନ ପାକିସ୍ତାନ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦୀ ହତ୍ୟାକାଣ୍ଡରେ ପଡ଼ୋଶୀ ଆଫଗାନିସ୍ତାନକୁ ଦାୟୀ କରିବା ପରିବର୍ତ୍ତେ ତାଲିବାନର କାର୍ଯ୍ୟକାରୀ ବୈଦେଶିକ…
ଧନୀ ତାଲିକାର ଟପ୍-୨୦ରୁ ବାଦ୍ ପଡିଲେ ଆଦାନୀ
ନୂଆଦିଲ୍ଲୀ,୩।୨: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ହିଣ୍ଡେନବର୍ଗ ରିପୋର୍ଟ ସାର୍ବଜନୀନ ହେବା ପରଠାରୁ ଆଦାନୀଙ୍କ ନିଟ୍ ମୂଲ୍ୟ ହ୍ରାସ ପାଇଛି। କିଛି ଦିନ ପୂର୍ବରୁ ସେ ବିଶ୍ୱର ଧନୀ ତାଲିକାରେ ତିନି ନମ୍ବରରେ ଥିବା…
ଭାରତ ‘ଏ’ରୁ ରେଡ୍ ବଲ୍ରେ ସୁଯୋଗ ନ ପାଇବାର ଅବସୋସ
ଦୀର୍ଘ ୧୬ ବର୍ଷ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାପରେ ଘଟଣାବହୁଳ କ୍ୟାରିୟରର ଅନ୍ତ ଘଟାଇଛନ୍ତି ଦ୍ରୁତ ବୋଲର ବସନ୍ତ ମହାନ୍ତି । କ୍ରିକେଟକୁ କ୍ୟାରିୟର କରି ସେ ଅନେକ କିଛି ପାଇଛନ୍ତି। ମାତ୍ର ଭାରତ ‘ଏ’ ପକ୍ଷରୁ ରେଡ୍ ବଲ୍ରେ ସୁଯୋଗ…
ବିଜୟୀ ବସନ୍ତ
ବିଜୟରୁ କ୍ୟାରିୟର ଆରମ୍ଭ ଓ ଶେଷ । ଜଣେ ଖେଳାଳି ପ୍ରଥମ ଓ ଶେଷ ଉଇକେଟ । ୨୩ ଥର ୫ ଉଇକେଟ ସଫଳତା । ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପଡ଼ିଆରେ ରାଜୁତି ପରେ ବିରଳ ରେକର୍ଡ ସହ…
ବେପରୁଆ ଢଙ୍ଗରେ ଗାଡ଼ି ଚଲାଇବା ପୂର୍ବରୁ ଥରେ ଦେଖନ୍ତୁ ଏହି ଭିଡିଓ
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଦେଖିବାକୁ ମିଳୁଛି। ଏଥିରୁ କିଛି ଭିଡିଓ ଚିନ୍ତାଜନକ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆପଣ ନ ରାଗି ରହିପାରିବେନି। ଭାଇରାଲ ଭିଡିଓରେ ଜଣେ ଯୁବତୀ…
ପିଡି ଦାୟିତ୍ୱ ନେଲେ ନୀଳମାଧବ
ଛତ୍ରପୁର,୩ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଭାବେ ନୀଳମାଧବ ଭୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସିଥିଲେ। ସେ ୨୦୦୦…
Archives


