ଉତ୍ତାପ ସୂଚକାଙ୍କ ଲଞ୍ଚ୍ କଲା ଆଇଏମ୍ଡି, ରଙ୍ଗରୁ ଜଣାପଡ଼ିବ ତାପମାତ୍ରା
ନୂଆଦିଲ୍ଲୀ,୩୦ା୪: ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଉତ୍ତାପ ସୂଚକାଙ୍କ ଲଞ୍ଚ୍ କରାଯାଇଛି। ଏହି ସୂଚକାଙ୍କ ତାପମାତ୍ରା ପରିବର୍ତ୍ତନ ସହିତ ବାୟୁରେ ଥିବା ଆର୍ଦ୍ରତାକୁ ମଧ୍ୟ ବିଚାରକୁ ନେଇଥାଏ। ଆଇଏମ୍ଡି ମୁଖ୍ୟ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଉତ୍ତାପ ସୂଚକାଙ୍କ ତାପମାତ୍ରା ପରିସରକୁ ଦର୍ଶାଉଛି।…
ଭାରତର ଆଥଲେଟ ଝିଅଙ୍କୁ କାହିଁକି ଭାଜପା ଶିକାରୀଙ୍କଠାରୁ ରକ୍ଷା କରାଯାଇ ପାରିବ ନାହିଁ: ମହୁଆ ମୈତ୍ର
ନୂଆଦିଲ୍ଲୀ, ୩୦।୪: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ଉପରେ ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ କରିଥିବା ନେଇ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ କରୁଛନ୍ତି। ତେବେ ଏହା ଉପରେ ଟିଏମସି ସାଂସଦ ମହୁଆ ମୈତ୍ର ମୋଦିଙ୍କୁ ଟାର୍ଗେଟ…
ବାହୁବଳୀ ଶିଶୁ, ବୟସ ତୁଳନାରେ ଓଜନ ଜାଣିଲେ…
ଶିଶୁ ଜନ୍ମ ସମୟରେ ସେମାନଙ୍କର ଓଜନ କେତେ ରହିବା କଥା ତାହା ଜାଣିବା ନିହାତି ଗୁରୁତ୍ୱପୂର୍ଣ୍ଣ। ଅନେକ ଥର ଦେଖାଯାଇଛି ଯେ, ପିଲାମାନଙ୍କର ଓଜନ କମ୍ ଥିଲେ ସେମାନେ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ବେଳେବେଳେ ଦେଖାଯାଏ ଶିଶୁର ଓଜନ ବହୁତ…
ପୁଟିନଙ୍କ ବିରୋଧରେ ହୋଇପାରେ ‘ସେନା ବିଦ୍ରୋହ’? ରୁଷିଆ କମାଣ୍ଡର ଦେଲେ ଚେତାବନୀ
ମସ୍କୋ,୩୦।୪: ରୁଷିଆର କମାଣ୍ଡର ଇଗୋର ଗିରକିନ ଚେତାବନୀ ଦେଇଛନ୍ତି କି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ‘ସେନା ବିଦ୍ରୋହ’ ହୋଇପାାର। ଆଉ ଏହି ବିଦ୍ରୋହ ଓ୍ବାଗନର ଗ୍ରୁପ କରିପାରନ୍ତି। ସୂଚନାଯୋଗ୍ୟ, ରୁଷିଆର ପ୍ରାଇଭେଟ ଆର୍ମି ଓ୍ବାଗନର ଗ୍ରୁପର ମୁଖ୍ୟ ୟେଭେଗେନି…
ମୋ ଜୀବନର ସୁଖଦୁଃଖ ସବୁ ମହାପ୍ରଭୁଙ୍କର ଆଶିଷ: ଡ. ଅଭିମନ୍ୟୁ ଜେନା
ଦୀର୍ଘ ୫ ଦଶନ୍ଧି ଧରି ତାଙ୍କର ସାହିତ୍ୟ ସାଧନା ଜାରି ରହିଛି। ସାହିତ୍ୟର ବିଭିନ୍ନ ଦିଗରେ ସେ କଲମ ଚାଳନା କରି ରଚନା କରିଛନ୍ତି ଏକାଧିକ ପୁସ୍ତକ। ଏକାଧାରରେ ସେ ଜଣେ ମଞ୍ଚକଳାକାର, କବି, ଗାଳ୍ପିକ, ନାଟ୍ୟକାର, ନିର୍ଦ୍ଦେଶକ, ଶିକ୍ଷାବିତ୍, ସମାଲୋଚକ,…
ଉତ୍ତେଜନାମୂଳକ କାର୍ଯ୍ୟ ବନ୍ଦ କରିବାକୁ ଚାଇନାକୁ କହିଲା ଆମେରିକା
ଓ୍ବାଶିଂଟନ,୩୦ା୪: ଦକ୍ଷିଣ ଚାଇନା ସାଗରରେ ଉତ୍ତେଜନାମୂଳକ ତଥା ଅସୁରକ୍ଷିତ ଆଚରଣ ବନ୍ଦ କରିବାକୁ ଆମେରିକା ଚାଇନାକୁ ଆହ୍ବାନ କରିଛି। ସ୍ବରାଷ୍ଟ୍ର ବିଭାଗ ଏକ ବିବୃତ୍ତିରେ କହିଛି ଯେ, ‘ଆମେ ଚାଇନାକୁ ଏହାର ଉତ୍ତେଜକ ତଥା ଅସୁରକ୍ଷିତ ଆଚରଣରୁ ନିବୃତ୍ତ ହେବାକୁ ଆହ୍ବାନ…
ସମର୍ ସ୍କାର୍ଫ
* ପୋଲ୍କା ଡଟ୍ ସମର୍ ସ୍କାର୍ଫ: ପୋଲ୍କା ଡଟ୍ ପ୍ରିଣ୍ଟ କେବେ ବି ଆଉଟ୍ ଅଫ୍ ଫ୍ୟାଶନ୍ ହୁଏ ନାହିଁ। ଖାସ୍କରି ଏହି ପ୍ରିଣ୍ଟର ସମର୍ ସ୍କାର୍ଫ ବି ଯୁବତୀଙ୍କର ଖୁବ୍ ପ୍ରିୟ ହୋଇଥାଏ। ଖରାରେ ବାହାରକୁ କୁଆଡ଼େ ଗଲାବେଳେ ଏହାକୁ…
‘ମନ କି ବାତ’ର ୧୦୦ ତମ ଏପିସୋଡ ପ୍ରସାରଣ ପୂର୍ବରୁ ମୋଦି କହିଲେ, ସତରେ ବହୁତ ନିଆରା ଥିଲା ଯାତ୍ରା
ନୂଆଦିଲ୍ଲୀ,୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ତମ ଏପିସୋଡ ରବିବାର ଅର୍ଥାତ୍ ୩୦ ଏପ୍ରିଲରେ ପ୍ରସାରଣ କରାଯିବ। ଏହି ଦିନକୁ ଐତିହାସିକ କରିବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ଜୋରଦାର ପ୍ରସ୍ତୁତ କରିଛି। ପ୍ରଧାନମନ୍ତ୍ରୀ ମୋଦି ୧୦୦…
କେଉଁ ଅଙ୍ଗର କଳାଜାଇ କେତେ ଶୁଭ
କଳାଜାଇକୁ ବ୍ୟୁଟି ସ୍ପଟ୍ ବୋଲି ବି କୁହାଯାଏ। ଏହା ମଧ୍ୟ ଅନେକ ସମୟରେ ଆମକୁ ଶୁଭ, ଅଶୁଭର ସୂଚନା ଦେଇଥାଏ। ତେବେ ଶରୀରର କେଉଁ ଅଙ୍ଗରେ କଳାଜାଇ ଥିଲେ କି ସୂଚନା ମିଳେ ଜାଣନ୍ତୁ ସେ ସମ୍ପର୍କରେ… *ନାକରେ କଳାଜାଇ ଥିବା…
ସୌଭାଗ୍ୟ ଆଣେ ବାମ୍ବୋପ୍ଲାଣ୍ଟ
ବାସ୍ତୁଶାସ୍ତ୍ର ଅନୁଯାୟୀ, ବାମ୍ବୋ ପ୍ଲାଣ୍ଟ ହେଉଛି ଭାଗ୍ୟଶାଳୀ ତଥା ଶୁଭଫଳ ପ୍ରଦାନକାରୀ ଏକ ପ୍ରକାର ଗଛ। ଏହାକୁ ଘରେ ହେଉ ଅବା କର୍ମକ୍ଷେତ୍ରରେ ରଖିଲେ ଭାଗ୍ୟୋଦୟ ହେବା ସହ ବୈଭବ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କେବଳ ସେତିକି ନୁହେଁ,…
ଶ୍ରମ ହିଁ ସାହାରା
ତାଙ୍କ ପାଖରେ ନାହିଁ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ବା କୌଣସି ଚାକିରି। କିନ୍ତୁ ପରିବାର ପ୍ରତିପୋଷଣ ପାଇଁ ଏମାନେ ଅଣ୍ଟା ଭିଡ଼ିଛନ୍ତି। ଘରର ପୁରୁଷମାନେ ଯେ କେବଳ ଘରର ଦାୟିତ୍ୱ ନେବେ ସେ କଥାକୁ ବି ଭୁଲ ପ୍ରମାଣିତ କରିଛନ୍ତି। ଶ୍ରମକୁ…
୯ ରନରେ ଜିତିଲା ଏସଆରଏଚ, ପୁଣି ହାରିଲା ଡିସି…
ନୂଆଦିଲ୍ଲୀ,୨୯।୪ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୪୦ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ସନରାଇ ଜର୍ସ ହାଇଦ୍ରାବାଦ(ଏସଆରଏଚ) ୯ ରନରେ ବିଜୟ ହାସଲ କରିଛି। ଡିସି ପୁଣି ହାରିଛି। ମୂଳରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଡିସି…

