Home

ଜମ୍ମୁ-କଶ୍ମୀରରେ ନିର୍ବାଚନ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଲେ ଫାରୁକ୍‌

ଶ୍ରୀନଗର, ୮ା୫ : ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ବିଳମ୍ବ ହେବା ପଛର କାରଣକୁ ନେଇ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ରବିବାର ପ୍ରଶ୍ନ ଉଠାଇଛନ୍ତି। ଜମ୍ମୁ-କଶ୍ମୀରରେ ତୁରନ୍ତ ଏକ ନିର୍ବାଚିତ ସରକାର ଆବଶ୍ୟକ ଥିବା…

ଟେକ୍ସାସ୍‌ରେ ଗୁଳି: ୯ ମୃତ

ହ୍ୟୁଷ୍ଟନ୍‌,୮ା୫: ଆମେରିକାର ଟେକ୍ସାସ୍‌ସ୍ଥିତ ଡୋଲ୍ଲାସ ସହରର ଏକ ବ୍ୟସ୍ତବହୁଳ ମଲ୍‌ରେ ଶନିବାର ଗୁଳିକାଣ୍ଡ ଘଟିଛି। ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସୁରକ୍ଷା କର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ସେ ମଧ୍ୟ ନିହତ ହୋଇଛନ୍ତି। ଦେଶରେ ଚଳିତ…

ଡ୍ରେନେଜ୍‌ ସମସ୍ୟା ଦୂର କରିବ ଅଳକା ଖନନ

ଜଗତ୍‌ସିଂହପୁର ଅଫିସ,୮ା୫: ଦିନ ଥିଲା ଅଳକା ସୁଗଭୀର ଥିଲା। ଏଥିରେ ଜାହାଜ ଯାତାୟାତ କରିପାରୁଥିଲା। ତେଣୁ ତତ୍କାଳୀନ ହରିହରପୁର ତଥା ବର୍ତ୍ତମାନର ଜଗତ୍‌ସିଂହପୁରରେ ଇଂରେଜମାନେ ବ୍ୟବସାୟ କେନ୍ଦ୍ର ଅର୍ଥାତ୍‌ ବାଣିଜ୍ୟ କୋଠି କରିବାକୁ ସକ୍ଷମ ହୋଇଥିଲେ। ସମୟ ଚକ୍ରରେ ଅଳକା ସ୍ଥିତି…

ପରେଡ୍‌ରେ କେବଳ ମହିଳା କଣ୍ଟିଜେଣ୍ଟ ଭାଗନେବେ

ନୂଆଦିଲ୍ଲୀ, ,୮ା୫ (ପି.ଟି.) : ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥ ପରେଡରେ କେବଳ ମହିଳା ମାର୍ଚିଂ ଓ ବ୍ୟାଣ୍ଡ୍‌ କଣ୍ଟିଜେଣ୍ଟଙ୍କୁ ଦେଖିବାକୁ ମିଳିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଚି। ଗତ ମାର୍ଚ୍ଚରେ ପ୍ରତିରକ୍ଷା ମନ୍ତ୍ରଣାଳୟ…

ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ରାଜକନିକା,୮ା୫ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ପଶ୍ଚିମ କନିକା ଅଞ୍ଚଳର ହାଟସାହି ପଞ୍ଚାୟତ ହାଟସାହି ଓ ବଟରପଡ଼ା ମୌଜାରେ ଗଢି ଉଠିଥିବା ବେଆଇନ ଚିଙ୍ଗୁଡ଼ି ଘେରିଗୁଡ଼ିକ ରବିବାର ଉଚ୍ଛେଦ କରାଯାଇଛି। ଘେରି ପାଇଁ ୨ ବର୍ଷ ହେବ ସାଧାରଣ ଚାଷୀଙ୍କ…

ବିଶ୍ୱ ଶାନ୍ତି ପାଇଁ ରେଡ୍‌କ୍ରସ

ବିଶ୍ୱ ରେଡ୍‌୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଦିବସ ହେଉଛି ଅନ୍ତର୍ଜାତୀୟ ରେଡ୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନର ସିଦ୍ଧାନ୍ତର ବାର୍ଷିକ ଉତ୍ସବ। ବିଶ୍ୱ ରେଡ୍‌ କ୍ରସ ଦିବସ ପ୍ରତିବର୍ଷ ୮ ମେରେ ପାଳନ କରାଯାଇଥାଏ। ଏହି ତାରିଖ ହେଉଛି…

ଭାରିଯାନ ଚଳାଚଳକୁ ଆଳ କରି ରାଜନୀତି

ପଟ୍ଟାମୁଣ୍ଡାଇ,୮ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ-୧ ଅଧୀନ ପଟ୍ଟାମୁଣ୍ଡାଇ-ରାଜନଗର ବ୍ରାହ୍ମଣୀ ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ବା ଉତିକଣ ଘେରିବନ୍ଧ ପୁରୁଣା ରାସ୍ତା ୨୨ କୋଟି ଟଙ୍କା ବ୍ୟୟରେ ମାସେ ତଳେ ନିର୍ମାଣ କାମ ସରିଥିଲା। ଏବେ ବିଭିନ୍ନ ସ୍ଥାନରେ ରାସ୍ତା ଫାଟି ପିଚୁରୁ ଗୋଡ଼ି…

କୁମ୍ଭୀର ଭୟରେ ନଦୀକୂଳିଆ ଆତଙ୍କିତ

ଯାଜପୁର ଟାଉନ,୮ା୫(ଡି.ଏନ.ଏ.): ଯାଜପୁର ବ୍ଲକ୍‌ ଅନ୍ତର୍ଗତ ଖରସ୍ରୋତା ନଦୀର ରାଜଘାଟଠାରୁ ତନ୍ତିଘାଇ ମଧ୍ୟରେ ଏକ କୁମ୍ଭୀର ଭୟରେ ନଦୀକୂଳିଆ ଗ୍ରାମବାସୀଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି। ଗତ କିଛି ଦିନ ହେବ କୁମ୍ଭୀରଟି ନଦୀ ପଠାରେ ଗୋରୁ ଶବ ଖାଉଥିବାବେଳେ କୁକୁରଙ୍କୁ…

ବସୁନ୍ଧରା ଯୋଜନାରେ ଦୁର୍ନୀତି

ବିଞ୍ଝରପୁର,୮ା୫(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟରେ ବସୁନ୍ଧରା ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତିର ତଦନ୍ତକରି ଅଯୋଗ୍ୟ ହିତାଧିକାରୀଙ୍କ ଜମି ପଟ୍ଟା ବାତିଲ କରିବାସହ ସେମାନଙ୍କଠାରୁ ଦଖଲ ଉଚ୍ଛେଦ କରିବାକୁ ଉପଜିଲାପାଳ ବିଞ୍ଝାରପୁର ତହସିଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ…

କେରଳରେ ଡଙ୍ଗାବୁଡ଼ି, ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି

ଥିରୁଭାନନ୍ତପୁରମ୍‌,୮ା୫: କେରଳର ମାଲାପୁରମ୍‌ ଜିଲାର ତନୁର ନିକଟରେ ରବିବାର ରାତିରେ ଏକ ଡଙ୍ଗାବୁଡ଼ି ଯାଇଥିଲା। ଆଜି ଏହି ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଛି। ଏହି ଡଙ୍ଗାରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିଲେ। ମନ୍ତ୍ରୀ ଭି.ଅବ୍‌ଦୁରହିମନ କହିଛନ୍ତି, ବର୍ତ୍ତମାନ ମୃତ୍ୟୁସଂଖ୍ୟା ୨୧ପହଞ୍ଚିଥିବା…

୧୯୮୮ ପରଠୁ ପଦ ହରାଇଲେଣି ୪୨ ଏମ୍‌ପି

ନୂଆଦିଲ୍ଲୀ,୮ା୫: ଲୋକ ସଭାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦ୍ୟ ଅଯୋଗ୍ୟତା ଜନ ପ୍ରତିନିଧି ଆଇନର ନିୟମ ଉପରେ ବିତର୍କ ସୃଷ୍ଟି କରିଛି, ଯାହା ବଳରେ ୧୯୮୮ ମସିହାରୁ ଅଦ୍ୟାବଧି ୪୨ ଏମ୍‌ପି ନିଜ ପଦ ହରାଇଲେଣି। ୨୦୦୪ ମେ’ ୧୭ରୁ…

ବ୍ରିଜ୍‌ଭୂଷଣଙ୍କୁ ଗିରଫ କର: କେନ୍ଦ୍ରକୁ ୧୦ ଦିନିଆ ମହଲତ

ନୂଆଦିଲ୍ଲୀ,୮ା୫: ଯୌନ ନିର୍ଯାତନା ମାମଲାରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କୁ ୧୦ ଦିନ ମଧ୍ୟରେ ଗିରଫ କର। ନଚେତ୍‌ ଦେଶବ୍ୟାପୀ ଆନ୍ଦୋଳନ କରାଯିବ। ନୂଆଦିଲ୍ଲୀର ଯନ୍ତରମନ୍ତରରେ ଧାରଣାରତ କୁସ୍ତିଯୋଦ୍ଧା ଓ ସେମାନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri