ଓଡ଼ିଶା ଏଫ୍ସି ଅପରାଜେୟ
ଭୁବନେଶ୍ୱର,୨୭ା୪ (ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା ଏଫ୍ସି (ଓଏଫ୍ସି) ଏହାର ପ୍ରଥମ ଟାଇଟଲ୍ ଭାବରେ ମଙ୍ଗଳବାର ସୁପର୍ କପ୍ ଫୁଟବଲ୍ ଚାମ୍ପିୟନ ହୋଇଥିଲା। ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍)ର ପୂର୍ବତନ ଚାମ୍ପିୟନ ଦଳ ବେଙ୍ଗାଲୁରୁ ଏଫ୍ସିକୁ ୨-୧ରେ ପରାସ୍ତ କରି ଓଏଫ୍ସି ସଫଳ…
ଓଡ଼ିଶାରେ ଖୋଲିବ ୭ ସରକାରୀ ନର୍ସିଂ କଲେଜ
ନୂଆଦିଲ୍ଲୀ,୨୭ା୪(ପି.ଟି.): ଦେଶର ମେଡିକାଲ କଲେଜଗୁଡ଼ିକ ନିକଟରେ ସରକାରୀ ନର୍ସିଂ କଲେଜ ଖୋଲିବ। ୧,୫୭୦ କୋଟି ଟଙ୍କା ବ୍ୟୟରେ ୧୫୭ଟି ନର୍ସିଂ କଲେଜ ଖୋଲିବା ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ପ୍ରତି…
ସୁଦାନରୁ ଉଦ୍ଧାର ୩୬୦ ଭାରତୀୟ ଦିଲ୍ଲୀ ପହଞ୍ଚିଲେ
ନୂଆଦିଲ୍ଲୀ,୨୭ା୪ : ଅପରେଶନ କାବେରୀରେ ସୁଦାନରୁ ଉଦ୍ଧାର ହୋଇଥିବା ଭାରତୀୟଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୬୦ ଜଣ ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ସେମାନଙ୍କ ପହଞ୍ଚତ୍ବା ସମୟର ଫଟୋ ଟୁଇଟ୍ କରିଛନ୍ତି। ସୁଦାନ ସୈନ୍ୟ ଓ…
ତଦନ୍ତ ନ ସାରି ଚାର୍ଜଶିଟ୍ ଦାଖଲ ମନା
ନୂଆଦିଲ୍ଲୀ,୨୭ା୪: ଏକ ତଦନ୍ତକାରୀ ସଂସ୍ଥା କୌଣସି ମାମଲାରେ ତଦନ୍ତ ଶେଷ ନ କରି କୋର୍ଟରେ ଚାର୍ଜଶିଟ୍ ଦାଖଲ କରିପାରିବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସିଆର୍ପିସି ଧାରା ୧୬୭ ଅନୁସାରେ ତଦନ୍ତକାରୀ ସଂସ୍ଥା ରିମାଣ୍ଡର ୬୦ ଦିନ…
ବର୍ନଭିଟା ବିଜ୍ଞାପନ ହଟାଇବାକୁ ଏନ୍ସିପିସିଆର୍ର ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୭ା୪(ପି.ଟି.) : ବିଭ୍ରାନ୍ତିକର ବିଜ୍ଞାପନ, ପ୍ୟାକେଜିଂ ଓ ଲେବଲ୍ ହଟାଇବା ପାଇଁ ବର୍ନଭିଟାକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍ସିପିସିଆର୍) ନିର୍ଦ୍ଦେଶ ଦେଇଛି। ମୋଣ୍ଡେଲେଜ୍ ଇଣ୍ଡିଆ ମାଲିକାନାରେ ଥିବା ଉକ୍ତ କମ୍ପାନୀର ସ୍ବାସ୍ଥ୍ୟପ୍ରଦ ପାନୀୟରେ ଅତ୍ୟଧିକ ମାତ୍ରାରେ ଶର୍କରା ରହିଥିବା…
ସମଲିଙ୍ଗୀ ବିବାହ ପ୍ରସଙ୍ଗ ପାର୍ଲାମେଣ୍ଟ ଉପରେ ଛଡ଼ାଯାଉ
ନୂଆଦିଲ୍ଲୀ,୨୭ା୪(ପି.ଟି.): ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମୋଦନ ଦାବି ଆବେଦନକୁ ନେଇ ଉଠୁଥିବା ପ୍ରଶ୍ନକୁ ପାର୍ଲାମେଣ୍ଟରେ ଆଲୋଚନା ପାଇଁ ଛଡ଼ାଯାଉ ବୋଲି ବୁଧବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଶୁଣାଣିର ପଞ୍ଚମ ଦିନରେ କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା…
ଏମ୍ପିଏଲ୍ର ୧୨୯୭.୯୦ କୋଟି ହାସଲ
ନୂଆଦିଲ୍ଲୀ,୨୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମ୍ୟାନ୍କାଇଣ୍ଡ ଫାର୍ମା ଲିମିଟେଡ୍ (ଏମ୍ପିଏଲ୍) ପକ୍ଷରୁ ୪୦,୦୫୮, ୮୪୪ ଇକ୍ୱିଟି ବିଶିଷ୍ଟ ଶେୟାରର ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷକରି ଉକ୍ତ ଅଫରର ଗୋଟିଏ ଦିନ ପୂର୍ବରୁ ଏହାର…
‘ହେଲ୍ଥ ଏଜ୍ ଇନ୍ସ୍ୟୁରାନ୍ସ’ର ଶୁଭାରମ୍ଭ
ନୂଆଦିଲ୍ଲୀ,୨୭।୪: ଭାରତର ପ୍ରମୁଖ ଜେନେରାଲ ବୀମା ସେବା ପ୍ରଦାନକାରୀ କମ୍ପାନୀ ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ଏକ ସମ୍ପୂର୍ଣ୍ଣ କଷ୍ଟମାଇଜେବଲ ଡିଜିଟାଲ ସ୍ବାସ୍ଥ୍ୟ ଉପତ୍ାଦ ‘ହେଲ୍ଥ ଏଜ୍ ଇନ୍ସ୍ୟୁରାନ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ୯ଟି ମୌଳିକ କ୍ଷତିପୂରଣ…
ହାୟର କ୍ୟୁ ଏଲ୍ଇଡି ଟିଭି ସିରିଜ
ନୂଆଦିଲ୍ଲୀ,୨୭।୪: ଦେଶର ପ୍ରମୁଖ ହୋମ୍ ଆପ୍ଲାଏନ୍ସ ଆଣ୍ଡ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍ ହାୟର ଆପ୍ଲାଏନ୍ସ ଇଣ୍ଡିଆର ନୂତନ ଉତ୍ପାଦ ‘ହାୟର କ୍ୟୁ ଏଲ୍ଇଡି ଟିଭି ସିରିଜ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍ ଗୁଗଲ୍ ଟିଭି ସହ ସିରିଜର ନୂତନ…
ଜେଏସ୍ଡବ୍ଲ୍ୟୁ ପେଣ୍ଟ୍ସର ନୂଆ ପ୍ରଚାର ଅଭିଯାନ
ନୂଆଦିଲ୍ଲୀ,୨୭।୪: ଜେଏସ୍ଡବ୍ଲ୍ୟୁ ପେଣ୍ଟ୍ସର ନୂଆ ପ୍ରଚାର ଅଭିଯାନ ‘ହାଲୋ’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଳାସପୂର୍ଣ୍ଣ ବର୍ଗ ହାଲୋ ୱାଲ୍ ଫିନିସେସ୍ ପାଇଁ ଏକ ନୂଆ ପ୍ରଚାର ଅଭିଯାନର ଆରମ୍ଭ କରାଯାଇଛି। ଏପରିକି ଭାରତୀୟ ଗ୍ରାହକ ବିବେକବନ୍ତ ଏବଂ ତାଙ୍କ କାନ୍ଥ…
ମହିନ୍ଦ୍ରାର ଅଲ୍ ନ୍ୟୁ ବୋଲେରୋ ମ୍ୟାକ୍ସ ପିକ୍-ଅପ୍
ନୂଆଦିଲ୍ଲୀ,୨୭।୪: ଭାରତର ୧ ନମ୍ବର ପିକ୍ ଅପ୍ ବ୍ରାଣ୍ଡ୍ ବୋଲେରୋର ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ମହିନ୍ଦ୍ରା ଅଲ୍ ନ୍ୟୁ ବୋଲେରୋ ମ୍ୟାକ୍ସ ପିକ୍-ଅପ୍ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଅଟୋମୋଟିଭ୍…
ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାରକୁ ଗୁରୁତ୍ୱାରୋପ
ନୂଆଦିଲ୍ଲୀ,୨୭।୪: ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାରକରି ଇସ୍ପାତ ତିଆରି କରିବା ସହ ଇସ୍ପାତ ଶିଳ୍ପର ବିକାଶ କରାଯାଇପାରିବ। ଏପରିକି ଭବିଷ୍ୟତରେ ମଧ୍ୟ ଏହାର ବ୍ୟବହାରକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ ଦ୍ୱାରା ଆୟୋଜିତ…

