ନିଃଶ୍ୱାସ ନେବା ହେବ କଷ୍ଟକର! ପୃଥିବୀରେ ୧ ପ୍ରତିଶତରୁ କମ ଶୁଦ୍ଧ ପବନ: ରିପୋର୍ଟ…
ମେଲବୋର୍ନ/ବେଜିଂ,୮।୩ : ଏକ ନୂତନ ଅଧ୍ୟୟନ ଅନୁଯାୟୀ, ପୃଥିବୀରେ ଏକ ପ୍ରତିଶତରୁ ପ୍ରଦୂଷଣମୁକ୍ତ ଶୂଦ୍ଧ ବାୟୁ ରହିଛି। ଫଳରେ ଆଗାମୀ ଦିନରେ ନିଃଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହେବ। ଏହା ଯୋଗୁ ଏସୀୟ ଦେଶମାନଙ୍କୁ କେତେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ…
ମୋ ପିତା କରିଥିଲେ ମୋର ଯୌନ ଶୋଷଣ, ସତ କହିଥିବାରୁ ମୁଁ ଲଜ୍ଜିତ ନୁହେଁ: ଖୁସ୍ବୁ ସୁନ୍ଦର…
ହାଇଦ୍ରାବାଦ,୮।୩ : ଭାରତୀୟ ଜନତା ପାର୍ଟିର ନେତା ତଥା ଜାତୀୟ ମହିଳା ଆୟୋଗର ସଦସ୍ୟା ଖୁସ୍ବୁ ସୁନ୍ଦର କହିଛନ୍ତି ଯେ ତାଙ୍କ ପିତା ତାଙ୍କର ଯୌନ ଶୋଷଣ କରିଥିଲେ ଏବଂ ମୁଁ ଯାହା କହିଛି ସେଥିପାଇଁ ମୁଁ ଲଜ୍ଜିତ ନୁହେଁ। ମୁଁ…
୫ ବର୍ଷରେ ୬୫୫ ମିଥ୍ୟା ଏନକାଉଣ୍ଟର, ସର୍ବାଧିକ ୧୯୧ ଛତିଶଗଡ଼ରେ-ୟୁପିରେ ୧୧୭…
ନୂଆଦିଲ୍ଲୀ,୮।୩ : ମିଥ୍ୟାଏନକାଉଣ୍ଟର ନେଇ ଅନେକ ଥର ପ୍ରଶ୍ନ ଉଠିଥାଏ। ସରକାରଙ୍କୁ ନୋଟିସ ମଧ୍ୟ ପଠାଯାଇଥାଏ। ମିଥ୍ୟା ଏନକାଉଣ୍ଟର ନେଇ କେନ୍ଦ୍ରର ତଥ୍ୟ ମଧ୍ୟ ଏକ ସାକ୍ଷ୍ୟ ଅଟେ। ଫେବୃଆରୀ ରେ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମିଥ୍ୟା ଏନକାଉଣ୍ଟର ତଥ୍ୟ ସଂସଦରେ…
ଗୁରୁବାର ଅହମଦାବାଦ ଟେଷ୍ଟ: ଭାରତ ପାଇଁ କର ବା ମର ସ୍ଥିତି…
ଅହମଦାବାଦ,୮।୩ : ଅହମଦାବାଦରେ ଗୁରୁବାର ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଖେଳାଯିବ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ପୂର୍ବାହ୍ନ ସାଢ଼େ ୮ଟାରୁ ଆରମ୍ଭ ହେବ। ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି…
ନୌସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ୩ କ୍ରୁ ସଦସ୍ୟ ସୁରକ୍ଷିତ ଉଦ୍ଧାର…
ମୁମ୍ବାଇ,୮।୩ : ଏକ ଭାରତୀୟ ନୌସେନାର ହେଲିକପ୍ଟର ମୁମ୍ବାଇ ଉପକୂଳବର୍ତ୍ତୀ ଆରବ ସାଗରରେ ମଝି ସମୁଦ୍ରରେ ଜରୁରୀକାଳୀନ ଅବତରଣ କରିଛି। ୩ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଭାରତୀୟ ନୌସେନା ଅନୁଯାୟୀ, ଆଡଭାନ୍ସଡ ଲାଇଟ ହେଲିକପ୍ଟର (ଏଲଏଚ)…
ମହିଳା ନିର୍ଯାତନା ବିରୋଧରେ ଶୂନ-ସହନଶୀଳ ନୀତି ଗ୍ରହଣ କରନ୍ତୁ ସଦସ୍ୟ ରାଷ୍ଟ୍ର: ଅନ୍ତର୍ଜାତୀୟ ମହିଳା ଦିବସରେ ରୁଚିରା କମ୍ବୋଜ…
ଜେନେଭା,୮।୩ : ମାର୍ଚ୍ଚ ୮ରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ଏଥି ସହିତ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଜୋର ଦେଇଛି ଯେ ଆତଙ୍କବାଦୀଙ୍କ ଦ୍ୱାରା ମହିଳା ଓ ବାଳିକାଙ୍କ ପ୍ରତି ହେଉଥିବା ହିଂସା…
୩ ହଜାର ଟପିଲା ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୮।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…
ଜମ୍ମୁ-କଶ୍ମୀରକୁ ଭାରତଠାରୁ କେହି ନେଇ ପାରିବେ ନାହିଁ: ସୁରକ୍ଷା ପରିଷଦରେ ଭାରତର ମନ୍ତବ୍ୟ…
ଜେନେଭା,୮।୩ : ମିଳିତ ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ କଡ଼ା ଜବାବ ନେଇଛି। ମହିଳା, ଶାନ୍ତି ଏବଂ ସୁରକ୍ଷା ଉପରେ ସୁରକ୍ଷା ପରିଷଦ ବିତର୍କ ସମୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଏହା…
ପିଲାଦିନର ନିମୋନିଆ ଯୋଗୁ ବୟସ୍କ ଅବସ୍ଥାରେ ମୃତ୍ୟୁ ହେବାର ଆଶଙ୍କା ଅଧିକ: ଲାନସେଟ ରିପୋର୍ଟ…
ଓ୍ବାଶିଂଟନ,୮।୩ : ଦ ଲାନସେଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତିଙ୍କର ପିଲାଦିନରେ ଦୁଇ ବର୍ଷ ବୟସ ପର୍ଯ୍ୟନ୍ତ ବ୍ରୋଙ୍କାଇଟିସ କିମ୍ବା ନିମୋନିଆ ଭଳି ସମସ୍ୟା ଥାଏ, ତେବେ ସେ ବଡ ହେବା ପରେ ଶ୍ୱାସ…
୨୫ ବର୍ଷ ଧରି ଗୃହ କାର୍ଯ୍ୟ କରିଥିବା ମହିଳାଙ୍କୁ ପୂର୍ବତନ ସ୍ବାମୀ ଦେବେ ୧.୭୯ କୋଟି: କୋର୍ଟଙ୍କ ନିର୍ଦ୍ଦେଶ…
ମାଦ୍ରିଦ,୮।୩ : ସ୍ପେନର ଏକ କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି ଯାହାକୁ ଲୋକେ ପ୍ରଶଂସା କରୁଛନ୍ତି। ବାସ୍ତବରେ, ସ୍ପେନ କୋର୍ଟ ମହିଳାଙ୍କ ଦ୍ୱାରା କରାଯାଇଥିବା ଗୃହ କାର୍ଯ୍ୟକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରିଛନ୍ତି। ଏହି କାରଣରୁ ଜଣେ ସ୍ବାମୀଙ୍କୁ ତାଙ୍କ ସ୍ତ୍ରୀଙ୍କୁ ୨୫…
ବିବାହ ନ କରି ସନ୍ତାନ ଜନ୍ମକୁ ମଞ୍ଜୁରୀ, ମହଙ୍ଗା ବିବାହ ଉପରେ ଚାଇନା ସରକାର ଲଗାଇଲେ ରୋକ…
ବେଜିଂ,୮।୩ : ଜନସଂଖ୍ୟା ହ୍ରାସ ଯୋଗୁ ବିବ୍ରତ ହୋଇ ଚାଇନା ସରକାର ପ୍ରତିଦିନ ନୂଆ ନିୟମ ପ୍ରଣୟନ କରିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ଚାଇନା ‘ବର ମୂଲ୍ୟ’ର ପରମ୍ପରାକୁ ରଦ୍ଦ କରିଦେଇଛି ଯାହା ଦ୍ୱାରା ଲୋକମାନେ ସହଜରେ ବିବାହ କରିପାରିବେ ଓ…
ଦ୍ୱିତୀୟଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ହେଲେ ମାଣିକ ଶାହା
ଅଗରତାଲା,୮।୩: ଭାଜପା ନେତା ମାଣିକ ଶାହା ବୁଧବାର ଦ୍ୱିତୀୟଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଆଉ ୮ ଜଣ ମନ୍ତ୍ରୀ ଭାବେ ମଧ୍ୟ…
Archives


