Home

ଧନୁତୀର ଫେରି ପାଇବାର ତିନି ଉପାୟ…

ମୁମ୍ବାଇ,୨୦।୨ : ଶିବସେନା ନାମ ଏବଂ ନିର୍ବାଚନ ଚିହ୍ନ ଲଢ଼େଇ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେ ଦଳ ସୋମବାର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ଉଦ୍ଧବ ଗୋଷ୍ଠୀର ଆଇନଜୀବୀ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ…

ଖାଇକୁ ଖସିଲା ବରଯାତ୍ରୀ ବସ, ୧୫ ମୃତ-୬୦ ଆହତ…

ଇସଲାମାବାଦ,୨୦।୨ : ପାକିସ୍ତାନର ପଞ୍ଜାବ ପ୍ରଦେଶର ବରଯାତ୍ରୀମାନଙ୍କୁ ନେଇ ଯାଉଥିବା ଖାଇକୁ ଖସି ପଡ଼ିଛି। ଏହି ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୬୦ ଜଣ ଜଣ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ କହିଛି। ବସଟି ଇସଲାମାବାଦରୁ ଲାହୋର ଯାଉଥିଲା।…

ଆମେରିକାରେ ଥମୁନି ବନ୍ଧୁକ କାରବାର, ବର୍ଷକ ଭିତରେ ଜବତ ହେଲାଣି ୬୫୪୨ ବନ୍ଧୁକ

ଓ୍ବାଶିଂଟନ,୨୦ା୨: ଫିଲାଡେଲଫିଆ ବିମାନବନ୍ଦର ଦେଇ ଗତବର୍ଷ ଉଡ଼ାଣ କରିଥିବା ଜଣେ ମହିଳା ତାଙ୍କ ବ୍ୟାଗରେ ସ୍ନାକ୍ସ, ଔଷଧ ଏବଂ ଫୋନ ପ୍ୟାକ୍‌ କରିଥିଲେ। ସେ ବ୍ୟାଗରେ ବ୍ଲାକ୍‌ ହୋଲଷ୍ଟରରେ ଥିବା ୩୮୦-କ୍ୟାଲିବର୍‌ ହ୍ୟାଣ୍ଡଗନଙ୍କୁ କାଢ଼ିବାକୁ ଭୁଲି ଯାଇଥିଲେ। ମହିଳାଠାରୁ ବନ୍ଧୁକ ଜବତ…

ମାଓବାଦୀ ଆକ୍ରମଣରେ ୨ ଯବାନ ଶହୀଦ…

ରାୟପୁର,୨୦।୨ : ଛତିଶଗଡର ରାଜନନ୍ଦଗାଓଁରେ ପୁଣି ଥରେ ଏକ ବଡ଼ ମାଓବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ନକ୍ସଲ ଆକ୍ରମଣରେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣା ରାଜନନ୍ଦଗାଓଁ ଜିଲାର ବୋରତଲାଭ ପୋଲିସ ଷ୍ଟେଶନ ଅଞ୍ଚଳରେ ଘଟିଛି। ଯେଉଁଠାରେ…

ଅନିଲଙ୍କ ନାତିଙ୍କୁ ପୂରିଲା ୬ ମାସ, ଫଟୋ ଶେୟାର କରି ସୋନମ ଲେଖିଲେ ଏମିତି…

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର କିଛି ଦିନ ହେବ ପୁଅ ‘ବାୟୁ’ଙ୍କ ସହ ବ୍ୟସ୍ତ ଥିଲେ। ଆଜି ଅର୍ଥାତ୍‌ ଫେବୃୟାରୀ ୨୦ରେ ‘ବାୟୁ’ଙ୍କୁ ୬ ମାସ ପୂରଣ ହୋଇଛି। ସୋନମ ତାଙ୍କ ଇନଷ୍ଟାଗ୍ରାମରେ ଏକ ସ୍ନେହପୂର୍ଣ୍ଣ ବାର୍ତ୍ତା ଦେଇ ପୁଅ ‘ବାୟୁ’ଙ୍କର…

ବ୍ରାଜିଲ ବନ୍ୟାରେ ୩୬ ମୃତ

ବ୍ରାସିଲିଆ,୨୦ା୨: ବ୍ରାଜିଲର ଦକ୍ଷିଣ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଭୂସ୍ଖଳନ ଘଟି ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ବାସହରା ହୋଇଯାଇଛନ୍ତି ବୋଲି ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।…

‘ସ୍ତ୍ରୀ ମୋ’ ଉପରେ ବିରକ୍ତ ହୁଅନ୍ତି’

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ତାଙ୍କ ଶୋ’ରେ ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିବା ବେଳେ ଘରେ କିନ୍ତୁ ଚୁପ୍‌ ରୁହନ୍ତି। ଯେଉଁଥିପାଇଁ ତାଙ୍କ ସ୍ତ୍ରୀ ଗିନି ଚତ୍‌ରଥ ବିରକ୍ତ ହୁଅନ୍ତି। ଏକଥା ଆମେ କହୁନୁ, କପିଲ ଶର୍ମା ନିଜେ…

ଇଡ଼ି ଚଢ଼ାଉ ଦ୍ୱାରା ଲୋକଙ୍କ ଧ୍ୟାନ ହଟାଇବାର ଯୋଜନା କରୁଛନ୍ତି କେନ୍ଦ୍ର ସରକାର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ…

ରାୟପୁର,୨୦।୨ : କୋଇଲା ମାମଲାରେ ଚାଲିଥିବା ଯାଞ୍ଚର ଏକ ଅଂଶବିଶେଷ ଭାବେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ସୋମବାର ଛତିଶଗଡର କଂଗ୍ରେସ ନେତାଙ୍କ ଘର ସହିତ ଏହା ସମ୍ପର୍କିତ ଅନେକ ସ୍ଥାନରେ ଚଢ଼ାଉ କରିିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୁପେଶ…

ଦେଶରେ ଅମୃତକାଳ ନୁହେଁ ଜାରି ରହିଛି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି: ଜୟରାମ ରମେଶ…

କୋଲକାତା,୨୦।୨ : କୋଇଲା ମାମଲାରେ କଂଗ୍ରେସ ଏକ ଗଣମାଧ୍ୟମ ସମ୍ମିଳନୀ କରିଥିଲା। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏବଂ ପୱନ ଖେରା ଭାଜପା ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ଜୟରାମ ରମେଶ କହିଛନ୍ତି ଯେ ସୋମବାର…

ବଜେଟ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୋଲିସ ଡିଜି ସୁନୀଲ ବଂଶଲଙ୍କ ସହ ପୋଲିସ କମିଶନର, ଭୁବନେଶ୍ୱର ଡିସିପି, ଗୁଇନ୍ଦା ବିଭାଗ ଓ ଆଇନଶୃଙ୍ଖଳାର ବରିଷ୍ଠ ଅଧିକାରୀ…

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଗୁଳିବିଦ୍ଧ ବଂଶୀଧର

ଆଠଗଡ଼,୨୦ା୨(ଡି.ଏନ୍‌.ଏ.): ଚଳିତ ମାସ ୧୨ ତାରିଖରେ ଆଠଗଡ଼ ଥାନା ଜେନାପଦା ଗ୍ରାମରେ ଘଟିଥିବା ଗୁଳିକାଣ୍ଡରେ ଗୁଳିବିଦ୍ଧ ବଂଶୀଧର ନାୟକଙ୍କ କଟକ ଶ୍ରୀରାମଚନ୍ଦ୍ର ଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ଜେନାପଦା ମଝି ସାହିରେ…

ଉତ୍ତରାଖଣ୍ଡରେ ପାହାଡ଼ର ପାଣି-ଯୁବବର୍ଗ ଅବହେଳିତ…

ନୂଆଦିଲ୍ଲୀ,୨୦।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ରୋଜଗାର ମେଳାରେ ଯୁବବର୍ଗମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ସୋମବାର ଉତ୍ତରାଖଣ୍ଡର ନିଯୁକ୍ତି ମେଳାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ନିରନ୍ତର ଲୋକଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri