ନୂଆମୁଣ୍ଡି ଖଣିକୁ ୫-ଷ୍ଟାର ରେଟିଂ
ନୂଆଦିଲ୍ଲୀ,୧୩।୩: ଟାଟା ଷ୍ଟିଲକୁ ନିକଟରେ ଆଉ ଏକ ଜାତୀୟ ସମ୍ମାନ ଓ ସ୍ବୀକୃତି ମିଳିଥିବା ଜଣାପଡିଛି। ଏପରିକି କ୍ରମାଗତ ୭ମ ଥର ଲାଗି ଟାଟା ଷ୍ଟିଲର ନୂଆ ମୁଣ୍ଡି ଖଣିକୁ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍) ପକ୍ଷରୁ ୨୦୨୧-୨୨ ବର୍ଷ…
ଓସ୍କାରରେ ଭାରତକୁ ସଫଳତା: ବେଷ୍ଟ୍ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଆଓ୍ବାର୍ଡ ଜିତିଲା ‘ଦ ଏଲିଫ୍ୟାଣ୍ଟ ହ୍ବିସ୍ପର୍ସ’
ଓସ୍କାର ୨୦୨୩ରେ ଭାରତକୁ ସଫଳତା ମିଳିଛି। ‘ଦ ଏଲିଫ୍ୟାଣ୍ଟ ହ୍ବିସ୍ପର୍ସ’ ବେଷ୍ଟ୍ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଭାବେ ଓସ୍କାର ଜିତିଛି। ଯଦିଓ ଆରମ୍ଭରୁ ଶ୍ରେଷ୍ଠ ଫିଚର ଡକ୍ୟୁମେଣ୍ଟାରୀ ବର୍ଗରେ ‘ଅଲ ଦ୍ୟାଟ୍ ବ୍ରିଥ୍ସ’ ପୁରସ୍କାର ରେସ୍ରୁ ବାଦ୍ ପଡିଥିଲା କିନ୍ତୁ ‘ଦ…
ଫଣ୍ଡ୍ର ବ୍ରାଣ୍ଡ୍ ପରିଚୟ ବଦଳିବ
ନୂଆଦିଲ୍ଲୀ,୧୩।୩: ଆଇଡିଏଫସି ମ୍ୟୁଚୁଆଲ ଫଣ୍ଡର ନୂଆ ବ୍ରାଣ୍ଡ୍ ପରିଚୟ ବନ୍ଧନ ମ୍ୟୁଚୁଆଲ ଫଣ୍ଡ ୍ନାମରେ ନାମିତ ହେବାକୁ ଯାଉଛି ା ଏହା ଦ୍ୱାରା ଫଣ୍ଡ ହାଉସ ପକ୍ଷରୁ ପ୍ରତ୍ୟେକ ଯୋଜନାରେ ବ୍ୟବହାର ହେଉଥିବା ‘ଆଇଡିଏଫସି’ ଶବ୍ଦ ‘ବନ୍ଧନ’କୁ ପରିବର୍ତ୍ତନ ହୋଇଯିବ। ଏମ୍ସିର…
ନିବେଶକଙ୍କୁ ନିରାଶ କରୁଛି ବଜାର
ନୂଆଦିଲ୍ଲୀ,୧୩।୩ : ଗତ କିଛି ମାସ ହେବ ଭାରତୀୟ ଶେୟାର ବଜାରର ଫଳାଫଳ ନିବେଶକମାନଙ୍କୁ ନିରାଶ କରୁଛି। ଏପରିକି ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା କାରଣରୁ ଦଲାଲ ଷ୍ଟ୍ରିଟରେ ମାନ୍ଦାବସ୍ଥା ଜାରି ରହିଛି। ଯାହାର ପ୍ରଭାବ ଶେୟାର ବଜାର କାରବାରରେ ପ୍ରତିଫଳିତ…
କ୍ଷତିରେ ରାଜ୍ୟର ୮ ସରକାରୀ ଉଦ୍ୟୋଗ
ଭୁବନେଶ୍ବର,୧୩ା୩(ବ୍ୟୁରୋ): ରାଜ୍ୟର ମୋଟ୍ ୩୬ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ୮ଟି ଏବେ କ୍ଷତିରେ ଚାଲିଛି। ସରକାରୀ ତଥ୍ୟ ଅନୁସାରେ, ଗ୍ରୀଡକୋ ୨୦୧୯-୨୦ରେ ୧୩୩୫.୬୫ କୋଟି, ୨୦୨୦-୨୧ରେ ୧୪୯୬.୦୭ କୋଟି ଏବଂ ୨୦୨୧-୨୨ରେ ୪୭୩.୫୯ କୋଟି ଟଙ୍କା କ୍ଷତି ସହିଛି। ସେହିପରି ଓଡ଼ିଶା…
୨ ପଞ୍ଚାୟତବାସୀ ପାଣି କିଣୁଛନ୍ତି
ପାରାଦୀପ,୧୩।୩(ସ୍ବ.ପ୍ର.):ପାରାଦୀପରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଦ୍ରୁତ ଶିଳ୍ପାୟନ ଓ ଆଧୁନିକ ଜୀବନ ଶୈଳୀ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ପାରାଦୀପ ସହର ନିକଟ ଗ୍ରାମଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହି ସହର ପାଖରେ ଥିବା…
