ଜଳକଷ୍ଟରେ ଗତରକଣ୍ଡାବାସୀ
ନନ୍ଦପୁର, ୧୧ା୨: ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତର ୮ ନମ୍ବର ୱାର୍ଡ ତଥା ଦୁର୍ଗମ ଗତରକଣ୍ଡା ଗ୍ରାମବାସୀ ପାନୀୟ ଜଳକଷ୍ଟ ଭୋଗୁଛନ୍ତି। ଖରାଦିନ ପୂର୍ବରୁ ଅନୁଭୂତ ହେଉଥିବା ଏହି ଜଳକଷ୍ଟ ଖରାଦିନେ ଆହୁରି ଅଧିକ ଅସହ୍ୟ ହେବ ବୋଲି ଗ୍ରାମବାସୀ ଆଶଙ୍କା…
କ୍ରଶରରେ ପଥର ଉପରୁ ପଡି ଯୁବକ ମୃତ
ଚିତ୍ରକୋଣ୍ଡା,୧୧ା୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡ଼ାଠାରେ ଥିବା ଏକ କ୍ରଶରରେ କର୍ମଚାରୀ ଭାବରେ ଏମ. ଆଞ୍ଜି (୨୩) ନାମକ ଯୁବକ କାମ କରୁଥିଲେ। ସବୁଦିନ ପରି ସେ ଗୁରୁବାର କ୍ରସରରେ ଥିବା ଏକ ବଡ ପଥର ଉପରକୁ…
୧୨ କି.ମି. ଚାଲି ୬ ଗ୍ରାମର ସମସ୍ୟା ବୁଝିଲେ
ଚିତ୍ରକୋଣ୍ଡା,୧୧ା୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ସମାଧାନ କରି ସେମାନଙ୍କୁ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାକୁ କପାତୁଟି ସମିତିସଭ୍ୟ ନାଗେଶ ଖିଲ, ସରପଞ୍ଚ ଶୁକ୍ରି ହନ୍ତାଳଙ୍କ ସ୍ବାମୀ ପଦଲାମ ହନ୍ତାଳ ଏବଂ ଧରିତ୍ରୀ…
‘କୋଇ’ରେ ବଢୁଛନ୍ତି କଲରାପତରିଆ
ଢେଙ୍କାନାଳ ଅଫିସ,୧୧ା୨: ଜୈବ ବିବିଧତାରେ ଭରପୂର ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲରେ ଦୀର୍ଘବର୍ଷ ହେଲା ବିଳୁପ୍ତ ହୋଇଯାଇଛି ମହାବଳ ବଂଶ। ଏହାର ଅଭାବକୁ ଏବେ ପୂରଣ କରୁଛନ୍ତି କଲରାପତରିଆ। ସାତକୋଶିଆ ସୀମାନ୍ତ ହିନ୍ଦୋଳ ରେଞ୍ଜ୍ର କୋଇ ଏବଂ କନ୍ଧରା ସଂରକ୍ଷିତ ଜଙ୍ଗଲ…
ଜଣେ ଲେଖାଏ ଶିକ୍ଷକରେ ଚାଲିଛି ୫ ସ୍କୁଲ
ଆଠମଲ୍ଲିକ, ୧୧ା୨ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକରେ ଥିବା ମୋଟ ୧୧୪ ସ୍କୁଲ ମଧ୍ୟରୁ ୫ଟିରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି। ଫଳରେ ଏସବୁ ବିଦ୍ୟାଳୟରେ ପାଠପଢ଼ା ବାଧାପ୍ରାପ୍ତ ହେଉଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ସୂଚନା ଅନୁଯାୟୀ, ରାଉତପଡା ପ୍ରାଥମିକ…
ବିଭିନ୍ନ ଯୋଜନାର ସମୀକ୍ଷା କଲେ ଷ୍ଟାଣ୍ଡିଂ କମିଟି
ପାରଳାଖେମୁଣ୍ଡି, ୧୧ା୨(ଡି.ଏନ୍.ଏ): ବିଭାଗୀୟ ଅନୁବନ୍ଧିତ ଷ୍ଟାଣ୍ଡିଂ କମିଟି ସବ କମିଟି ଶୁକ୍ରବାର ଗଜପତି ଜିଲା ଗସ୍ତରେ ଆସି ସହ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଖାଦ୍ୟ ଯୋଗାଣ, ସମବାୟ ଏବଂ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା…
ଚାଉଳ ରାଜନୀତି: ୧୫ରେ ଆନ୍ଦୋଳନ କରିବ ବିଜେଡି
ଭଞ୍ଜନଗର,୧୧ା୨(ଡି.ଏନ.ଏ): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଗତ ଡିସେମ୍ବର ମାସରୁ ବନ୍ଦ ହୋଇଯାଇଛି । ଏହାଦ୍ୱାରା ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକ ଏବଂ ୫ଟି ଏନ୍ଏସିର ପ୍ରାୟ ୯ ଲକ୍ଷ ହିତାଧିକାରୀ ପ୍ରଭାବିତ ହୋଇଛନ୍ତି । ଯାହାକୁ ନେଇ ଭଞ୍ଜନଗର…
ମହାଗୁଡ଼ାରେ ୧୦ ବଖରା ଜଳିଗଲା
ଭଞ୍ଜନଗର,୧୧ା୨(ଡି.ଏନ.ଏ): ଭଞ୍ଜନଗର ତହସିଲ ଅନ୍ତର୍ଗତ ସାନକୋଦଣ୍ଡା ପଞ୍ଚାୟତ ମହାଗୁଡ଼ାରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୬ ପରିବାରର ୬ବଖରା ଏବଂ ୪ ଗୁହାଳ ଜଳିଯାଇଛି । ଏଥିସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତିି ପୋଡ଼ି ପାଉଁଶ ହୋଇଯାଇଛି। ଭଞ୍ଜନଗର ଅଗ୍ନିଶମ ଏବଂ ଜରୁରୀକାଳୀନ…
ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ ତଦାରଖ କଲେ ଜିଲାପାଳ
ଗୋପାଳପୁର,୧୧ା୨(ଡି.ଏନ.ଏ.): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟରେ ଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ବିମାନ ଚଳାଚଳ ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିଲା। ଏନେଇ ଶୁକ୍ରବାର ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ବିଭୀଗୀୟ କର୍ତ୍ତୃପକ୍ଷଙ୍କ ସହ ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାର୍ଯ୍ୟ ତଦାରଖ କରିଛନ୍ତି। ବର୍ତ୍ତମାନ…
ଖଦି ପିନ୍ଧିଲେ ବିଶ୍ୱବିଦ୍ୟାଳୟ କର୍ମକର୍ତ୍ତା
ବ୍ରହ୍ମପୁର ଅଫିସ,୧୧ା୨: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ସମସ୍ତ କର୍ମକର୍ତ୍ତା (ଶିକ୍ଷକ ଓ ଅଣଶିକ୍ଷକ) ଖଦି ବସ୍ତ୍ର ପରିଧାନ କରି ପ୍ରଶାସନିକ କୋଠା ସମ୍ମୁଖରେ ଏକତ୍ରିତ ହୋଇଥିଲେ। ସପ୍ତାହର ଗୋଟିଏ ଦିନ (ପ୍ରତି ଶୁକ୍ରବାର) ସମସ୍ତ କର୍ମକର୍ତ୍ତା ଖଦି ବସ୍ତ୍ର ପିନ୍ଧିବାକୁ ଗତ…
ଛାତ୍ରୀ ଅପହରଣ, ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ
ବ୍ରହ୍ମପୁର ଅଫିସ,୧୧ା୨: ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ଗଣେଶ୍ୱର ପତି ଶୁକ୍ରବାର ଏକ ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ସେ ଅଭିଯୁକ୍ତ ଏ. ଶ୍ରବଣ କୁମାରଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ୨୦୨୧ ମେ ୨୧ ତାରିଖରେ…
ଜିଲାରେ ୫୯,୪୪୪ ପିଲା ଖାଇବେ ଆଲ୍ବେଣ୍ଡାଜଲ
ବ୍ରହ୍ମପୁର ଅଫିସ,୧୧ା୨: ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜାତୀୟ କୃମି ନାଶକ ଦିବସ ଶୁଭାରମ୍ଭ କରାଯାଇଛି। ଜିଲା ସ୍ବାସ୍ଥ୍ୟ ବିକାଶ ସମିତି ତରଫରୁ…
Archives


