Home

ବୁଧବାର ଶେଷ ଏକ ଦିବସୀୟ: ସିରିଜ ଜିତିବା ଟିମ୍‌ ଇଣ୍ଡିଆର ଲକ୍ଷ୍ୟ…

ଚେନ୍ନାଇ,୨୧।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କର ବା ମର ସ୍ଥିତିରେ ଟିମ୍‌ ଇଣ୍ଡିଆ…

ଇମ୍ରାନଙ୍କୁ ଜାମିନ…

ଇସଲାମାବାଦ,୨୧।୩ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଲାହୋର ହାଇକୋର୍ଟ ତାଙ୍କୁ ଦୁଇଟି ଆତଙ୍କବାଦ ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଗତ ସପ୍ତାହରେ ଇସଲାମାବାଦର ନ୍ୟାୟିକ କମ୍ପ୍ଲେକ୍ସ ବାହାରେ ହିଂସା ଘଟଣାରେ ଆତଙ୍କବାଦ ସମେତ…

ଟେରର ଫଣ୍ଡିଂ ମାମଲାରେ ଆଉ ଜଣେ ଖବରଦାତାଙ୍କୁ ଗିରଫ କଲା ଏନ୍‌ଆଇଏ

ଶ୍ରୀନଗର,୨୧।୩: ଜମ୍ମୁ-କଶ୍ମୀରରେ ଟେରର ଫଣ୍ଡିଂ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ମଙ୍ଗଳବାର ସକାଳେ ଶ୍ରୀନଗରରେ ଆଉ ଜଣେ କଶ୍ମୀରୀ ଖବରଦାତାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଖବରଦାତା ଫ୍ରିଲାନ୍ସର୍‌ ଇରଫାନ ମେହରାଜ ବୋଲି ଜଣାପଡିଛି। ଦିଲ୍ଲୀର ଏନ୍‌ଆଇଏର ଏକ ସ୍ବତନ୍ତ୍ର…

ପିଏଫଆଇ ବିରୋଧରେ କେନ୍ଦ୍ରର ପ୍ରତିବନ୍ଧକ କାଏମ: ୟୁଏପିଏ ଟ୍ରିବ୍ୟୁନାଲ…

ନୂଆଦିଲ୍ଲୀ,୨୧।୩ : ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଟ୍ରିବ୍ୟୁନାଲ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଏବଂ ଏହାର ସହଯୋଗୀ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛି। ଜଷ୍ଟିସ ଦୀନେଶ କୁମାର ଶର୍ମା ମଙ୍ଗଳବାର କେନ୍ଦ୍ରର ପ୍ରତିବନ୍ଧକକୁ କାଏମ ରଖି ଏହି ରାୟ ଦେଇଛନ୍ତି।…

ମାଓବାଦୀ ହିଂସାରେ ୭୭ ପ୍ରତିଶତ ହ୍ରାସ…

ନୂଆଦିଲ୍ଲୀ,୨୧।୩ : ଗତ ଦଶନ୍ଧିରେ ନକ୍ସଲମାନଙ୍କ ଦ୍ୱାରା ହୋଇଥିବା ହିଂସା ୭୭ ପ୍ରତିଶତ ହ୍ରାସ ପାଇଥିବାବେଳେ ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୯୦ ପ୍ରତିଶତ ହ୍ରାସ ପାଇଛି। କେନ୍ଦ୍ର ସ୍ବରାଷ୍ଟରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦରେ କହିଛନ୍ତି…

ଏଚ୍‌୩ଏନ୍‌୨ ପରେ ଗୁରୁଗ୍ରାମରେ ଟାଇପ୍‌-ବି ଇନ୍‌ଫ୍ଲୁଏଞ୍ଜାର ୨ମାମଲା ଚିହ୍ନଟ

ନୂଆଦିଲ୍ଲୀ,୨୧।୩: ଗୁରୁଗ୍ରାମରେ ସୋମବାର ଟାଇପ-ବି ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ର ୨ଟି ମାମଲା ସାମ୍ନାକୁ ଆସିଛି। ଏଥିରେ ଜଣେ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି, ଯାହାର ବୟସ ୩୨ବର୍ଷ ବୋଲି ଜଣାପଡ଼ିଛି। ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ, ବର୍ତ୍ତମାନ ସେମାନେ ହୋମ୍‌ ଆଇସୋଲେଶନ୍‌ରେ ଅଛନ୍ତି।…

