Home

ଶୁଭେନ୍ଦୁ ଅଧିକାରୀଙ୍କ ସଦସ୍ୟତା ରଦ୍ଦ ପାଇଁ ମାମଲା ଦାୟର କରିବ ଟିଏମ୍‌ସି

କୋଲକାତା,୨୯।୩: ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଅନୁସୂଚିତ ଜନଜାତିଙ୍କ ଭାବନାକୁ ଆଘାତ…

ସ୍ତ୍ରୀଙ୍କ ସହ ଚାଲିଥିଲା ଛାଡ଼ପତ୍ର ମାମଲା, ଶୋଇବା ଘରେ ଝୁଲିପଡ଼ିଲେ ଶିକ୍ଷକ

କର୍ଲାମୁଣ୍ଡା,୨୯ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରିଂଜା ଗ୍ରାମର ଶିକ୍ଷକ ଜଗନ୍ନାଥ ବାଗ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ମ.ରାମପୁର ବ୍ଲକର ସାଗରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ତେବେ ମଙ୍ଗଳବାର ରାତିରେ ତାଙ୍କ ଶୋଇବା କୋଠରିରେ…

୫-ଟି ସଚିବଙ୍କୁ ଭେଟିଲେ ବାଲିମେଳା ପ୍ରତିନିଧି ଦଳ

କୋରୁକୋଣ୍ଡା,୨୯ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲାକୁ ୫-ଟି ସଚିବ ଭି.କେ ପାଣ୍ଡିଆନ ୨ ଦିନିଆ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ସମାଜସେବୀ ସଂସ୍ଥାଗୁଡ଼ିକ ସହ ଆଲୋଚନା କରିଛନ୍ତି। ତେବେ ଏହି ଗସ୍ତରେ ବୁଧବାର ମାଲକାନଗିରି ସଦରସ୍ଥିତ ସଂସ୍କୃତି ଭବନଠାରେ ଏକ ଜନ…

ଉପରକୁ ଉଠିଲେ ରୋହିତ, ପାଣ୍ଡ୍ୟା

ଦୁବାଇ,୨୯ା୩:ଆଇସିସି ପକ୍ଷରୁ ବୁଧବାର ଦିନିକିଆ ର଼୍ୟାଙ୍କିଙ୍ଗ କାଳିକା ପ୍ରକାଶ ପାଇଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟରଙ୍କ ତାଲିକାରେ ଉପରକୁ ଉଠିଥିବା ବେଳେ ବୋଲରଙ୍କ ତାଲିକାରେ ଉପରକୁ ଉଠିଛନ୍ତି ହାର୍ଦ୍ଦିକ୍‌ ପାଣ୍ଡ୍ୟା। ରୋହିତ ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟରଙ୍କ ତାଲିକାରେ…

ରମାଦେବୀ ଛାତ୍ରୀଙ୍କ ଆତ୍ମହତ୍ୟା, ହଷ୍ଟେଲରେ ଝୁଲିପଡ଼ିଲେ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଜଣେ ଛାତ୍ରୀ ବୁଧବାର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ତାଙ୍କର ପରୀକ୍ଷା ଚାଲିଥିବା ବେଳେ ୨ଟି ପେପର ଖରାପ ହୋଇଥିବାରୁ ସେ ଆତ୍ମହତ୍ୟା କରିଥିବା ଶୁଣିବାକୁ…

ଏପ୍ରିଲ ୩ ପର୍ଯ୍ୟନ୍ତ ସଂସଦର ଉଭୟ ଗୃହ ସ୍ଥଗିତ

ନୂଆଦିଲ୍ଲୀ,୨୯।୩: ଆଦାନୀ ପ୍ରସଙ୍ଗରେ ମିଳିତ ସଂସଦୀୟ କମିଟି (ଜେପିସି) ଗଠନ ପାଇଁ ବିରୋଧୀଙ୍କ ଦାବି ଉପରେ ସଂସଦର ଉଭୟ ଗୃହରେ ଚାଲିଥିବା ବିରୋଧ ପ୍ରଦର୍ଶନ ବୁଧବାର ଜାରି ରହିଛି। ଗୃହରେ ପ୍ରବଳ ହଟ୍ଟଗୋଳ ଚାଲିଥିବାରୁ ଉଭୟ ଲୋକ ସଭା ଓ ରାଜ୍ୟ…

ବିଡିଓ, ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରି ଜଣେ ଗିରଫ

ଟେନ୍‌ସା,୨୯ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବିଡିଓ ପଲ୍ଲବୀ ରାଣୀ ରାଜ ଏବଂ ସହକାରୀ ଯନ୍ତ୍ରୀ ଅଭିଷେକ ପାଣିଗ୍ରାହୀଙ୍କୁ ମାଡ଼ ମାରି ଜଣେ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ବିଡିଓ ପଲ୍ଲବୀ ରାଣୀ ରାଜ ନିଜ ସରକାରୀ ବାସଗୃହରେ ଥିଲେ। ହଠାତ…

ଭାରତ ଗଣତନ୍ତ୍ରର ଜନନୀ: ମୋଦି

ନୂଆଦିଲ୍ଲୀ,୨୯।୩: ଗଣତନ୍ତ୍ରର ଦୁର୍ବଳତା ବିରୋଧରେ ବିରୋଧୀଙ୍କ ଅଭିଯୋଗ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଗଣତନ୍ତ୍ର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ପ୍ରକୃତରେ ଗଣତନ୍ତ୍ରର ଜନନୀ। ଗଣତନ୍ତ୍ର କେବଳ ଏକ ଢାଞ୍ଚା ନୁହେଁ, ଏହା ମଧ୍ୟ…

ରୁକୁଣା ରଥଟଣା ଆରମ୍ଭ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ପବିତ୍ର ଅଶୋକାଷ୍ଟମୀ ଅବସରରେ ବୁଧବାର ମହାପ୍ରଭୁ ଲିଙ୍ଗରାଜଙ୍କ ରଥଟଣା ଆରମ୍ଭ ହୋଇଛି। ସମସ୍ତ ନୀତିକାନ୍ତି ଶେଷ ପରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ହୋଇଥିଲା। ଏହା ପରେ ରଥଟଣା ଆରମ୍ଭ ହୋଇଛି। ରଥଯାତ୍ରା ଦେଖିବାକୁ ଏକାମ୍ର କ୍ଷେତ୍ର ଲୋକାରଣ୍ୟ ହୋଇଯାଇଛି।

ଜୟପୁର ବୋମା ବିସ୍ଫୋରଣ ମାମଲା: ୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଜୟପୁର,୨୯।୩: ଜୟପୁର ବୋମା ବିସ୍ଫୋରଣ ମାମଲାରେ ସମସ୍ତ ଚାରି ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏହି ଚାରିଜଣଙ୍କ ମୃତ୍ୟୁଦଣ୍ଡକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାପୂର୍ବରୁ ଚାରି ଅଭିଯୁକ୍ତଙ୍କୁ ଟ୍ରାଏଲ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା। ମୃତ୍ୟୁ ଦଣ୍ଡାଦେଶ ଶୁଣାଣିରେ ହାଇକୋର୍ଟ ନିଷ୍ପତ୍ତି…

କୋର୍ଟ ମୋତେ ଦୋଷୀ ସାବ୍ୟସ୍ତ କଲେ,କଳା ଶର୍ଟ ପିନ୍ଧିବା ପରିବର୍ତ୍ତେ ଆମେ ଉପର ଅଦାଲତ ଯିବୁ: ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ଏମ୍‌ପିମାନେ କଳା ପୋଷାକ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ବୁଧବାର କଂଗ୍ରେସର…

କୋଲାବ ଜଳଭଣ୍ଡାରକୁ ଡେଇଁ ପୋଷ୍ଟମାଷ୍ଟରଙ୍କ ଆତ୍ମହତ୍ୟା

କୋରାପୁଟ,୨୯ା୩(ସ୍ବ.ପ୍ର.): କୋରାପୁଟସ୍ଥିତ କୋଲାବ ଜଳଭଣ୍ଡାରର ଟିକରପଡ଼ା ଘାଟରେ ବୁଧବାର ଅପରାହ୍ନରେ ଟିକରପଡ଼ା ପୋଷ୍ଟମାଷ୍ଟର ପ୍ରିୟଙ୍କା ପ୍ରହରାଜ ପାଣିକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାଯାଇଛି। ହେଲେ ଆତ୍ମହତ୍ୟାର ପ୍ରକୃତ କାରଣ ଏବେବି ଜଣାପଡ଼ି ନ ଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri