Home

ଟସ୍‌ ଜିତି ଆରସିବିର ବୋଲିଂ ନିଷ୍ପତ୍ତି

ବେଙ୍ଗାଲୁରୁ,୨୬।୪: ଆଇପିଏଲର ୩୬ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର)ମଧ୍ୟରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ…

ଆସନ୍ତା ୩୦ ଯାଏ ଜାରି ରହିବ କାଳବୈଶାଖୀ, ଏସବୁ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ଦୁଇଦିନ ଧରି କାଳବୈଶାଖୀ ବର୍ଷା ହୋଇଥିବା ବେଳେ କିଛି ସ୍ଥାନରେ କୁଆପଥର ବର୍ଷା ବି ହୋଇଛି। ତେବେ ଆସନ୍ତା ୩୦ ତାରିଖ ଯାଏ ରାଜ୍ୟର କିଛି ଜିଲାରେ କାଳବୈଶାଖୀ ବର୍ଷା ଓ କୁଆପଥର ପଡ଼ିବାର ସମ୍ଭାବନା…

ଦୁନିଆର ସବୁଠୁ ଗରିବ ଆଉ ହିଂସାର ଦେଶ ସୁଦାନ

ଜେନେଭା,୨୬ା୪: ସ୍ବାଧୀନତା ପରବର୍ତ୍ତୀ ସୁଦାନର ଅଧିକାଂଶ ସମୟ ସାମରିକ ଶାସନ ଏବଂ ଗୃହଯୁଦ୍ଧ ମଧ୍ୟରେ ବିବାଦ ମଧ୍ୟରେ ଚାଲିଆସିଛି। ଏହି ଦେଶ ୧ ଜାନୁୟାରୀ ୧୯୫୬ରେ ସ୍ବାଧୀନ ହୋଇଥିଲା। ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦେଶ ଗଣତନ୍ତ୍ରର ଲଢ଼େଇ କରୁଛି।…

ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ନେଇ ବୈଠକ: ସମସ୍ତ ଜିଲାପାଳ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୁଧବାର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବମାନଙ୍କ ସହିତ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ପାରାଦୀପ, ଗୋପାଳପୁର ଡୋପଲର…

ଏହି ୩ ଗୁଣ ଆପଣଙ୍କୁ କରିଦେବ ଭାଗ୍ୟବାନ, କେବେ ବି ରହିବନି ଧନର ଅଭାବ

ମହାନ ଆଚାର୍ଯ୍ୟ ଚାଣକ୍ୟ ଦୁନିଆର ପ୍ରସିଦ୍ଧ ପଣ୍ଡିତମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଦ୍ୱାରା କୁହାଯାଇଥିବା ନୀତି ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ସେ ତାଙ୍କର ସମସ୍ତ ନୀତି ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଲେଖିଛନ୍ତି। ଚାଣକ୍ୟ ନିଜେ ତାଙ୍କ ପୁସ୍ତକରେ ତାଙ୍କ ଜୀବନ…

ପ୍ରିୟଙ୍କାଙ୍କ ଦୋସା ରାଜନୀତି, ସୋସିଆଲ ମିଡ଼ିଆରେ ଭାଇରାଲ…

ବେଙ୍ଗାଲୁରୁ,୨୬।୪ : କର୍ନାଟକ ନିର୍ବାଚନରେ ରାଜନୈତିକ ଦଳ ଓ ନେତାମାନେ ନୂଆ କୌଶଳ ଦେଖାଉଥିବା ଥିବା ଦେଖାଯାଉଛି। ପ୍ରତିଦିନ ପ୍ରଚାର ମଧ୍ୟରେ କିଛି ନୂଆ ଦେଖିବାକୁ ମିଳୁଥିଲା। କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ଭିଡିଓ ଟୁଇଟ କରିଛନ୍ତି। ଏଥିରେ…

ବିନା ଅଡିଶନରେ ଆଗଧାଡ଼ିର ଏହି ଅଭିନେତ୍ରୀମାନେ ଫିଲ୍ମରେ କରିଥିଲେ ଏଣ୍ଟ୍ରି, ଜାଣନ୍ତୁ କେମିତି…

ମୁମ୍ବାଇ: ବଲିଉଡ୍‌ର ଆଗଧାଡ଼ିର କିଛି ଅଭିନେତ୍ରୀ ବିନା ଅଡିଶନରେ ଫିଲ୍ମରେ ଏଣ୍ଟ୍ରି କରିଛନ୍ତି। ଯେଉଁମାନେ ଆଜି ଜଣେ ଜଣେ ସଫଳ ଅଭିନେତ୍ରୀ ଭାବରେ ଇଣ୍ଡଷ୍ଟ୍ରିରେ ନାଁ ବି କମାଇଛନ୍ତି। ଜାଣନ୍ତୁ ଏହି ଅଭିନେତ୍ରୀମାନଙ୍କ ସମ୍ପର୍କରେ… ଐଶ୍ୱର୍ଯ୍ୟା ରାୟ: ନୀଳନୟନା ଐଶ୍ୱର୍ଯ୍ୟା ରାୟ…

ଧୁଳି ମୁହଁରେ ଥିଲା, ସେ ଦର୍ପଣ ସଫା କରିବାର ନାଟକ କରୁଥିଲେ: କେଜରିଓ୍ବାଲଙ୍କୁ ରେଳମନ୍ତ୍ରୀଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୬।୪ : ଦୁର୍ନୀତି ପ୍ରସଙ୍ଗରେ ଏଏପିକୁ କଡ଼ା ସମାଲୋଚନା କରୁଥିବା ଭାଜପା ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିିୱାଲଙ୍କ ବଙ୍ଗଳାକୁ ଟାର୍ଗେଟ କରିଛି। ସରକାରୀ ପାଣ୍ଠିରୁ ୪୫ କୋଟି ଟଙ୍କା ଖର୍ଚ୍ଚ କରି କେଜ୍ରିୱାଲ ତାଙ୍କ ବଙ୍ଗଳା ନବୀକରଣ କରିଥିବା ଅଭିଯୋଗ…

ସରକାର ସମସ୍ତ ଭ୍ରଷ୍ଟ ନେତାଙ୍କର ଯାଞ୍ଚ କରିବେ: ରାଜନାଥ

ବେଲଗାଓ୍ବି,୨୬।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣକୁ ଆଉ ୨ ସପ୍ତାହରୁ ବି କମ ସମୟ ବାକି ରହିଛି। ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ନେତାମାନେ ନିର୍ବାଚନ ପ୍ରଚାର ଅଭିଯାନରେ ଖୁବ ବଳ ଖଟାଉଛନ୍ତି। ଦୁଇ ଦଳ ମଧ୍ୟରେ…

ଗ୍ରାମାଞ୍ଚଳ ଥାନାରେ ନିୟୋଜିତ ହେବେ ୨୧ ନୂଆ ଏଏସ୍‌ଆଇ

ବ୍ରହ୍ମପୁର ଅଫିସ,୨୬ା୪: ଏଏସ୍‌ଆଇ ଭାବେ ନିଯୁକ୍ତି ପାଇଁ ୨ ମାସ ଟ୍ରେନିଂ ନେବା ପରେ ପ୍ରାକ୍ଟିକାଲ ଟ୍ରେନିଂ ନେବାକୁ ବ୍ରହ୍ମପୁର ପୋଲିସ ଜିଲାରେ ଥିବା ବିଭିନ୍ନ ଗ୍ରାମାଞ୍ଚଳ ଥାନାରେ ୨୧ଜଣ ପୋଲିସ ନିୟୋଜିତ ହେବେ। ଏଥିସହ ଗୋଟିଏ ସପ୍ତାହ କୌଣସି ଏକ…

୧ ମେ’ରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁପ୍ତ ସୂଚନା !…

ମୁମ୍ବାଇ,୨୬।୪ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇକୁ ଆତଙ୍କିତ କରିବା ପାଇଁ ଏକ ଆତଙ୍କବାଦୀ ଷଡଯନ୍ତ୍ର କରାଯାଇଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ଗୁପ୍ତ ସୂଚନା ଆଧାରରେ ଆଲର୍ଟ ଜାରି କରାଯାଇଛି। ୧ ମେରେ ମୁମ୍ବାଇରେ ଆତଙ୍କବାଦୀ ଘଟଣା ଘଟିପାରେ ବୋଲି ଆଶଙ୍କା…

୯୪ ପ୍ରତିଶତ ନମ୍ବର ରଖି ଛାତ୍ରୀ ଫେଲ…

ଲକ୍ଷ୍ନୌ,୨୬।୪ : ଉତ୍ତରପ୍ରଦେଶର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ପ୍ରକାଶିତ ଫଳାଫଳରେ ବୋର୍ଡ ଅଧିକାରୀଙ୍କ ଏକ ପ୍ରମୁଖ ଅବହେଳା ସାମ୍ନାକୁ ଆସିଛି। ୯୪ ପ୍ରତିଶତ ପାଇଥିବା ଜଣେ ଛାତ୍ରୀଙ୍କୁ ବୋର୍ଡ ଫେଲ ଘୋଷଣା କରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri