ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କଲେ ୩ ଜିଲାର ଜନପ୍ରତିନିଧି
ପୁରୁଷୋତ୍ତମପୁର,୧୯ା୨(ଡି.ଏନ୍.ଏ.): ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟରେ କଭଳି ନୂତନ ବୈଷୟିକ କାରିଗରୀ ନକ୍ସାର ଢାଞ୍ଚାରେ କାର୍ଯ୍ୟଶୈଳୀଗୁଡ଼ିକୁ ଦେଖିବା ଲାଗି ରାଜ୍ୟର ବିଭିନ୍ନ ଜିଲାରୁ ଜନପ୍ରତିନିଧିମାନେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକକୁ ଆସିଥିଲେ। ବଡ଼ଖରିଡ଼ା କାଳେଶ୍ବର ମନ୍ଦିରକୁ ଯାଇ…
ପୂଜାରାଙ୍କୁ ସ୍ବତନ୍ତ୍ର ଉପହାର ଦେଲା ଅଷ୍ଟ୍ରେଲିଆ ଟିମ୍
ନୂଆଦିଲ୍ଲୀ,୧୯।୨: ଭାରତୀୟ କ୍ରିକେଟ ଦଳ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଟିମ ଇଣ୍ଡିଆ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଏହି ଟେଷ୍ଟ ମ୍ୟାଚ ଚେତେଶ୍ୱର ପୂଜାରା…
ତିନୋଟି ଯାକ ଫର୍ମାଟରେ ବିଶ୍ୱର ଏକ ନମ୍ବର ଟିମ୍ ହେଲା ଭାରତ
ନୂଆଦିଲ୍ଲୀ,୧୯।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଟିମ୍ ଏଠାରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାଜିତ କରିଛି। ଏହାପରେ ଦଳ ଆଇସିସି ର଼୍ୟାଙ୍କିଙ୍ଗର ସମସ୍ତ ତିନୋଟି ଫର୍ମାଟରେ ବିଶ୍ୱର ଏକ ନମ୍ବର ଦଳ ହୋଇଛି।…
‘ବାହୁବଳୀ ୨’କୁ ପଛରେ ପକାଇଲା ‘ପଠାନ’
ବଲିଉଡର ମେଗା ସୁପରଷ୍ଟାର ଶାହରୁଖ ଖାନ ଫିଲ୍ମ ‘ପଠାନ’ ଜରିଆରେ ବଡ ପରଦାରେ ଦୃଢ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ପଠାନ’ ରୋଜଗାରରେ ବହୁ ରେକର୍ଡ ଭାଙ୍ଗିଛି। ‘ପଠାନ’ ଏବେ ରୋଜଗାର ଦୃଷ୍ଟିରୁ ସାଉଥ ସିନେମାର ବ୍ଲକବଷ୍ଟର…
ଦକ୍ଷିଣ ଆଫ୍ରିକାକୁ ହରାଇ ସେମିଫାଇନାଲରେ ଅଷ୍ଟ୍ରେଲିଆ
ଗକବର୍ହା,୧୯।୨: ମହିଳା ଟି୨୦ ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଦଳର ବ୍ୟାଟ୍ସମ୍ୟାନ ତାହଲିଆ ମ୍ୟାକଗ୍ରାଥଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଦଳ ବିଶ୍ୱକପ୍ର ଗ୍ରୁପ-୨ ମ୍ୟାଚରେ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୬ ଉଇକେଟରେ…
ପ୍ରତିଶ୍ରୁତି ଦୋହରାଇଲେ ମୁଖ୍ୟମନ୍ତ୍ରୀ
ବରଗଡ଼ ଅଫିସ,୧୯ା୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇକମାଳ ପରେ ରବିବାର ପଦ୍ମପୁରରେ ପହଞ୍ଚିଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ ଏସ୍ଏଚଜି ମହିଳାଙ୍କୁ ସହୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି। ପଦ୍ମପୁରକୁ ବର୍ଷେ ଭିତରେ ଜିଲା…