ମାର୍ଚ୍ଚ ୨୪ରେ ସିସୋଡିଆଙ୍କ ଜାମିନ ଆବେଦନର ପୁଣି ହେବ ଶୁଣାଣି

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀର ମଦ ନୀତିରେ ହୋଇଥିବା ଦୁର୍ନୀତିର ତଦନ୍ତ ଚାଲିଛି। ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ପ୍ରଥମେ ସିବିଆଇ ଗିରଫ କରିଥିଲା ଏବଂ ପରେ ତାଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଥିଲା। ସିବିଆଇ ଗିରଫ ମାମଲାରେ ରୌଜ…

ଖଲିସ୍ତାନ ସମର୍ଥକ ଅମୃତପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ଼,୨୧।୩: ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂ ଏବଂ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଇତିମଧ୍ୟରେ ପଞ୍ଜାବ ସରକାର ଅମୃତପାଲଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ(ଏନ୍‌ଏସ୍‌ଏ) ଲଗାଇଛନ୍ତି ବୋଲି ହାଇକୋର୍ଟଙ୍କୁ କହିଛନ୍ତି। ମଙ୍ଗଳବାର ଜଣେ ଓକିଲ ଏହି ବିଷୟରେ…

ଆଇପିଏଲ-୨୦୨୩ରେ ଶୁଣିବାକୁ ମିଳିବ ଇଂଲିଶ-ହିନ୍ଦୀ-ତେଲୁଗୁ-କନ୍ନଡ଼ ଭାଷାରେ କମେଣ୍ଟ୍ରି…

କୋଲକାତା,୨୧।୩ : ଷ୍ଟାର୍‌ ସ୍ପୋର୍ଟସ ଆଇପିଏଲ-୨୦୨୩ ପାଇଁ କମେଣ୍ଟେଟର୍ସଙ୍କ ନାମ ଘୋଷଣା କରିଛି। ୩୧ ମାର୍ଚ୍ଚରୁ ଆଇପିଏଲ ଆରମ୍ଭ ହେଉଛି। ଏଥିପାଇଁ ବିସିସିଆଇ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଆଇପିଏଲ ଦଳ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଭାରତରେ ପଡିଆ ମଧ୍ୟ ପ୍ରସ୍ତୁତିର…

ସକ୍ରିୟ ମାମଲା ୭ ହଜାର ମୁହାଁ…

ନୂଆଦିଲ୍ଲୀ, ୨୧।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…

ଏଏପିକୁ ଜାତୀୟ ମାନ୍ୟତା: ଦିଲ୍ଲୀ-ପଞ୍ଜାବରେ ସରକାର…

ନୂଆଦିଲ୍ଲୀ,୨୧।୩ : ବର୍ତ୍ତମାନ ଅନୁମାନ କରାଯାଉଛି ଗୁଜରାଟର ଫଳାଫଳ ପରେ ଆମ ଆଦମୀ ପାର୍ଟି ଜାତୀୟ ଦଳର ମାନ୍ୟତା ପାଇଁ ଥିବା ସର୍ତ୍ତ ପୂରଣ କରିଛି। ଯେଉଁ ଦଳ ଧାର୍ଯ୍ୟ ସର୍ତ୍ତଗୁଡିକ ମଧ୍ୟରୁ ଗୋଟିଏ ମଧ୍ୟ ପୂରଣ କରେ, ସେ ଏକ…

ପ୍ରଥମେ ଲୁଟ କର-ପରେ ନିର୍ଦ୍ଦୋଷରେ ଖଲାସ, ଏହା କେନ୍ଦ୍ର ସରକାରଙ୍କ ମଡେଲ: କଂଗ୍ରେସ…

ନୂଆଦିଲ୍ଲୀ,୨୧।୩ : ବିରୋଧୀଦଳର ନେତାଙ୍କ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ସେଣ୍ଟ୍ରାଲ ଇନଭେଷ୍ଟିଗେଶନ ବ୍ୟୁରୋ (ସିବିଆଇ) ବ୍ୟବହାର କରାଯାଉଥିବା ବେଳେ ମେହୁଲ ଚୋକସିଙ୍କ ନାମ ଇଣ୍ଟରପୋଲର ରେଡ କର୍ଣ୍ଣର ନୋଟିସରୁ ହଟାଯିବା ଅତ୍ୟନ୍ତ ଦୁର୍ଭଗା ଜନକ ବୋଲି କଂଗ୍ରେସ ମଙ୍ଗଳବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri