Home

ମିଗ୍‌-୨୧ର ସେବା ରହିଛି ଜାରି, କାହିଁକି ନେଇନି ଅବସର ? ପାଲଟିଛି ‘ଫ୍ଲାଇଙ୍ଗ କଫିନ’…

ନୂଆଦିଲ୍ଲୀ,୮।୫ : ମିଗ -୨୧ ଯୁଦ୍ଧ ବିମାନକୁ ୧୯୬୦ ଦଶକରେ ପୂର୍ବର ସୋଭିଏ ୟୁନିଅନ (ବର୍ତ୍ତମାନ ରୁଷିଆ) ରୁ କିଣାଯାଇଥିଲା। ଏହି ଯୁଦ୍ଧ ବିମାନକୁ ରୁଷିଆ ୧୯୮୫ରେ ଅବସର ଦେଇଛି। କିନ୍ତୁ ଏହି ଜାହାଜଗୁଡ଼ିକ ଭାରତୀୟ ସେନାରେ ବ୍ୟବହୃତ ହେଉଛି। ଏହି…

ଥାଲାସିମିଆ

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲାବିନର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା। ଆପଣମାନଙ୍କ ମଧ୍ୟରୁ…

ବାଂଲାଦେଶ-ମ୍ୟାନମାର ମୁହାଁ ହୋଇପାରେ ବାତ୍ୟା: ପାଣିପାଗ ବିଭାଗ ପୂର୍ବାନୁମାନ…

ନୂଆଦିଲ୍ଲୀ,୮।୫ : ସମ୍ଭାବ୍ୟ ବାତ୍ୟା ବିଷୟରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ପୁଣି ଥରେ ପୁର୍ବାନୁମାନ କରିଛି। ବିଭାଗ କହିଛି ସୋମବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ସହିତ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହୋଇଛି। ଏହା…

ନ୍ୟାୟ ପାଇଁ ଏସ୍‌ପି ଅଫିସ ଆଗରେ ଧାରଣାରେ ବସିଲେ ମା’-ଝିଅ

ଭଦ୍ରକ ଅଫିସ,୮ା୫: ଭଦ୍ରକ ଜିଲା ପୀରହାଟ ଥାନା ଅର୍ଜୁନବିନ୍ଧା ଗ୍ରାମର କନକଲତା ବେହେରା ଓ ତାଙ୍କ ଝିଅଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପି ଅଫିସ୍‌ ଆଗରେ ଧାରଣାରେ ବସିଛନ୍ତି। ଗତ ୧ ତାରିଖରେ ଭଦ୍ରକ କଚେରି ବଜାରରେ ମା-ଝିଅ…

ଯବାନ-ମାଓବାଦୀ ଗୁଳିବିନିମୟ, ୨ ମାଓବାଦୀ ମୃତ

ମାଲକାନଗିରି,୮ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ସୁକୁମା ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳି ବିନିମୟରେ ଜଣେ ହାର୍ଡକୋର ମାଓବାଦୀଙ୍କ ସମେତ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ସୁକୁମା ଜିଲା ଭେଜି ଥାନା ଅନ୍ତର୍ଗତ ଦନ୍ତେଶ୍ୱର…

ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ମାମଲା

ବରୀ,୮ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ଅଞ୍ଚଳର ଖବରଦାତା ସୁରେଶ ଚନ୍ଦ୍ର କରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସୂଚନାଥାଉକି, ଶ୍ରୀ କର ବାଇଁଶିରିଆ ପଞ୍ଚାୟତକୁ ସରକାରଙ୍କ ତରଫରୁ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସୁଥିବା ଅନୁଦାନ ସଦୁପଯୋଗ ହେଉ ନ ଥିବା ଘଟଣାକୁ ଖବର…

ୟୁଟ୍ୟୁବର ମନିଷଙ୍କୁ ଝଟ୍‌କା: ଜାମିନ ପାଇଁ ହାଇକୋର୍ଟ ଯାଅ…

ନୂଆଦିଲ୍ଲୀ,୮।୫ : ୟୁଟ୍ୟୁବର୍‌ ମନିଷ କାଶ୍ୟପଙ୍କୁ ସୋମବାର ସୁପ୍ରିମକୋର୍ଟରୁ ମଧ୍ୟ ଆଶ୍ୱସ୍ତି ମିଳିନାହିଁ। ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କ ନକଲି ଭିଡିଓ ପ୍ରଚାର କରୁଥିବା ଅଭିଯୁକ୍ତ ମନିଷଙ୍କ ଜାମିନ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।…

ରୁଷିଆର ବିଧ୍ୱଂସକାରୀ ଯୋଜନା: ପୁଣି ପକାଇବ ଫସଫରସ ବୋମା…

ମସ୍କୋ,୮।୫ : ରୁଷିଆ ଫସଫରସ ବୋମା ଦ୍ୱାରା ୟୁକ୍ରେନର ବାଖମୁଟ ସହର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ୟୁକ୍ରେନ ସୈନ୍ୟ ବିଭାଗ ଦ୍ୱାରା ପ୍ରକାଶିତ ଡ୍ରୋନ ଫୁଟେଜରେ ବାଖମୁଟ ଜଳୁଥିବା ଦେଖାଯାଇଛି। ଭିଡିଓରେ ଦେଖାଯାଉଛି, ବାଖମୁଟ ଉପରେ ଧଳା ଫସଫରସ…

ଦେଶ ପାଇଁ ନିଜ ରକ୍ତ ବୁହାଇଛନ୍ତି ଗାନ୍ଧୀ ପରିବାର: ସିବଲ…

ନୂଆଦିଲ୍ଲୀ,୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କଂଗ୍ରେସ ଉପରେ ହୋଇଥିବା କଡ଼ା ସମାଲୋଚନାକୁ ନେଇ ରାଜ୍ୟସଭା ଏମପି କପିଲ ସିବଲ ସୋମବାର ନିଜର ପ୍ରତିକ୍ରିୟା ଦେଇଛନ୍ତି। କର୍ନାଟକରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ କଂଗ୍ରେସ ଦେଶକୁ ବିଭାଜନ କରୁଥିବା ଅଭିଯୋଗ…

ପ୍ରଥମ ସ୍ତ୍ରୀ ଥାଇ ଦ୍ୱିତୀୟ ବିବାହ କରୁଥିଲେ, ବରଙ୍କୁ ଉଠାଇ ଆଣିଲା ପୋଲିସ

ପାଟଣା,୮ା୫(ସ୍ବ.ପ୍ର.): ପ୍ରଥମ ସ୍ତ୍ରୀ ଓ ପୁଅ ଥାଇ ଜଣେ ବିବାହିତ ଯୁବକ ଲୁଚାଛପାରେ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରୁଥିବା ସମୟରେ ମନ୍ଦିରରୁ ପୋଲିସ ଉଠାଇ ଆଣିଛି। ଦିତୀୟ ବିବାହ କରୁଥିବା ଯୁବକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଯଶିପୁର ଥାନା…

ଶାହିସ୍ତା ପରଓ୍ବିନ ମାଫିଆ ଘୋଷିତ ହେବେ: ପୋଲିସ ପ୍ରସ୍ତୁତି ଆରମ୍ଭ…

ଲକ୍ଷ୍ନୌ,୮।୫ : ପୂର୍ବତନ ସମାଜବାଦୀ ପାର୍ଟି (ଏସପି) ଏମପି ତଥା ମାଫିଆ ଅତିକ ଅହମ୍ମଦଙ୍କ ପଳାତକ ସ୍ତ୍ରୀ ଶାହିସ୍ତା ପରଓ୍ବିନଙ୍କୁ ଉତ୍ତରପ୍ରଦେଶ ପୋଲିସ ମାଫିଆ ଘୋଷିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ପୋଲିସ ଏଫଆଇଆରରେ ଶାହିସ୍ତାଙ୍କୁ ମାଫିଆ ଅପରାଧୀ ଭାବରେ…

ଘରେ ପଶି ନାବାଳିକାଙ୍କ ତଣ୍ଟିକାଟି ହତ୍ୟା କଲେ ଯୁବକ

ଅନୁଗୋଳ ଅଫିସ,୮ା୫: ଅନୁଗୋଳ ସହର ଉପକଣ୍ଠ କୁଇଓ ଗ୍ରାମରେ ସୋମବାର ପୂର୍ବାହ୍ନରେ ଜଣେ ନାବାଳିକାଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି। ମୃତ ନାବାଳିକା ହେଲେ, ଭାଗୀରଥି ସାହୁଙ୍କ ଝିଅ ଖୁସି (୧୨)। ତାଙ୍କ ପ୍ରକୃତ ଘର ତାଳଚେର ଡଅଁରାରେ ହୋଇଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri