ନାଗପୁର ମଇଦାନରେ ଏକାଧିକ ରେକର୍ଡ: କୁମ୍ବଲେ-ହରଭଜନଙ୍କୁ ଟପିଲେ ଅଶ୍ୱିନ…
ନାଗପୁର,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ ଚମକିଛନ୍ତି ଭାରତୀୟ ତାରକା ବୋଲର ରବିଚନ୍ଦ୍ରନ ଅଶ୍ୱିନ। ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ସେ ଚମତ୍କାର ବୋଲିଂ କରି ପ୍ରାୟ ଅଧା କଙ୍ଗାରୁ ଟିମକୁ ବିଦା କରିଥିଲେ। ୧୨ ଓଭରରେ ୩୭ରନ୍ ଦେଇ ସେ ୫…
ତୁର୍କୀ ଭୂକମ୍ପରେ ଭାରତୀୟ ନାଗରିକ ସୁରକ୍ଷିତ
ଆଙ୍କାରା,୧୧ା୨: ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପରେ ଭାରତୀୟ ନାଗରିକମାନେ ଫସି ରହିଥିବାର କୌଣସି ଖବର ନାହିଁ। ଏନେଇ ତୁର୍କୀରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବୀରେନ୍ଦ୍ର ପାଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏପର୍ଯ୍ୟନ୍ତ ଭୂକମ୍ପ ପ୍ରଭାବିତ ତୁର୍କୀରେ କୌଣସି ଭାରତୀୟ ଫସିଥିବା…
ଟ୍ରକ୍ ଚାଳକଙ୍କୁ ଆକ୍ରମଣ କରି ଲୁଟ୍: ୨ ଭାଇ ଗିରଫ
ବଡ଼ବିଲ,୧୧ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ନାଲଦାଠାରେ ଦୁଇଜଣ ଟ୍ରକ ଚାଳକଙ୍କୁ ଆକ୍ରମଣ କରି ଟଙ୍କା ଲୁଟିବା ଅଭିଯୋଗରେ ପୋଲିସ ଦୁଇ ଅଭିଯୁକ୍ତ ଭାଇଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଦିରଫ ଦୁଇ ଅଭିଯୁକ୍ତ ଭାଇ ହେଲେ…
ଜାମିୟତ ଉଲେମା-ଇ-ହିନ୍ଦ ଆରଏସଏସ ଆଡକୁ ବଢ଼ାଇଲା ବନ୍ଧୁତ୍ୱ ହାତ…
ନୂଆଦିଲ୍ଲୀ,୧୧।୨ : ଜାମିୟତ ଉଲେମା-ଇ-ହିନ୍ଦ ଆରଏସଏସ ଆଡକୁ ବନ୍ଧୁତ୍ୱର ହାତ ବଢ଼ାଇଛି। ଏନେଇ ଏହାର ଅଧ୍ୟକ୍ଷ ମୌଲାନା ମଦାନୀ କହିଛନ୍ତି ଭାଜପା ଏବଂ ଆରଏସଏସ ସହିତ କୌଣସି ଧାର୍ମିକ ଶତ୍ରୁତା ନାହିଁ। କେବଳ କେତେକ ଭୁଲ ବୁଝାମଣା ରହିଛି। ଦିଲ୍ଲୀର ରାମଲିଲା…
ସିଦ୍ଧାର୍ଥଙ୍କ ରେକର୍ଡ ଭାଙ୍ଗିଲେ ଶିବ ଠାକ୍ରେ
ବମ୍ବେ: ଆଉ ମାତ୍ର ଦୁଇଦିନର ଅପେକ୍ଷା। ଶେଷ ହେବ ରିଆଲିଟି ଶୋ’ ‘ବିଗ୍ବସ୍-୧୬’। ଶୋ’ର ୧୩ତମ ସିଜନ ପରେ ଚଳିତ ସିଜନ ଲୋକପ୍ରିୟତାର ଶିଖର ଛୁଇଁଛି। ପ୍ରତିଯୋଗୀମାନେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିବାରୁ ଏହାର ଅବଧିକୁ କିଛି ଦିନ ବଢ଼ାଯାଇଥିଲା। ଆସନ୍ତା…
ଅଲ୍ଟ ବାଲାଜୀରୁ ଇସ୍ତଫା ଦେଲେ ଏକତା କପୁର, ଶୋଭା
ମୁମ୍ବାଇ: ବଲିଉଡ ପ୍ରଯୋଜକ ଏକତା କପୁର ଏବଂ ତାଙ୍କ ମା’ ଶୋଭା କପୁର ଓଟିଟି ପ୍ଲାଟ୍ଫର୍ମ ଅଲ୍ଟ ବାଲାଜୀର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ବିବେକ କୋକା ଅଲ୍ଟ ବାଲାଜୀର ନୂତନ ମୁଖ୍ୟ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ଏନେଇ…
କୋଓ୍ବିନ ପୋର୍ଟାଲରେ କୋଭାଭାକ୍ସ ଟିକା ଅନ୍ତର୍ଭୁକ୍ତ କରିବା ବିଷୟରେ ଏନଟିଏଜିଆଇ ପ୍ୟାନେଲ ଆଲୋଚନା, ଏସଟିଏସସି ନେବ ଚୂଡ଼ାନ୍ତ ନିଷ୍ପତ୍ତି…
ନୂଆଦିଲ୍ଲୀ,୧୧।୨ : କୋଭାଭାକ୍ସ ଟିକାକୁ କୋଓ୍ବିନ ପୋର୍ଟାଲରେ ଅନ୍ତର୍ଭୁକ୍ତ କରିବା ବିଷୟରେ ଏନଟିଏଜିଆଇ ପ୍ୟାନେଲ ଆଲୋଚନା ଜାରି ରହିଛି। ତେବେ ଏସଟିଏସସି ଏହାର ଚୂଡ଼ାନ୍ତ ନିଷ୍ପତ୍ତି ନେବ। ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ ଅଫ ଇମ୍ୟୁନାଇଜେଶନ (ଏନଟିଏଜିଆଇ)ର କୋଭିଡ-୧୯ ୱାର୍କିଂ ଗ୍ରୁପ,…
ପ୍ଲାଷ୍ଟିକ୍ କବ୍ଜାରେ ଓଡ଼ିଶାର କଶ୍ମୀର
ଦାରିଙ୍ଗବାଡ଼ି,୧୧ା୨(ଡି.ଏନ୍.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ଦେଶ ବିଦେଶରେ ପରିଚିତ। ସେପ୍ଟେମ୍ବରଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଦାରିଙ୍ଗବାଡ଼ିର ଜଳବାୟୁ ଥଣ୍ଡା ରହୁଥିବାରୁ ଏହି ସମୟରେ ଦାରିଙ୍ଗିବାଡ଼ିକୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଲାଗିଥାଏ। ସେହିପରି ପର୍ଯ୍ୟଟକଙ୍କ…
ନଓ୍ବାଜ ସରିଫ ପରିବାରରେ ଫାଟ, ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ମରିୟମ…
ଇସଲାମାବାଦ,୧୧।୨ : ପାକିସ୍ତାନରେ ବଢୁଥିବା ରାଜନୈତିକ ବିବାଦ ବର୍ତ୍ତମାନ ନୱାଜ ସରିଫ ପରିବାର ମଧ୍ୟରେ ପହଞ୍ଚିଛି। ପରିସ୍ଥିତି ଏତେ ପରିମାଣରେ ପହଞ୍ଚିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ତାଙ୍କ ସ୍ବାମୀଙ୍କ ସହ ସର୍ବସାଧାରଣରେ ମୁହାଁମୁହିଁ ହୋଇଛନ୍ତି।…
ସତ ହେଲା ଆକାଶ ଚୋପ୍ରାଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟକୁ ୧୩୨ରନ୍ ବ୍ୟବଧାନରେ ଜିତି ନେଇଛି ଟିମ୍ ଇଣ୍ଡିଆ। ମାତ୍ର ୩ ଦିନରେ ସମାପ୍ତ ହୋଇଛି ପ୍ରଥମ ଟେଷ୍ଟ। ତେବେ ମ୍ୟାଚ୍କୁ ନେଇ ପୂର୍ବରୁ ଆକାଶ ଚୋପ୍ରା ଏକ ଟୁଇଟ୍ କରି ଭବିଷ୍ୟବାଣୀ କରିଥିଲେ, ଯାହାକି…
ବଦଳୁ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ନାମିତ ସହର,ରାସ୍ତା, କୋଠାର ନାମ: ସୁପ୍ରିମ୍କୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ …
ନୂଆଦିଲ୍ଲୀ,୧୧।୨ : ଦେଶରେ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ସହର, ସଡ଼କ, କୋଠା ଏବଂ ଅନୁଷ୍ଠାନର ନାମ ପରିବର୍ତ୍ତନ କରିବାକୁ ଆୟୋଗ ଗଠନ ଦାବିରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଛି। ଆବେଦନକାରୀ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନରେ ଏକ ହଜାରରୁ…
ନୋବେଲ ଶାନ୍ତି ପୁରସ୍କାର ପାଇଁ ଆଫଗାନିସ୍ତାନ ମହିଳା ମନୋନୀତ
କାବୁଲ,୧୧ା୨: ଆଫଗାନିସ୍ତାନରେ ମହିଳା ଅଧିକାର ପାଇଁ କାର୍ଯ୍ୟ କରୁଥିବା ମେହବୁବା ସିରାଜ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତାଙ୍କୁ ଜେଲରେ ଥିବା ଇରାନର ମାନବାଧିକାର କର୍ମୀ ତଥା ଓକିଲ ନର୍ଗିସ ମହମ୍ମଦୀଙ୍କ ସହ ମିଳିତ ଭାବେ ମନୋନୀତ କରାଯାଇଛି।…
Archives


