Home

ଇଣ୍ଡିଆନ୍‌ ବ୍ୟାଙ୍କର ନୂତନ ଆଞ୍ଚଳିକ ମୁଖ୍ୟ

ଭୁବନେଶ୍ୱର,୮।୫: ଇଣ୍ଡିଆନ୍‌ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ପ୍ରଦୀପ୍ତ କୁମାର ରଥ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ରଥ ଆଲ୍ଲାହାବାଦସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଆଞ୍ଚଳିକ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ। ଉଲ୍ଲେଖଯୋଗ୍ୟ,…

ଓଡ଼ିଶା ପ୍ରତିଯୋଗୀଙ୍କୁ ୫ ସ୍ବର୍ଣ୍ଣ ସହ ୮ ପଦକ

ଭୁବନେଶ୍ୱର, ୮।୫(କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ରବିବାର ଶେଷ ହୋଇଥିବା ୫ମ ଇଣ୍ଡିଆନ ଓପନ୍‌ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ ଓଡ଼ିଶାକୁ ୨ଟି ସ୍ବର୍ଣ୍ଣ ପଦକ ମିଳିଛି। ଏହାକୁ ମିଶାଇ ଓଡ଼ିଶା ମୋଟ୍‌ ୮ ପଦକ ଜିତିଛି।…

ଅଭାବ ଅନଟନରେ ବିଡ଼ି ଶ୍ରମିକ

ନୟାଗଡ଼ ଅଫିସ,୮ା୫: ନୟାଗଡ଼ ଜିଲାର ବିଡ଼ି ଶ୍ରମିକମାନେ ଆର୍ଥିକ ଅନଟନରେ ଛନ୍ଦି ହୋଇ ଦୁଃଖଦ ଜୀବନଯାପନ କରୁଛନ୍ତି। ସ୍ବାସ୍ଥ୍ୟସେବା ମିଳୁ ନ ଥିବାବେଳେ ଶ୍ରମ ଆଇନରେ ପରିବର୍ତ୍ତନ ପରେ ଜନକଲ୍ୟାଣ ପାଣ୍ଠିର ସହାୟତା ରାଶି ୭ ବର୍ଷ ହେଲା ବନ୍ଦ ହୋଇଯାଇଛି।…

ଟିସିଏନ୍‌ଏସ୍‌ କ୍ଲଥିଂକୁ ଅଧିଗ୍ରହଣ କରିବ ଏବିଏଫ୍‌ଆର୍‌ଏଲ୍‌

ନୂଆଦିଲ୍ଲୀ,୮।୫: ଆଦିତ୍ୟ ବିର୍ଲା ଗ୍ରୁପର ଫେଶନ୍‌ ଓ ପୋଷାକ କମ୍ପାନୀ ଏବିଏଫ୍‌ଆର୍‌ଏଲ୍‌ ପକ୍ଷରୁ ଟିସିଏନ୍‌ଏସ୍‌ କ୍ଲଥିଂକୁ ଅଧିଗ୍ରହଣ କରିବା ଲାଗି ଏକ ବୁଝାମଣାପତ୍ର ସ୍ବାକ୍ଷର ସହ ଚୁକ୍ତିନାମା ମଧ୍ୟ କରାଯାଇଛି। ଏପରିକି ଉକ୍ତ ବୁଝାମଣା ଅନୁସାରେ ପ୍ରତିଷ୍ଠାତାଙ୍କ ଅଂଶଧନକୁ ଅଧିଗ୍ରହଣ କରିବା…

ସାମ୍‌ସଙ୍ଗ୍‌ର କ୍ୟୁଏଲ୍‌ଇଡି ଟିଭିର ଶୁଭାରମ୍ଭ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଟେଲିଭିଜନ ବ୍ରାଣ୍ଡ୍‌ ସାମ୍‌ସଙ୍ଗ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ୨୦୨୩ ନିଓ କ୍ୟୁଏଲ୍‌ଇଡି ଟିଭି ସିରିଜର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୫୦ ଇଞ୍ଚରୁ ୯୮ ଇଞ୍ଚ ସାଇଜ ବର୍ଗରେ ସାମ୍‌ସଙ୍ଗ୍‌ ଅଲ୍‌ଟ୍ରା…

ଡିସିବିଏଲ୍‌ର ନୂତନ ଉତ୍ପାଦ ‘ଡାଲମିଆ ସୁପ୍ରିମ ସିମେଣ୍ଟ’

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ (ଡିସିବିଏଲ) ର ନୂତନ ଉତ୍ପାଦ ‘ଡାଲମିଆ ସୁପ୍ରିମ ସିମେଣ୍ଟ’ର ଶୁଭାରମ୍ଭ ଓ ବଜାର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀ ଭାରତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଉକ୍ତ ଉତ୍ପାଦଗୁଡିକୁ…

ସୋନିର ଓଏଲ୍‌ଇଡି ସିରିଜ୍‌ ଟିଭି ଉନ୍ମୋଚିତ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ୍‌ ସୋନି ଇଣ୍ଡିଆ ପକ୍ଷରୁ ନିକଟରେ ସୋନିର ଓଏଲ୍‌ଇଡି ସିରିଜ୍‌ ଟିଭିର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷ କରି କଗ୍ନିଟିଭ୍‌ ପ୍ରୋସେସର ଏକ୍ସଆର୍‌ ଥିବା ନ୍ୟୁ ସୋନି ବ୍ରାଭିଆ ଏକ୍ସଆର୍‌ ଏ୮୦ଏଲ୍‌ ଓଏଲ୍‌ଇଡି ଟିଭିର ବଜାର…

ପାନୀୟ ଜଳ ପାଇଁ ଡହଳବିକଳ ଲୋକେ

ପଟ୍ଟାମୁଣ୍ଡାଇ,୮ା୫(ସ୍ବ.ପ୍ର.): ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି ଉପୁଜିଲାଣି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ କେଉଁଠି ପାଇପ ଜଳ ଯୋଗାଣ ଫେଲ ମାରିଛି, ତ ଆଉ…

ମେଇତିଙ୍କୁ ଏସ୍‌ଟି ମାନ୍ୟତା ବିରୋଧରେ ସୁପ୍ରିମକୋର୍ଟ ଗଲେ ଭାଜପା ବିଧାୟକ

ନୂଆଦିଲ୍ଲୀ, ୮ା୫ (ପି.ଟି.) : ମଣିପୁର ସ୍ଥିତିକୁ ନେଇ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଛି। ମେଇତି ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଭାଜପା ବିଧାୟକ ତଥା ପାର୍ବତ୍ୟାଞ୍ଚଳ କମିଟି (ଏଚ୍‌ଏସି) ଅଧ୍ୟକ୍ଷ…

ମଣିପୁର ହିଂସା: ଉଦ୍ଧାର ହେଲେଣି ୨୩ ହଜାର

ଇମ୍ଫାଲ, ୮ା୫ : ମଣିପୁରରେ ଗତ କିଛିଦିନର ହିଂସାକାଣ୍ଡ ଓ ରକ୍ତାକ୍ତ ଜାତିଗତ ସଂଘର୍ଷ ପରେ ରବିବାର ଜୀବନଯାତ୍ରା ସ୍ବାଭାବିକ ସ୍ଥିତିକୁ ଫେରୁଥିବା ଦେଖାଯାଇଛି। ସୈନ୍ୟବାହିନୀ ପକ୍ଷରୁ ହିଂସାପ୍ରବଣ ଅଞ୍ଚଳରେ ଡ୍ରୋନ୍‌ ଏବଂ ହେଲିକପ୍ଟର ସହାୟତାରେ ଆକାଶ ମାର୍ଗରୁ ତୀକ୍ଷ୍ଣ ନଜର…

ସ୍ଲୁଇସ୍‌ଗେଟ୍‌ ଆବଶ୍ୟକ: ଚାଲିଛି ସଫେଇ କାର୍ଯ୍ୟ

ନାଉଗାଁ ,୮ା୫(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଓଷକଣା ପଞ୍ଚାୟତର ଅଙ୍ଗେଶ୍ୱରପଡ଼ାରୁ ଗୋଳାନଦୀ ବାହାରିଛି। ଏହା ଗାରୋଇସ୍ଥିତ ଦେବୀନଦୀରେ ମିଶିଛି। ଚଳିତ ବର୍ଷ ଜଳସେଚନ ବିଭାଗ ତରଫରୁ ଗୋଳାନଦୀର ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି…

ଛତିଶଗଡ଼ରେ ୨,୦୦୦ କୋଟିର ମଦ ଦୁର୍ନୀତି

ରାୟପୁର, ୮ା୫ : ଛତିଶଗଡ଼ରେ ବେଆଇନ ମଦ ସିଣ୍ଡିକେଟ୍‌ ପଛରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ର ଜଣେ ଅଧିକାରୀ କିଙ୍ଗ୍‌ପିନ୍‌ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିଯୋଗ କରିଛି। ଆଇଏଏସ୍‌ ଅଫିସର ଅନିଲ ତୁତେଜା ମଦ ବ୍ୟବସାୟୀ ଅନଓ୍ବର ଧେବାରଙ୍କ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri