ଗୁଜରାଟର ପୂର୍ବତନ ରାଜ୍ୟପାଳ ଓପି କୋହଲିଙ୍କ ପରଲୋକ
ଅହମଦାବାଦ,୨୦।୨: ଗୁଜରାଟର ପୂର୍ବତନ ରାଜ୍ୟପାଳ ତଥା ଭାଜପାର ବରିଷ୍ଠ ନେତା ଓମ୍ ପ୍ରକାଶ କୋହଲିଙ୍କ ସୋମବାର ପରଲୋକ ଘଟିଛି। ୮୭ବର୍ଷରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ କିଛି ଦିନରୁ ସେ ରୋଗାଗ୍ରସ୍ତ ଥିଲେ। ନୋଏଡାର ଏକ ହସ୍ପିଟାଲରେ ତାଙ୍କର…
୪ ଜଣଙ୍କୁ ଦଳିଦେଲା ହାତୀ
ରାଞ୍ଚି,୨୦।୨: ଗୋଠରୁ ଅଲଗା ହୋଇଯାଇଥିବା ଏକ ବଣୁଆ ହାତୀ ଝାଡ଼ଖଣ୍ଡର ଲୋହାରଡାଗା ଜିଲାରେ ୧୨ଘଣ୍ଟା ମଧ୍ୟରେ ୪ଜଣଙ୍କୁ ଦଳି ମାରିଦେଇଛି। ମୃତକମାନେ ହେଲେ ଝାଲୋ ଓରାଂ(୨୮), ନେହା ଦେବୀ(୨୦), ଲାଲ୍ମୋହନ ମାହାତୋ(୬୫) ଏବଂ ମୁନିୟା ଦେବୀ। ରବିବାର ସନ୍ଧ୍ୟାରେ ହାତୀଟି ମାସିୟାତୁ…
ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନ ଲଣ୍ଡନକୁ ଡାଇଭର୍ଟ
ଲଣ୍ଡନ,୨୦।୨: ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନ (ଏଆଇ-୧୦୨)ସୋମବାର ଲଣ୍ଡନରେ ଜରୁରୀ ଅବତରଣ କରିଛି। ମେଡିକାଲ ଜରୁରୀକାଳୀନ ପରିସ୍ଥିତି ଯୋଗୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଏୟାର ଇଣ୍ଡିଆର ଜଣେ ଅଧିକାରୀ ନ୍ୟୁଜ ଏଜେନ୍ସିକୁ ସୂଚନା ଦେଇ କହିଛନ୍ତି, ବିମାନରେ ମେଡିକାଲ ଜରୁରୀକାଳୀନ ପରିସ୍ଥିତି…
ବି.ଭି.ଆର ସୁବ୍ରମଣ୍ୟମ ନୀତି ଆୟୋଗର ନୂଆ ସିଇଓ
ନୂଆଦିଲ୍ଲୀ,୨୦।୨: ପୂର୍ବତନ ଆଇଏଏସ୍ ଅଧିକାରୀ ବି.ଭି.ଆର ସୁବ୍ରମଣ୍ୟମଙ୍କୁ ସୋମବାର ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି। ସୁବ୍ରମଣ୍ୟମ ବର୍ତ୍ତମାନର ସିଇଓ ପରମେଶ୍ୱରନ ଆୟରଙ୍କ ସ୍ଥାନ ନେବେ। ପରମେଶ୍ୱରନ ଆୟର ବର୍ତ୍ତମାନ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ…
ଜିଲା ଅଧ୍ୟକ୍ଷ ବୈଠକ ଡକାଇଲେ ଉଦ୍ଧବ: ବିଧାନସଭା କାର୍ଯ୍ୟାଳୟକୁ ଦଖଲ କଲେ ଶିନ୍ଦେ ଗୋଷ୍ଠୀ
ମୁମ୍ବାଇ,୨୦।୨: ମହାରାଷ୍ଟ୍ର ବର୍ତ୍ତମାନ ରାଜନୈତିକ ଅଶାନ୍ତି ଦେଖାଦେଇଛି। ଇତିମଧ୍ୟରେ ସୋମବାର ଉଦ୍ଧବ ଠାକରେ ଜିଲା ଅଧ୍ୟକ୍ଷଙ୍କ ଏକ ବୈଠକ ଡକାଇଥିଲେ। ଏହି ବୈଠକରେ ଉଦ୍ଧବ କହିଛନ୍ତି, ଏହା ସୁପାରୀ ଦେଇ ଶିବସେନାକୁ ହତ୍ୟା କରିବାର ଏକ ପ୍ରୟାସ। ଶିବସେନା ଭାଜପାର ହାତ…
ଦିଲ୍ଲୀ-ଦେଓଘରର ଇଣ୍ଡିଗୋ ବିମାନରେ ବୋମା ସୂଚନା
ନୂଆଦିଲ୍ଲୀ,୨୦।୨: ଦିଲ୍ଲୀରୁ ଦେଓଘର ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଏକ ସୂଚନା ମିଳିଥିଲା। ଯାହା ପରେ ସୁରକ୍ଷା ପ୍ରୋଟୋକଲକୁ ପାଳନ କରିବା ସହ ବିମାନକୁ ଡାଇଭର୍ଟ କରାଯାଇ ଲକ୍ଷ୍ନୌ ବିମାନବନ୍ଦରରେ ଅବତରଣ କରିବାକୁ ସଙ୍କେତ ଦିଆଯାଇଥିଲା। ଯେଉଁଠାରେ ବିମାନର…
ୟୁକ୍ରେନ ପାଇଁ ୫ଶହ ମିଲିୟନ୍ ଡଲାର ପ୍ରତିରକ୍ଷା ପ୍ୟାକେଜ୍ ଘୋଷଣା କଲେ ବାଇଡେନ୍
କିଭ୍,୨୦।୨: ୟୁକ୍ରେନ-ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଏକ ବର୍ଷ ପୂର୍ତ୍ତି ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର କିଭ୍ ଗସ୍ତ କରିିଛନ୍ତି। ୟୁକ୍ରେନ୍ର ରାଜଧାନୀ କିଭ୍ରେ ପହଞ୍ଚି ବାଇଡେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କୁ ଭେଟି ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳର…
ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଥିବା ବେଳେ ଜେଲନସ୍କିଙ୍କୁ ଭେଟିବାକୁ ଗଲେ ବାଇଡେନ
କ୍ୱିଭ,୨୦ ।୨: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଠିକ୍ ଏକ ବର୍ଷ ପୂରଣ ହେବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କ୍ୱିଭ ପହଞ୍ଚି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ସେ ସୋମବାର ୟୁକ୍ରେନରେ ପହଞ୍ଚି ରାଷ୍ଟ୍ରପତି ଭୋଲୋଡେମିର…
ପ୍ରଥମେ ମୋଦିଙ୍କ ପ୍ରଶଂସା କଲେ, ଜେଡିୟୁ ଛାଡି ନୂଆ ଦଳ ଗଠନ କଲେ ଉପେନ୍ଦ୍ର କୁଶୱାହା
ପାଟନା,୨୦ ।୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଦୀର୍ଘଦିନ ଧରି ଚାଲିଥିବା ତୁତୁମେମେ ପରେ ଶେଷରେ ଉପେନ୍ଦ୍ର କୁଶୱାହା ଜନତା ଦଳ ୟୁନାଇଟେଡ(ଜେଡିୟୁ) ଛାଡିଛନ୍ତି । ସୋମବାର ସେ ଏହି ଘୋଷଣା କରିବା ସହ ନିଜର ନୂଆ ଦଳ ମଧ୍ୟ…
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ହେଲେ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ
ଭୁବନେଶ୍ୱର,୨୦ା୨(ବ୍ୟୁରୋ): ମାନ୍ୟବର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶୀ ଲାଲ୍ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ତଥା ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କୁ ୩ ବର୍ଷ ପାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ସେ…
ଧନୁତୀର ଫେରି ପାଇବାର ତିନି ଉପାୟ…
ମୁମ୍ବାଇ,୨୦।୨ : ଶିବସେନା ନାମ ଏବଂ ନିର୍ବାଚନ ଚିହ୍ନ ଲଢ଼େଇ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେ ଦଳ ସୋମବାର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ଉଦ୍ଧବ ଗୋଷ୍ଠୀର ଆଇନଜୀବୀ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ…
ଖାଇକୁ ଖସିଲା ବରଯାତ୍ରୀ ବସ, ୧୫ ମୃତ-୬୦ ଆହତ…
ଇସଲାମାବାଦ,୨୦।୨ : ପାକିସ୍ତାନର ପଞ୍ଜାବ ପ୍ରଦେଶର ବରଯାତ୍ରୀମାନଙ୍କୁ ନେଇ ଯାଉଥିବା ଖାଇକୁ ଖସି ପଡ଼ିଛି। ଏହି ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୬୦ ଜଣ ଜଣ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ କହିଛି। ବସଟି ଇସଲାମାବାଦରୁ ଲାହୋର ଯାଉଥିଲା।…
Archives


