ଉତ୍ତରକୋରିଆ ମାନବାଧିକାର ଉପରେ ଆମେରିକାର ନୂଆ ପଦକ୍ଷେପ: ଜୁଲି ଟର୍ନର ସ୍ବତନ୍ତ୍ର ଦୂତ ନିଯୁକ୍ତ…
ଓ୍ବାଶିଂଟନ,୨୪।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜୁଲି ଟର୍ନରଙ୍କୁ ଉତ୍ତର କୋରିଆର ମାନବିକ ଅଧିକାର ପ୍ରସଙ୍ଗରେ ସ୍ବତନ୍ତ୍ର ଦୂତ ନିଯୁକ୍ତ କରିଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏକ ବିବୃତ୍ତିରେ ଏହା ଘୋଷଣା କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୭ ବର୍ଷ…
କୋହଲି କି ରୋହିତ ନୁହନ୍ତି…ଆଇସିସି ଦିନିକିଆ ଟିମ୍ରେ ଏହି ୨ ଭାରତୀୟ ଖେଳାଳି, ବାବରଙ୍କୁ ମିଳିଲା ନେତୃତ୍ୱ
ନୂଆଦିଲ୍ଲୀ,୨୪।୧: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ୨୦୨୨ ପାଇଁ ବର୍ଷର ଦିନିକିଆ ଦଳ ଚୟନ କରିଛି। ଏହି ୧୧ ଜଣିଆ ଆଇସିସି ଦଳରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ। ଏପରିକି ଆଇସିସି ଦଳର ନେତୃତ୍ୱ…
ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜରୁ ନିଜ ଅଂଶଧନ ହଟାଇଲା ଟାଟା ମୋଟର୍ସ
ନୂଆଦିଲ୍ଲୀ,୨୪।୧: ଘରୋଇ ଅଟୋମେକର୍ ଟାଟା ମୋଟର୍ସ ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜରୁ ଏହାର ସାଧାରଣ ଅଂଶଧନକୁ ସ୍ବେଚ୍ଛାକୃତ ଭାବେ ହଟାଇବାକୁ ଯାଉଛି। ସୋମବାରର ବ୍ୟବସାୟ ବନ୍ଦ ହେବା ପରେ ଏହା କାର୍ଯ୍ୟକାରୀ ହେବ। ଏକ ନିୟାମକ ବିଜ୍ଞପ୍ତିରେ କମ୍ପାନୀ ଏନେଇ ସୂଚନା ଦେଇ…
ଭସ୍ମ ଲଗାଇ ଶତ୍ରୁଙ୍କୁ ଅନ୍ତ କରିବେ ଅଜୟ ଦେବଗନ
ମୁମ୍ବାଇ: ବଲିଉଡ୍ର ସୁପରଷ୍ଟାର ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ୍-୨ର ଅପାର ସଫଳତା ପରେ ଏବେ ନିଜ ଅପ୍କମିଂ ଫିଲ୍ମ ‘ଭୋଲା’ କୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ଇତିମଧ୍ୟରେ ମଙ୍ଗଳବାର ‘ଭୋଲା’ର ଦ୍ୱିତୀୟ ଟିଜର ରିଲିଜ୍ ହୋଇଛି। ଏନେଇ ଅଜୟ…
କ୍ଲିନ ସୁଇପ୍ ମୁହାଁ ଭାରତ, ଟିମ୍ ଇଣ୍ଡିଆର ବିଶାଳ ସ୍କୋର,ନ୍ୟୁଜିଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୩୮୬…
ଇନ୍ଦୋର,୨୪।୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅର୍ନ୍ତଜାତୀୟ ଏକଦିବସୀୟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରର ହୋଲକାର କ୍ରିକେଟ ଷ୍ଟାଡିୟମରେ ଜାରି ରହିଛି। ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍ ଲାନ୍ଥାମ ଟସ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ…
ଗୁପ୍ତ ସୂଚନା ସାର୍ବଜନୀନ କରିବା ଚିନ୍ତା ଜନକ: କିରେନ ରିଜିଜୁ…
ନୂଆଦିଲ୍ଲୀ,୨୪।୧ : ଆଇନ ମନ୍ତ୍ରୀ କିରେନ ରିଜିଜୁ ସୁପ୍ରିମକୋର୍ଟ କଲେଜିୟମ ବିରୋଧରେ କ୍ରମାଗତ ଭାବରେ ବିବୃତ୍ତି ଦେଉଛନ୍ତି। ଏବେ ପୁଣି ଥରେ ଆଇନ ମନ୍ତ୍ରୀ ସୁପ୍ରିମକୋର୍ଟ କଲେଜିୟମକୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଇଣ୍ଟେଲିଜେନ୍ସ ବ୍ୟୁରୋ…
ଟଙ୍କା ଯାଉ ପଛେ ନାକ ନ କଟୁ: ସୀମା ବିବାଦ ପାଲଟିଛି ସମ୍ମାନର ପ୍ରଶ୍ନ, ଦିନକୁ ନ୍ୟାୟିକ ଟିମ୍ଙ୍କୁ ୬୦ ଲକ୍ଷ ଫି ଦେବେ ବୋମ୍ମାଇ ସରକାର…
ବେଙ୍ଗାଲୁରୁ,୨୪।୧ : ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସହ ସୀମା ବିବାଦ ସହ ଜଡିତ ମାମଲାର ମୁକାବିଲା ପାଇଁ କର୍ନାଟକ ସରକାର ଜୋରସୋର ଉଦ୍ୟମ କରୁଛନ୍ତି। ସୀମା ବିବାଦ ପାଲଟିଛି ସମ୍ମାନର ପ୍ରଶ୍ନ ପାଲଟିଛି। ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଚିନ୍ତା କରୁଛନ୍ତି ଯେ, ଟଙ୍କା…
ଗୁଗୁଲ୍ ନିଷ୍ପତ୍ତି ଉପରେ ସିଇଓଙ୍କ ସ୍ପଷ୍ଟୀକରଣ: ସ୍ଥିତି ଖରାପ ନ ହେଉ ବୋଲି…
ନୂଆଦିଲ୍ଲୀ,୨୪।୧: ଗୁଗୁଲ୍ରୁ ୧୨ ହଜାର କର୍ମଚାରୀଙ୍କୁ ଛଟେଇ ନିଷ୍ପତ୍ତି ଉପରେ କମ୍ପାନୀର ସିଇଓ ସୁନ୍ଦର ପିଚାଇ ସ୍ପଷ୍ଟୀକରଣ ଦେଇଛନ୍ତି। ବାଧ୍ୟତାମୂଳକ ଭାବେ କମ୍ପାନୀକୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି। ଯଦି ସେ ତାହା କରି ନ ଥାନ୍ତେ, ଖରାପ ସମୟ ଆସିଥାନ୍ତା।…
ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ୬ହଜାରରୁ ଉର୍ଦ୍ଧ୍ୱ ଚାର୍ଜଶିଟ୍ ଦାଖଲ କଲା ପୋଲିସ: ଅଫତାବ କହିଲେ…
ନୂଆଦିଲ୍ଲୀ,୨୪।୧: ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ପୋଲିସ ପକ୍ଷରୁ ଚାର୍ଜଶିଟ୍ ଦାଖଲ କରାଯାଇଛି। ମଙ୍ଗଳବାର ଦିଲ୍ଲୀ ପୋଲିସ ୬ହଜାର ୬୨୯ ପୃଷ୍ଠାର ଏକ ଚାର୍ଜଶିଟ୍ ଦାଖଲ କରିଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ୭୫ଦିନ ପରେ ଏହି ଚାର୍ଜଶିଟ୍ ଦାଖଲ କରିଥିବା…
ସୀମା ବିବାଦ ମାଧ୍ୟମରେ ଭାରତର ସ୍ଥିତି ପାଇଁ ବିପଦ ସୃଷ୍ଟି କରୁଛନ୍ତି ଜୟରାମ ରମେଶ: ମହେଶ ଜେଠାମାଲାନି…
ନୂଆଦିଲ୍ଲୀ,୨୪।୧ : ବରିଷ୍ଠ ଆଇନଜୀବୀ ମହେଶ ଜେଠାମାଲାନି କଂଗ୍ରେସ ନେତା ଜୟରାମ ରମେଶଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଚାଇନା ସମର୍ଥକ ଭାବରେ ରମେଶଙ୍କୁ ସମ୍ବୋଧିତ କରିଛନ୍ତି। ଜେଠାମାଲାନି କହିଛନ୍ତି, ସେ ଚାଇନା ପଟେ ଥିବା ସ୍ପଷ୍ଟ ହୋଇଛି। ମୁଁ ଏକ…
ବଜାରରେ ମିଳିବ ପିଇ ହେଉଥିବା କରୋନା ଟିକା…
ଓ୍ବାଶିଂଟନ,୨୪।୧ : କରୋନା ମହାମାରୀ ପରଠାରୁ ଏହାକୁ ଦୂର କରିବା ପାଇଁ ଦେଶ ତଥା ବିଦେଶରେ ଅନୁସନ୍ଧାନ କାର୍ଯ୍ୟ ଚାଲିଛି। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ବୈଜ୍ଞାନିକମାନେ ପ୍ରତ୍ୟେକ ସ୍ତରରେ ଉଦ୍ୟମ କରୁଛନ୍ତି। ଏହି ପର୍ଯ୍ୟାୟରେ ବୈଜ୍ଞାନିକମାନେ ଏପରି କରୋନା ଟିକା…
ଏୟାର ଇଣ୍ଡିଆକୁ ୧୦ଲକ୍ଷ ଜରିମାନା ଲଗାଇଲା ଡିଜିସିଏ
ନୂଆଦିଲ୍ଲୀ,୨୪।୧: ପ୍ୟାରିସ୍ରୁ ଦିଲ୍ଲୀ ଯାଉଥିବା ବିମାନରେ ଜଣେ ମହିଳା ଯାତ୍ରୀଙ୍କ କମ୍ବଳ ଉପରେ ପରିସ୍ରା କରିବା ଘଟଣାରେ ଡାଇରେକ୍ଟୋରେଟ ଜେନେରାଲ ଅଫ୍ ସିଭିଲ ଆଭିଏସନ(ଡିଜିସିଏ) ଏୟାର ଇଣ୍ଡିଆ ଉପରେ ୧୦ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଗତ ଡିସେମ୍ବର ୬ରେ ଘଟିଥିବା ଏହି…
Archives


