ରହସ୍ୟ ଘେରରେ ସରପଞ୍ଚ ଦୀପାଙ୍କ ମୃତ୍ୟୁ
ସାକ୍ଷୀଗୋପାଳ,୧୩।୩(ସ୍ବ.ପ୍ର.): ପୁରୀ ଜିଲା ନିମାପଡ଼ାର ଡେଲ୍ଟା ଛକରେ ସରପଞ୍ଚ ଦୀପା ବେହେରା(୩୨)ଙ୍କ ମୃତ୍ୟୁ ଘଟଣାକୁ ନେଇ ରହସ୍ୟ ବଢିବାରେ ଲାଗିଛି। ସଡ଼କ ଦୁର୍ଘଟଣାରେ ଦୀପାଙ୍କ ମୃତ୍ୟୁ ଘଟିଛି ନା ତାଙ୍କୁ ଯୋଜନାବଦ୍ଧ ଭାବେ ଗାଡ଼ି ଚଢ଼ାଇ ମାରିଦିଆଯାଇଛି ତାହା ଏବେ ସାଧାରଣରେ…
ଫିଫା କଂଗ୍ରେସରେ ଯୋଗଦେବେ ଅଭିଜିତ୍
ଭୁବନେଶ୍ୱର, ୧୩।୩ (କ୍ରୀଡ଼ା ପ୍ରତିନିଧି): ଫିଫା କଂଗ୍ରେସର ୭୩ତମ ସଂସ୍କରଣ ର୍ବାଣ୍ଡାର କିଗାଲିଠାରେ ଚଳିତ ମାସ ୧୬ ତାରିଖରେ ଅନୁଷ୍ଠିତ ହେବ। ସର୍ବଭାରତୀୟ ଫୁଟ୍ବଲ ଫେଡେରେଶନ (ଏଆଇଏଫ୍ଏଫ୍) କାର୍ଯ୍ୟକାରିଣୀ ସଦସ୍ୟ ତଥା ଡେଭେଲପ୍ମେଣ୍ଟ କମିଟି ଚେୟାରମ୍ୟାନ ଏବଂ ଫୁଟ୍ବଲ ଆସୋସିଏଶନ ଅଫ୍…
ବାପିଙ୍କୁ ସ୍ବର୍ଣ୍ଣ, ଓଡ଼ିଶାକୁ ୫ ପଦକ
ଭୁବନେଶ୍ୱର, ୧୩।୩ (କ୍ରୀଡ଼ା ପ୍ରତିନିଧି): କର୍ନାଟକର ଉଡୁପ୍ପିଠାରେ ଅନୁଷ୍ଠିତ ୧୮ତମ ଜାତୀୟ ୟୁଥ୍ (୧୮ ବର୍ଷରୁ କମ୍) ଆଥଲେଟିକ୍ ଚାମ୍ପିୟନଶିପ୍ର ଅନ୍ତିମ ଦିବସ ରବିବାର ଓଡ଼ିଶାକୁ ୩ ପଦକ ମିଳିଛି। ଫଳରେ ଓଡ଼ିଶାର ପଦକ ସଂଖ୍ୟା ମୋଟ୍ ୫ରେ ପହଞ୍ଚତ୍ଛି। ବାପି…
ନୋ ପାର୍କିଂ ଜୋନ୍ରେ ଗାଡ଼ି
ଭୁବନେଶ୍ୱର,୧୩।୩ (ବ୍ୟୁରୋ): ରାଜମହଲରୁ ଏଜି ଓ ଏଜିରୁ ରାଜମହଲ ଉଭୟ ରାସ୍ତାରେ ଯାନବାହାନ ପାର୍କିଂକୁ ବେଆଇନ୍ କରାଯାଇଛି। ଏଠାରେ ଗାଡ଼ି ପାର୍କିଂ ନ କରିବାକୁ ବିଏମ୍ସି ଓ ଟ୍ରାଫିକ ପୋଲିସ ପକ୍ଷରୁ ସଚେତନ କରାଯାଉଛି। ଏପରିକି ସେଠାରେ ନୋ ପାର୍କିଂଜୋନ୍ର ବୋର୍ଡ…
‘ସ୍ଥାୟୀ ସମାଧାନ ସନ୍ଧାନ ଦିଗରେ ପ୍ରତିବଦ୍ଧ’
ନୂଆଦିଲ୍ଲୀ,୧୩।୩: ଦ ନଜ୍ ସେଂଟର୍ ଫର୍ ସୋସିଆଲ ଇନୋଭେଶନ ଓ ଆଶୀର୍ବାଦ ପାଇପ୍ସ ପକ୍ଷରୁ ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ସହଭାଗିତାରେ ଆଶୀର୍ବାଦ ୱାଟର ଚ୍ୟାଲେଞ୍ଜର ୭ଜଣ ଫାଇନାଲିଷ୍ଟଙ୍କ ନାମ ନିକଟରେ ଘୋଷଣା କରାଯାଇଛି। ବିଶେଷ କରି ଶ୍ରେଷ୍ଠ…
ଏଚ୍ଏମ୍ଏସ୍ଆଇର ନୂତନ ମଡେଲ ଉନ୍ମୋଚିତ
ନୂଆଦିଲ୍ଲୀ,୧୩।୩: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା ‘ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ’ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ୨ଟି ଅତ୍ୟାଧୁନିକ ମଡେଲର ସର୍ବ ଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଓବିଡି ୨ବି ନିୟମ ପାଳନ କରୁଥିବା ୨୦୨୩…
ଆଜିଠୁ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ
ଭୁବନେଶ୍ୱର,୧୩।୩ (ବ୍ୟୁରୋ): ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ୨୦୨୩ ସୋମବାରଠାରୁ ୟୁନିଟ୍ -୧ ଆଦିବାସୀ ପଡ଼ିଆଠାରେ ଆରମ୍ଭ ହେବ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଅନୁସୂଚିଜ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ…
ଏଏସ୍ବିଏମ୍ ବିଶ୍ୱବିଦ୍ୟାଳୟରେ ଜାତୀୟ ଆଇନ୍ କର୍ମଶାଳା
ଭୁବନେଶ୍ୱର,୧୩।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଏଏସ୍ବିଏମ୍ ବିଶ୍ୱବିଦ୍ୟାଳୟରେ ‘ପରିବର୍ତ୍ତନଶୀଳ ଜଗତରେ ନ୍ୟାୟପାଳିକାର ଭୂମିକା’ ଶୀର୍ଷକ ବିଷୟବସ୍ତୁ ଉପରେ ପ୍ରଥମ ଜାତୀୟ ଆଇନ୍ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଅନଙ୍ଗ କୁମାର…
ନୂଆମୁଣ୍ଡି ଖଣିକୁ ୫-ଷ୍ଟାର ରେଟିଂ
ନୂଆଦିଲ୍ଲୀ,୧୩।୩: ଟାଟା ଷ୍ଟିଲକୁ ନିକଟରେ ଆଉ ଏକ ଜାତୀୟ ସମ୍ମାନ ଓ ସ୍ବୀକୃତି ମିଳିଥିବା ଜଣାପଡିଛି। ଏପରିକି କ୍ରମାଗତ ୭ମ ଥର ଲାଗି ଟାଟା ଷ୍ଟିଲର ନୂଆ ମୁଣ୍ଡି ଖଣିକୁ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍) ପକ୍ଷରୁ ୨୦୨୧-୨୨ ବର୍ଷ…
ଓସ୍କାରରେ ଭାରତକୁ ସଫଳତା: ବେଷ୍ଟ୍ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଆଓ୍ବାର୍ଡ ଜିତିଲା ‘ଦ ଏଲିଫ୍ୟାଣ୍ଟ ହ୍ବିସ୍ପର୍ସ’
ଓସ୍କାର ୨୦୨୩ରେ ଭାରତକୁ ସଫଳତା ମିଳିଛି। ‘ଦ ଏଲିଫ୍ୟାଣ୍ଟ ହ୍ବିସ୍ପର୍ସ’ ବେଷ୍ଟ୍ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଭାବେ ଓସ୍କାର ଜିତିଛି। ଯଦିଓ ଆରମ୍ଭରୁ ଶ୍ରେଷ୍ଠ ଫିଚର ଡକ୍ୟୁମେଣ୍ଟାରୀ ବର୍ଗରେ ‘ଅଲ ଦ୍ୟାଟ୍ ବ୍ରିଥ୍ସ’ ପୁରସ୍କାର ରେସ୍ରୁ ବାଦ୍ ପଡିଥିଲା କିନ୍ତୁ ‘ଦ…
ଫଣ୍ଡ୍ର ବ୍ରାଣ୍ଡ୍ ପରିଚୟ ବଦଳିବ
ନୂଆଦିଲ୍ଲୀ,୧୩।୩: ଆଇଡିଏଫସି ମ୍ୟୁଚୁଆଲ ଫଣ୍ଡର ନୂଆ ବ୍ରାଣ୍ଡ୍ ପରିଚୟ ବନ୍ଧନ ମ୍ୟୁଚୁଆଲ ଫଣ୍ଡ ୍ନାମରେ ନାମିତ ହେବାକୁ ଯାଉଛି ା ଏହା ଦ୍ୱାରା ଫଣ୍ଡ ହାଉସ ପକ୍ଷରୁ ପ୍ରତ୍ୟେକ ଯୋଜନାରେ ବ୍ୟବହାର ହେଉଥିବା ‘ଆଇଡିଏଫସି’ ଶବ୍ଦ ‘ବନ୍ଧନ’କୁ ପରିବର୍ତ୍ତନ ହୋଇଯିବ। ଏମ୍ସିର…
ନିବେଶକଙ୍କୁ ନିରାଶ କରୁଛି ବଜାର
ନୂଆଦିଲ୍ଲୀ,୧୩।୩ : ଗତ କିଛି ମାସ ହେବ ଭାରତୀୟ ଶେୟାର ବଜାରର ଫଳାଫଳ ନିବେଶକମାନଙ୍କୁ ନିରାଶ କରୁଛି। ଏପରିକି ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା କାରଣରୁ ଦଲାଲ ଷ୍ଟ୍ରିଟରେ ମାନ୍ଦାବସ୍ଥା ଜାରି ରହିଛି। ଯାହାର ପ୍ରଭାବ ଶେୟାର ବଜାର କାରବାରରେ ପ୍ରତିଫଳିତ…
Archives