ଶିଖରଚଣ୍ଡୀ ପାହାଡରେ ନିଆଁ
ଭୁବନେଶ୍ୱର,୧୩।୩(ବ୍ୟୁରୋ): ଶିଖରଚଣ୍ଡୀ ପାହାଡ଼ରେ ରବିବାର ନିଆଁ ଲାଗିଛି। ପାହାଡ଼ର ଏକାଧିକ ସ୍ଥାନକୁ ନିଆଁ ବ୍ୟାପିଯିବାରୁ ଏହା ମଧ୍ୟରେ ଥିବା ଏକ ହାତୀ ପ୍ରାୟ ୮ ଘଣ୍ଟା ଫସି ରହିବା ଚର୍ଚ୍ଚାର ବିଷୟ ହୋଇଛି। ଶିଖରଚଣ୍ଡୀ ପାହାଡ ସିଲିକନ୍ ଭ୍ୟାଲିରେ କେହି ନିଆଁ…
ଅବ୍ୟବସ୍ଥା ଘେରରେ ରାଜ୍ୟ ଅଭିଲେଖାଗାର
ଭୁବନେଶ୍ୱର,୧୩।୩ (ବ୍ୟୁରୋ): ପୂର୍ବ ପିଢ଼ିର ପରିଚୟ ହେଉ ଅବା ଅତୀତର ପୃଷ୍ଠାକୁ ସଂରକ୍ଷିତ କରୁଥିବା ରାଜ୍ୟ ଅଭିଲେଖାଗାର ଆଜି ନାନା ଅବ୍ୟବସ୍ଥା ଘେରରେ ରହିଛି। ସମସ୍ୟାରୁ ମୁକୁଳି ପାରୁ ନ ଥିବା ଏହି ପ୍ରତିଷ୍ଠାନ ବହୁ ବର୍ଷର ଇତିହାସକୁ କିପରି ସାଇତି…
ଏନ୍ଆର୍ଆଇ ଯାତ୍ରୀଙ୍କ ନାଁରେ ମାମଲା
ମୁମ୍ବାଇ,୧୩ା୩: ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଧୂମପାନ କରିବା ସହ ଅନ୍ୟ ଯାତ୍ରୀଙ୍କୁ ଖରାପ ବ୍ୟବହାର ଦେଖାଇବା ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ପ୍ରବାସୀ ଭାରତୀୟ (ଏନ୍ଆର୍ଆଇ) ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଶନିବାର ଉଡ଼ନ୍ତା ବିମାନରେ…
ପାରାସେଲିଂ କରି ପ୍ରେରଣା ସାଜିଲେ ଦୃଷ୍ଟିବାଧିତ ବାପିନା
କୋଣାର୍କ,୧୩ା୩ (ଡି.ଏନ୍.ଏ.): ଦୃଷ୍ଟିବାଧିତ ବ୍ୟକ୍ତି ଦୁନିଆର ଆଲୋକ ଦେଖିପାରେ ନାହିଁ ସତ, କିନ୍ତୁ ସେ ସାରା ଦୁନିଆକୁ ଆଲୋକ ଦେଖାଇପାରିଥାଏ। ସେମାନଙ୍କ ପାଖରେ ଥିବା ସୁପରପାଓ୍ବାରକୁ ନେଇ ସେମାନେ ଅସମ୍ଭବକୁ ସମ୍ଭବରେ ପରିଣତ କରିପାରନ୍ତି। ସେମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା…
ଇଡି-ସିବିଆଇ କାର୍ଯ୍ୟାନୁଷ୍ଠାନକୁ ନେଇ ଗୃହ କମ୍ପିବ
ନୂଆଦିଲ୍ଲୀ, ୧୩ା୩ :ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାର ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ଆର୍ଥତ୍କ ବିଧେୟକଗୁଡ଼ିକୁ ଗୃହୀତ କରାଇବା ଉପରେ ସରକାର ପ୍ରାଥମିକତା ଦେବେ। ଅନ୍ୟପକ୍ଷରେ ଆଦାନି ଗ୍ରୁପ୍ ବିରୋଧରେ ଅଭିଯୋଗ, ବିରୋଧୀ ନେତାଙ୍କ ବିରୋଧରେ ଭାଜପା…
ଚେତାବନୀ ସତ୍ତ୍ୱେ ପୁଣି ମିଶାଇଲ୍ ଟେଷ୍ଟ କଲା ଉତ୍ତର କୋରିଆ
ପ୍ୟୋଙ୍ଗୟାଙ୍ଗ୍,୧୩।୩: ଆମେରିକା ସମେତ ଅନେକ ଦେଶ ଚେତାବନୀ ଦେବା ପରେ ମଧ୍ୟ ଉତ୍ତର କୋରିଆ ନିରନ୍ତର ମିଶାଇଲ୍ ଟେଷ୍ଟ କରୁଛି। ଉତ୍ତର କୋରିଆ ପୁଣି ଏକ ବୁଡ଼ାଜାହାଜରୁ ଦୁଇଟି ଷ୍ଟ୍ରାଟେଜିକ କ୍ରୁଜ ମିଶାଇଲ୍ ଟେଷ୍ଟ କରିଛି। ସରକାରୀ କୋରିଆ ସେଣ୍ଟ୍ରାଲ ନ୍ୟୁଜ…
Archives


