ଅର୍ଥ ନାହିଁ, ତଥାପି କିଙ୍ଗ୍: କୁମାରସ୍ବାମୀ
ବେଙ୍ଗାଲୁରୁ,୧୧ା୫: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀ ନିର୍ବାଚନ ଶେଷରେ ହାତ ଟେକିଦେଇଛନ୍ତି। ସେ କହିଛନ୍ତି, ଜେଡିଏସ୍କୁ ଏଥର ୨୫ ଆସନରେ ଝଟ୍କା ଲାଗିପାରେ। ଅର୍ଥାଭାବ ହେତୁ ଏହି ଆସନଗୁଡ଼ିକରେ ବିଜୟ ସମ୍ଭାବନା ମଉଳିଯାଇଛି। ପ୍ରାର୍ଥୀମାନଙ୍କୁ ସେ ଆର୍ଥିକ ସହାୟତା ଦେଇପାରି…
ଇଭିଏମ୍ରେ ୨,୬୧୫ ପ୍ରାର୍ଥୀଙ୍କ ଭାଗ୍ୟ
ବେଙ୍ଗାଲୁରୁ,୧୧ା୫: କର୍ନାଟକ ବିଧାନସଭା ୨୨୪ ଆସନ ପାଇଁ ବହୁ ପ୍ରତୀକ୍ଷିତ ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଭୋଟଗ୍ରହଣ ଶେଷ ହେବା ପରେ ୭୨% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।…
ବଗପାଟିଆ: ପାଣିରେ ବୁଡ଼ି ୫ ଶିଶୁଙ୍କ ଜୀବନ ଗଲାଣି
ରାଜନଗର,୧୧ା୫(ଡି.ଏନ୍.ଏ.): ବଙ୍ଗୋପସାଗର ତଟବର୍ତ୍ତୀ ଅଭିଶପ୍ତ ସାତଭାୟାବାସୀ ୭୦ ଦଶକ ପରଠାରୁ ସାମୁଦ୍ରିକ ଝଡ଼ ଏବଂ ସମୁଦ୍ର ଢେଉରେ ସେମାନଙ୍କ ଭିଟାମାଟି ହରାଇଥିଲେ। ଜୀବନ ଜୀବିକାକୁ ନେଇ ସାତଭାୟାବାସୀ ଭିଟାମାଟିର ମୋହକୁ ତୁଟାଇ ନୂଆ ଠିକଣା ବଗପାଟିଆଠାରେ ବସତି ସ୍ଥାପନ କରିଛନ୍ତି। ୨୦୧୧ରୁ…
ଯୁବ ମାନସିକତାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ
ଭାରତରେ ୧୧ ମେ’ରେ ପାଳନ କରାଯାଉଥିବା ‘ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ’ ଆମ ଦେଶରେ ବୈଷୟିକ ଜ୍ଞାନକୌଶଳ, ଅନୁସନ୍ଧାନକାରୀ ଏବଂ ଇଞ୍ଜିନିୟରମାନଙ୍କ ସଫଳତାକୁ ସ୍ମରଣ କରିଥାଏ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୯୯୯ରେ ପୋଖରାନ୍ ଆଣବିକ ପରୀକ୍ଷଣକୁ ସ୍ମରଣୀୟ କରିବା…
୨ ପଞ୍ଚାୟତର ୨ ପ୍ରକଳ୍ପରେ ଗୋଟିଏ ଫଟୋ
ନାଉଗାଁ,୧୧ା୫(ସ୍ବ.ପ୍ର.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ର ସଫଳ ରୂପାୟନ ସହ କାର୍ଯ୍ୟରେ ସ୍ବଚ୍ଛତା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ରାଜ୍ୟର କମିଶନରଙ୍କ ନିକଟକୁ ନ୍ୟାଶନାଲ ମୋବାଇଲ ମନିଟରିଂ ସିଷ୍ଟମ (ଏନ୍ଏମ୍ଏମ୍ଏସ୍) ଆପ୍କୁ ବାଧ୍ୟତାମୂଳକ କରାଯାଇଛି।…
ରିମାଣ୍ଡ୍ରେ ଇମ୍ରାନ୍, ପାକିସ୍ତାନ ଅଶାନ୍ତ
ଇସ୍ଲାମାବାଦ,୧୧ା୫: ଜମି ଦୁର୍ନୀତି ମାମଲାରେ ଗିରଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ବୁଧବାର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ(ଏନ୍ଏବି) ଏକ କୋର୍ଟରେ ହାଜର କରି ୮ ଦିନିଆ ରିମାଣ୍ଡରେ ନେଇଛି। ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍ ମଙ୍ଗଳବାର ଇସ୍ଲାମାବାଦ ହାଇକୋର୍ଟକୁ…
କର୍ନାଟକ: କଂଗ୍ରେସକୁ ମିଳିପାରେ ଅଧିକ ଆସନ
ବେଙ୍ଗାଲୁରୁ,୧୧ା୫: ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ଏକ୍ଜିଟ୍ ପୋଲ୍ ଏଥର ମଧ୍ୟ ଝୁଲା ସ୍ଥିତିର ସଙ୍କେତ ଦେଇଛି। ରାଜ୍ୟବାସୀ ଦୀର୍ଘ ୩୮ ବର୍ଷ ମଧ୍ୟରେ କୌଣସି ଶାସକ ଦଳକୁ ଲଗାତର ଦ୍ୱିତୀୟ ଥର କ୍ଷମତାସୀନ କରାଇ ନ…
୩ ଜଣଙ୍କ ଡିଏନ୍ଏରେ ଶିଶୁ ଜନ୍ମ
ଲଣ୍ଡନ,୧୧ା୫ : ବ୍ରିଟେନ୍ରେ ପ୍ରଥମ ଥର ପାଇଁ ୩ ଜଣ ବ୍ୟକ୍ତିଙ୍କ ଡିଏନ୍ଏକୁ ମିଶ୍ରଣ କରି ଶିଶୁ ଜନ୍ମ କରାଯାଇଛି। ପିଲାମାନଙ୍କୁ ବିରଳ ଆନୁବଂଶିକ ରୋଗରୁ ମୁକ୍ତ କରିବା ପାଇଁ ଏକ ପ୍ରୟୋଗାମତ୍କ ଉପାୟରେ ସେମାନଙ୍କୁ ଭୂମିଷ୍ଠ କରାଯାଇଥିବା ବୁଧବାର ଦେଶର…
ଚିକିତ୍ସା ବେଳେ ମହିଳା ଡାକ୍ତରଙ୍କୁ ହତ୍ୟା
କୋଲାମ/ଥିରୁଭାନନ୍ଥପୁରମ୍, ୧୧ା୫: କେରଳ କୋଲାମ ଜିଲାର ଏକ ହସ୍ପିଟାଲରେ ବୁଧବାର ଜଣେ ରୋଗୀ ୨୩ ବର୍ଷୀୟା ମହିଳା ଡାକ୍ତରଙ୍କୁ ଛୁରିଭୁସି ହତ୍ୟା କରିଛନ୍ତି। ଅଭିଯୁକ୍ତ ସନ୍ଦିପ୍ ତାଙ୍କ ପରିବାର ସଦସ୍ୟଙ୍କ ସହ ମାଡ଼ପିଟ୍ କରି ଆହତ ହୋଇଥିଲେ। ମହିଳା ଡାକ୍ତର ବନ୍ଦନା…
ଦିଲ୍ଲୀକୁ ହରାଇ ଚେନ୍ନାଇର ସପ୍ତମ ବିଜୟ
ଚେନ୍ନାଇ,୧୦ା୫: ଚେନ୍ନାଇର ଏମ୍.ଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳା ଯାଇଥିବା ଆଇପିଏଲ୍ର ୫୫ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ୨୭ ରନ୍ରେ ବିଜୟୀ ହୋଇଛି । ୧୨ଟି ମ୍ୟାଚରୁ ଚେନ୍ନାଇ ୭ଟିରେ ବିଜୟ ହୋଇ ୧୫ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ…
ଆସିଲା କର୍ନାଟକ ଏକ୍ଜିଟ ପୋଲ୍
ନୂଆଦିଲ୍ଲୀ/ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ହୋଇଥିବା ଏକ୍ଜିଟ ପୋଲ୍ ଫଳାଫଳ ପ୍ରକାଶ ପାଇଛି। କେତେକ ଗଣମାଧ୍ୟମ ସଂସ୍ଥା ଦ୍ବାରା କରାଯାଇଥିବା ଏକ୍ଜିଟ ପୋଲ୍ରେ କଂଗ୍ରେସ ସରକାର ଗଠନ…
ଟ୍ୟୁଶନରୁ ଫେରିବା ସମୟରେ ହେଲା ବଜ୍ରପାତ, ଚାଲିଗଲା ଛାତ୍ରୀଙ୍କ ଜୀବନ
ରାୟଗଡ଼ା,୧୦ା୫(ସ୍ବ.ପ୍ର.): ରାୟଗଡ଼ା ବ୍ଲକ ଅନ୍ତର୍ଗତ ମାଲିଗାଁ ପଞ୍ଚାୟତର କଦଳୀଗୁଡ଼ା ଗ୍ରାମର ଜଣେ ନାବାଳିକାଙ୍କର ବଜ୍ରପାତରେ ଜୀବନ ଯାଇଛି। ନାବାଳିକା ଜଣକ ହେଲେ ଅଦାବଂଶ ସଞ୍ଜୁ(୧୬)। ସୂଚନାନୁଯାୟୀ, ସଞ୍ଜୁ ନିଜର ଦୁଇ ସାଙ୍ଗଙ୍କ ସହିତ ଜେକେପୁରରୁ ଟ୍ୟୁଶନ ସାରି ଘରକୁ ଫେରୁଥିବା ସମୟରେ…
Archives