ଅନ୍ଲାଇନ୍ରେ ୧୨ ହଜାର ଟଙ୍କାର ଟୁଥ୍ବ୍ରଶ୍ ମଗାଇଥିଲେ, ଆସିଲା ଏମିତି କିଛି
ଆଜିକାଲି ଅନ୍ଲାଇନ୍ କିଣାବିକାରେ ଲୋକମାନେ ଠକାମିର ଶିକାର ହେଉଛନ୍ତି। ନିକଟରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଜଣେ ଗ୍ରାହକ ଆମାଜନରୁ ୧୨,୦୦୦ ଟଙ୍କା ମୂଲ୍ୟର ଟୁଥ ବ୍ରଶ ଅର୍ଡର କରିଥିଲେ, କିନ୍ତୁ ତାଙ୍କୁ ଏମ୍ଡିଏଚ୍ ଚାଟ୍ ମସଲା ମିଳିଥିଲା। @Badassflowerbby…
ରାଜନୈତିକ ଲାଭ ପାଇଁ ଜନସାଧାରଣଙ୍କ ଟଙ୍କାର ବ୍ୟବହାର କରାଯାଉଛି…
କୋଲକାତା,୧୯।୨ : ପଶ୍ଚିମବଙ୍ଗ ର ବିରୋଧୀ ଦଳର ନେତା ସୁଭେନ୍ଦୁ ଅଧିକାରୀ ରାଜ୍ୟ ମୁଖ୍ୟମନ୍ତ୍ରୀ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଏକ ଟୁଇଟ ଜରିଆରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜନୈତିକ ଆବଶ୍ୟକତା ପୂରଣ କରିବା ପାଇଁ ଜନସାଧାରଣଙ୍କ ଟଙ୍କା…
ଥରିଲା ଇନ୍ଦୋର
ଇନ୍ଦୋର,୧୯।୨: ମଧ୍ୟପ୍ରଦେଶର ଇନ୍ଦୋରରେ ରବିବାର ଅପରାହ୍ନରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୦ ଥିଲା। ଏହାର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ଗଭୀର ଥିଲା। ଧାର, ବାରୱାନି ଏବଂ ଆଲିରାଜପୁରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା।…
ଦିନରେ ‘ହେୟାର ଡ୍ରେସର’, ରାତିରେ ‘ଡ୍ରୋନ୍ ହଣ୍ଟର’
କିଭ୍,୧୯ା୨: ଦିନରେ ହେୟାର ଡ୍ରେସର ଏବଂ ରାତିରେ ‘ଡ୍ରୋନ୍ ହଣ୍ଟର’ ହୋଇ ୪୧ ବର୍ଷୀୟ ଆଲେକ୍ଜାଣ୍ଡାର ଶାମ୍ସୁର ରୁଷିଆ ଆକ୍ରମଣରୁ ୟୁକ୍ରେନକୁ ରକ୍ଷା କରିବାରେ ସାହାଯ୍ୟ କରୁଛନ୍ତି। ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ବର୍ଷେ ହେବ। ଆଜି ବି ରୁଷିଆ…
ବିହାରକୁ ସମ୍ଭାଳି ପାରୁ ନ ଥିବା ନୀତୀଶ ବାବୁ ଦେଶ ଶାସନ କରିବାକୁ ସ୍ବପ୍ନ ଦେଖୁଛନ୍ତି: ରବିଶଙ୍କର…
ନୂଆଦିଲ୍ଲୀ,୧୯।୨ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ମସିହାରେ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକତ୍ର କରି ଭାଜପାକୁ କ୍ଷମତାରୁ ହଟାଇବାକୁ ଆହ୍ବାନ ଦେଇଛନ୍ତି। ୍ସେ କହିଛନ୍ତି ଯେ ଯଦି କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ଏକାଠି ହୁଅନ୍ତି,…
୨୧ ବର୍ଷ ପରେ ଟେଷ୍ଟ କ୍ରିକେଟ୍ରେ ଘଟିଲା ଏମିତି
ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଚମତ୍କାର ବୋଲିଂ କରିଥିଲେ। ପ୍ରଥମ ଇନିଂସରେ ତିନି ଉଇକେଟ ନେଇଥିବା ବାମହାତୀ ସ୍ପିନର ଦ୍ୱିତୀୟ ଇନିଂସରେ ୭ଟି ଉଇକେଟ ନେଇଥିଲେ। କୌତୁହଳର ବିଷୟ ହେଉଛି ଜାଡେଜା ୭ଜଣ ବ୍ୟାଟ୍ସମ୍ୟାନଙ୍କ…
Archives


