ପ୍ରଧାନମନ୍ତ୍ରୀଙ୍କୁ ବିବାହ କାର୍ଡ ଦେଲେ ଓଓ୍ବାଇଓ ପ୍ରତିଷ୍ଠାତା…
ନୂଆଦିଲ୍ଲୀ,୨୦।୨ : ସଫ୍ଟବ୍ୟାଙ୍କ ସମର୍ଥିତ ଓଓ୍ବାଇଓ ର ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବିବାହକୁ ନିମନ୍ତ୍ରଣ କରିବା ପାଇଁ ଭେଟି ବିବାହ କାର୍ଡ ଦେଇଛନ୍ତି। ଏହି ସାକ୍ଷାତ ସମୟରେ ତାଙ୍କ ମା ଏବଂ ପ୍ରେମିକା…
୪.୫୦ କି.ମି. ପାଇଁ ଖର୍ଚ୍ଚ ହେବ ୯. ୮୧ କୋଟି
ପରଜଙ୍ଗ,୨୦।୨(ଡି.ଏନ୍.ଏ.)ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ୫୩ନଂ. ଜାତୀୟ ରାଜପଥର ବାରିହାପୁର ବାଇପାସଠାରୁ ବଜାର ଦେଇ ହାତୀଲୁଚାଣି ବାଇପାସ୍କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ନବୀକରଣ ହେବ। ୪ କି.ମି. ୫୦ ମିଟର ଦୀର୍ଘ ଏହି ରାସ୍ତା ନିର୍ମାଣରେ ଖର୍ଚ୍ଚ ହେବ…
ଅଙ୍ଗୁଳିରେ କରିଛନ୍ତି ଆୟତ୍ତ
ଢେଙ୍କାନାଳ ଅଫିସ,୨୦।୨(ରତନ ନାୟାର): କାହା ପାଇଁ ବଜରଙ୍ଗୀ ତ କାହା ପାଇଁ ବିରାଜ। ପୁଣି କିଏ ଶ୍ରଦ୍ଧାରେ ଡାକନ୍ତି ଗୋବିନ୍ଦ। ନଁା ଅଲଗା, ହେଲେ ପରିଚୟ ଗୋଟିଏ। ଏବେ ସେଥିରେ ଯୋଡ଼ିହୋଇଛି କୁନି ମୃଦଙ୍ଗ ବାଦକର ସୁନାମ। ଖେଳିବୁଲିବା ବୟସରେ ପାରମ୍ପରିକ…
ଆଫ୍ରିକୀୟ ୟୁନିଅନ ଇସ୍ରାଏଲର ପର୍ଯ୍ୟବେକ୍ଷକ ମାନ୍ୟତାକୁ ରଦ୍ଦ କଲା…
ଆଦିସ ଆବା,୨୦।୨ : ଆଫ୍ରିକୀୟ ୟୁନିଅନ ଇସ୍ରାଏଲର ପର୍ଯ୍ୟବେକ୍ଷକ ମାନ୍ୟତା ରଦ୍ଦ କରିଛି। ଯାହା ପରେ ଇସ୍ରାଏଲକୁ ଆଫ୍ରିକୀୟ ୟୁନିଅନ ବୈଠକକୁ ନିମନ୍ତ୍ରଣ କରାଯାଇ ନାହିଁ। ଏଥି ସହିତ ଆଫ୍ରିକୀୟ ୟୁନିଅନର ଏହି ନିଷ୍ପତ୍ତିରେ କ୍ରୋଧିତ ହୋଇ ଇସ୍ରାଏଲ ଇରାନ ବିରୁଦ୍ଧରେ…
ମହିଳାଙ୍କୁ ସ୍ବାବଲମ୍ବୀ କରିଛି ଛତୁଚାଷ
ଯୋଡ଼ା,୨୦ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅଞ୍ଚଳରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ) ସହାୟତାରେ ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି। ମହିଳାମାନେ ଛତୁଚାଷ କରି ଆତ୍ମନିର୍ଭର ହେବା ସହ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ସହାୟ ହୋଇଛନ୍ତି। ଟିଏସ୍ଏଫ ପକ୍ଷରୁ ସେମାନଙ୍କୁ…
ଖରାଦିନ ଆରମ୍ଭରୁ ଜଳକଷ୍ଟ
ଜଳେଶ୍ୱର,୨୦ା୨(ଡି.ଏନ.ଏ.): ଦୀର୍ଘଦିନ ହେଲା ବର୍ଷା ହୋଇ ନ ଥିବାରୁ ଭୂତଳ ଜଳସ୍ତର ତଳକୁ ତଳକୁ ଖସି ଖସିଯାଉଛି। ପୁଣି ରବି ଋତୁରେ ବ୍ୟାପକ ଧାନଚାଷ ହୋଇଥିବାରୁ ଭୂତଳ ଜଳର ମାତ୍ରାଧିକ ବ୍ୟବହାର ହେଉଛି। ଆସନ୍ତା ଦିନରେ ବର୍ଷା ନ ହେଲେ ପରିସ୍ଥିତି…
ଆମେରିକାର ଆକାଶରେ ପୁଣି ଗୁପ୍ତଚର ବେଲୁନ…
ଓ୍ବାଶିଂଟନ,୨୦।୨ : ଆମେରିକାର ଆକାଶରେ ପୁଣି ଥରେ ଏକ ଗୁପ୍ତଚର ବେଲୁନ ଦେଖାଦେଇଛି। ଖବର ଅନୁଯାୟୀ, ଏହି ବେଲୁନ ହାୱାଇ ରାଜ୍ୟର ହନୋଲୁଲୁ ପ୍ରଦେଶର ପୂର୍ବ ଅଞ୍ଚଳରେ ଦେଖିବାକୁ ମିଳିଛି। ଉଲ୍ଲେଖନୀୟ କଥା ହେଉଛି, ଯେଉଁଠାରେ ଏହି ବିଶାଳ ବେଲୁନ ଦେଖାଯାଇଛି,…
ପଦ୍ମପୁରରେ ଘୋଷଣା, କେନ୍ଦୁଝରରେ ତାତି
କେନ୍ଦୁଝର,୨୦ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପଦ୍ମପୁର ଗସ୍ତରେ ଯାଇ ବର୍ଷକ ମଧ୍ୟରେ ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ ବୋଲି ଘୋଷଣା କରିବା ପରେ କେନ୍ଦୁଝର ଜିଲାରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦୁଝର ଜିଲା ରାଜ୍ୟର ଏକ…
ଅପହରଣ ମାମଲାରେ ନାବାଳିକା ସହ ୪ ଯୁବକଙ୍କୁ ନେଲା ପଶ୍ଚିମବଙ୍ଗ ପୋଲିସ
ଭୁବନେଶ୍ୱର,୨୦।୨(ବ୍ୟୁରୋ): ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରେ ଥିବା ଏକ ନମ୍ବର ବିହୀନ କାର୍ରୁ ଜଣେ ନାବାଳିକାଙ୍କ ସହ ୪ ଯୁବକଙ୍କୁ ଶନିବାର ମଞ୍ଚେଶ୍ୱର ଥାନା ପୋଲିସ ଧରିଥିଲା। ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବାବେଳେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।…
କରୋନା ମହାମାରୀ ଆଉ ନ ଆସୁ: ୧୩୦୦ କିଲୋମିଟର ପଦଯାତ୍ରାରେ ଦକ୍ଷିଣ କୋରିଆ ବୌଦ୍ଧ ଭିକ୍ଷୁ…
ଔରଙ୍ଗାବାଦ,୨୦।୨ : ଦକ୍ଷିଣ କୋରିଆର ୧୦୮ ଜଣ ବୌଦ୍ଧ ଭିକ୍ଷୁଙ୍କ ଏକ ଦଳ ତାଙ୍କ ଜୀବନ କାଳରେ ବୁଦ୍ଧଙ୍କ ପଦଚିହ୍ନ ଖୋଜିବାକୁ ବାହାରିଛନ୍ତି। ମହାତ୍ମା ବୁଦ୍ଧଙ୍କ ସହସ୍ର ବର୍ଷର ଅସ୍ଥି କଳସ ସହିତ ସେମାନେ ରଫିଗଞ୍ଜରେ ପହଞ୍ଚିଛନ୍ତି। ଏହି ପଦଯାତ୍ରା ଫେବୃଆରୀ…
ରାଜଧାନୀରେ ହାତୀଦାନ୍ତ ର଼୍ୟାକେଟ୍
ଭୁବନେଶ୍ୱର,୨୦।୨(ବ୍ୟୁରୋ): ଭୁବନେଶ୍ୱରରେ ହାତୀଦାନ୍ତ ର଼୍ୟାକେଟ ଧରାପଡିଛି। ସୈନିକ ସ୍କୁଲ ଛକ ନିକଟରେ ଡିଲ୍ବେଳେ ମୈତ୍ରୀବିହାର ଥାନା ପୋଲିସ ରବିବାର ସାରେ ଚଢ଼ାଉ କରି ୨ ବନ୍ୟଜନ୍ତୁ ଚାଲାଣକାରୀଙ୍କୁ ଧରିଛି। ସେମାନଙ୍କଠୁ ପ୍ରାୟ ୩ କେଜି ଓଜନର ଏକ ହାତୀ ଦାନ୍ତ ଜବତ…
ଗୋଚର ଜମି ଜବରଦଖଲ: ସଙ୍କଟରେ ପ୍ରାଣୀ ସମ୍ପଦ
କଣାସ,୨୦।୨(ସ୍ବ.ପ୍ର.): ପୁରୀ ଜିଲା ଚିଲିକା ଉପକୂଳରେ ଅବସ୍ଥିତ କଣାସ ବ୍ଲକରେ ଗୋଚରଜମି ଜବରଦଖଲ ହୋଇଥିବାବେଳେ ପଶୁଙ୍କ ପାଇଁ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଫଳରେ ବ୍ଲକରେ ଦିନକୁ ଦିନ ପ୍ରାଣୀଙ୍କ ମୃତ୍ୟୁ ଘଟୁଛି ଏବଂ ପ୍ରାଣୀ ସମ୍ପଦ…
Archives


